Latest Odisha News

BREAKING NEWS

Browsing Category

ସୋନପୁର

Sonepur

[ଭିଡିଓ]ଅଦିନିଆ ବର୍ଷା ଓ କୁଆପଥର ମାଡ: ନଷ୍ଟ ହୋଇଛି ଫସଲ, ଚିନ୍ତାରେ ଚାଷୀ

ସୋନପୁର: ଅଦିନିଆ ବର୍ଷାରେ ଉଜୁଡ଼ିଯାଇଛି ଚାଷୀର ଫସଲ । ମୁଣ୍ଡରେ ହାତ ଦେଇ ବସିଛି ଚାଷୀ । ସୁବର୍ଣ୍ଣପୁର ଜିଲ୍ଲାରେ ଗତ ଦୁଇ ଦିନ ତଳେ ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ମାଡ଼ ହୋଇଥିଲା । ଫଳରେ ଜିଲ୍ଲାର ଛଅଗୋଟି ବ୍ଲକରେ ଚାଷୀର ବ୍ୟାପକ ଧାନ ଫସଲ ନଷ୍ଟ ହୋଇଛି । ବୀରମହାରାଜପୁର, ଉଲୁଣ୍ଡା ଓ…

ସିନ୍ଦୁର ନେଲା ଜୀବନ

ସୁବର୍ଣ୍ଣପୁର: ସମ୍ପର୍କରେ ରକ୍ତର ଛିଟା । ଯିଏ ୭ ଜନ୍ମର ସାଥୀ ହେବା ପାଇଁ କଥା ଦେଇଥିଲା, ସିଏ ନେଲା ଜୀବନ । ସଇତାନ ସାଜିଲା ସ୍ୱାମୀ । ନିଜ ସ୍ତ୍ରୀକୁ ନୃଶଂସ ଭାବେ ହତ୍ୟାକଲା ସ୍ୱାମୀ । ଏଭଳି ଅଭାବନୀୟ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଟିକ୍ରାପଡ଼ା ଗ୍ରାମରେ ।…

କ୍ୱାକ ଡ଼ାକ୍ତରଙ୍କ ଭୁଲ ଇଞ୍ଜେକସନ ଯୋଗୁଁ ଚାଲିଗଲା ରୋଗୀର ଜୀବନ, ଘଟଣାସ୍ଥଳରେ ଉତ୍ତେଜନା

ସୋନପୁର: କ୍ୱାକ ଡ଼ାକ୍ତରଙ୍କ ଭୁଲ ଇଞ୍ଜେକସନ ଯୋଗୁଁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ । ଏହିଭଳି ଅଭିଯୋଗ ଆସିଛି ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁରରୁ । ମୃତକ ଜଣକ ହେଲେ ରଥପୁର ମେହେରପଡ଼ାର କାର୍ତ୍ତିକ ମେହେର । ଅଭିଯୋଗ ଅନୁସାରେ, ଦୁଇ ଦିନ ତଳେ କାର୍ତ୍ତିକଙ୍କୁ ଜ୍ୱର ଓ…

ଏସିଡ଼ ମାଡ଼ରେ ଦୁଇଜଣ ଯୁବକ ଗୁରୁତର

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଗୁଲୁଣ୍ଡା ଗାଁରେ ଏସିଡ଼ ମାଡ଼ । ଗାଁର ଦୁଇ ଜଣଙ୍କ ମଧ୍ୟରେ ଗଣ୍ଡଗୋଳ ଘଟି ଏସିଡ଼ ଫିଙ୍ଗା ଫିଙ୍ଗି ହୋଇ ଦୁଇଜଣ ଯୁବକ ଗୁରୁତର ହୋଇଛନ୍ତି । ଯୁବକ ଦୁଇଜଣ ହେଲେ ଗୁଲୁଣ୍ଡା ଗାଁର ବିକ୍ରମ ହରିପାଲ ଓ ବୃନ୍ଦାବନ ଛତ୍ରିଆ । ସୂଚନା ଅନୁସାରେ, କୌଣସି…

ସ୍ମାର୍ଟ ହେଲ୍‌ଥ କାର୍ଡ ଯୋଜନାରେ ସାମିଲ ହେଲା ସୋନପୁର

ସୋନପୁର :  ମୁଖ୍ୟମନ୍ତ୍ରୀଙ୍କ ଜନହିତକର ସ୍ମାର୍ଟ କାର୍ଡ ବଣ୍ଟନ ଯୋଜନାରେ ସାମିଲ ହେଲା ସୁବର୍ଣ୍ଣପୁର ଜିଲ୍ଲା । ଆଜି ଭର୍ଚୁଆଲ୍ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଡ ବଣ୍ଟନର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ସୋନପୁରରେ ପ୍ରାୟ ୭୯ କୋଟି ୨୨ଲକ୍ଷ ୧୩ ହଜାର ଟଙ୍କାର ୬୭ ଟି…

[ଭିଡ଼ିଓ] ଚୋରି ହୋଇଥିବା ଶିଶୁକନ୍ୟା ଜଙ୍ଗଲରୁ ଉଦ୍ଧାର

ସୋନପୁର: ଅର୍ଜୁନପୁର ଜଙ୍ଗଲରୁ ମିଳିଲା ଚୋରି ଶିଶୁକନ୍ୟା । ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଚୋରି ହୋଇଥିବା ଶିଶୁକନ୍ୟା ଜଙ୍ଗଲରୁ ମିଳିଲା । ନବଜାତ ଶିଶୁ କନ୍ୟାକୁ ପୋଲିସ ଆଜି ଜଙ୍ଗଲରୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି । ଭୟରେ ଶିଶୁଟିକୁ ଜଙ୍ଗଲରେ ଫିଙ୍ଗି…

ଜଙ୍ଗଲରୁ ମିଳିଲା ଚୋରି ନବଜାତ ଶିଶୁ କନ୍ୟା

ସୋନପୁର: ଅର୍ଜୁନପୁର ଜଙ୍ଗଲରୁ ମିଳିଲା ଶିଶୁକନ୍ୟା । ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଚୋରି ହୋଇଥିବା ପରିବାର ଲୋକ କରିଥିଲେ ଅଭିଯୋଗ । ନବଜାତ ଶିଶୁକନ୍ୟାକୁ ପୋଲିସ ଆଜି ଜଙ୍ଗଲରୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି । ଭୟରେ ଶିଶୁ ଟିକୁ ଜଙ୍ଗଲରେ ଫିଙ୍ଗି…

[ଭିଡ଼ିଓ]ନବଜାତ ଶିଶୁ ଚୋରି ଅଭିଯୋଗ, ସ୍ତ୍ରୀ ଓ ପ୍ରସୂତି ବିଭାଗରୁ ଶିଶୁଟିକୁ ନେଇଗଲେ ଜଣେ ଅଜଣା ମହିଳା

ସୁବର୍ଣ୍ଣପୁର:ନବଜାତ ଶିଶୁ ଚୋରି ଅଭିଯୋଗ । ଏହିଭଳି ଘଟଣା ସାମ୍ନାକୁ ଆସିଛି ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ । ଆଜି ସ୍ତ୍ରୀ ଓ ପ୍ରସୂତି ବିଭାଗ ୱାର୍ଡ଼ରୁ ନବଜାତ ଶିଶୁ ଚୋରି ହୋଇଥିବା ଅଭିଯୋଗ ଆସିଛି। ଗତକାଲି ବୀରମହାରାଜପୁର ଉପଖଣ୍ଡ ଷଣ୍ଢା ଗାଁର ଗଜେନ୍ଦ୍ର ତାଣ୍ଡିଙ୍କ…

ଟ୍ରାକ୍ଟର ଓ ବାଇକ୍ ମୁହାଁମୁହିଁ ଧକ୍କା , ଜଣେ ମୃତ ୨ ଗୁରୁତର

ସୋନପୁର : ମର୍ମନ୍ତୁଦ ଦୁର୍ଘଟଣାରେ ଅକାଳରେ ଚାଲିଗଲା ଜଣଙ୍କ ଜୀବନ ।ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅନ୍ତର୍ଗତ ଅନ୍ତଡା ଗାଁ ଠାରେ ଟ୍ରାକ୍ଟର ଓ ବାଇକ ମୁହାଁ ମୁହିଁ ଧକ୍କା ଦେବା ଫଳରେ ଜଣଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ୨ ଜଣ ଗୁରୁତର ହୋଇପଡିଛନ୍ତି ।ମୃତକ ଜଣକ ହେଲେ ଶିବା ସୁନା । …

ହାତୀ ଉପଦ୍ରବର ପ୍ରତିକାର ଓ କ୍ଷତିପୂରଣ ଦାବି କଲେ ଗ୍ରାମବାସୀ

ସୋନପୁର: ବଢ଼ୁଛି ହାତୀ ଉପଦ୍ରବ। ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ରେଞ୍ଜରେ ହାତୀ ଉପଦ୍ରବର ପ୍ରତିକାର ଓ କ୍ଷତିପୂରଣ ଦାବି କରିଛନ୍ତି ଗ୍ରାମବାସୀ। ଏନେଇ ଝାରବାହାଲି ଛକରେ ସୋନପୁର-ସମ୍ବଲପୁର ରାଜ୍ୟ ରାଜପଥକୁ ଅବରୋଧ କରିଛନ୍ତି ସ୍ଥାନୀୟ ଲୋକେ। ସୂଚନା ଅନୁସାରେ, କିଛି ଦିନ ହେଲା ଉଲୁଣ୍ଡା…