Latest Odisha News

BREAKING NEWS

Browsing Category

ରାଜନୀତି

କାଲିଠୁ ପଦ୍ମପୁରରେ ପ୍ରଦୀପଙ୍କ ପାଇଁ ଭୋଟ୍ ମାଗିବେ ଧର୍ମେନ୍ଦ୍ର

ଭୁବନେଶ୍ୱର: ପଦ୍ମପୁର ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ ପ୍ରଚାର କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଥିପାଇଁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନଭେମ୍ବର ୨୯, ୩୦ ଓ ଡିସେମ୍ବର ୧ ତାରିଖରେ…

‘ରାଜରାସ୍ତାରେ ଶିକ୍ଷକ, ପଦ୍ମପୁର ଉପନିର୍ବାଚନ ପ୍ରଚାରରେ ମନ୍ତ୍ରୀ’: ମୋହନ ମାଝୀ

ଭୁବନେଶ୍ୱର: ରବିବାର ଠାରୁ ଭୁବନେଶ୍ୱରର ଲୋୟର ପିଏମଜିରେ ଆନ୍ଦୋଳନ ଆରମ୍ଭ କରିଛନ୍ତି ପ୍ରାଥମିକ ଶିକ୍ଷକ । ଆଜି ଦ୍ୱିତୀୟ ଦିନରେ ହଜାର ହଜାର ଶିକ୍ଷକ ଲୋୟର ପିଏମଜିରେ ଆନ୍ଦୋଳନରେ ବସିଛନ୍ତି । ସେପଟେ ଶିକ୍ଷକ ଆନ୍ଦୋଳନକୁ ନେଇ ବାଚସ୍ପତି ବିଧାନସଭାରେ ରୁଲିଂ ଦେଇଛନ୍ତି । ଶିକ୍ଷକ ଆନ୍ଦୋଳନ…

ପଦ୍ମପୁରରେ କେନ୍ଦ୍ରମନ୍ତ୍ରୀଙ୍କ ଗୁଇନ୍ଦାଗିରି ସନ୍ଦେହ, ବିଜେପି ଦେଲା ଏତଲା

ପଦ୍ମପୁର: ପଦ୍ମପୁର ଉପନିର୍ବାଚନ ପାଇଁ ଗସ୍ତରେ ଥିବା ୨ କେନ୍ଦ୍ରମନ୍ତ୍ରୀଙ୍କ ଗୁଇନ୍ଦାଗିରି ସନ୍ଦେହ । କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କ ଗୁଇନ୍ଦା ଗିରି ସନ୍ଦେହ । ସୋହେଲାରେ ଜଣେ କର୍ମୀଙ୍କ ଘରେ ଖାଉଥିଲେ ୨ କେନ୍ଦ୍ରମନ୍ତ୍ରୀ । ସାଂସଦ…

‘ରାଜ୍ୟ ସରକାର ଜାଗା ନଦେଲେ ରେଳ ଲାଇନ୍ କିପରି ହେବ?’

ପଦ୍ମପୁର: ପାଇକମାଳରେ ମାଳ ମାଳ ବିଜେପି ନେତା । ପ୍ରଦୀପ ପୁରୋହିତଙ୍କ ପାଇଁ ପ୍ରଚାରରେ ସାମଲ ହୋଇଛନ୍ତି ୨ କେନ୍ଦ୍ର ମନ୍ତ୍ରୀ । କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କ ସହିତ ଥିଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ମନ୍ତ୍ରୀ ଟୁକୁନି ସାହୁଙ୍କ ରେଳମନ୍ତ୍ରୀଙ୍କୁ ଚିଠି ପ୍ରସଙ୍ଗ ଉଠିଥିଲା…

ପଦ୍ମପୁରରେ ପଦ୍ମ ଦଳର ହେଭିଓ୍ୱେଟ୍ : ଫସଲ ବୀମା ଟଙ୍କାକୁ ନେଇ ତୋମାରଙ୍କ ତୀର

ପଦ୍ମପୁର : ବଗରଡ଼ ଜିଲ୍ଲା ପଦ୍ମପୁର ବଢୁଛି ଉପନିର୍ବାଚନ ତାତି । ପଦ୍ମପୁରର ପାଇକମାଳରେ ପଦ୍ମ ଦଳର ହେଭିଓ୍ୱେଟ୍ ମନ୍ତ୍ରୀ ।  ରାଜ୍ୟର କୃଷି ବହୁଳ ଜିଲ୍ଲା ବରଗଡରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର । ଆଜି ତୋମାର ପଦ୍ମପୁର ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ପ୍ରଦୀପ…

ଜମୁଛି ପ୍ରଚାର: ଆଜି ପଦ୍ମପୁର କ୍ୟାମ୍ପେନରେ ଯିବେ ୨ କେନ୍ଦ୍ରମନ୍ତ୍ରୀ

ପଦ୍ମପୁର: ଜମୁଛି ପଦ୍ମପୁର ପ୍ରଚାର  । କେନ୍ଦ୍ରମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ରାଜ୍ୟର ହେଭିଓ୍ୱେଟ ନେତା ଓ ମନ୍ତ୍ରୀ ବରଗଡ଼ ଜିଲ୍ଲା ପଦ୍ମପୁରରେ ପକାଉଛନ୍ତି ଡେରା । ଭୋଟ୍ ତାରିଖ ଯେତିକି ପାଖଉଛି, ପ୍ରଚାର ପାଇଁ ସେତିକି ଜୋର ଦେଉଛନ୍ତି ଦଳ । ମୈଦାନରେ ପ୍ରାର୍ଥୀ ଓ ପ୍ରଚାରକ । ୭ଜଣ…

ପଦ୍ମପୁରରେ ‘ପଦ୍ମ ପାର୍ଟିର’ ପାଓ୍ୱାର ଶୋ’

ପଦ୍ମପୁର: ବରଗଡ ଜିଲ୍ଲା ପଦ୍ମପୁର ଉପନିର୍ବାଚନ ପାଇଁ ଆଉ ଅଳ୍ପ ଦିନପରେ ଭୋଟ୍ ପଡ଼ିବ। ଏହା ପୂର୍ବରୁ ସମସ୍ତ ଦଳ ଭୋଟ୍ ଗୁଟାଇବାରେ ବ୍ୟସ୍ତ। ପ୍ରଚାର ପାଖେଇ ଆସୁଥିବାରୁ ଆଜିଠାରୁ କହିବାକୁ ଗଲେ ଦଳର ହେବିଓ୍ୱେଟ୍ ନେତାମାନେ ପ୍ରଚାରକୁ ଓହ୍ଲାଇଛନ୍ତି। ଆଜି ପଦ୍ମପୁରରେ ପଦ୍ମ ଦଳର ହେବିଓ୍ବେଟ୍…

ରାଜଧାନୀରେ ପଦ୍ମପୁରର ତାତି: ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲେ ବିଜେଡି-ବିଜେପି

ଭୁବନେଶ୍ୱର: ବରଗଡ ଜିଲ୍ଲା ପଦ୍ମପୁରରେ ଗୋଟିଏ ପଟେ ନିର୍ବାଚନ ପ୍ରଚାର ଜୋରଦାର ଚାଲିଛି ଅନ୍ୟପଟେ ରାଜଧାନୀରେ ବିଜେଡି ଓ ବିଜେପି ନେତା ପରସ୍ପର ବିରୋଧରେ ସଙ୍ଗୀନ ଅଭିଯୋଗ ଆଣି ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ଅଫିସ ଦୌଡିବା ଜୋରଦାର କରିଛନ୍ତି। ଭୋଟ୍ ବିକଳରେ ପଦ୍ମପୁରରେ ବିଜେପି ହିଂସା…

କେନ୍ଦୁପତ୍ର ତୋଳାଳିଙ୍କ ପାଇଁ କାହାର ଦରଦ କେତେ?

ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନ ବେଳେ କେନ୍ଦୁପତ୍ର ତୋଳାଳିଙ୍କ ସମସ୍ୟା ମଧ୍ୟ ଗୋଟିଏ ପ୍ରସଙ୍ଗ ରହିଛି। ଏହାକୁ ନେଇ ବିଜେପିର ବିଧାୟକ ପ୍ରାର୍ଥୀ ପ୍ରଦୀପ ପୁରୋହିତ ନିର୍ବାଚନୀ ପ୍ରସଙ୍ଗ କରି ଶାସକ ଦଳର ନେତାଙ୍କୁ ଘେରୁଛନ୍ତି। ଏହି ସମୟରେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ…

ଗୁଜରାଟରେ ବିଜେପି ପାଇଁ ପ୍ରଚାର କରୁଛନ୍ତି ବିଜେଡି ମନ୍ତ୍ରୀ: ନରସିଂହ ମିଶ୍ର

ଭୁବନେଶ୍ୱର: ରାଜ୍ୟରେ ପୂର୍ବଭଳି ବିଜେଡି ଓ ବିଜେପି ମଧ୍ୟରେ ଭଲ ସମ୍ପର୍କ ନାହିଁ। ଧାମନଗର ଉପନିର୍ବାଚନ ପାଇଁ ବିଗୁଲ ବାଜିବା ପରଠୁ ପରସ୍ପରକୁ ଦେଖିଲେ ଦୁଇ ଦଳ ଡେଉଁଛନ୍ତି। ଅନ୍ୟପଟେ ପଦ୍ମପୁର ଉପନିର୍ବାଚନ ପାଇଁ ଦୁଇ ଦଳ ମୈଦାନରେ ଶକ୍ତି ପ୍ରଦର୍ଶନ କରୁଛନ୍ତି। ଏହି ସମୟରେ ପୂର୍ବତନ…