Latest Odisha News

BREAKING NEWS

Browsing Category

ଗୀତ

ଅଭୁଲା ଗୀତ : ମୋ ଆଖିର କେତେ କଥା

ଗୀତ:  ସାରଦା ପ୍ରସନ୍ନ ନାୟକ  ସଙ୍ଗୀତ : ଶ୍ରୀକୁମାର  ଗାୟନ: ସନ୍ଧ୍ୟା ମୂଖାର୍ଜୀ  କା, ୧୯୬୬ ମୋ ଆଖିର କେତେ କଥା ମୋ ମନର ନିରବତା କହିବାକୁ ଚାହେଁ ଯାହା କହି ପାରେନା ନ କହି ମୁଁ ନିରବରେ ରହିପାରେନା ମୋ ଆଖିର କେତେ କଥା ଏଇ ନଈ ଯାଏ…

ଅଭୁଲା ଗୀତ : ମଧୁର ଏ ଚାନ୍ଦ ରାତି

ଗୀତ: ସାରଦା ପ୍ରସନ୍ନ ନାୟକ ସଙ୍ଗୀତ : ଶ୍ରୀକୁମାର ଗାୟନ: ନିର୍ମଳା ମିଶ୍ର କା, ୧୯୬୭ ମଧୁର ଏ ଚାନ୍ଦ ରାତି ହସେ ତାରା ଗଗନେ ଉଛୁଳେ ଯମୁନା ଛାତି ମିଳନର ଲଗନେ ଯାଅନା କାହ୍ନୁ ଯାଅନା ବେଣୁତାନେ ମାରି ଛୁରି ମାରି ଆଡ଼ ନୟନ ଲୁଚି ଖେଳ ଲୁଚକାଳି ଜାଳିଦେଲ ପରାଣ ଅଭିମାନୀ…

ଅଭୁଲା ଗୀତ : ଝୁଲରେ ହାତୀ ଝୁଲରେ

ଗୀତ: ସାରଦା ପ୍ରସନ୍ନ ନାୟକ ସଙ୍ଗୀତ : ବାଳକୃଷ୍ଣ ଦାଶ ଗାୟନ: ସିପ୍ରା ବୋଷ ଲକ୍ଷ୍ମୀ, ୧୯୬୨ ଝୁଲରେ ହାତୀ ଝୁଲରେ ବାଆ ପାଣି ଖାଇ ଫୁଲରେ ଝୁଲରେ ହାତୀ ଝୁଲରେ ହାତୀ ଝୁଲୁଥାଏ ନସର ପସର କିଆ କନ୍ଦା ଖାଇବାକୁ କହ୍ନେଇ ଝୁଲଇ ଯଶୋଦା କୋଳରେ ଦୁଧକଳେ ଖାଇବାକୁ ଝୁଲରେ…

ଅଭୁଲା ଗୀତ : ଜାଣେନା ଜାଣେନା

ଗୀତ: ପ୍ରମୋଦ କୁମାର ପାଣିଗ୍ରାହୀ ସଙ୍ଗୀତ : ବାଳକୃଷ୍ଣ ଦାଶ ଗାୟନ: ସିପ୍ରା ବୋଷ ଚଳଚ୍ଚିତ୍ର: ସାଧନା, ୧୯୬୪ ଜାଣେନା ଜାଣେନା ଜାଣେନା ଜାଣେନା ମୁଁ ସିନା ପାରିନି ବୁଝି ସେ କି ସତେ ବୁଝେନା ମୁଁ ସିନା ପାରିନି ବୁଝି ସେ କି ସତେ ବୁଝେନା ଫଗୁଣର ଏଇ ଲଗନେ ଜାଣେନା ଜାଣେନା…

ଅଭୁଲା ଗୀତ : ଉଡ଼ିଗଲେ ଗେଣ୍ଡାଳିଆ

ଗୀତ : କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ ସଙ୍ଗୀତ : ଶ୍ରୀକୁମାର ଗାୟନ : ଅକ୍ଷୟ ମହାନ୍ତି ଚଳଚ୍ଚିତ୍ର : ମାଟିର ମଣିଷ, ୧୯୬୭ ପ୍ରଯୋଜନା: ଛାୟାବାଣୀ ପ୍ରତିଷ୍ଠାନ ଉଡ଼ିଗଲେ ଗେଣ୍ଡାଳିଆ ଉଡ଼ିଗଲେ ଗେଣ୍ଡାଳିଆ ଝାଡ଼ିଦେଲେ ପର ଝାଡ଼ିଦେଲେ ପର ରଜାଝିଅ ବାହୁନୁଚି ଦେଖି ବୁଢ଼ାବର ଆହା ଦେଖି…

ଅଭୁଲା ଗୀତ : ଏଇ ଝୁମା ଝୁମା ଗୋଲାପୀ ବେଳାରେ

ଜ୍ୟୋତ୍ସ୍ନାରାଣୀ ସାହୁଙ୍କ ଅନୁରୋଧରେ ଗୀତ: ସଂଗ୍ରାମ ମହାନ୍ତି ସଙ୍ଗୀତ : ସରୋଜ ପଟ୍ଟନାୟକ ଗାୟନ: ହରିହରନ ଓ ଆରତୀ ମୁଖାର୍ଜୀ ଚଳଚ୍ଚିତ୍ର : ଅଭିଳାଷ, ୧୯୮୪ ଏଇ ଝୁମା ଝୁମା ଗୋଲାପୀ ବେଳାରେ ଏଇ ଝୁମା ଝୁମା ଗୋଲାପୀ ବେଳାରେ ଏଇ ଝୁମା ଝୁମା ଗୋଲାପୀ ବେଳାରେ ସାଥେ ଆମ ସ୍ମୃତି…

ଅଭୁଲା ଗୀତ : ମୟୂରୀ ଗୋ

ବନ୍ଦିତା ଦାଶଙ୍କ ଅନୁରୋଧରେ.... ଗୀତ: ଜୀବନାନନ୍ଦ ପାଣି ସଙ୍ଗୀତ : ଶାନ୍ତନୁ ମହାପାତ୍ର ଗାୟନ: ମହମ୍ମଦ ରଫି ଅରୁନ୍ଧତୀ , ୧୯୬୮ ମୟୂରୀ ଗୋ! ମୟୂରୀ ଗୋ! ତୁମ ଆକାଶେ ମୁଁ ଦିନେ ମଲ୍ଲାରେ ମେଘ ସାଜିଲି ଚନ୍ଦ୍ରିକା ତୋଳି ନାଚିଲ ତୁମେ ଇନ୍ଦ୍ରଧନୁ ମୁଁ ଆଙ୍କିଲି ମୟୂରୀଗୋ!…

ଅଭୁଲା ଗୀତ : ଆଜି ମୁଁ ଶ୍ରାବଣୀ

ଗୀତ: ଜୀବନନନ୍ଦ ପାଣି ସଙ୍ଗୀତ : ଶାନ୍ତନୁ ମହାପାତ୍ର ଗାୟନ: ଲତା ମଙ୍ଗେସକର ଚଳଚ୍ଚିତ୍ର: ଅରୁନ୍ଧତୀ, ୧୯୬୮ ଆଜି ମୁଁ ଶ୍ରାବଣୀ ଆଜି ମୁଁ ଶ୍ରାବଣୀ ଲୁହର ହରିଣୀ ଯେଉଁ ରଜନୀ କେବେ ପାହିନି ଆଜି ମୁଁ ସେଇ ରଜନୀ ଆଜି ମୁଁ ସେଇ ରଜନୀ ଆଜି ମୁଁ ଶ୍ରାବଣୀ ଏତେ ମେଘ ମୋ ଆକାଶେ…

ଅଭୁଲା ଗୀତ : ଦେଲେ ଧରା କଥା ସରେ

ଗୀତ: ନରସିଂହ ମହାପାତ୍ର ସଙ୍ଗୀତ : ବାଳକୃଷ୍ଣ ଦାଶ ଗାୟନ: ଆରତି ମୁଖାର୍ଜୀ ଓ ମହମ୍ମଦ୍ ସିକନ୍ଦର ଆଲାମ୍‌ ଚଳଚ୍ଚିତ୍ର: ଅମଡ଼ାବାଟ, ୧୯୬୪ ଦେଲେ ଧରା କଥା ସରେ ନାୟିକା:ଦେଲେ ଧରା କଥା ସରେ ଥାଏ ମଜା ଦୂରେ ଦୂରେ ଦେଲେ ଧରା କଥା ସରେ ଥାଏ ମଜା ଦୂରେ ଦୂରେ ଦେଲେ ଧରା ନାୟକ:ଅଳି…

ଅଭୁଲା ଗୀତ : ଫୁଲରସିଆରେ

ଗୀତ: ନରସିଂହ ମହାପାତ୍ର ସଂଗୀତ: ବାଳକୃଷ୍ଣ ଦାଶ ଗାୟନ : ସନ୍ଧ୍ୟା ମୁଖାର୍ଜୀ ଚଳଚ୍ଚିତ୍ର : ଶ୍ରୀଲୋକନାଥ, ୧୯୬୦ ଫୁଲରସିଆରେ ମନ ମୋର ଛୁଇଁ ଛୁଇଁ ଯା ଯା ତୋ ଲାଗି ବିକଶି ଚାହିଁଚି ଏ କୁଞ୍ଜେ ତୋ ଲାଗି ବିକଶି ଚାହିଁଚି ଏ କୁଞ୍ଜେ ଗୁଞ୍ଜନ ଦେଇ ଯା ଯା ଫୁଲରସିଆରେ ମନ ମୋର…