Latest Odisha News

BREAKING NEWS

Browsing Category

ରାଜନୀତି

ମହିଳା ଏବଂ ମୁସଲମାନ ଭୋଟ ଉପରେ ମୋଦୀ-ଶାହଙ୍କ ନଜର

ନୂଆଦିଲ୍ଲୀ: ଗୋଟିଏ ପଟେ ରାଜସ୍ଥାନ ଉଦୟପୁରରେ କଂଗ୍ରେସ ଚିନ୍ତନ ଶିବିର ପାଇଁ ପ୍ରସ୍ତୁତି ଚଳାଇଛି । ଏହି ବୈଠକରେ ଆଗାମୀ ସାଧାରଣ ନିର୍ବାଚନ ପାଇଁ ଦଳ ରଣନୀତି ପ୍ରସ୍ତୁତ କରିବ । ଅନ୍ୟପଟେ ବିଜେପି ମଧ୍ୟ ୨୦୨୪ ପାଇଁ ରଣନୀତି ଆରମ୍ଭ କରିବାକୁ ଯାଉଛି । ଏଥିପାଇଁ ଖୁବଶୀଘ୍ର ଏକ ବୈଠକ ବସିବ…

ରାଜ୍ୟସଭା ନିର୍ବାଚନ: ଜଣଙ୍କୁ ଛାଡି ବାକି ଦୁଇ ଆସନରେ ନୂଆ ପ୍ରାର୍ଥୀ ଦେବେ ନବୀନ !

ଭୁବନେଶ୍ୱର: ରାଜ୍ୟସଭା ସାଂସଦ ଏନ ଭାସ୍କର ରାଓ, ସସ୍ମିତ ପାତ୍ର ଏବଂ ପ୍ରସନ୍ନ ଆଚାର୍ଯ୍ୟଙ୍କ କାର୍ଯ୍ୟକାଳ ଜୁଲାଇ ୧ରେ ଶେଷ ହେବାକୁ ଯାଉଛି। ଏହା ପୂର୍ବରୁ ଖାଲି ହେବାକୁ ଥିବା ତିନି ରାଜ୍ୟସଭା ଆସନ ପାଇଁ ଜୁନ ୧୦ରେ ଭୋଟ୍ ପଡ଼ିବ ବୋଲି ନିର୍ବାଚନ କମିଶନ ତାରିଖ ଘୋଷଣା କରିଛନ୍ତି। ଏହାପରେ…

ପୁଣିଥରେ ରାଜ୍ୟସଭାକୁ ଫେରିବେ କି ଚିଦାମ୍ବରମ, ସୀତାରମଣ ଏବଂ ପୀୟୁଷ ?

ନୂଆଦିଲ୍ଲୀ: ଖାଲି ପଡିବାକୁ ଥିବା ରାଜ୍ୟସଭାର ୫୭ଟି ଆସନ ପାଇଁ ନିର୍ବାଚନ ବିଗୁଲ ବାଜିଛି । ନିର୍ବାଚନ କମିଶନ ଆଜି ଏ ନେଇ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଏହି ସମସ୍ତ ଆସନରେ ବିଜେପି ଅଧିକାଂଶ ଆସନରେ ଜିତିବ ବୋଲି ସମ୍ଭାବନା ରହିଛି । କିନ୍ତୁ ସଂସଦର ଏହି ଉଚ୍ଚ ସଦନରେ ସଂଖ୍ୟା ଗରିଷ୍ଠତା…

ପାର୍ଟି ମୁଡ୍ ରେ କଂଗ୍ରେସ: ନେପାଳରେ ରାହୁଲ, ଟ୍ରେନିଂ କ୍ୟାମ୍ପରେ ଜୁନିୟର୍

ଭୁବନେଶ୍ୱର: ପାର୍ଟି ମୁଡ୍ ରେ କଂଗ୍ରେସ । ଏଣେ ଦେଶରେ ଭୁଶୁଡ଼ି ପଡ଼ିଲାଣି ଦଳ । ହେଲେ ତେଣେ ବିଦେଶରେ ପାର୍ଟି କରୁଛନ୍ତି ନେତା । ଗତ ସପ୍ତାହରେ ରାହୁଲ ଗାନ୍ଧୀ ନେପାଳ ପବ୍ ରେ ପାର୍ଟି କରୁଥିବା ଭିଡିଓ ଭାଇରାଲ ହୋଇଥିଲା । ସାଧାରଣ ଜନତାଙ୍କ ପାଇଁ ଏହା ଅସାଧାରଣ କଥା ନିଶ୍ଚୟ । କାରଣ…

ପୁରୀ ଐତିହ୍ୟ ପ୍ରକଳ୍ପ: ଏଏସଆଇ ରିପୋର୍ଟ ପରେ ବ୍ୟାକଫୁଟରେ ବିଜେଡି, କେନ୍ଦ୍ରମନ୍ତ୍ରୀ ନିରବ

ଭୁବନେଶ୍ୱର: ପୁରୀ ଐତିହ୍ୟ ପ୍ରକଳ୍ପକୁ ନେଇ ଏଏସଆଇ ସତ୍ୟପାଠ ଦାଖଲ କରିଛି । ଏସଆଇର ରିପୋର୍ଟ ରାଜ୍ୟ ସରକାରକୁ ଘାଇଲା କରିଛି । କିନ୍ତୁ ରାଜ୍ୟ ସରକାର ବେଶ ବେଶ ଆଶ୍ୱସ୍ତ । କାରଣ ବିରୋଧୀ ବିଜେପିର ଦୁଇ ଜଣ ନେତା କେବଳ ବିରୋଧ କରୁଛନ୍ତି । ବାକି ସମସ୍ତେ ନିରବ ରହିଛନ୍ତି । ଯେଉଁମାନଙ୍କ…

ପୁରୁଖା ନେତା ହେବେ ନୂଆ ପିସିିସି ସଭାପତି, ରାହୁଲ କରୁଛନ୍ତି ଚିନ୍ତା

ନୂଆଦିଲ୍ଲୀ: ରାଜ୍ୟର ପରବର୍ତ୍ତୀ ପିସିସି ସଭାପତି ନେଇ କଂଗ୍ରେସ ହାଇକମାଣ୍ଡ ରାହୁଲ ଗାନ୍ଧୀଙ୍କ ସହ ଓଡିଶା କଂଗ୍ରେସର ୧୭ ନେତା ଆଲୋଚନା କରିଛନ୍ତି। ସୋମବାର ସଂଧ୍ୟାରେ ହୋଇଥିବା ଏହି ଆଲୋଚନାରେ ରାହୁଲ ଗାନ୍ଧୀ ଅନେକ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ସମସ୍ତ ନେତାଙ୍କ ସହ ଓ୍ୱାନ ଟୁ…

ଇଡି ସ୍କାନରରେ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ, ଖଣି ସଚିବଙ୍କ ଚାଟାର୍ଡ ଆକାଉଟାଣ୍ଟ ଗିରଫ

ଭୁବନେଶ୍ୱର: ଝାରଖଣ୍ଡ ସରକାରର ଖଣି ସଚିବ ପୂଜା ସିଂହାଲଙ୍କ (ସିଏ)ଚାଟାର୍ଡ ଆକାଉଟାଣ୍ଟ କୁ ଗିରଫ କରିଛି ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) । କଳା ଧନ ହେରଫେର ମାମଲାରେ ସଚିବଙ୍କ ‘ସିଏ’ ଗିରଫ ହେବା ସହ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ତଦନ୍ତ ସ୍କାନରରେ ରଖିଛି । ପୂଜାଙ୍କ ଠାରୁ ଇଡି ୧୯.୩୧ କୋଟି…

ଓଡ଼ିଶା କଂଗ୍ରେସ ନେତାଙ୍କ ସହ ବୈଠକ ପୂର୍ବରୁ ରାହୁଲ ଦେଲେ ବଡ଼ ବାର୍ତ୍ତା

ହାଇଦ୍ରାବାଦ: କଂଗ୍ରେସ ଏବଂ କନ୍ଦଳ ଏ ଦୁଇଟି ଶବ୍ଦ ଏବେ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ପରି। ଯେଉଁଠି କଂଗ୍ରେସ ରହିଛି ସେଠାରେ କନ୍ଦଳ ରହିଛି । ତେଣୁ ସାରା ଦେଶରେ କଂଗ୍ରେସ ଏବେ ଆଗକୁ ବଢିବା କଷ୍ଟକର ହୋଇପଡୁଛି। ଏପରି ସ୍ଥିତିରେ 2024 ସାଧାରଣ ନିର୍ବାଚନ ପୂର୍ବରୁ ଦଳ ବଳ ଗୋଟାଉଛି…

ଦାମଙ୍କ ପରେ ଏବେ ପୁଅ ସମ୍ବିତଙ୍କ ସହ ବଢିଲା ଦେବାଶିଷଙ୍କ ବିବାଦ

ଭୁବନେଶ୍ୱର: ପାରାଦୀପ ରାଜନୀତିରେ ପୂର୍ବତନ ମନ୍ତ୍ରୀ ଦାମଦୋର ରାଉତ ଜଣେ ପୁରୁଖା ନେତା । ଦୀର୍ଘ ବର୍ଷ ହେବ ଏହା ତାଙ୍କର ଗଡ ଭାବେ ରହିଆସିଛି । ସେ ଏହି ଆସନରୁ ନିର୍ବାଚିତ ହୋଇଆସୁଥିଲେ କିନ୍ତୁ ୨୦୧୯ରେ ପୁଅକୁ ଏହି ଆସନ ଛାଡି ନିଜେ ବିଜେପି ଟିକେଟରୁ ଆଉ ଏକ ଆସନରୁ ନିର୍ବାଚନ ଲଢି ପରାଜୟ…