Latest Odisha News

BREAKING NEWS

Browsing Category

କବିତା

କବିତା: କବି

ନିରଞ୍ଜନ ନାୟକ ସେ ନିରପେକ୍ଷ ନିଡର ଅପରିଚିତ ଭିତରେ ପରିଚିତର ସଂଜ୍ଞା ନିର୍ବାହ କରୁଥିବା ଶବ୍ଦଟିଏ ଭାବନା ଚିନ୍ତା ଚେତନାର ଅନ୍ତଃସ୍ବର ଅନ୍ୟାୟ ଦୁର୍ନୀତି ଅତ୍ୟାଚାର ଶୋଷଣ ବିମୁଖ ର ସ୍ରୋତ ସେ ପ୍ରକୃତି ଈଶ୍ବର ମାନବବାଦର ପ୍ରକୃତ ପ୍ରତିବଦ୍ଧତା ଓ ପ୍ରତିବାଦର ସ୍ବରଟିଏ…

କବିତା: ଫେରିଲା ଶୀତ

ଶିଵ ସୁନ୍ଦର ପାଣିଗ୍ରାହୀ ଦେଖ ପ୍ରିୟତମା ପଶ୍ଚିମ ଦିଗକୁ , ଅରୁଣ ଗଲାଣି ବୁଡି । ନୀଡମୁହାଁ ହୋଇ ବିହଙ୍ଗ ଦଳଏ ଫେରି ଆସୁଛନ୍ତି ଉଡି । ଦାଣ୍ଡରେ ଦେଖ ଯେ ଗୋଧୂଳିର ବାସ, ଗୋମାତା ଆସେ ବାହୁଡ଼ି । ଉତ୍ତରାପବନ ଥିରିଥିରି ବହେ, ଖଣ୍ଡିମେଘ ନିଏତଡି । ବଗିଚାରେ ଦେଖ ପୁଣି…

କବିତା : “ଚାଷ ଓ ଚାଷୀଭାଇ”

ଝରଣା ବାରିକ ମୁହିଁ ବି ଯବାନ ମୁହିଁ ବି କିଷାନ ଚାଷୀ କୁଳେ ମୋର ଜନ୍ମ ମୋ ଗାଁ ମୁଣ୍ଡରେ ଦୁଇ ମାଣ ଜମି ସେଥିରେ କରଇ ଶ୍ରମ l ଏହି ଗାଆଁରେ ମୋ ବିତିଲା ଶୈଶବ କିଶୋର ବି ଗଲା ସରି ଯୌବନରେ ମୁଁ ପଦାର୍ପଣ କରି ଚାଷ କାମ ଗଲି କରି l ଲହୁ ଢାଳି ମୁହିଁ ନିଜେ କଲି ଚାଷ ମାଟି…

କବିତା : “ନୂଆ ସକାଳ”

ଅମୂଲ୍ୟ କୁମାର ପଣ୍ଡା ପ୍ରୀତି ନଈ ଧାରେ ଗୋଟିଏ ବନ ଘନ ବନ ମଧ୍ୟେ ନାହିଁ ଯେ ଜନ ପକ୍ଷୀ ଦୁଇ ତୋଳି ଥିଲେ ଟି ଘର ନଥିଲା ସେଇଠି ଆପଣା ପର । ପ୍ରେମ ପ୍ରଣୟରେ ମାତିଲେ ଦୁହେଁ ହସିଲା ଘରଟି ଖୁସିର ସୁଏ ଜନ୍ମିଲା ପକ୍ଷୀଙ୍କ ନନ୍ଦନ ଦୁଇ ବିନୋଦ ରଚାନ୍ତି ମାଆକୁ ଛୁଇଁ । କୁମର…

କବିତା: ରାସ୍ତା

ସ୍ମୃତି ରଂଜନ ତ୍ରିପାଠୀ ତୁ କହିବା ପୂର୍ବରୁ ମୁଁ ବାଛି ଦେଇଥିଲି ଯେ ଯାହାର ଭାଗ ବ୍ରହ୍ମ, ଶାଳଗ୍ରାମ। ତୋ ଭାଗରେ ଈଶ୍ୱର, ମୁଁ ତ ନିଃସ୍ୱ ର ତୁ ନିଦେଇ ଯିବା ଆଗରୁ ଆଖିରେ ଭୋକ ମାରୁଥିଲେ ତାରା ମାନେ ଉପନ୍ୟାସ ଲେଖିଲେ ଗୋଟାଏ ଭୋକର କାଂଥରେ "ଅନ୍ତରୀକ୍ଷ କୁ ରାସ୍ତା"।…

କବିତା: କଳାକାହ୍ନୁ ଧନ୍ୟ ତୋର ଲୀଳା

ସାଧନା ପଣ୍ଡା କଜ୍ଜ୍ୱଳ ଉଜ୍ଜ୍ବଳ କାନ୍ତି କଳେବର ଶ୍ରୀପତି ଅଧିନାୟକ , କମଳ କୋମଳ ନୟନ ଯୁଗଳ ମନ ଆନନ୍ଦ ଦାୟକ ।୧ କଣ୍ଠେ କଉସ୍ତୁଭ କଟିରେ କିଙ୍କିଣି ନାକେ ନୋଥ ଜକ ଜକ , କିରିଟିରେ କେକି ପୁଚ୍ଛ ଗୁଚ୍ଛ ଗୁନ୍ଥା ଲଲାଟେ ଚନ୍ଦନ ତିଳକ ।୨ କୁଣ୍ଡଳ କର୍ଣ୍ଣରେ ଦିଶେ ଝକମକ ଖେଦ…

ହେ ଦୀନବନ୍ଧୁ…

ଜୟଶ୍ରୀ ଦାଶ ଆଶାର ବାରିଧି କ୍ଷମାର ଜଳଧି କରୁଣାକର ସାତସିନ୍ଧୁ, ତୁମେ ଦୀନବନ୍ଧୁ ଭକ୍ତ ଜନବନ୍ଧୁ ବର୍ଷୁଥିବ କୃପାବିନ୍ଦୁ । ନୁହେଁ ପ୍ରେମମୟୀ ବୃଷଭାନୁ ଜେମା ଅବା କୃଷ୍ଣପ୍ରାଣ ମୀରା, ତୋ ପାଦ ଯୁଗଲେ ସମର୍ପି ଦେଇଛି ମୋର ଜୀବନ ପସରା । ଦୁଃଖ ଦରିଆରେ ତୋର ନାମ ଧ୍ୟାୟୀ…

କବିତା: କାଳିଆ ସାଆନ୍ତ

କୁଞ୍ଜବିହାରୀ ସାହୁ ଦେଖ ଦେଖ ଦେଖ ଭାଇ କାଳିଆ ସାଆନ୍ତ ଦେଉଳରେ ବସିଅଛି ଖିଲିଖିଲି ହସୁଅଛି ନାହିଁ ତା ହାତ ଦେଖ ଦେଖ ଦେଖ ଭାଇ.....(୦) ପାଖେ ତାର ବଡ ଭାଇ ଭକତକୁ ରହେ ଚାହିଁ ଭଉଣୀଟି ଗେହ୍ଲା ପୁଣି ଭକତର ମନ କିଣି ଆଜି ଏହି କାର୍ତ୍ତିକରେ ସଭିଙ୍କୁ ସେ ଡାକୁଛିରେ ଆସ…

କବିତା: ହେ ପ୍ରଭୁ…

ମିହିର ତ୍ରିପାଠୀ ଦେବା ଦେବୀ ପୂଜା ମନ୍ଦିର କୁ ଯାଇ ଦିଁଅ ଦରଶନେ ମନଥାଏ ଚନ୍ଦନ ଭସ୍ମକୁ କପାଳରେ ଲେପି ପବିତ୍ର ଏ ଆତ୍ମା ପାଇଯାଏ... ପରମାତ୍ମାଙ୍କର ସମ୍ମୁଖେ ଆତ୍ମାର ମିଳନ ହେବାର ଇଛାଥାଏ ଭୋଗ ପ୍ରସାଦରୁ ଅଳପ ଚାଖିଣ ସ୍ବର୍ଗ ସୁଖ ପାଇ ଗଲି କହେ... ଆତ୍ମ…

କବିତା: ପ୍ରଭୁ ହେ…

ବିମଳା ଶଂକର ଦାଶ ପ୍ରଭୁ ହେ...ତୁମେ ତ କରୁଣା ନିର୍ଝର ତଥାପି ଦାସକୁ କଲ ପର ଭକ୍ତକୁ ରଖି ନିଜଠୁ ଦୂର ....ହେଲ କି ନିଷ୍ଠୁର....(ପଦ) ପ୍ରଭୁ ହେ.... ପ୍ରତି ପ୍ରଭାତରେ ପୂଜୁଥାଏ ନିତି ଭକତି ଭାବରେ ହଜି ସଂଜ ନଇଁ ଗଲେ ନୟନ ଯୁଗଳ ଅଶ୍ରୁଜଳେ ଯାଏ ଭିଜି ଆକୁଳେ ଭକତ ପଚାରେ…