Latest Odisha News

BREAKING NEWS

Browsing Category

ରାଜନୀତି

ରାହୁଲଙ୍କ ବିରୋଧରେ ଲଢ଼ିବେ କନ୍ନଡ଼ ଅଭିନେତା !

ଭୁବନେଶ୍ୱର: କର୍ଣ୍ଣାଟକରେ ରାହୁଲଙ୍କୁ କାଉଣ୍ଟର କରିବେ କନ୍ନଡ଼ ଅଭିନେତା କିଚା ସୁଦୀପ। ରାହୁଲଙ୍କ ଲୋକପ୍ରିୟତାକୁ ପ୍ରତିହତ କରିବା ପାଇଁ ବିଜେପି ଏଭଳି ଯୋଜନା କରୁଥିବା ଆଲୋଚନା ହେଉଛି। କର୍ଣ୍ଣାଟକ ନିର୍ବାଚନ ଏବେ ବିଜେପି ପାଇଁ ଏକ ପ୍ରମୁଖ ଚ୍ୟାଲେଞ୍ଜ ହୋଇଥିବା କୁହାଯାଉଛି। ବିଭିନ୍ନ…

ଡିୟୁଡିଏରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ନିଯୁକ୍ତି, ବିଜେପି କହିଲା ‘ଭୋଟ୍ ଭୟ’

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଗୃହ ନିର୍ମାଣ ଏବଂ ସହରାଞ୍ଚଳ ବିକାଶ ବିଭାଗର ପିଡି ଡିୟୁଡିଏ (PD DUDA) ନିଯୁକ୍ତି ବିଜ୍ଞାପନକୁ ନେଇ ବିରୋଧୀ ବିଜେପି ସରକାରଙ୍କୁ ଘେରିଛି । ଏପ୍ରିଲ୍ ୪ ତାରିଖରେ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ରାଜ୍ୟର ସମସ୍ତ ସହରାଞ୍ଚଳରେ ହେଉଥିବା ବିକାଶମୂଳକ କାର୍ଯ୍ୟର…

ଭୋଟ ପାଇଁ ଓଡ଼ିଆ ପ୍ରୀତି !

ଭୁବନେଶ୍ୱର: ଓଡ଼ିଆ ଓ ଓଡିଶାକୁ ନେଇ ଏବେ ରାଜ୍ୟ ଓ ଜାତୀୟ ରାଜନୀତି ତୀବ୍ର ହୋଇଛି। କୋଟିଆ ପ୍ରସଙ୍ଗକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆନ୍ଧ୍ରକୁ ଗୋ ବ୍ୟାକ ନାରାକୁ ନେଇ ଜୋରଦାର ଚର୍ଚ୍ଚା ହୋଇଥିଲା।ଏହାଦ୍ୱାରା ବିଜେପି ଓ ଧର୍ମେନ୍ଦ୍ରଙ୍କ ଓଡିଶା ପ୍ରୀତିର କଥାକୁ ନେଇ…

ବିଜେପିରେ ସାମିଲ୍ ହେଲେ ବରିଷ୍ଠ କଂଗ୍ରେସ ନେତା ଏକେ ଆଣ୍ଟୋନିଙ୍କ ପୁଅ

ନୂଆଦିଲ୍ଲୀ: କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏକେ ଆଣ୍ଟୋନିଙ୍କ ପୁଅ ଅନିଲ୍ ଆଣ୍ଟୋନି ଆଜି ବିଜେପିରେ ସାମିଲ୍ ହୋଇଛନ୍ତି । କେରଳର କଂଗ୍ରେସ ନେତା ଅନିଲ୍ ଆଣ୍ଟୋନି ଗତ ଜାନୁଆରୀ ମାସରେ ହାତ ଛାଡ଼ି ଦେଇଥିବା ବେଳେ ବିଜେପି ପ୍ରତିଷ୍ଠା ଦିବସରେ ପଦ୍ମ ଧରିଛନ୍ତି । ୨୦୦୨…

ଝାରସୁଗୁଡ଼ା ଉପ-ନିର୍ବାଚନ, ଓପିସିସିକୁ ୩ଜଣଙ୍କ ନାଁ ସୁପାରିସ, ଖୁବଶୀଘ୍ର କଂଗ୍ରେସର ପ୍ରାର୍ଥୀ ଘୋଷଣା

ଝାରସୁଗୁଡ଼ା ଉପ-ନିର୍ବାଚନ ପାଇଁ ଖୁବଶୀଘ୍ର କଂଗ୍ରେସ ପ୍ରାର୍ଥୀ ଘୋଷଣା କରିବ ବୋଲି ସୂଚନା ଦେଇଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । ଆଶାୟୀ ୬ଜଣ ପ୍ରାର୍ଥୀଙ୍କ ଭିତରୁ ବିଜୟୀ ସମ୍ଭାବନା ଥିବା ୩ଜଣଙ୍କ ନାଁ ପ୍ରଦେଶ କଂଗ୍ରେସ କମିଟିକୁ ସୁପାରିସ କରାଯାଇଛି ଓ ଏଆଇସିସି…

ରେଡ଼ ଲଢେଇ, ମୁହାଁମୁହିଁ ବିଜେଡି ବିଜେପି

ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ରେଡ଼ ରାଜନୀତି। ଆଇଟି ପକ୍ଷରୁ ବିଜେଡି ନେତା ଓ ସମର୍ଥକଙ୍କୁ ଟାର୍ଗେଟ କରାଯାଉଥିବା ଅଭିଯୋଗ ହୋଇଛି। ସେହିପରି ରାଜ୍ୟ ଜିଏସଟି ତଥା ପୋଲିସ ପକ୍ଷରୁ ବିଜେପି ନେତା ଓ ସମର୍ଥକଙ୍କୁ ଟାର୍ଗେଟ କରାଯାଇଥିବା ଅଭିଯୋଗ ହୋଇଛି। କେନ୍ଦ୍ରୀୟ ସଂସ୍ଥାର ଅପବ୍ୟବହାର…

ଧର୍ମେନ୍ଦ୍ରଙ୍କ ନଜର କେଉଁଠି ?

ଭୁବନେଶ୍ୱର: କଣ ରହିଛି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଯୋଜନା। ପୂର୍ଵଭଳି ଜାତୀୟ ରାଜନୀତିରେ ରହିବେ ନା ରାଜ୍ୟରେ ପୂର୍ଣ୍ଣ ସମୟ ଦେବେ। ଲୋକସଭା ଲଢ଼ିବେ ନା ବିଧାନସଭା। ଏକା ଲଢ଼ିବେ ନା ପତ୍ନୀ ବି ଲଢ଼ିବେ। ଧର୍ମେନ୍ଦ୍ରଙ୍କୁ ନେଇ ଏମିତି ଅନେକ ପ୍ରଶ୍ନ ଏବେ ଉଙ୍କି ମାରୁଛି।…

କର୍ଣ୍ଣାଟକ ନିର୍ବାଚନ’ ରାହୁଲ ଡରରେ ରଣନୀତି ଫେଲ!

ଭୁବନେଶ୍ୱର: କର୍ଣ୍ଣାଟକ ନିର୍ବାଚନରେ ରାହୁଲ ଇମ୍ପାକ୍ଟ ଦେଖିବାକୁ ମିଳୁଥିବା ଚର୍ଚ୍ଚା ହେଉଛି। ଯେଉଁ କଂଗ୍ରେସ ଅଲୋଡ଼ା ହୋଇପଡିଥିଲା ଏବଂ ରାହୁଲ ଗାନ୍ଧୀଙ୍କୁ ଏଥିପାଇଁ ଦାୟୀ କରାଯାଉଥିଲା ସେହି ରାହୁଲଙ୍କ ପାଇଁ ଆଜି ବହୁ ନେତା କଂଗ୍ରେସକୁ ଆସୁଥିବା କୁହାଯାଉଛି। କର୍ଣ୍ଣାଟକ ନିର୍ବାଚନରେ…

ସବୁଠି ଜିତିବ ବିଜେଡି !

ଭୁବନେଶ୍ୱର: ଶଙ୍ଖମୟ ହିନ୍ଦୋଳ ଅତାବିରା। ଏନଏସି ନିର୍ବାଚନରେ ଶୁଭିଛି ଶଙ୍ଖନାଦ। ବିରୋଧୀ ବିଜେପି ବରଗଡ଼ ଅତାବିରାରେ ଖାତା ଖୋଲି ପାରି ନ ଥିବା ବେଳେ ଢେଙ୍କାନାଳ ହିନ୍ଦୋଳରେ କଂଗ୍ରେସ ଖାତା ଖୋଲି ପାରିନାହିଁ। ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦରେ ବିଜେଡି ଅଧ୍ୟକ୍ଷ ପଦ ସହ ୧୨ ଟି…

ରାହୁଲଙ୍କୁ ବିଜୁଳି ବେଗରେ ବିଦା କଲେ କିନ୍ତୁ ବିଜେପି ସାଂସଦଙ୍କ ବେଳକୁ ବିଳମ୍ବ କାହିଁକି : ଖଡଗେ

ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ବୁଧବାର କେନ୍ଦ୍ର ସରକାରଙ୍କୁ ଆକ୍ଷେପ କରି କହିଛନ୍ତି ଯେ, ମୋଦି ସରକାର ଡବଲ୍ ଷ୍ଟାଣ୍ଡାର୍ଡ ନୀତି ଆପଣାଇଛନ୍ତି । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଖଡ଼ଗେ କହିଛନ୍ତି, ରାହୁଲ ଗାନ୍ଧିଙ୍କୁ ବିଜୁଳି ବେଗରେ ଅଯୋଗ୍ୟ ସାଂସଦ ଘୋଷିତ କରିବାକୁ…