Latest Odisha News

BREAKING NEWS

Browsing Category

ପାଣିପାଗ

ଉପକୂଳ ଓଡ଼ିଶାରେ ଆଜି ଓ କାଲି ପ୍ରବଳ ବର୍ଷା

ଭୁବନେଶ୍ୱର: ଓଡ଼ିଶା ଉପକୂଳରୁ ବାତ୍ୟା ଭୟ ଟଳିଗଲା । ଜଓ୍ୱାଦ ସ୍ଥଳଭାଗ ଛୁଇଁବା ଆଗରୁ ଦୁର୍ବଳ ହୋଇଗଲା । କିନ୍ତୁ ସାଙ୍ଗରେ ବର୍ଷା ପବନ ନେଇ ଆସିଛି । ଏହାର ପ୍ରଭାବରେ ଆଜି ଓ ଆସନ୍ତାକାଲି ରାଜ୍ୟରେ ପ୍ରବଳ ବର୍ଷା ହେବ । ଏନେଇ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ଭାରତୀୟ…

ଅବପାତ ହୋଇ ଆଜି ପୁରୀ ଉପକୂଳରେ ପହଞ୍ଚିବ ବାତ୍ୟା ଜଓ୍ୱାଦ ଅବଶିଷ୍ଟାଂଶ

ଭୁବନେଶ୍ୱର: ସମୁଦ୍ର ଭିତରେ ସାଇକ୍ଲୋନ୍ । ସ୍ଥଳଭାଗ ପାଖରେ ପହଞ୍ଚିଲା ବେଳକୁ ଅବପାତ । ବାତ୍ୟା ଜଓ୍ୱାଦ ଅଧିକରୁ ଅଧିକ ଦୁର୍ବଳ ପଡୁଛି । ଗତକାଲି ଡିପ୍ ଡିପ୍ରେସନ୍ ବା ଗଭୀର ଅବପାତରେ ପରିଣତ ହୋଇଥିଲା । ଆଜି ଜଓ୍ୱାଦର ଅବଶିଷ୍ଟାଂଶ ଡିପ୍ରେସନ୍ ହେବ । ମଧ୍ୟାହ୍ନରେ ପୁରୀ ଉପକୂଳରେ ପହଞ୍ଚିଲା…

ବାତ୍ୟାକୁ ନେଇ ଆଶ୍ୱସ୍ତିକର ଖବର: ପୁରୀରେ ପହଞ୍ଚିଲା ବେଳକୁ ଦୁର୍ବଳ ହୋଇଯିବ ଜଓ୍ୱାଦ୍

ଭୁବନେଶ୍ୱର: ବାତ୍ୟା ଜଓ୍ୱାଦକୁ ନେଇ ଆସିଲା ବଡ଼ ଆଶ୍ୱସ୍ତିକର ଖବର । ପୁରୀ ଉପକୂଳରେ ପହଞ୍ଚିଲା ବେଳକୁ ଜଓ୍ୱାଦ ଦୁର୍ବଳ ପଡ଼ିଯିବ । ସାଇକ୍ଲୋନିକ୍ ଷ୍ଟର୍ମରୁ (ସାମୁଦ୍ରିକ ଝଡ଼) ଏହା ଡିପ୍ ଡିପ୍ରେସନ୍ ବା ଗଭୀର ଅବପାତରେ ପରିଣତ ହୋଇପାରେ । ଭାରତୀୟ ପାଣିପାଗ ବିଭାଗ ଏନେଇ ସୂଚନା ଦେଇଛି ।…

ପ୍ରବଳ ବର୍ଷା ନେଇ ଆସୁଛି ବାତ୍ୟା

ଭୁବନେଶ୍ୱର: ଜଓ୍ୱାଦ ସାଙ୍ଗରେ ନେଇ ଆସୁଛି ପ୍ରବଳ ବର୍ଷା ପବନ । ଯେତିକି ସ୍ଥଳଭାଗ ନିକଟତର ହେବ ସେତିକି ପ୍ରଭାବ ଦେଖାଇବ ବାତ୍ୟା । ବାରମ୍ବାର ଦିଗ ବଦଳାଉଛି । ନିର୍ଦ୍ଦିଷ୍ଟ ଭାବରେ ଏହାର ହିଟ୍ ସ୍ଥାନ କହିବା ମୁସ୍କିଲ ହୋଇଛି । ଯେଉଁଆଡ଼େ ଗଲେ ବି ଓଡ଼ିଶା ଉପକୂଳରେ ନିଶ୍ଚିତ ପ୍ରକୋପ…

ଟୁଇନ୍ ସିଟିକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ: କଟକ, ଭୁବନେଶ୍ୱରରେ ଆଜି ପ୍ରବଳ ବର୍ଷିବ

ଭୁବନେଶ୍ୱର: ବାତ୍ୟା ଜଓ୍ୱାଦ୍ ପ୍ରଭାବରେ ଓଡ଼ିଶା କାଲିଠାରୁ ଆରମ୍ଭ ହୋଇଛି ବର୍ଷା । କାଲି ମଧ୍ୟରାତ୍ରିରୁ କଟକ, ଭୁବନେଶ୍ୱରରେ ବି ବର୍ଷା ଲାଗି ରହିଛି । ଝିପିଝିପି ବର୍ଷୁଛି । ଆଜି ପାଇଁ ଟୁଇନ୍ ସିଟିକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । କଟକ, ଭୁବନେଶ୍ୱରରେ ଆଜି ପ୍ରବଳରୁ…

ଓଡ଼ିଶା ଉପକୂଳ ମୁହାଁ ବାତ୍ୟା: ଘଣ୍ଟାପ୍ରତି ୬ କିଲୋମିଟର ବେଗରେ ବଢୁଛି ଜଓ୍ୱାଦ୍

ଭୁବନେଶ୍ୱର: ବଙ୍ଗୋପସାଗରରେ ଆଗକୁ ବଢୁଛି ବାତ୍ୟା । ସମୁଦ୍ର ଭିତରେ ଘୂରି ବୁଲୁଛି । ଅଧିକ ବଳ ଗୋଟାଇ ଉପକୂଳ ଆଡ଼େ ମାଡ଼ି ଆସୁଛି ଜଓ୍ୱାଦ୍ । ନିର୍ଦ୍ଦିଷ୍ଟ ଭାବରେ କେଉଁ ସ୍ଥାନରେ ସ୍ଥଳଭାଗ ଛୁଇଁବ ଏଯାଏ ଭାରତୀୟ ପାଣିପାଗ ବିଭାଗ ସ୍ପଷ୍ଟ କରିନି । କିନ୍ତୁ ଆଜିଠୁ ପ୍ରଭାବ ଦେଖାଇବା ଆରମ୍ଭ…

ଆସୁଛି ବାତ୍ୟା: ଆଜି ସ୍ପଷ୍ଟ ହେବ କୁଆଡ଼େ ଯିବ ‘ଜଓ୍ୱାଦ୍’

ଭୁବନେଶ୍ୱର: ବଙ୍ଗୋପସାଗରରେ ଆସୁଛି ବାତ୍ୟା । ଆଣ୍ଡାମାନ ସାଗରରେ ସକ୍ରିୟ ଲଘୁଚାପ ଆଜି ଅବପାତରେ ପରିଣତ ହୋଇପାରେ । ଆସନ୍ତାକାଲି ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହୋଇପାରେ ବାତ୍ୟା । ଏହାର ନାଁ ରହିବ ଜଓ୍ୱାଦ । ସାଇକ୍ଲୋନ ହେବା ପରେ ଉପକୂଳ ମୁହାଁ ହେବ । ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ଗତି…

ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖ ସକାଳେ ଓଡିଶା ଉପକୂଳକୁ ଛୁଇଁବ

ଭୁବନେଶ୍ୱର : ଆସୁଛି ବାତ୍ୟା ‘ଜଓ୍ୱାଦ’ । ଏନେଇ ସ୍ପଷ୍ଟ କରଛି ପାଣିପାଗ କେନ୍ଦ୍ର । ୧୨ ଘଣ୍ଟାରେ ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଲଘୁଚାପ । ଏହାପରେ ଦୁଇ ତାରିଖ ସୁଦ୍ଧା ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରି ଏହା ଅବପାତର ରୂପ ନେବ । ଏହାପରେ ୨୪ ଘଣ୍ଟାରେ ଆହୁରୀ ଘନିଭୂତ ହୋଇ…

ବଙ୍ଗୋପସାଗରରେ ବଢୁଛି ବାତ୍ୟା ଆଶଙ୍କା

ଭୁବନେଶ୍ୱର: ୨୯ ତାରିଖରେ ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଏହା ଧୀରେ ଧୀରେ ବଙ୍ଗୋପସାଗରରେ ପ୍ରବେଶ କରିବ । ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେଇପାରେ । ବିଭିନ୍ନ ପାଣିପାଗ ସଂସ୍ଥା ଏଭଳି ପୂର୍ବାନୁମାନ କରୁଛନ୍ତି । ତେବେ ଲଘୁଚାପ ସୃଷ୍ଟି ହେବା ପରେ ସ୍ପଷ୍ଟ…

ଆଜି ବି ରାଜ୍ୟରେ କୋହଲା ପାଗ

ଭୁବନେଶ୍ୱର: ରାଜ୍ୟରେ କୋହଲା ପାଗ ଜାରି ରହିଛି । କିଛି ସ୍ଥାନରେ ବର୍ଷା ବି ହେଉଛି । ଆଜି ବି ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲାରେ କୋହଲା ପାଗ ଲାଗି ରହିବ । ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ବାୟୁମଣ୍ଡଳରେ ଅହେତୁକ ଜଳୀୟବାଷ୍ପର ପରିଣାମ…