Latest Odisha News

BREAKING NEWS

Browsing Category

ପ୍ରବନ୍ଧ

ଆଧୁନିକତାର କାବ୍ୟ ପରମ୍ପରା ଓ କବି ଭୋଇ

ପଞ୍ଚାନନ ମିଶ୍ରଙ୍କ ସ୍ୱତନ୍ତ୍ର ପ୍ରବନ୍ଧ ‘ ପଞ୍ଚମ ଭାଗ’ କବି ଭୀମ ଭୋଇଙ୍କର ମୌଳିକତା ସମ୍ପର୍କରେ ଯୁକ୍ତି କଲାବେଳେ ହର ପ୍ରସାଦ ଉଲ୍ଲେଖ କରନ୍ତି କେତେ ମାତ୍ରାରେ ଆଧୁନିକତାର କାବ୍ୟ ପରମ୍ପରା ସହ ଭୀମ ଭୋଇ ସମ୍ପର୍କିତ । ଏ ପ୍ରସଙ୍ଗରେ ଆଲୋଚନା କଲା ବେଳେ ସେ କବିବର ରାଧାନାଥ…

ଓଡ଼ିଆ ଭାଷା ଆନ୍ଦୋଳନର ଆଦ୍ୟ କଥନ

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ ଉନବିଂଶ ଶତାବ୍ଦୀର ଆରମ୍ଭ କାଳରେ ଇଂରେଜମାନଙ୍କ ଓଡ଼ିଶା ଭୂଖଣ୍ଡକୁ ଅକ୍ତିଆର କରିବା ସହିତ ଶାସନାଧୀନ କରିବାରେ ସଫଳ ହୋଇଥିଲେ । ସେହି ସମୟରେ ଏକ ସ୍ୱତନ୍ତ୍ର ଅଞ୍ଚଳ ରୂପେ ଓଡ଼ିଶାର ସ୍ଥିତି ସେଭଳି କିଛି ନଥିଲା । ବିଶେଷ କରି ଗଞ୍ଜାମ, କୋରାପୁଟ ଓ…

ଆଧୁନିକତାର କାବ୍ୟ ପରମ୍ପରା ଓ କବି ଭୀମ ଭୋଇ

ପଞ୍ଚାନନ ମିଶ୍ରଙ୍କ ସ୍ୱତନ୍ତ୍ର ପ୍ରବନ୍ଧ ‘ ଚତୁର୍ଥ ଭାଗ’ କବି ଭୀମ ଭୋଇଙ୍କ ମୌଳିକତା ସମ୍ପର୍କରେ ଯୁକ୍ତି କଲାବେଳେ , କେତେମାତ୍ରାରେ ଆଧୁନିକତାର କାବ୍ୟ ପରମ୍ପରା ସହ କବି ସମ୍ପର୍କିତ ସେ ପ୍ରସଙ୍ଗରେ ସ୍ଵତଃ ପ୍ରବୃତ୍ତ ଭାବରେ ଆଲୋଚନା ହୁଏ। କବିବର ରାଧାନାଥ ରାୟ ଓ କବି ଭୀମ ଭୋଇଙ୍କ…

ଆଧୁନିକତାର କାବ୍ୟ ପରମ୍ପରା ଓ କବି ଭୀମ ଭୋଇ

ପଞ୍ଚାନନ ମିଶ୍ରଙ୍କ ସ୍ୱତନ୍ତ୍ର ପ୍ରବନ୍ଧ ‘ ତୃତୀୟ ଭାଗ’ ଧର୍ମ-ଧାରଣା ଓ ଦର୍ଶନକୁ କାବ୍ୟରୂପ ଦେବାରେ କେବଳ ସିଦ୍ଧ କବିମାନେ ସମର୍ଥ ହୋଇଥାନ୍ତି। ପାରମ୍ପାରିକ ହୋଇ ମଧ୍ୟ କବି ଭୀମ ଭୋଇ ଆଧୁନିକ। କାରଣ ପଞ୍ଚସଖା କବିଙ୍କ ସହ କିଛିଟା ସାଦୃଶ୍ୟ ଥିଲେ ହେଁ , ବେସାଦୃଶ୍ୟ ମଧ୍ୟ ଆମ ଦୃଷ୍ଟିକୁ…

ଚେତନାର ସୌନ୍ଦର୍ଯ୍ୟ ହିଁ ନାରୀଶକ୍ତିର ବିଶେଷତ୍ବ

ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ରାଜଲକ୍ଷ୍ମୀ ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ନାରୀ ସୃଜନର ଓଁକାର, ସଂକଲ୍ପ , ସାଧନାର ସୁନ୍ଦର ସବୁସକାଳ। ସେ ଗଢ଼ି ଦେଇପାରେ ସବୁକିଛି ସୁନ୍ଦର ଓ କରିପାରେ ସୁରଭିତ। ପ୍ରତି ନାରୀ ପାଖରେ ଥାଏ ବଉଳର ବାସ୍ନା, ତା' ସ୍ବପ୍ନ ସହକାରର ମହକ । ତା'ଆଶା…

ବିଦ୍ୟାଳୟ ବ୍ୟବସ୍ଥାର ପୁନଃ-ଆରମ୍ଭ ଏବଂ ସମ୍ଭାବିତ ସମସ୍ୟା

ପ୍ରଫୁଲ୍ଲ ସାମଲ  ଫେବୃଆରୀ ପ୍ରାରମ୍ଭରେ, ଅନେକ ରାଜ୍ୟ ସରକାର ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡିଗୁଡିକରେ କୋଭିଡ-୧୯ ପଜିଟିଭିଟି ହାରରେ ସନ୍ତୋଷଜନକ ପରିସ୍ଥିତି ହେବା ସହିତସକ୍ରିୟ ମାମଲାରେ ହ୍ରାସ, ବୟସ୍କମାନଙ୍କ ମଧ୍ୟରେ ସକ୍ରିୟ ପ୍ରତିରୋଧକତା ବୃଦ୍ଧି ଏବଂ ଓମିକ୍ରନ୍ଭାରିଆଣ୍ଟରେ…

ଆଧୁନିକତାର କାବ୍ୟ ପରମ୍ପରା ଓ କବି ଭୀମ ଭୋଇ

ପଞ୍ଚାନନ ମିଶ୍ରଙ୍କ ସ୍ୱତନ୍ତ୍ର ପ୍ରବନ୍ଧ ‘ଦ୍ଵିତୀୟ ଭାଗ’ 'ଆଧୁନିକ' ସହ ଯୋଡ଼ି ହୋଇ ରହିଛି 'ନୂତନତା'। ଏହା ଏକ ସ୍ୱାଭାବିକ ପ୍ରକ୍ରିୟା ଓ ଏ କ୍ରମରେ ଭାଷା ସାହିତ୍ୟର କ୍ଷେତ୍ରରେ ଆଧୁନିକତାର ପରମ୍ପରାଟିଏ ଗଢ଼ିଉଠେ। ଏ ଦୃଷ୍ଟିରୁ ଇଂରାଜୀ କାବ୍ୟ କବିତାର ସେକସପିୟର , ମିଲଟନ,…