Latest Odisha News

BREAKING NEWS

Browsing Category

କବିତା

କବିତା : ସୁନେଲି କ୍ଷେତ

ତରୁଣ କୁମାର ମିଶ୍ର କାର୍ତ୍ତିକ ଫେରିଲା ମଗୁଶିର ଏବେ ପ୍ରବେଶ ହେଲା ଜଗତେ , ଶାଗୁଆକ୍ଷେତଯେ ସୁନେଲୀରଙ୍ଗରେ ଆମକୁ ଚାହିଁକି ହସେ । ଶସ୍ଯର କେଦାର ଦିଶେ ମନୋହର ପୂର୍ଣ୍ଣଗଭା ରୂପ ଯହିଁ , ପବନ ଦୋଳାରେ ଝୁଲୁଥାଏ ଧୀରେ ଆନନ୍ଦରେ ଗୀତ ଗାଇ । ବଇଶାଖୀ ହଳ ଭାଦ୍ର ବେଉଷଣ ସଙ୍ଗେ…

କବିତା : ପରିଚୟ

ରୋଜାଲିନ୍ ମିଶ୍ର ଯଦି କେବେ ତୁମେ ବର୍ଷ। ହୋଇ ଏ ଜୀବନ ମରୁଦ୍ୟାନେ ପଡ଼ ଝରି, ମୁଁ ତୁମକୁ ଆବୋରି ନେବି ଅଧର ଆଶ୍ଲେଷ ଦେଇ, ଏଇ ବିରାଟ ସତ୍ତାର ପ୍ରତ୍ୟେକଟି ନୂତନ ପଲ୍ଲବର ଅନ୍ତରାଳେ ଲୁକ୍କାୟିତ ଅସ୍ତିତ୍ବ ପାଇଁ ମୁଁ ତୁମକୁ ଖୋଜିବି, ଆଉ ଜୀବନର ରନ୍ଧ୍ରେ ରନ୍ଧ୍ରେ ଅନୁଭବ…

କବିତା : ମୋ ସକାଳ

ଶୁଭଶ୍ରୀ ମହାରଣା ମୋ ସକାଳରେ ତୁ ଆସିଲୁ ମୋତେ ଛୁଇଁଲୁ ସୂର୍ଯ୍ୟର ପହିଲି କିରଣ ହୋଇ ଏଠି, ସେଠି, ସବୁଠି ବୋଳି ଦେଲୁ ତୋ ଆତ୍ମୀୟତାର ରଙ୍ଗ । ସେ ରଙ୍ଗୀନ ଏବେ ରଙ୍ଗୀନ ମୋ ରଙ୍ଗହୀନ ଜୀବନ ମୁଠାଏ ରଙ୍ଗରେ ତୁ ଏମିତି କଣ ମିଶାଇ ଦେଲୁ ଯେ , ତୁ ଆସିବା ଦିନଠୁ ଆଖିରେ ଢେଉ ଭାଙ୍ଗେ…

କବିତା : ମୋହ

ଅର୍ଚ୍ଚନା ଦେଓ  ସକାଳ ମୁହଁ ଧୋଇ ଯାଇଥିଲି ତୁମ ଘର ବାଟେ ଆକର୍ଷଣ ଓ ଦୁର୍ବଳତା ନେଇଗଲା ଠିକ୍ ଦୁଆର ସାମ୍ନାକୁ ହେଲେ ଗେଟ୍ ଖୋଲିବା ପାଇଁ ସାହାସ କି ତୁମକୁ ଅପେକ୍ଷା କ ରିବାର ଧୈର୍ଯ୍ୟ ମୋର ନଥିଲା ଫେରି ଆସିଲି ଗେଟ୍ ମୁହଁରୁ କେତେ ବର୍ଷ ବିତିଗଲାଣି ଏହାରି ଭିତରେ ତୁମେ…

କବିତା : ସେ ଭଲ

ଶୁଭଶ୍ରୀ ମହାପାତ୍ର ମୋର ଯେତେ କହିବାର କଥା କହି ସରିନି, ବାଟ ସରି ଯିବ ପରା... ତମ କାନ୍ଧରେ ହାତ ରଖି ଚାଲି ଚାଲି ଯାହା କହିବାର କଥା, ଯଦି କଥା ନ ସରେ, ତା' ପୂର୍ବରୁ ଯଦି ମୁଁ ସରି ଯାଏ... ତେବେ ଗଡେଇ ଦବ ରାସ୍ତା କଡର ଯେକୌଣସି ଖାଲ ଭିତରକୁ, କୌଣସି ଅବସୋସ ନାହିଁ...…

ଅନୁବାଦ କବିତା : କବିତାକୁ

ମୂଳ ବଙ୍ଗଲା : ଶ୍ଯାମସୁର ରାହମାନ କେତେବେଳେ ଯେ ତୁମେ ଆସ ପାଖକୁ ଆସି ନିରୋଳାରେ ବସ ଗଭୀର ଦୃଷ୍ଟିରେ ଚାହଁ, ଗୁଣୁ ଗୁଣୁ କର, ବ୍ୟାକରଣକୁ ଦୂରେଇ ଦେଇ ଗୀତ ଗାଇଯାଅ, ହଠାତ୍ ପୁଣି ହାୱାରେ ମିଳେଇ ଯାଅ ଜାଣିପାରେ ନାହିଁ। ଭୋର୍ ସକାଳରେ ଝରକା ପାଖକୁ ଯାଇ ଜନହୀନ ଗଳିର ରୂପରେ…

କବିତା : ମୁଠାଏ ମାଟି

ମଞ୍ଜୁ ରାଣୀ ବେହେରା ସେମାନେ ଅନେକ ପ୍ରଶ୍ନ କରନ୍ତି କ୍ୟାମେରା ଧରି ବୁମ୍ ଧରି କଲମଟେ ଧରି। ମାଳ ମାଳ ଦିଗହରା ପକ୍ଷୀ ପରି ଆହାର ସନ୍ଧାନେ ମେଞ୍ଚାଏ ଖୁଦ ଖେମ୍ପିବା ପାଇଁ ମୋ ଦୁଆରେ ମାଡ଼ି ବସନ୍ତି। ଧାନ ଅମଳ, ଆର୍ଥିକ ସାହାଯ୍ୟ ଭଲ ବିହନ, ଏ ସବୁକୁ ନେଇ ଢେର୍ ଯୁକ୍ତି…

କବିତା : ଅଜଣା ସକାଳ

ଶଶାଙ୍କ ପଣ୍ଡା ଅଜଣା ଘଡ଼ଘଡ଼ିରେ ଭାଙ୍ଗିଗଲା ସୁନେଲି ସପନଟା ସୂର୍ଯ୍ୟୋଦୟର ନଥିଲା ଚିହ୍ନବର୍ଣ୍ଣ ଧୂସର ଧୂସର ଲାଗୁଥିଲା ସମ୍ପୂର୍ଣ ଆକାଶଟା। ବୁଢ଼ା ବରଗଛରେ ଥିଲା ଏକ ଅସହାୟ କୋଇଲି ଅଶ୍ରୁଳ ରାବରେ କାନ ହେଉଥିଲା ସ୍ତବ୍ଧ ଯେମିତି କୋଇଲି ଆଉ ମୁଁ ପରସ୍ପର ଗୋଟେ ଅଜଣା…

କବିତା : ଜୀବନ ଗାଥା

ସନ୍ଧ୍ୟା ଘଡ଼େଇ  ରାତି ରାତି ଉଜାଗରେ କଣ୍ ଲେଖିହୁଏ କବିତା?? ପଢ଼ିହୁଏ କାହାର ଜୀବନ ଜିଇଁବାର ନିଶା, ତୁମକୁ ପଢ଼ିପାରିନି କେବେ ବୁଝିବି କେମିତି?? ତୁମେ କୋଉ ବୁଝିଲ ଯେ ମୋତେ ? ତୁମ ମୋ ସମ୍ପର୍କ ତ ଜୀଇଁ ଥାଉ ଥାଉ ହଠାତ୍ ମରିଗଲା କେବେ। ତୁମ ବ୍ୟସ୍ତତାର କାହାଣୀ ଶୁଣି…

କବିତା : ବାପା

ଦୀପକ ନାୟକ  ସ୍ୱପ୍ନ ଆକାଶର ତାରା ମୁଁ ତାଙ୍କର ସ୍ୱପ୍ନ ରାଇଜର ରାଜା ମୁଁ ତାଙ୍କର ମୁଣ୍ଡ ଝାଳ ତୁଣ୍ଡରେ ମାରି ଦେଇଛନ୍ତି ମତେ ଆହାର ଦୁଖ ସବୁ ଛାତିରେ ଚାପି ଦିଅନ୍ତି ମୋ ମୁହେଁ ହସ ଦୁନିଆରେ ସବୁଠୁ ସୁନ୍ଦର ସେ ସରଳ କୋମଳ ମନ ତାଙ୍କର ମୋ ଚଲା ପଥେ ହାତ ଧରି ଚାଲିଛ ଦୁଃଖୀ…