Latest Odisha News

BREAKING NEWS

Browsing Category

ଗଳ୍ପ

ଗଳ୍ପ : ମଲାଜହ୍ନର ମହୋତ୍ସବ

ସାଧନା ପଣ୍ଡା ରାତିର ତୋଫା ଜହ୍ନକୁ ଚାହିଁ ତା ଭିତରେ ଖୋଜୁଥିଲା ଆଶୋକ, ତା ମନର ମଣିଷକୁ ! ଆଖିରୁ ଥପ ଥପ ବହି ଯାଉଥିଲା ଶ୍ରାବଣର ଧାରା। କାନ୍ଧରେ କାହାର ସ୍ପର୍ଶ ଅନୁଭବ କରି ସେ ପଛକୁ ଚାହିଁଲା। ଘର ଭିତରେ ଅନ୍ଧାର,,,, ସବୁ ଅସଜଡା ଭଳି ଲାଗିଲା ଅଶୋକକୁ । ଟିକିଏ ଅନ୍ୟ ମନସ୍କ ହୋଇଗଲା…

ଅନୁବାଦ ଗଳ୍ପ : ହୋଲି

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୧୯   ମୂଳ ସିନ୍ଧୀ : ଅମର ଜଲିଲ  ସବୁଦିନ ପରି ସେ ତରବରିଆ ଭାବେ ଦୌଡ଼ି ଦୌଡ଼ି ଆସୁଥିଲା । ତା’ କାନ୍ଧରେ ସ୍କୁଲ ବ୍ୟାଗଟି ଝୁଲୁଥିଲା ଓ ସେ ସିଧା ଚାଲିଲା ରୋଷେଇଘର ଆଡ଼େ । ମୋ କୋଠରୀର ବସି ଝର୍କାପଟୁ ମୁଁ ତାକୁ ଲକ୍ଷ୍ୟ କରୁଥିଲି ।…

ଗଳ୍ପ : ମିଛ ନୂଆ ବର୍ଷ

ନିହାରିକା ମହାନ୍ତି  ବର୍ଷ ସରିବାକୁ ବସିଲାଣି। ପୁରୁଣା ବର୍ଷକୁ ବିଦାୟ ଦେଇ ନୂଆ ବର୍ଷକୁ ପାଛୋଟି ଆଣିବା ପାଇଁ ସବୁଠି ଖୁସିର ମାହୋଲ୍। ଭୋଜି ଭାତ, ନାଚ ଗୀତରେ କମ୍ପି ଉଠୁଛି ମାନବ ସଭ୳ତା। ମହାମାରୀ ପାଇଁ କଟକଣା ଥିଲେ ମଧ୍ୟ ଲୋକଙ୍କ ମନରେ ମଉଳି ଯାଇନି ଉତ୍ସାହ। ରାଜଧାନୀର…

ଅନୁବାଦ ଗଳ୍ପ : ଧର୍ମଯୁଦ୍ଧ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୧୮  ମୂଳ ହିନ୍ଦୀ: ଯଶପାଲ  କର୍ଫ୍ୟୁଜାଲ ସାରା ସହରଟାକୁ ଗୋଟାପଣେ ଆବୋରି ବସିଥିଲା । ଚାରିଆଡ଼େ ଅନ୍ଧାର ଓ ନୀରବତା ବିରାଜମାନ କରୁଥିଲା । ଗଙ୍ଗୁ-କୀ-ଗଳିର ଦୁଇକଡ଼େ ଠିଆ ହୋଇଥିବା ଦୁଇ ତିନିମହଲା କୋଠାଘରଗୁଡ଼ିକର କବାଟ ଫାଙ୍କରୁ କେଉଁଠୁ…

ଗଳ୍ପ : ଦେଖି ନଥିବା ଚିତ୍ର

ବିଷ୍ଣୁପ୍ରିୟା କରସୁଧା ପଟ୍ଟନାୟକ  ବହୁତ ଦିନ ପରେ ମନ କଥା ପୂର୍ଣ୍ଣ ହେବାକୁ ଯାଉଥିଲା ସଂଗ୍ରାମର । କେତେ ଉତ୍ସାହ ଉଦ୍ଦୀପନା ରେ ଧାଇଁ ଯାଉଥିଲା ମନ । ଯେମିତି ଶୁଣିଲା ନିଜ ସମ୍ପର୍କୀୟଙ୍କ ପାଖରୁ ..ଜଣେ ଅଛି ଯାହାର ମୁହଁ ଅବିକଳ ସେ ଖୋଜୁଥିବା ସବୁଠୁ ପ୍ରିୟ ମଣିଷଙ୍କ ପରି ।…

ଗଳ୍ପ : ପାଉଁଜି

ଉର୍ମିଳା ମହାପାତ୍ର  ଅତୀତ ସ୍ମୃତିକୁ ମନେପକାଇଲେ ଆଜିବି ହୃଦୟରୁ ଦୀର୍ଘ ଶ୍ୱାସ ବାହାରି ଆସେ । ଝିଅଟିର ନାଁ ଜ୍ୟୋତି, ସେଦିନ ରେଲୱେ ପ୍ଲାଟଫର୍ମରେ ତା' ସହ ଦେଖା ହୋଇଥିଲା । ମୁଁ ଯାଉଥିଲି ସିକିମ ଅଫିସ କାମରେ, ଟ୍ରେନ ଅପେକ୍ଷାରେ ବସିଥିବା ବେଳେ ହଠାତ ଅଦିନିଆ ବର୍ଷା କେଉଁଠି ଥିଲା…

ଅନୁବାଦ ଗଳ୍ପ : ଜନସେବକ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୧୭ ମୂଳ ବଙ୍ଗଳା: ସତୀନାଥ ଭାଦୁଡ଼ି  ପୂର୍ଣ୍ଣିଆର ଗୋପାଳପୁର ପୁଲିସ ଜିଲ୍ଲା ଓ ଦୀନାଜପୁରର ଶ୍ରୀପୁର ମଧ୍ୟ ଦେଇ ନାଗର ନଈଟି ପ୍ରବାହିତ । ପାହାଡ଼ୀ ଝରଣାଟି ଏ ଅଞ୍ଚଳରେ ବେଶୀ ବେଗରେ କି ଅଙ୍କାବଙ୍କା ହୋଇ ବହୁ ନ ଥିଲା । ସେଇଥିଲାଗି…

ଅନୁବାଦ ଗଳ୍ପ : ଶୂନ୍ୟହସ୍ତ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୧୬  ମୂଳ ପଞ୍ଜାବୀ: କର୍ତ୍ତାର ସିଂହ ଡୁଗଲ  ପୁଣି ଥରେ ସେମାନେ ଶୂନ୍ୟହସ୍ତରେ ଫେରିଥିଲେ । କିଷନ ଓ କାହ୍ନା । ଚାକିରିଟିଏ ଲାଗି ଦୁହିଙ୍କ ଭିତରୁ କେହି ଜଣେ ହେଲେ ମନୋନୀତ ହୋଇନଥିଲେ । ପୁଣି ଥରେ ଭାଗ୍ୟର ବିଡ଼ମ୍ବନା । ସାକ୍ଷାତକାରକୁ…

ଅନୁବାଦ ଗଳ୍ପ : ଲାଜବନ୍ତୀ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୧୫  ମୂଳ ଉର୍ଦ୍ଦୁ: ରାଜୀନ୍ଦର ସିଂହ ବେଦୀ ‘ଲାଜକୁଳି ଲତା ସିଏ, ଛୁଅନାହିଁ ତାକୁ କେହି, ଲାଜରେ ଦେବ ସେ ଆଖିବୁଜି ଅକାଳରେ ଯିବ ହଜି । ପଞ୍ଜାବୀ ଲୋକଗୀତ ବିଭାଜନର ଦଙ୍ଗା ଶେଷରେ ଥମିଗଲା । ହଜାର ହଜାର ଲୋକ ପୁଣି ଭାଇଭାଇ ବୋଲି…

ଅନୁବାଦ ଗଳ୍ପ : ହଳେ ଛିଣ୍ଡା ଜୋତାର କାହାଣୀ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୧୪  ମୂଳ ପଞ୍ଜାବୀ : ଜ୍ଞାନୀ ଗୁରମୁଖ ସିଂହ ମୁସାଫିର  ସେତେବେଳକୁ ଜୋତା ହଳକ ଛିଣ୍ଡି ନ ଥାଏ । ବୈରାଗ ତାକୁ ପିନ୍ଧି ଯେଉଁଆଡ଼େ ଯାଏ, ତା’ ଜୋତା ହଳକୁ ଲୋକେ କଣେଇ କଣେଇ ଚାହାନ୍ତି । ଯେଉଁମାନେ ତାକୁ ଚିହ୍ନିଛନ୍ତି, ସେମାନେ ସେ…