Latest Odisha News
Browsing Category

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୭୩)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୭୩ ମୁଁ ମାଆ ହେଲି। ପଟ୍ଟପରିବର୍ତ୍ତନ ହେଲା। ମାତୃତ୍ଵ ପରେ ଅନେକ ଦୁଃଖ ଭୁଲି ହୋଇଗଲା।  ସେବା ଯତ୍ନ ମୋ' ପ୍ରତି , ମୋ' ପିଲାଙ୍କ ପ୍ରତି ଆଦୌ କମ ନଥିଲା ।ଏ ଦୁନିଆରେ ଏମିତି ମା ଅଛନ୍ତି, ବିଶ୍ୱାସ ହେଉନଥିଲା । କାହିଁକି…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୭୨)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୭୨ ଦ୍ରୁତ ପରିବର୍ତ୍ତନ ସହ ଖାପ ଖୁଏଇ ଧାଇଁବାକୁ ମନ ଓ ଦେହରେ ଅମାପ ଶକ୍ତି ସାମର୍ଥ୍ୟ ସହ ଦୃଢତାକୁ ଆପଣେଇ, ନିଷ୍ଠାକୁ ଜାବୋଡି, ବିଚାର ବିମର୍ଶ ନିଜ ସହିତ ବାରମ୍ବାର କରି ହାତେ ମାପି ଅଧ ଇଞ୍ଚ ଚାଲିବାକୁ ହେବ ଏବେ। ଯୁଗ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୭୧)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୭୧ ଗୋଇଠା ମାରେ ପିଲା। ଏବେ ଦେହସୁହା ହେଲାଣି ସେଇଟା । ଭଲଲାଗେ ସେ ମିଠା ଦୁଷ୍ଟାମୀ।କାନରେ ଯନ୍ତ୍ର ଲଗେଇ ପରୀକ୍ଷା କରନ୍ତି ଯତ୍ନ ସହକାରେ ମାଆ ନିଜେ । ଜବରଦସ୍ତି କ୍ଷୀର,ଅଣ୍ଡା, ଫଳ ଖୁଆନ୍ତି। ପୁଣି ଭିଟାମିନ୍ କହି…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୭୦)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୭୦ ମୋ ପାଇଁ ଉଦ୍ଦିଷ୍ଟ କୋଠରୀ ଭିତରେ ଗୋଟିଏ ପାଖରେ ଖଟଟିଏ , ତା ପାଖକୁ ଥାକ ଥାକ , ହୋଇ କାନ୍ଥ ଆଲମାରୀ। ମୋତେ ଦେଖାଇ ଦିଆଗଲା ମୋ' ଆଲମାରୀ , ଆଉ ତଉଲିଆ । ଭାରି ସୁନ୍ଦର ବ୍ୟବସ୍ଥା। ପର୍ଦ୍ଦା ପଡିଗଲା ।ସୁଇଚରେ ହାତ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୬୯)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୬୯ ଛାତି ଧକଧକ। ମନରେ ଆଶଙ୍କା । ଲାଗିଲା ଏ  ମହିଳା ଯେମିତି  ସନିଆ ଭାଇକୁ ଆଗରୁ ଚିହ୍ନିଛନ୍ତି। ନହେଲେ କ'ଣ ଭାଇଟା ଏମିତି  ଟେକି ଦିଅନ୍ତା କି...  ଆଉ କ୍ଷଣିକ ଆଗରୁ ସ୍ତ୍ରୀ ସହ ଲଢେଇକରୁଥିବା ମଣିଷ ଏମିତି  ହଁ କହି…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୬୮)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୬୮ ନା ଡାକ୍ତର, ନା କବିରାଜ, ନା ଔଷଧ ନା ପାଣି...ଶୁଖିଲାରେ ବିତୁଥିଲା ଶିଉଳିର ଦିନ।   ସନିଆ ଭାଇ ଦିନେ ମୁଗୁନିକୁ କହିଲା, 'ଚାଲ ତ ଶିଉଳିକୁ ଦେଖାଇ ଆଣିବା ଏଇ ପାଖରେ ଥିବା  ଡାକ୍ତରଖାନାରୁ।' ଗାର  ଡେଇକି ସେ ଯେମିତି…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୬୭)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୬୭ ହାତୀ, ଘୋଡା, ଶୁଆ ଶାରୀ, ବରବୋହୂ, ଯୋଡି ନାଗରା ଇତ୍ୟାଦି ଗଢିବା ଜାରି ରହେ। ଦିନକୁ ଦିନ ହାତ ଭଲ ପାରେ, ସଳଖି ଯାଉଥାଏ। କାଦୁଅ ବଲବଲ ହାତରେ ଅଧାଗଢା କଣ୍ଢେଇ ପାଖରେ ମୁଁ ରହିଯାଏ ଟିକିଏ।  ପେଟରେ କଷ୍ଟ ଅନୁଭବ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୬୬)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୬୬ ଶାଳବଣର ରାଣୀ ଥିଲା ମୁଗୁନି। ନିଜ ଇଚ୍ଛାରେ ବାହାହେଇଚି ସନିଆକୁ। କୋଉ ଅମଳରୁ ଚଉଦପୁରୁଷ କରିଆସୁଛନ୍ତି ବାଉଁଶକାମ ସେମାନେ । ଦୁହେଁ ଅଳ୍ପ ପାଠ ପଢିଛନ୍ତି। ପେଟ ପୋଷିବାକୁ ପାଠ ଠାରୁ କାମକୁ ଗୁରୁତ୍ବ ଦିଅନ୍ତି ଘରେ।…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୬୫)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୬୫ ମାଆ ହବ ଜାଣିବା ପରେ ବିରକ୍ତ  ଲାଗିଲା ଭୀଷଣ। ହେତ୍, ଆଘାତ ଦେଇଥିବା ମଣିଷ ହିଁ  ବାପା ହେବ ପିଲାଟିର।  ଜାବାଳି  ନା ଇତରା କ'ଣ ସିଏ ? ସତ୍ୟକାମ  ନା ଐତ୍ତେରୀୟ  ...କିଏ ସବୁ ଆସିବେ ୟା ପରେ। ତଥାପି ଆଗ୍ରହୀ ସେ।…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୬୪)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୬୪ ସମୟ ଡେଣା ଝାଡି ଉଡିଯାଉଥିଲା। ବଦଳି ଯାଉଥିଲା ବର୍ଷ , ମାସ , ଦିନ,ବାର, ତିଥି, ନକ୍ଷତ୍ର।ଶାମୁକା ପେଟରେ ମୋତି ଭଳି ସାଇତାଯାଉଥିଲା ଆମ ଅମଳିନ ଶ୍ରଦ୍ଧା ସ୍ନେହ ଟିକକ। ଘଟଣା ପରେ ଘଟଣା ବାଟ ଓଗାଳୁଥିଲା।  ଜୀବନ…