Latest Odisha News

BREAKING NEWS

Browsing Category

ରାଜନୀତି

ମଣିପୁର ପାଇଁ ମନ ନାହିଁ !

ଭୁବନେଶ୍ୱର: ଆଦିବାସୀ ଓ ମେଟେଇ ସମ୍ପ୍ରଦାୟ ମଧ୍ୟରେ ସୃଷ୍ଟି ହୋଇଥିବା ସଂଘର୍ଷ ଯୋଗୁ ମଣିପୁର ଜଳୁଛି। ମଣିପୁର ସ୍ଥିତି ଏତେ ସାଙ୍ଘାତିକ ଯେ ରାଜ୍ୟରେ ସୁଟ ଆଟ ସାଇଟର ଅର୍ଡର ମଧ୍ୟ ଦିଆଯାଇଛି। ରାଜ୍ୟରେ ଅଧିକ ଜବାନଙ୍କୁ ମଧ୍ୟ ନିୟୋଜିତ କରାଯାଉଛି। ଏଭଳି ସ୍ଥିତିରେ ମଣିପୁରକୁ ନେଇ ରାଜନୀତି…

କର୍ଣ୍ଣାଟକ ନିର୍ବାଚନ, ‘ଡବଲ ଇଞ୍ଜିନ ନୁହେଁ ଟ୍ରବଲ ଇଞ୍ଜିନ ସରକାର’

ଭୁବନେଶ୍ୱର: କର୍ଣ୍ଣାଟକରେ ନିର୍ବାଚନ ପ୍ରଚାର ଆରମ୍ଭରୁ ବିଜେପି ଡବଲ ଇଞ୍ଜିନ ସରକାରକୁ ଫୋକସ କରିଛି। କଂଗ୍ରେସ କିମ୍ବା ଜେଡିଏସକୁ ଭୋଟ ନ ଦେଇ ବିଜେପିକୁ ଭୋଟ ଦେବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ଗୃହମନ୍ତ୍ରୀ ଅମିତ ଶାହା ତଥା ବିଜେପିର ସବୁ ବରିଷ୍ଠ ନେତା କର୍ଣ୍ଣାଟକବାସୀଙ୍କୁ ନିବେଦନ…

ଇସ୍ତଫା ଫେରାଇ ନେଲେ ଶରଦ ପାୱାର, ରହିବେ ଏନସିପି ଅଧ୍ୟକ୍ଷ

ମୁମ୍ବାଇ: ଶରଦ ପାୱାର ରହିବେ ଏନସିପି ଅଧ୍ୟକ୍ଷ । ୩ ଦିନ ପରେ ଫେରାଇ ନେଲେ ଇସ୍ତଫା । ଶୁକ୍ରବାର ମୁମ୍ବାଇରେ ଏକ ସାମ୍ବାଦିକ ସମ୍ମିଳନୀ କରି ଇସ୍ତଫା ଫେରାଇ ନେବେ ବୋଲି କହିଛନ୍ତି ଶରଦ ପାୱାର । ସାମ୍ବାଦିକ ସମ୍ମିଳନୀରେ ଶରଦଙ୍କ ସହ ଅନ୍ୟ ବରିଷ୍ଠ ନେତା ମଧ୍ୟ ଉପସ୍ଥିତ ଥିଲେ । ଶରଦ…

ଗୋପରେ ବିଜେଡିକୁ ଝଟକା ! ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ବିଜୟୀ

ପୁରୀ: ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ରହସ୍ୟଜନକ ମୃତ୍ୟୁ ପରେ ହୋଇଥିବା ଉପନିର୍ବାଚନରେ ବିଜେପି ବିଜୟୀ ହୋଇଛି । ନିମାପଡ଼ା ବିଧାନସଭା କ୍ଷେତ୍ରରେ ଆସୁଥିବା ଗୋପ ବ୍ଲକର ୧୧ ନମ୍ବର ଜିଲ୍ଲା ପରିଷଦ ଆସନକୁ ବିଜେଡି ଠାରୁ ଛଡ଼ାଇ ନେଇଛି ବିଜେପି । ଗୁରୁବାର ଘୋଷଣା…

ଛତିଶଗଡ଼ରେ ହାତ ମୋଡ଼ିଦେବ ଝାଡୁ !

ଭୁବନେଶ୍ୱର: ବଦଳୁଛି କଂଗ୍ରେସର ନିର୍ବାଚନ ଲଢ଼ିବା ଷ୍ଟାଇଲ। ପାରମ୍ପରିକ ଢାଞ୍ଚା ଛାଡି ଅତ୍ୟାଧୁନିକ ଶୈଳୀ ଆପଣାଉଛି ଦଳ। ଏମିତି କିଛି ଚର୍ଚ୍ଚା ଏବେ ଜୋର ଧରିଛି। ଆଗକୁ ହେବାକୁ ଥିବା ବିଭିନ୍ନ ରାଜ୍ୟର ନିର୍ବାଚନରେ ଦଳ ନିଜର ସର୍ଭେ କରିବା ସହ ଏହି ଆଧାରରେ ଟିକେଟ ଦେବାକୁ ନିଷ୍ପତ୍ତି…

‘ମଧ୍ୟପ୍ରଦେଶ ରାଜନୀତି’, ବିଜେପିକୁ ହରାଇବେ ସିନ୍ଧିଆ !

ଭୁବନେଶ୍ୱର: କର୍ଣ୍ଣାଟକ ଭଳି ମଧ୍ୟପ୍ରଦେଶରେ ବିଜେପିର ବରିଷ୍ଠ ନେତାଙ୍କ ଅସନ୍ତୋଷର କଥା ପଦାକୁ ଆସୁଛି। ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ତାରିଖ ପାଖେଇ ଆସୁଥିବାରୁ ଏଭଳି କିଛି ଖବରକୁ ନେଇ ରାଜ୍ୟ ରାଜନୀତି ଗତିଶୀଳ ହେଉଛି। ନିର୍ବାଚନ ବହୁ ପୂର୍ବରୁ ଟିକେଟକୁ ନେଇ ଅଡୁଆ ସ୍ଥିତି…

ଓଡିଶା ଓ ଝାଡଖଣ୍ଡ ଉପରେ ନୀତିଶଙ୍କ ଆଖି !

ଭୁବନେଶ୍ୱର: ଦେଶରେ ବିରୋଧୀ ଦଳଗୁଡିକୁ ଏକାଠି କରିବାରେ ଲାଗି ପଡିଥିବା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ନେଇ ଚର୍ଚ୍ଚା ଆହୁରି ବଢ଼ିବାରେ ଲାଗିଛି। ବିଜେପି ବିରୋଧୀ ଲଢ଼େଇକୁ ନିର୍ଣ୍ଣାୟକ ରୂପ ଦେବା ପାଇଁ ନିଜର ସମସ୍ତ ଶକ୍ତି ଖଟାଇ ଦେଇଛନ୍ତି ନୀତିଶ। ଏହି କ୍ରମରେ ନୀତିଶ…

କର୍ଣ୍ଣାଟକରେ ବିଜେପିର ଅସ୍ତ୍ର, ‘ଜୟ ବଜରଙ୍ଗବାଲି’ !

ଭୁବନେଶ୍ୱର: କର୍ଣ୍ଣାଟକ ନିର୍ବାଚନରେ ପ୍ରଚାର ଯେତିକି ଜୋରଦାର ହେଉଛି ବିବାଦ ମଧ୍ୟ ସେତିକି ତୀବ୍ର ହେଉଛି। ପ୍ରଚାର ସହ ବିବାଦକୁ ରାଜନୈତିକ ପ୍ରସଙ୍ଗ କରି ବିଭିନ୍ନ ଦଳ କର୍ଣ୍ଣାଟକବାସୀଙ୍କ ମନ ଜିଣିବାକୁ ଉଦ୍ୟମ କରୁଥିବା ଦେଖାଯାଇଛି। ସେପଟେ ବଜରଙ୍ଗ ଦଳକୁ ବ୍ୟାନ କରିବା ଟିପ୍ପଣୀକୁ…

ଥାନାରେ କୁସୁମ ଟେଟେଙ୍କ ଏତଲା ପରେ ସିଇଓଙ୍କ ଦ୍ୱାରସ୍ଥ ହେଲା ବିଜେଡି

ଭୁବନେଶ୍ୱର: ଝାରସୁଗୁ଼ଡ଼ା ଉପନିର୍ବାଚନ ପାଇଁ ପ୍ରଚାର ଜୋର୍ ଧରିଥିବା ବେଳେ ବିଜେଡି-ବିଜେପି ମୁହାଁମୁହିଁ ହୋଇଛନ୍ତି । ନିର୍ବାଚନ ପ୍ରଚାରେ ବେଳେ ହିଂସାକୁ ନେଇ ଟଣାଓଟରା ହୋଇଛନ୍ତି ଦୁଇ ଦଳ । ମେ ୧୦ ତାରିଖରେ ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବାକୁ ଥିବା ବେଳେ ଉଭୟ ଦଳ ଉଭୟଙ୍କ ବିରୋଧରେ…

କୋଟିଆକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଘେରିଲା ବିଜେପି

ଭୁବନେଶ୍ୱର: କୋରାପୁଟର କୋଟିଆକୁ ନେଇ ସରକାରଙ୍କୁ ପ୍ରଶ୍ନ କରିଛି ବିଜେପି । ମୁଖ୍ୟମନ୍ତ୍ରୀଙ୍କୁ ଜବାବ ମାଗିଛି କୋଟିଆ ବିବାଦର ସମାଧାନ ପାଇଁ କଣ କରିଛି ଉତ୍ତର ଦିଅ । ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, କୋଟିଆରେ ଆନ୍ଧ୍ର ସରକାରଙ୍କ ମନ୍ତ୍ରୀ ଓ ପ୍ରଶାସନିକ…