Latest Odisha News

BREAKING NEWS

Browsing Category

ଗଳ୍ପ

ବୁର୍ଖା

ସଲୀମ୍ ତେଲୁଗୁ ସାହିତ୍ୟରେ ଜଣେ ପ୍ରତିଭାବାନ୍ ଲେଖକ । ଏପର୍ଯ୍ୟନ୍ତ ତାଂକର ବାରୋଟି ଉପନ୍ୟାସ ଦେଢଶହରୁ ଉର୍ଦ୍ଧ କବିତା ଏବଂ ଦୁଇଶରୁ ଅଧିକ କ୍ଷୁଦ୍ରଗଳ୍ପ ପ୍ରକାଶିତ ହୋଇ ସାରିଛି। ତାଂକର ଗଳ୍ପ ଗୁଡିକ ଇଂଲିଶ୍ ସହିତ ହିନ୍ଦୀ, କାନାଡା, ମାଲାୟଲମ୍, ଓଡିଆ ଆଦି ଭାରତୀୟ ଭାଷାରେ ଅନୁବାଦ ହୋଇ…

ମୋକ୍ଷ

ମୋକ୍ଷ ସ୍ମୃତିପ୍ରଭା ସାହୁ ବର୍ଷା । ଖୁବ ଜୋର ବର୍ଷା । କାଳି ଅନ୍ଧାରକୁ ଦେହରେ ମାଖି ଆକାଶରୁ ସେ ବର୍ଷା ମନଇଛା ବର୍ଷୁଥାଏ । ଛାତି ତଳର କୋହ ବା କାହା ଆଖିରେ ଶୁଖିଯାଇଥିବା ଲୁହ ଯେମିତି, ବର୍ଷୁଥାଏ ମନଇଚ୍ଛା । ଥମିବାର ନାଁ ଧରୁନଥାଏ । ଏହି ବର୍ଷାରେ ହଠାତ ମେନରୋଡରୁ ଗୋଟାଏ ବଡ଼…

ଅଜସ୍ର ଫୁଲର ଉପତ୍ୟକା

ଅଜସ୍ର ଫୁଲର ଉପତ୍ୟକା ମୃତ୍ୟୁଞ୍ଜୟ ଷଡ଼ଙ୍ଗୀ - କଥା ଦିଅ, ମୁଁ ସଂସାର ଛାଡ଼ି ଗଲାପରେ ଯେମିତି କହୁଛି ସେମିତି କରିବ । ଟିକେ ବି ଏପଟ ସେପଟ ହବନାହିଁ । ବାବାଙ୍କ କଥା ଶୁଣି ମୁଁ ଓ ପତ୍ନୀ ଅର୍ଚ୍ଚନା ସ୍ତବଧ ହେଇଗଲୁ । ଲାଗିଲା ଯେମିତି ହଠାତ ବହୁ ଉଚ୍ଚା ଶିଖରରୁ ଖସି ପଡ଼ୁଛୁ କୋଉ ଅତଳତଳ…

ଦୁଇଟି ଅଣୁ ଗଳ୍ପ

ଦୁଇଟି ଅଣୁ ଗଳ୍ପ ଯୋଗେଶ୍ୱର ପଣ୍ଡା ୧. ଝିଟିପିଟି ସ୍ତ୍ରୀ- ଶୁଣୁଛ କି ! ଏ ଝିଟିପିଟି ଯୋଗୁଁ ମୁଁ ଆଉ ଏ ଘରେ ରହି ପାରିବିନି । ଘରଯାକ ଅସନା କରିଦେଉଛନ୍ତି ଝାଡା ଫେରିଫେରି ସବୁଆଡେ । ଏମାନଙ୍କୁ ଘଉଡାଇବାର ବ୍ୟବସ୍ଥା କର ଶୀଘ୍ର । ନ ହେଲେ ମୁଁ ଘରୁ ଯିବାର ବ୍ୟବସ୍ଥା କରିବି ଜାଣିଥ ।…

ସରପ୍ରାଇଜ

ସରପ୍ରାଇଜ ସୋନାଲି ସ୍ୱାଇଁ ସକାଳୁ ଉଠି ମୋବାଇଲ ଫୋନ ଅନଲକ କରିବା ମାତ୍ରେ ସ୍କ୍ରିନ ଉପରେ ଶୁଭ୍ରା ଦେଖିବାକୁ ପାଇଲା ଏକାଥରେ ଦଶ ବାରଟା ମେସେଜ... ତାହା ପୁଣି ଗୋଟିଏ ଅଜଣା ନମ୍ବରରୁ। ଚଟାପଟ ମେସେଜସବୁକୁ ପଢିବାକୁ ଲାଗିଲା ଶୁଭ୍ରା | ଲେଖା ଥିଲା: ହେଲୋ ମାଡାମ... କେମତି ଅଛ? କ'ଣ…

ତାରା ଓ କୃଷ୍ଣ ବୁଢ଼ା

ତାରା ଓ କୃଷ୍ଣ ବୁଢ଼ା ବିଭାବତୀ ଦାଶ ମୁଁ ସ୍କୁଲରେ ପଢ଼ୁଥାଏ । ଖରାଦିନିଆ ସଞ୍ଜରେ ଦୁଆରେ ଖଟିଆ ପକେଇ ବାପା ବସନ୍ତି । ମୁଁ ତାଙ୍କ ପାଖେ ଖଟିଆରେ ଗଡ଼ିଯାଏ । ଶୋଇ ଶୋଇ ଆକାଶକୁ ଦେଖେ । ତାରାଭର୍ତ୍ତି ଆକାଶ ଦେଖିବାକୁ ମୋତେ ଭାରି ଭଲଲାଗେ । ବାପା ସପ୍ତର୍ଷିମଣ୍ଡଳ ଚିହ୍ନେଇ ଦେଇଥିଲେ ।…

ଏବେ ପୂରିଉଠିବ ଘର

ଏବେ ପୂରିଉଠିବ ଘର କମଳା ଶତପଥୀ ଏବେ ପୂରିଉଠିବ ଏ ଘର... କହିବାକୁ ଗଲେ ଆମସଂସାର! ବହୁତ ଦିନରୁ ସଂସାର ଦାୟରେ ପରସ୍ପରଠାରୁ ଅନିଚ୍ଛାକୃତ ଦୂରତ୍ୱକୁ ଆପଣେଇବାର ବାଧ୍ୟବାଧକତାରେ, ପୋଖରୀର ସ୍ଥିରତାକୁ ଭୋଗୁଥିବା ଆମ ଉଭୟଙ୍କ ପାଇଁ ଏବେ ଆସିଯିବ ନୂଆକରି ବସନ୍ତର ଗହଳଚହଳ! ଗୋଟିଏ ବିନ୍ଦୁରେ…

ବିଶ୍ୱାସ

ବିଶ୍ୱାସ କ୍ଷୀରୋଦ ବିହାରୀ ବିଶ୍ୱାଳ (୧) ଚନ୍ଦନ ମହାରଣା ମୋ ସାଙ୍ଗ । ଗୋଟେ ଅର୍କେଷ୍ଟ୍ରା ପାର୍ଟିରେ ବାଦ୍ୟ ବଜାଏ । ସେ ସବୁ ବାଦ୍ୟ ବଜେଇପାରେ, ହାରମୋନିୟମରୁ ଢୋଲ ପର୍ଯ୍ୟନ୍ତ, ଗିଟାରଠାରୁ ପ୍ୟାଡ୍ ପର୍ଯ୍ୟନ୍ତ । ସେଥିପାଇଁ ବେପାର ୠତୁରେ ତା'ର ଡିମାଣ୍ତ କାହିଁରେ କେତେ । ପାଖଆଖର…

ଉଡ଼ିଯାଉଥିବା ଦଳେ ଚଢେ଼ଇ

ଉଡ଼ିଯାଉଥିବା ଦଳେ ଚଢେ଼ଇ ଗାୟତ୍ରୀ ସରାଫ୍‍ କେତେବେଳେ ଆସିବ? ଆଉ କେତେବାଟ ରହିଲା ଯେ? ମନକୁ ମନ ପଚାରୁଥାଏ । ମତେ ଭାରି ଉଚ୍ଛନ୍ନ ଲାଗୁଥାଏ । କୋରାପୁଟ ଯିବା ଏଇ ମୋର ପ୍ରଥମ ତ । ଅନେକ ଶୁଣିଛି ଓ ପଢ଼ିଛି ଏଇ ସହର ବିଷୟରେ । ତା’ର ପ୍ରକୃତି, ଘନଘୋର ଜଙ୍ଗଲ ଓ ତା’ର ସରଳ, ସୁନ୍ଦର…

ସାଇମା

ସାଇମା ସଂଘମିତ୍ରା ରଥ ପାହାଡ଼ ତଳର ଗୋଟେ ଗାଁ ! ନୂଆନୂଆ ନିଶ ଉଠୁଥିବା ନାଦିରର କାମ ଥିଲା ଘୋଡ଼ାରେ ପର୍ଯ୍ୟଟକଙ୍କୁ ନେଇ ପାହାଡ଼ ଉପରେ ବୁଲାଇବା । ବିଭିନ୍ନ ଉପତ୍ୟକା, ଜଳପ୍ରପାତ, ହ୍ରଦ ଆଦି ଦେଖେଇ ପର୍ଯ୍ୟଟକଙ୍କୁ ସନ୍ତୁଷ୍ଟ କରିବା । ଏଇ ଛୋଟିଆ ପାହାଡ଼ିଆ ପର୍ଯ୍ୟଟନସ୍ଥଳୀରେ ବର୍ଷସାରା…