Latest Odisha News

BREAKING NEWS

Browsing Category

ଧାରାବାହିକ ଉପନ୍ୟାସ

ଧାରାବାହିକ ଉପନ୍ୟାସ : ଦେବୀ (୧୭)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୧୭ ଯେବେଠୁ ହେତୁ ପାଇଛି ସେବେଠୁ ଦେବ ଭାଇକୁ ଦେଖି ଆସୁଛି।ପତଳା ଦେହ, ହସନ୍ତ ମୁଁହ। କଥା କଥାକେ ଅନ୍ୟକୁ ହସେଇବାରେ ପାରଙ୍ଗମ । ବିନୟ ଭାଇଙ୍କ ପିଲାଦିନର ସାଙ୍ଗ।ସବୁବେଳେ ଘରକୁ ଯିବା ଆସିବା, ଖିଆପିଆ। ଏବେ ଦେବୀ ବଡ଼ ହେଲାଣି…

ଧାରାବାହିକ ଉପନ୍ୟାସ : ଦେବୀ (୧୬)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୧୬ ଶ୍ରାବଣ ମାସର ଶେଷଦିନ ଗୁଡ଼ିକ ପାଟ ସଂଲଗ୍ନ ଖାଲୁଆ ଜମିରେ ପାଣିର ସ୍ତର କମିଯାଏ। ମଧୁର ଜଳ ଲୋଭରେ ନଈ ଛାଡ଼ି ଆସିଥିବା ମାଛ ସବୁ ସପରିବାର ବନ୍ଦୀ ହୋଇ ଶିକାରୀ ପକ୍ଷୀମାନଙ୍କଠାରୁ ନିଜକୁ ବଞ୍ଚେଇବା ପାଇଁ ହରକଞ୍ଚ ବୁଦା ତଳେ…

ଧାରାବାହିକ ଉପନ୍ୟାସ : ଦେବୀ (୧୫)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୧୫  ଆଖି ଆଗରେ ଅଥଳ ସମୁଦ୍ର। ଚାରିଦିଗରେ ଅନନ୍ତ ନୀଳ ବିସ୍ତୃତି। ଖୁବ୍ ଦୂରରେ ଦିଶୁଛି ଘଞ୍ଚ ଜଙ୍ଗଲ ଘେରା ଛୋଟ ଏକ ଦ୍ଵୀପ। ଖଣ୍ଡେ ଭଙ୍ଗା ପଟାରେ ଭାସିଭାସି ଯାଉଛି ଦେବୀ । ସେ ଦ୍ଵୀପ ଯେତିକି ପାଖ ହେଉଛି ସେତିକି ଧୁଆଁଳିଆ…

ଧାରାବାହିକ ଉପନ୍ୟାସ : ଦେବୀ (୧୪)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୧୪  ଶ୍ରାବଣ ଆସିଲେ ପ୍ରୀତିପୁର ସଲଂଗ୍ନ ଚିରୁଡ଼ି ପାଟ ସୁନାମୁହିଁ ସହିତ ମିଶିଯାଇ ସୃଷ୍ଟି କରେ ହ୍ରଦର ଭ୍ରମ। ଭାଦ୍ରବ ବେଳକୁ ତାହା ପରିବର୍ତ୍ତିତ ହୁଏ ନାନା ରଙ୍ଗ ଓ ପ୍ରଜାତିର କଇଁ ଫୁଲ ଧାରି ଏକ ଭାସମାନ ବଗିଚାରେ। ପୁଣି…

ଧାରାବାହିକ ଉପନ୍ୟାସ : ଦେବୀ (୧୩)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୧୩  ଅଦୂର ସମୁଦ୍ର କୂଳରୁ ଶୁଣାଯାଉଥିଲା ମିଳନ ବ୍ୟାକୁଳ ପ୍ରାଚୀ ନଈର ଚୁପ୍ ଚୁପ୍ କଥା। ଗାଁର ଶେଷ ମୁଣ୍ଡରୁ ମୁହାଣ ଯାଏ ଯାଇଥିବା ସରୁ ରାସ୍ତାରେ ଧୀର ପାଦରେ ଚାଲୁଥାଏ ଦେବ।ହାଲକା ଶୀତକୁ ବଳ ଦେଉଥାଏ ପବନ। ଅନ୍ଧାର ଭିତରୁ ନଈ…

ଧାରାବାହିକ ଉପନ୍ୟାସ : ଦେବୀ (୧୧)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୧୧  କୁହୁଡି ଆଚ୍ଛନ୍ନ ପୌଷ ରାତିର ଶୁକ୍ଲାଷ୍ଟମୀ ଜହ୍ନ ପ୍ରାଚୀ ଭିତରେ ଅସ୍ତ ହେବାର ପ୍ରକ୍ରିୟା ଆରମ୍ଭ କରୁଥାଏ। ଆଗନ୍ତୁକ ଅମାଛନ୍ନ ରାତି ଯେ ଜୀବନ୍ତ ତାର ପ୍ରଚାର କରୁଥାନ୍ତି କେତୋଟି ରାତ୍ରଚର ପକ୍ଷୀ। ଠାକୁର ବରଗଛ ଉପରେ ନିଜର…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୮୫)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୮୫ ପାର୍ଲୋର କାମ ସାରି ସେଦିନ ଟିକିଏ ଜଲଦି  ଫେରୁଥାଏ , କାହିଁକି କେଜାଣି କିଣି ପକେଇଲି ହଳେ କାନଫୁଲ ଚିତ୍ରା ପାଇଁ।  ଧୀରେ ଧୀରେ ମୁଁ ସଜାଡୁ ଥିଲି ନିଜକୁ ଯଦିଓ ସବୁକିଛି  ହାଲ୍କା ଫୁଲ୍କା ଥିଲା। ସମୟ ନଷ୍ଟ ନ କରି…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୩)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୩ ଫୁଲଫୁଲକା ଟି-ସାର୍ଟପିନ୍ଧା ନହନହକା ଡେଙ୍ଗୀ ଜବାର ସମୟ ଏଇଟା। ଚନ୍ଦ୍ରାର ଯିବାକୁ ଚାହିଁଲା ଟିକିଏ। ବାହାରେ ଆଜି ଭାରି ଗୁଳୁଗୁଳି। ଘର ଭିତରକୁ ପଶି ଗଲେ ଆରାମ। ୱେଟଟିସୁରେ ହାତ ପୋଛିଲା। ତା'ପରେ ଉଦ୍ଦିଷ୍ଟ ୱାସରୁମ୍…

ଧାରାବାହିକ ଉପନ୍ୟାସର ଶେଷ ଭାଗ: କୁକୁର କାହାଣୀ (୧୧)

ମାନବୀୟ ସମ୍ପର୍କର କଥାଶିଳ୍ପୀ ମୃଣାଳ (ଡ. ମୃଣାଳ ଚାଟାର୍ଜୀ, ଜନ୍ମ ୧୯୬୧) ସାହିତ୍ୟର ବିଭିନ୍ନ ବିଭବରେ ସ୍ୱଚ୍ଛନ୍ଦ ବିଚରଣ କରନ୍ତି । ଗଳ୍ପ, ଉପନ୍ୟାସ, ନାଟକ, ନିବନ୍ଧ, ପ୍ରବନ୍ଧ, ସବୁ ଲେଖିଛନ୍ତି ସେ । ଜଣେ ସ୍ତମ୍ଭକାର ଭାବରେ ସେ ବେଶ ପରିଚିତ । ବଙ୍ଗଳା, ହିନ୍ଦୀ ଓ ଇଂରାଜୀରୁ ଓଡ଼ିଆକୁ…

ଧାରାବାହିକ ଉପନ୍ୟାସ: କୁକୁର କାହାଣୀ (୧୦)

ମାନବୀୟ ସମ୍ପର୍କର କଥାଶିଳ୍ପୀ ମୃଣାଳ (ଡ. ମୃଣାଳ ଚାଟାର୍ଜୀ, ଜନ୍ମ ୧୯୬୧) ସାହିତ୍ୟର ବିଭିନ୍ନ ବିଭବରେ ସ୍ୱଚ୍ଛନ୍ଦ ବିଚରଣ କରନ୍ତି । ଗଳ୍ପ, ଉପନ୍ୟାସ, ନାଟକ, ନିବନ୍ଧ, ପ୍ରବନ୍ଧ, ସବୁ ଲେଖିଛନ୍ତି ସେ । ଜଣେ ସ୍ତମ୍ଭକାର ଭାବରେ ସେ ବେଶ ପରିଚିତ । ବଙ୍ଗଳା, ହିନ୍ଦୀ ଓ ଇଂରାଜୀରୁ ଓଡ଼ିଆକୁ…