Latest Odisha News

BREAKING NEWS

Browsing Category

ଗଳ୍ପ

ଅରାଏ ମାଟି

ଅରାଏ ମାଟି ସୁଷମା ଦାଶ ଓଃ… ଗୋଟିଏ ଶୂନ୍ୟତାରେ ପହଂଚିଗଲା ସେଇ କ୍ଷଣିକ ପାଇଁ। ତ୍ରିଶଙ୍କୁ ପରି ଅଧା ସ୍ଵର୍ଗରେ ଝୁଲୁଥିଲା ପରି ଲାଗିଲା। ଗୋଟିଏ ଉଦଗ୍ରୀବ ଅବସ୍ଥାରେ ଅସିତ୍ । ଆଉ ବେଶୀ କିଛି ଭାବିପାରିଲା ନାହିଁ ସେ। ଅସିତ୍ ମିର୍ଧା ଏଇ କିଛି ଦିନ ତଳେ ଜଏନ୍ କରିଥିଲା ସ୍କୁଲରେ। ଖୁବ…

ମହା ଝଡ଼

ମହା ଝଡ଼ ସୁକୁବିନା (ଜାପାନୀ) ସକାଳୁ ସାମାନ୍ୟ ପବନ ବୋହିବା ଆରମ୍ଭ କରିଥିଲା । ତିନିଦିନ ତଳୁ ଖବରକାଗଜ ଟିଭିରେ କହୁଥିଲା ଝଡ଼ ହେବ - ଆଜି ହେବ କାଲି ହେବ କହି କହି ହେଲାନି; ତିନି ଦିନ ବିତିଗଲାଣି । ପବନ ଏ ଦୁଇ ତିନିଦିନ ଯେମିତି ହେଉଥିଲା ପ୍ରାୟ ସେମିତି ବା ଟିକିଏ ବେଶୀ । ଏଣୁ…

ଯେ ପକ୍ଷୀ ଯାଇଛି ଉଡ଼ି

ଯେ ପକ୍ଷୀ ଯାଇଛି ଉଡ଼ି ଡ. ବିବୁଧରଂଜନ ସବୁଦିନପରି ସେଦିନ ବି ଯାଉ ଯାଉ ବଡ଼ଗଛଟା ଉପରେ ଗୋଟେ ଖୁବ୍ ସୁନ୍ଦର ହଳଦୀବସନ୍ତ ଚଢେଇ ବସିଥିବାର ଦେଖିଲି । ମୋ ପାଦ ଆପେ-ଆପେ ଥମିଗଲା । ମୁଁ ଯାଇ ଛିଡାହେଲି ସେ ଗଛତଳେ । ଗୋଟିଏ ଦୃଷ୍ଟିରେ ଚାହିଁ ରହିଲି ସେ ଚଢେଇଟିକୁ । କି ସୁନ୍ଦର ଏ ହଳଦୀବସନ୍ତ…

ଗୋଟେ ସ୍ୱଚ୍ଛ ଜହ୍ନରାତି

ଗୋଟେ ସ୍ୱଚ୍ଛ ଜହ୍ନରାତି ବିଚିତ୍ର ବିଶ୍ୱାଳ ମୋ ପ୍ରେମିକାକୁ ଗୋଟେ ସ୍ୱଚ୍ଛ ଜହ୍ନ ରାତି ଲୋଡ଼ା ଥିଲା । ଯେଉଁଥିରେ ଏତେ ଟିକେ ବି ବିଜୁଳି ଆଲୁଅର ଅପମିଶ୍ରଣ ନଥିବ । ହେଲେ ଆଜିର ତାରିଖରେ ସ୍ୱଚ୍ଛ ଜହ୍ନ ରାତିଟିଏ ମିଳିବ କେଉଁଠୁ? ସହରର ଚାରିଆଡେ଼ ତ ନିଅନ ଆଲୁଅର ରୋଷଣୀ । ଛାତ ଉପରୁ…

ଆରମ୍ଭ ଆଉ ଶେଷ ମଝିରେ ପ୍ରେମ ପରିକା କିଛି…

ଆରମ୍ଭ ଆଉ ଶେଷ ମଝିରେ ପ୍ରେମ ପରିକା କିଛି... କମଳା ଶତପଥୀ ପନୱେଲ୍‍ରୁ ଛତ୍ରପତି ଶିବାଜୀ ଟର୍ମିନସ୍‍କୁ ଲୋକାଲ୍‍ ଟ୍ରେନ୍‍ ଧରିଲା ବେଳେ, ଆଶ୍ଚର୍ଯ୍ୟଜନକ ଭାବେ ବଗିଟି ଏକଦମ୍‍ ଖାଲି ଖାଲି ଥିବାର ଦେଖି ସ୍ମିତ ହସଟିଏ ଖେଳିଗଲା ପ୍ରାଜକ୍ତାଙ୍କ ଓଠରେ । ସାମାନ୍ୟ ଆଶ୍ୱସ୍ତ ବି ଅନୁଭବ କଲେ ।…

ଛାତିତଳର କଥା

ଛାତିତଳର କଥା ଅମିୟ ବେଜ୍ ― ଏଇ ଦେହଟାରେ ଛୁରୀ କତୁରୀ ଚାଲିବ ? ପୁଣି ଛୁଞ୍ଚି ଫୋଡି ସିଲେଇ ହେବ । ଶେଷକୁ କଟାମଟା ଦାଗ ଛାଡ଼ିଦେଇ ଯିବ ସବୁଦିନକୁ ? ନାଃ ! ଥାଉ । ସେଇମିତି ଅକଟା ଥା' ତୁମେ । ଦର୍କାର ନାହିଁ ଆମର । ଆଉରି କେତେ ରକମର ବ୍ୟବସ୍ଥା ଅଛି। ନୋଇଲେ ନିଜକୁ ଟିକେ ସମ୍ଭାଳି…

ଅଜସ୍ର ଫୁଲର ଉପତ୍ୟକା

ମୃତ୍ୟୁଞ୍ଜୟ ଷଡ଼ଙ୍ଗୀ (୧୯୫୩) ପରିଣତ ବୟସରେ ଲେଖାଲେଖି ଆରମ୍ଭ କରିଥିଲେ ମଧ୍ୟ ବିଗତ ଅଳ୍ପକିଛି ବର୍ଷ ଭିତରେ ସେ ନିଜ କଥାସାହିତ୍ୟ ପାଇଁ ପାଠକମାନଙ୍କ ମନରେ ହାସଲ କରିସାରିଛନ୍ତି ସ୍ୱତନ୍ତ୍ର ସ୍ଥାନ । ସ୍ମୃତିର ତୃତୀୟ ପାହାଚ, ନିସ୍ତବ୍ଧ ରାତି ଓ ସ୍ମୃତିର ସିନ୍ଦୁକ, ଗୋଟିଏ ସନ୍ଧ୍ୟାର…

ଆତ୍ମଜା

(ପ୍ରବୀଣା ମହାନ୍ତି ଆମ ସମୟର ଜଣେ ସମ୍ବେଦନଶୀଳ କଥାଶିଳ୍ପୀ । ତାଙ୍କ ଗଳ୍ପରେ ଆମେ ସମକାଳୀନ ସମୟ ଓ ସମାଜକୁ ବେଶ୍‍ କଳାତ୍ମକ ଢଙ୍ଗରେ ଭେଟିବାକୁ ପାଉ । ୨୦ ଫେବୃଆରୀ ୧୯୫୭ରେ ଜନ୍ମ ହେଇଥିବା ଶ୍ରୀମତୀ ମହାନ୍ତି ଗଳ୍ପ ଓ ଉପନ୍ୟାସ ବ୍ୟତୀତ ପିଲାଙ୍କ ପାଇଁ ଫିଚର୍ ମଧ୍ୟ ଲେଖନ୍ତି । ସ୍ୱାତୀ,…