Latest Odisha News

BREAKING NEWS

Browsing Category

ରାଜନୀତି

ବିଜେଡି ଯୁବ ଉପସଭାପତି ରାକେଶ ନାୟକଙ୍କ ସହ ପଦ୍ମ ଧରିଲେ ବହୁ ନେତା ଓ କର୍ମୀ

ଭୁବନେଶ୍ୱର: ଓଡ଼ିଶାରେ ବିଜେପି “ଡବଲ ଇଞ୍ଜିନ ସରକାର ଗଠନ” କରିବା ପାଇଁ ପ୍ରତ୍ୟେକ ଦିନ ମିଶ୍ରଣ ପର୍ବ ଅନୁଷ୍ଠିତ ହେଉଛି । ନୂତନ କାର୍ଯ୍ୟକର୍ତ୍ତାମାନେ ଦଳର ଶକ୍ତିକୁ ମଜଭୁତ କରିବା ସହ ସୁଦୃଢ଼ କରୁଛନ୍ତି । ଏହି ଅବସରରେ ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀର ରାଜ୍ୟ ବିଜେଡି ଯୁବ…

ମିଶ୍ରଣ ପର୍ବ: ବିଜେଡି ଛାଡି ବିଜେପିରେ ମିଶିଲେ ବିଧାୟକ ପର୍ଶୁରାମ ଧଡା

ଭୁବନେଶ୍ୱର: ଆଜି ରାଜ୍ୟ କାର୍ଯ୍ୟାଳୟରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଜେଡି ଛାଡିଥିବା ସୋର ବିଧାୟକ ପର୍ଶୁରାମ ଧଡା ବିଜିପିରେ ଯୋଗଦେଇଛନ୍ତି । ସେ ନିଜର ବହୁ ନେତା ଓ କର୍ମୀଙ୍କ ସହ ଆନୁଷ୍ଠାନିକଭାବେ ଦଳରେ ସାମିଲ ହୋଇଛନ୍ତି । ଦଳରେ ସାମିଲ ହେବାପରେ ପର୍ଶୁରାମ…

ଚିତ୍ରକୋଣ୍ଡା ସମର : ସବୁ ଦଳଙ୍କ ନଜର

ଭୁବନେଶ୍ବର: ଦିନେ ମାଓଗଡ ଓ ବିଚ୍ଛିନ୍ନାଞ୍ଚଳ ଭାବେ ପରିଚିତ ଥିବା ଚିତ୍ରକୋଣ୍ଡାରେ ହେବ ରାଜନୀତିର ରୋଚକ ଲଢେଇ । ଅନେକ ତର୍ଜମା, ବାଦ ବିବାଦ ପରେ ଘୋଷଣା ହୋଇଛି ଚିତ୍ରକୋଣ୍ଡା ପ୍ରାର୍ଥୀ । ଲକ୍ଷ୍ମୀପ୍ରିୟା ନାୟକଙ୍କୁ ଟିକେଟ୍ ଦେଇଛି ବିଜେଡି । ବିଜେପିରୁ ଡମ୍ବରୁ ସୀସା ଓ କଂଗ୍ରେସରୁ ମଙ୍ଗୁ…

ନବରଙ୍ଗପୁରରେ ଖୁଡି-ପୁତୁରା ଲଢେଇ

ଭୁବନେଶ୍ବର: ନବରଙ୍ଗପୁରରେ ଖୁଡ଼ି-ପୁତୁରା ଲଢେଇ। ଖୁଡି କୌଶଲ୍ୟା ପ୍ରଧାନୀ ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି ତ ପୁତୁରା ଦିଲ୍ଲୀପ ପ୍ରଧାନୀ କଂଗ୍ରେସରୁ ମଇଦାନକୁ ଓହ୍ଲାଇଛନ୍ତି । ନବରଙ୍ଗପୁର ଲୋକସଭାରୁ ୯ଥର ସାଂସଦ ହୋଇଥିଲେ ଖଗପତି ପ୍ରଧାନୀ । ତାଙ୍କ ସାନଭାଇ ତଥା ନବରଙ୍ଗପୁର ଜିଲ୍ଲାର ପ୍ରଥମ…

ରାୟଗଡା ରଣଭୂମି: କାହାର ପଲ୍ଲା ଭାରି?

ଭୁବନେଶ୍ବର: ରାୟଗଡାରୁ ଗତଥର ଜିତିଥିଲେ ରାଜ୍ୟର ଏକମାତ୍ର ସ୍ବାଧୀନ ବିଧାୟକ ମକରନ୍ଦ ମୁଦୁଲି । ଏଥର ରାୟଗଡାରେ ବଢୁଛି ରାଜନୈତିକ ପାରଦ । ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏଥର ତ୍ରିମୁଖୀ ଲଢେଇ ହେବ । ବିଜେଡିରୁ ମଇଦାନକୁ ଓହ୍ଲାଇଛନ୍ତି ଅନୁସୟା ମାଝୀ ତ ବିଜେପିରୁ ବସନ୍ତ ଉଲାକା ଓ…

ହ୍ୟାଟ୍ରିକ କରିବେ କି କ୍ୟାପଟେନ୍ ?

ଭୁବନେଶ୍ବର : କିଏ ଜିତିବ ଜୁନାଗଡ? ବିଜେଡିରୁ ତୃତୀୟ ଥର ପାଇଁ ପ୍ରାର୍ଥୀ ହୋଇଛନ୍ତି କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର । ମମିତା ମେହେର ହତ୍ୟା ମାମଲାରେ ବିରୋଧୀଙ୍କ ଟାର୍ଗେଟକୁ ଆସିଥିଲେ ଦିବ୍ୟଶଙ୍କର । ହେଲେ ବିବାଦ ସତ୍ତ୍ବେ ତାଙ୍କୁ ପୁଣି ଭରସା କରିଛି ବିଜେଡି । ବିଜେପିର ପାରମ୍ପରିକ ଗଡ…

ଉମରକୋଟ ଗସ୍ତବେଳେ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କଲେ ନିର୍ବାଚନ ଅଧିକାରୀ

ନବରଙ୍ଗପୁର: ନିର୍ବାଚନ ପ୍ରଚାର ପାଇଁ ଉମରକୋଟ ଯାଇଥିବା ବେଳେ ବିଜେଡି ନେତା ଭିକେ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କରିଛନ୍ତି ନିବାର୍ଚନ ଅଧିକାରୀ । ହେଲେ ଯାଞ୍ଚ ସମୟରେ କିଛି ମିଳିନଥିବା ସୂଚନା ରହିଛି । ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହେଲିକପ୍ଟର ମଧ୍ୟ ଯାଞ୍ଚ…

ସାଧାରଣ ନିର୍ବାଚନ ୨୦୨୪: ବରଗଡରେ ବିପୁଳ ସଂଖ୍ୟାରେ ନାମାଙ୍କନ ଭରିଲେ ବିଜେଡି ଓ କଂଗ୍ରେସ ପ୍ରାର୍ଥୀ

ବରଗଡ଼: ସାଧାରଣ ନିର୍ବାଚନ ପାଇଁ ଆଜି ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଛି । ବରଗଡ଼ ଲୋକସଭା ଏବଂ ପଦ୍ମପୁର, ବିଜେପୁର, ବରଗଡ଼ ଅତାବିରା ଏବଂ ଭଟଲି ବିଧାନସଭା ଆସନ ପାଇଁ ଆଜି ଅର୍ଥାତ୍ ୨୬ ଏପ୍ରିଲ ରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ସେହିପରି ମେ' ମାସ ୩ ତାରିଖ…

ଉମରକୋଟ ଓ ଝରିଗାଁରେ ପାଣ୍ଡିଆନଙ୍କ ଜୋରଦାର ପ୍ରଚାର, କହିଲେ ଶଙ୍ଖ ବିକାଶର ପରିଚୟ

ନବରଙ୍ଗପୁର: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକସଭା ନିର୍ବାଚନ ମଣ୍ଡଳୀର ଉମରକୋଟ ଓ ଝରିଆଁରେ ନିର୍ବାଚନ ପ୍ରଚାର ଆରମ୍ଭ କରି ଦଳର ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କୁ ବିପୁଳ ପରିମାଣର ଭୋଟଦେଇ…

ଏପ୍ରିଲ ୨୭ରୁ ଦିଲ୍ଲୀରେ ନିର୍ବାଚନ ପ୍ରଚାର ଆରମ୍ଭ କରିବ ଆପ୍, ସୁନୀତା କେଜ୍ରିୱାଲ ସମ୍ଭାଳିବେ ମୋର୍ଚ୍ଚା

ନୂଆଦିଲ୍ଲୀ: ମେ ୨୫ ତାରିଖ ଦିନ ଦିଲ୍ଲୀରେ ଷଷ୍ଠ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହେବ। ଏହି ଦିନ ରାଜଧାନୀର ସମସ୍ତ ୭ଟି ଆସନରେ ମତଦାନ ଅନୁଷ୍ଠିତ ହେବ। ତିହାର ଜେଲରେ ରହୁଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ସୁନୀତା କେଜ୍ରିୱାଲ ଏପ୍ରିଲ ୨୭ ଶନିବାର…