Latest Odisha News

BREAKING NEWS

Browsing Category

ରାଜନୀତି

ପାଟକୁରା ଆସନରୁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ୍

ଭୁବନେଶ୍ୱର : ପାଟକୁରା ବିଧାନସଭା ଆସନରୁ ମଙ୍ଗଳବାର ଦିନ ବିଜେଡି ପ୍ରାର୍ଥୀଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ସ୍ୱର୍ଗତଃ ବେଦ ପ୍ରକାଶ ଅଗ୍ରୱାଲଙ୍କ ପତ୍ନୀ ସାବିତ୍ରୀ ଅଗ୍ରୱାଲ୍ । ଉଲ୍ଲେଖଯୋଗ୍ୟ, ପାଟକୁରାରେ ଏପ୍ରିଲ୍ ୨୯ ତାରିଖ ତଥା ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ମତଦାନ ହେବାକୁ…

ଆଜି ଦିଲ୍ଲୀରେ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଭେଟିବେ ନବୀନ

ଭୁବନେଶ୍ୱର : ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଭେଟିବା ଲାଗି ଦିଲ୍ଲୀ ଅଭିମୁଖେ ଗସ୍ତ କରିବେ । ପ୍ରାପ୍ତ ସୂଚନାନୁଯାୟୀ ମୁଖ୍ୟମନ୍ତ୍ରୀ ପ୍ରାୟ ଦ୍ୱିପ୍ରହର ସମୟରେ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟିବାର କାର୍ଯ୍ୟକ୍ରମ…

ପାଟକୁରା ଲାଗି ପ୍ରାର୍ଥୀ ଘୋଷଣା କଲେ ନବୀନ, ସାବିତ୍ରୀ ଅଗ୍ରୱାଲାଙ୍କୁ ମିଳିଲା ବିଜେଡ଼ି ଟିକେଟ

ଭୁବନେଶ୍ୱର: ପାଟକୁରା ବିଧାନସଭା ଆସନରେ ପୂର୍ବତନ ବିଧାୟକ ସ୍ୱର୍ଗତଃ ବେଦ ପ୍ରକାଶ ଅଗ୍ରୱାଲାଙ୍କ ପତ୍ନୀ ସାବିତ୍ରୀ ଅଗ୍ରୱାଲା ବିଜେଡ଼ି ପକ୍ଷରୁ ପ୍ରାର୍ଥୀ ଭାବେ ଘୋଷିତ ହୋଇଛନ୍ତି । ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦିନ ପାଟକୁରା ଆସନରେ ଦଳର ପ୍ରାର୍ଥୀ…

ଭୋଟରଙ୍କୁ ପ୍ରବର୍ତ୍ତାଇ ଗିରଫ ହେଲେ ପୋଲିଂ କର୍ମଚାରୀ, ଦେଖନ୍ତୁ ଭିଡିଓ

ଗୋପ : ଓଡିଶାର ୪ର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଜାରି ରହିଥିବା ବେଳେ ଭୋଟରଙ୍କୁ ପ୍ରଭାବିତ କରିବା ଅଭିଯୋଗରେ ଜଣେ ପୋଲିଂ କର୍ମଚାରୀ ଗିରଫ ହୋଇଛନ୍ତି । ଏଭଳି ଘଟଣା ଘଟିଛି ନିମାପଡା ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଗୋପ ବ୍ଲକର ବୁଥ୍ ନଂ ୧୨୭ରେ । ମିଳିଥିବା ସୂଚନାନୁଯାୟୀ…

ଭଦ୍ରକରେ ଅର୍ଜୁନ ସେଠୀଙ୍କୁ ହରାଇବାର କ୍ଷତିକୁ ଭରଣା କରିପାରିବ ତ ବିଜେଡ଼ି?

ଭୁବନେଶ୍ୱର: ଦୁଇ ଦଶନ୍ଧି ଧରି ସାଂସଦ ଅର୍ଜୁନ ସେଠୀଙ୍କ ନେତୃତ୍ୱରେ ଭଦ୍ରକ ଲୋକସଭା ଆସନ ବିଜେଡ଼ି ନିଜ ଅକ୍ତିଆରରେ ରଖିବାକୁ ସମର୍ଥ ହୋଇଥିଲା । ଅର୍ଜୁନ ସେଠୀ ଯିଏକି ସମଗ୍ର ଭଦ୍ରକ ଜିଲ୍ଲାରେ ନିଜର ରାଜନୈତିକ ପରାକାଷ୍ଠା ଜାରି ରଖିବା ସହିତ ଦୀର୍ଘଦିନ ଧରି ମୁରବୀ ଭାବେ ବିଜୁ ଜନତା ଦଳର…

ଯାଜପୁର ଓ ଭଦ୍ରକରେ ଭୋଟର୍ ଭାଙ୍ଗିଲେ ଇଭିଏମ୍

ଯାଜପୁର/ଭଦ୍ରକ : ଓଡିଶାରେ ୪ର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଜାରି ରହିଥିବା ସମୟରେ ସୋମବାର ଦିନ ଯାଜପୁର ଓ ଭଦ୍ରକରେ ମତଦାତାମାନେ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍(ଇଭିଏମ୍)କୁ ଭଙ୍ଗାରୁଜା କରିଥିବା ନେଇ ଅଭିଯୋଗ ହୋଇଛି । ଯାଜପୁର ଜିଲ୍ଲା ଧର୍ମଶାଳାରେ ୧୭୩ ନଂ ବୁଥରେ ଜଣେ…

ନିଲମ୍ବିତ ହେଲେ ୩ ପୋଲିଂ କର୍ମଚାରୀ

ଭୁବନେଶ୍ୱର : ଓଡିଶାର ୪ର୍ଥ ପର୍ଯ୍ୟାୟ ନିର୍ବାଚନ ଜାରି ରହିଥିବା ସମୟରେ ଯାଜପୁର ଜିଲ୍ଲାପାଳ ଓ ରିଟନିଂ ଅଧିକାରୀ ସୋମବାର ଦିନ ଭୋଟରଙ୍କୁ ପ୍ରଭାବିତ କରିବା ଅଭିଯୋଗରେ ୩ ଜଣ ପୋଲିଂ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି । ମିଳିଥିବା ସୂଚନାନୁଯାୟୀ ଜିଲ୍ଲାପାଳ ୧୯୧ ବୁଥର ପ୍ରିଜାଉଡିଂ…

ଇଭିଏମ୍ ମେସିନ ଅଚଳ ଯୋଗୁଁ ଓଡିଶାର ୮୦ ବୁଥରେ ଭୋଟଦାନ ବିଳମ୍ବ

ଭୁବନେଶ୍ୱର : ଓଡିଶାର ୪ର୍ଥ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ପ୍ରକ୍ରିୟା ସୋମବାର ଦିନ ଆରମ୍ଭ ହୋଇଥିବାବେଳେ ଇଭିଏମ୍ ମେସିନ୍ ଅଚଳ ହେବା ଯୋଗୁଁ ୬ଟି ଲୋକସଭା ନିର୍ବାଚନମଣ୍ଡଳୀର ପ୍ରାୟ ୮୦ଟି ବୁଥରେ ଭୋଟଦାନରେ ବିଳମ୍ବ ଘଟିଛି । ମିଳିଥିବା ଏକ ରିପୋର୍ଟ ଅନୁଯାୟୀ ଜଗତସିଂହପୁରର ୨୩ଟି ବୁଥ୍,…