Latest Odisha News

BREAKING NEWS

Browsing Category

ରାଜନୀତି

ହବିଷ୍ୟାଳୀଙ୍କୁ ମାଡ଼ ଘଟଣାରେ ହାବିଲଦାର ନିଲମ୍ୱିତ

ପୁରୀ: ହବିଷ୍ୟାଳୀଙ୍କୁ ମାଡ଼ ଘଟଣାରେ ଅଭିଯୁକ୍ତ ହାବିଲଦାର ପ୍ରଶାନ୍ତ ଦଳେଇଙ୍କୁ ନିଲମ୍ୱନ କରିଛନ୍ତି ଏସ୍.ପି କନଓ୍ୱର ବିଶାଲ ସିଂ । ତେବେ ଏହି ଘଟଣାରେ ଅଧିକ ତଦନ୍ତ ହେବ ବୋଲି ସେ ସୂଚନା ଦେଇଛନ୍ତି । ସେପଟେ ଆହତ ହବିଷ୍ୟାଳୀ ମାଧୁରୀ ଦାଶଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି ।…

ଶ୍ରୀମନ୍ଦିରରେ ପୋଲିସ ମାଡ଼ରେ ମହିଳାଙ୍କ ମୁଣ୍ଡ ଫାଟିଲା

ପୁରୀ: କାର୍ତ୍ତିକ ମାସର ପଞ୍ଚୁକ ପାଇଁ ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ । ଭକ୍ତଙ୍କ ଗହଳି ଭିତରେ ଜଣେ ହବିଷ୍ୟାଳୀଙ୍କୁ ଆକ୍ରମଣ କରିଛି ପୁଲିସ । ମନ୍ଦିର ପରିସର ଭିତରେ ମହିଳାଙ୍କୁ ମାଡ଼ ମାରି ମୁଣ୍ଡ ଫଟାଇ ଦେଇଛନ୍ତି ସମ୍ପୃକ୍ତ ପୋଲିସ କର୍ମଚାରି । ଆହତ ମହିଳାଙ୍କୁ ପୁରୀ ଡାକ୍ତରଖାନାରେ…

ଧାମନଗର ପରେ ପଦ୍ମପୁର ପାଇଁ ମିଳିଲା ବିଜେପିକୁ ବିଜୟର ସୂତ୍ର?

ଭୁବନେଶ୍ୱର: ଧାମନଗର ଉପନିର୍ବାଚନରେ ବିଜୟୀ ହେବା ପରେ ରାଜ୍ୟ ବିଜେପି ଶିବିର। ୨୦୦୮ ପରେ ପ୍ରଥମ ଥର ପାଇଁ ବିଜେପି ଉପନିର୍ବାଚନରେ ବିଜୟୀ ହୋଇଛି। ତେଣୁ ବିଜେଡି ଭଳି ଦଳକୁ ହରାଇବା ନାମୁମକିନ ବା ଅସମ୍ଭବ ନୁହେଁ ବରଂ ସମ୍ଭବ ବୋଲି ହେଜିଛି ବିଜେପି। ଉତ୍ସାହିତ ରାଜ୍ୟ ବିଜେପି ସମୀର…

ଧାମନଗରର ଭୁଲ୍ ପଦ୍ମପୁରରେ ଦୋହରାଇବ କି ବିଜେଡି?

ଭୁବନେଶ୍ୱର: ଭଦ୍ରକ ଧାମନଗର ବିଧାନସଭା ଉପନିର୍ବାଚନ ପରେ ଏବେ ନେତାଙ୍କ ନଜର ରହିଛି ପଦ୍ମପୁର ପଲିଟିକ୍ସ ଉପରେ। ବରଗଡ ଜିଲ୍ଲାର ଏହି ଆସନରେ ଉପନିର୍ବାଚନ ପାଇଁ ବିଗୁଲ ବାଜି ସାରିଛି। ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଏହାରି ଭିତରେ ବିଜେପି ଓ…

ଯାଜପୁରରେ ବିଜୟ ଉତ୍ସବ ପାଳିଲେ ବିଜେପି କର୍ମୀ  

ଧାମନଗର : ଧାମନଗର ଉପନିର୍ବାଚନରେ ବିଜେପିର ବିଜୟ ପରେ ଯାଜପୁରରେ ବିଜୟ ଉତ୍ସବ ପାଳିଲେ ବିଜେପି କର୍ମୀ । ବିଜେପିର ଯୁବ କର୍ମୀ ମାନେ ଏକତ୍ରିତ ହୋଇ ପରସ୍ପରକୁ ମିଠା ଖୁଆଇ ଅଭିନନ୍ଦନ ଜଣାଇଥିଲେ। ସେହିପରି ଏହି ବିଜୟ ଉତ୍ସବରେ ଯୁବ ମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟ, ସଂଗ୍ରାମ ପାତ୍ର…

ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଜୟ ଉତ୍ସବ

ଭୁବନେଶ୍ୱର : ଇତିହାସର ପୁନରାବୃତ୍ତି କରି ନୂତନ ଓଡ଼ିଶା ଗଠନର ମୂଳଦୂଆ ପକାଇଛନ୍ତି ସ୍ୱାଭିମାନୀ ଧାମନଗରବାସୀ। ଏହା କହିଛନ୍ତି ସମୀର ମହାନ୍ତି। ଏନେଇ ବିଜେପି ଅଫିସ ପକ୍ଷରୁ ଏକ ବିଜ୍ଞପ୍ତି ଜାରି ହୋଇଛି। ଧାମନଗର ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ବିଜୟ ଲାଭ କରିବା ପରେ…

ଧାମନଗର: କିଏ ପାଇଲା କେତେ ଭୋଟ୍ ?

ଭଦ୍ରକ: ଧାମନଗର ଉପନିର୍ବାଚନ ଜିତିବା ସହ ଆସନ ବଜାୟ ରଖିଛି ବିଜେପି । ନଭେମ୍ବର ୩ ତାରିଖରେ ହୋଇଥିବା ଭୋଟିଂରେ ୬୮.୯୮ ପ୍ରତିଶତ ମତଦାନ ହୋଇଥିଲା । ଆଜି ଫଳାଫଳ ଆସିବା ସହ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ୪୯.୦୯ ପ୍ରତିଶତ ଭୋଟ୍ ପାଇଥିବା ବେଳେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କୁ…

ଧାମନଗରରେ ବାଜିମାତ୍ କଲେ ସୂର୍ଯ୍ୟବଂଶୀ ସୂରଜ

ଧାମନଗର : ଭଦ୍ରକ ଜିଲ୍ଲାର ଧାମନଗର ଉପନିର୍ବାଚନ ଭୋଟ୍ ଗଣତି ସରିବା ଉପରେ  । ତେଣେ ଧାମନଗରବାସୀଙ୍କ ଉତ୍କଣ୍ଠା ବଢିଚାଲିଛି । ଗଣତି ଶେଷ ସୁଦ୍ଧା ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ୯୮୮୧ ଭୋଟରେ ଆଗୁଆ ରହିଛନ୍ତି । ସୂର୍ଯ୍ୟଙ୍କୁ ୮୦,୩୫୧ ଖଣ୍ଡ ଭୋଟ୍ ମିଳିଛି । ବିଜେଡି ପ୍ରାର୍ଥୀ…

ଧାମନଗର : ବିଜୟ ଟିକା ପିନ୍ଧିବେ ସୂର୍ଯ୍ୟବଂଶୀ !

ଧାମନଗର : ଭଦ୍ରକ ଜିଲ୍ଲାର ଧାମନଗର ଉପନିର୍ବାଚନ ଭୋଟ୍ ଗଣତି ସରିବା ଉପରେ  । ତେଣେ ଧାମନଗରବାସୀଙ୍କ ଉତ୍କଣ୍ଠା ବଢିଚାଲିଛି । ୧୭ ତମ ରାଉଣ୍ଡ ସୁଦ୍ଧା ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ୮୮୨୫ ଭୋଟରେ ଆଗୁଆ ରହିଛନ୍ତି । ସୂର୍ଯ୍ୟଙ୍କୁ ୭୫,୨୩୯ ଖଣ୍ଡ ଭୋଟ୍ ମିଳିଛି । ବିଜେଡି ପ୍ରାର୍ଥୀ…

୨ ରାଉଣ୍ଡ ଗଣତି ପରେ ଧାମନଗର ଉପନିର୍ବାଚନ ଫଳାଫଳ, ବଢୁଛି ଉତ୍କଣ୍ଠା

ଧାମନଗର: ଆଉ ରହିଲା ୨ ରାଉଣ୍ଡ । ୪୬ ନମ୍ୱର ନିର୍ବାଚନମଣ୍ଡଳୀ ଭଦ୍ରକ ଜିଲ୍ଲାର ଧାମନଗର ଉପନିର୍ବାଚନ ଭୋଟ୍ ଗଣତି ରାଉଣ୍ଡ ସରି ସରି ଆସୁଥିବା ବେଳେ ଧାମନଗରବାସୀଙ୍କ ଉତ୍କଣ୍ଠା ବଢିଚାଲିଛି । ୧୬ ତମ ରାଉଣ୍ଡ ସୁଦ୍ଧା ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ୭୯୭୨ ଭୋଟରେ ଆଗୁଆ ରହିଛନ୍ତି ।…