Latest Odisha News
Browsing Category

ଗଳ୍ପ

ସ୍ପର୍ଶ : ଏକ ପ୍ରେମ କାହାଣୀ

ଭାସ୍ୱତୀ ବସୁ                                                                      ସିତାରର ତାର ଛୁଇଁ ମୂର୍ଚ୍ଛନା ସୃଷ୍ଟି କଲା ଭଳି କବୀରର ଆଙ୍ଗୁଠି ଛୁଁ ଥିଲା ପାରମିତାର ମଥା ଆଉ କପାଳ। ଆଃ ରିଅଲ ଶିଳ୍ପୀ ତ... ଆବେଶରେ ଆଖି ବନ୍ଦ କରି ଉପଭୋଗ କରୁଥାଏ ପାରମିତା। କେଶ…

ହିଞ୍ଜଡ଼ା

ସୁପ୍ରିୟା ପଣ୍ଡା            ଲୋକାଲ ଟ୍ରେନ ଭିତରେ ପଶିବା ଯେତିକି କଷ୍ଟ , ତା ଠାରୁ ଅଧିକ କଷ୍ଟ ଠିଆ ହେଇ ଯିବା । ସିଟ ମିଳିବାର ପ୍ରଶ୍ନ ବି ମନ ଭିତରକୁ  ଆସେ  ନାହିଁ। ଦିନ ସାରା ଫାଇଲ ଚାଷ କରି  , ସୁଜାତା ଟ୍ରେନ ଭିତରେ ପଶିଲା । ଭିଡ଼ ତ ନୁହେଁ ସତେ ଯେମିତି ଜନ  ସମୁଦ୍ର। ସେଇ…

ଗୋଟେ ଚେଇଁ ଉଠୁଥିବା ରାତି…

ବିଡାଏ ଦରଶୁଖିଲା ଘାସ ନେଇ ବଉଳ ଗଛ ମୂଳେ ପକେଇଦେଲା ମକୁ, ଯେଉଁଠି ଦିନସାରା ଝୁମୁରି ବନ୍ଧା ହୁଏ । ଶୁଖିଲା ହୋଇଥାଏ ବୋଲି ଘାସ ଉପରେ ବ୍ରାହ୍ମଣ ମନ୍ତ୍ରପାଣି ଛିଞ୍ଚିଲା ପରି ପାଣି ଅଞ୍ଜୁଳେ ବୁଣିଦେଲା । ଗୁହାଳରୁ ଝୁମୁରିକୁ ଆଉ ତା ସହିତ କିଛିଦିନ ତଳେ ଜନ୍ମିଥିବା କଅଁଳା ଅଣ୍ଡିରା…

ଓଡିଆ ସାହିତ୍ୟିକ ଅଜୟ କୁମାର ପଟ୍ଟନାୟକ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ମନୋନୀତ

ଭୁବନେଶ୍ୱର: ପ୍ରସିଦ୍ଧ ଓଡିଆ ସାହିତ୍ୟିକ ଅଜୟ କୁମାର ପଟ୍ଟନାୟକଙ୍କୁ ୨୦୧୯ ବର୍ଷର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ମନୋନୀତ କରାଯାଇଛି । ଅଜୟ କୁମାର ପଟ୍ଟନାୟକଙ୍କୁ ତାଙ୍କ ପୁସ୍ତକ ‘ଶ୍ରେଷ୍ଠ ହିନ୍ଦୀ ଗଳ୍ପ’ ପାଇଁ ପୁରସ୍କାର ମିଳିବ । ଯାହାକି ଓଡିଆ ଭାଷାରେ ଅନୁବାଦ ହୋଇଥିବା…

ଜନ୍ମଦିନ

ଜନ୍ମଦିନ କମଳା ଶତପଥୀ ଘଣ୍ଟା କଣ୍ଟା ମିନିଟ୍ କଣ୍ଟା ଯେତେ ବେଗରେ ଆଗେଇ ଚାଲୁଥିଲା, ତା’ଠୁ ଦ୍ରୁତ ବେଗରେ ଆଗେଇ ଚାଲିଥିଲା ମାୟାର ହୃତସ୍ପନ୍ଦନ । ଆଖିରୁ ଝରି ଚାଲିଥିଲା ଅମାନିଆ ଅଶ୍ରୁଧାର । ରାତି ପାହିଲେ ତା’ର ଜନ୍ମଦିନ । ହେତୁ ପାଇଲା ଦିନରୁ ଏଇ ରାତିଟି କେବଳ ତା’ ପାଇଁ ବୋଲି ନୁହେଁ,…

ଅପରାଧୀ

ମନେମନେ କିଛି ଗୋଟିଏ କଥା ଭାବି ଯାଉଥାନ୍ତି ଜଷ୍ଟିସ୍ ସେନାପତି। ଦୀର୍ଘ ୨୫ବର୍ଷର ଚାକିରି କାଳରେ ସେ କେବେ ଏତେ ବିଚଳିତ ହୋଇ ନଥିଲେ। ଆଜି ତାଙ୍କ ମନ ଆଉ ବିବେକ ମଧ୍ୟରେ ଭୀଷଣ ଦ୍ୱନ୍ଦ୍ୱଯୁଦ୍ଧ! ଅନ୍ୟମନସ୍କ ଭାବରେ ନିଜକୁ ନିଜେ ଉତ୍ତର ଦେବାକୁ ଚେଷ୍ଟା କରୁଥାନ୍ତି। "ଦୋଷୀ ଦଣ୍ତ ନପାଉ ସେ…

ସତୀତ୍ୱ

ସତୀତ୍ୱ ବିଭୂତି ପଟ୍ଟନାୟକ ବହି ପୁରୁଣା ହେଲେ ତାର ଦାମ ବଢେ଼, କିନ୍ତ ବୋହୂ ପୁରୁଣା ହେଲେ ତାର ଦାମ କମେ । ଠିକ ନୁହେଁ? ଜରାଜୀର୍ଣ୍ଣ ପୁସ୍ତକରୁ ନିଜର ଦୃଷ୍ଟି ଉତ୍ତୋଳନ କରି ଗବେଷକ ସୀତାକାନ୍ତ ନିଜର ବର୍ଷିୟସୀ ପତ୍ନୀର ମୁହଁକୁ ଚାହିଁଲେ । ସୌଦାମିନୀଙ୍କ ମୁହଁରେ ଭାଙ୍ଗପଡେ଼ ।…

ନାୟିକା

ବହୁ ଗୀତପ୍ରେମୀଙ୍କୁ ଜଣାନଥିବ ଯେ ବିଖ୍ୟାତ ସଂଗୀତଜ୍ଞ, ଓଡ଼ିଶାର କଲ୍‍ଟ ଫିଗର ଅକ୍ଷୟ ମହାନ୍ତି ବି କିଛି କମ ବଡ ଲେଖକ ନଥିଲେ ! ଶତାଧିକ ଗଳ୍ପ, କବିତା, ଗୀତ, ଉପନ୍ୟାସ, ଆତ୍ମଜୀବନୀର ସେ ଥିଲେ ସଫଳ ସ୍ରଷ୍ଟା ! କିନ୍ତୁ ଆମର ଦୁର୍ଭାଗ୍ୟ, ଓଡ଼ିଶାରେ ଆପଣଙ୍କର ଗୋଟିଏ ପ୍ରତିଭା ଉପରେ ହିଁ ଆଲୁଅ…

ବେପାର

ବେପାର ଗୌରହରି ଦାସ ନରେନ୍ଦ୍ର ପ୍ରସାଦ ଭୁବନେଶ୍ୱର ପ୍ଲାଟଫର୍ମର ଗୋଟେ ସିମେଣ୍ଟ ବେଞ୍ଚରେ ବସି ସେଦିନର ଖବରକାଗଜ ଖଣ୍ଡିକ ଖୋଲିଛନ୍ତି କି ନାହିଁ ଲୋକଟି ଆସି ଆରମ୍ଭ କରିଦେଲା, "ମୋ ସଂସାର ଭାସିଗଲା ଆଜ୍ଞା । ଆପଣ ମୋତେ ବଞ୍ଚାନ୍ତୁ ଆଜ୍ଞା, ମୁଁ ଭାସିଗଲି । ମୋ ପୁଅର ଦେହ ଭୀଷଣ ଖରାପ,…

ବୁର୍ଖା

ସଲୀମ୍ ତେଲୁଗୁ ସାହିତ୍ୟରେ ଜଣେ ପ୍ରତିଭାବାନ୍ ଲେଖକ । ଏପର୍ଯ୍ୟନ୍ତ ତାଂକର ବାରୋଟି ଉପନ୍ୟାସ ଦେଢଶହରୁ ଉର୍ଦ୍ଧ କବିତା ଏବଂ ଦୁଇଶରୁ ଅଧିକ କ୍ଷୁଦ୍ରଗଳ୍ପ ପ୍ରକାଶିତ ହୋଇ ସାରିଛି। ତାଂକର ଗଳ୍ପ ଗୁଡିକ ଇଂଲିଶ୍ ସହିତ ହିନ୍ଦୀ, କାନାଡା, ମାଲାୟଲମ୍, ଓଡିଆ ଆଦି ଭାରତୀୟ ଭାଷାରେ ଅନୁବାଦ ହୋଇ…