Latest Odisha News

BREAKING NEWS

Browsing Category

ସାହିତ୍ୟ

ଭାଷା ଭାଗବତ : ପ୍ରକୃତି ବିଧାନ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ସମ୍ପର୍କ୍କିତ କି ସଂପର୍କିତ ସମ୍ବର୍ଦ୍ଧିତ କି ସଂବର୍ଧିତ ବାଛିଲେ ଦ୍ବିତୀୟ ପ୍ରକାର ଲିପିର ଗତି ଦ୍ରୁତତର ହେବାର ଅଛି ସଂଭାବନା ତେବେ ବି ହେଉନାହିଁ ଘେନା ମନରେ କେଉଁ ଦୁର୍ଭାବନା ରଖି କରିଚାଲିଛୁଁ ମନା ଯେ କେହି…

ନିର୍ବୋଧର ପରିଚୟ

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’ ମନୁଷ୍ୟ ବେଳେ ବେଳେ ଅଯଥା, ଅନାବଶ୍ୟକ,ଅବାନ୍ତର ଶବ୍ଦ କହି ନିର୍ବୋଧର ପରିଚୟ ଦେଇଥାଏ । ଏହାର ମୂଳ କାରଣ ଅହଂକାର ଏବଂ ଗର୍ବର ଅପଚୟ । ଜଣେ ବ୍ୟକ୍ତି ଗର୍ବରେ କହିଲା ମୋ ବିନା ମୋ ପରିବାର ଘଡିଏ ଚଳି ପାରିବ ନାହିଁ । ତାର ଗୋଟିଏ…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୩୯)

ମୂଳ ଇଂରାଜୀ : ଅନନ୍ତିନୀ  ‘ଝୁମ୍ପା’  ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ବୀରା ହାତକୁ ମଗ୍‌ଟେ ଚା' ବଢ଼େଇ ଦେଇ ସମୀରା କହିଲା, “ଏଇ ନେ ।” ଖୁସି ହୋଇଯାଇ ବୀରା ଧନ୍ୟବାଦ କହି ତା\' ମନପସନ୍ଦର ଚା’କୁ ଉପଭୋଗ କରୁଥିବା ବେଳେ, ସମୀରା ପଚାରିଲା, “ସିଡ଼୍ ଆଉ ରୋହାନ୍‌ଙ୍କୁ ଫୋନ୍ କରି…

ଅନୁବାଦ କବିତା : ଚନ୍ଦ୍ରାହତ

ମୂଳ ବଙ୍ଗଳା: ଜୟ ଗୋସ୍ୱାମୀ ଚନ୍ଦ୍ର ଦେହରେ ଉଲକା ମାଡ଼ର ଗାତ ଚନ୍ଦ୍ର ଉପରେ ବହୁବର୍ଷର ଉଲକା ଗୁଣ୍ଡର ଧୂଳି ଶରୀରରେ ହଜାର ମାଇଲର କଟା ଦାଗ ଏବଂ ତା ମସ୍ତିସ୍କରେ ଶୁଖି ବାଲି ହୋଇଯାଇଥିବା ସମୁଦ୍ର। ଛାତ ଉପରେ ଚନ୍ଦ୍ରାହତ ମଣିଷ ତାର ନାକ, କାନ, ମୁହଁ ଦେଇ କ୍ରମାଗତ ବହି…

ଭାଷା ଭାଗବତ : ସତ୍ୟର ଉପାସକ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ସତ କହ, ଅବା ନ କହ ସତ୍ୟାନୁଭୂତି ସହ ରହ ସତ୍ୟକୁ ପାରେ ଯିଏ ସହି ନିରବ ହୋଇ, ଥାଏ ରହି ନ କଲେ ସତ୍ୟର ପ୍ରଚାର ପ୍ରତ୍ୟେକ ବ୍ୟକ୍ତି ଆବିଷ୍କାର କରିବେ ନିଜ ନିଜ ସତ୍ୟ ରହିବେ ସତ୍ୟର ସହିତ ସତ୍ୟ ତ ଏମିତି ଚୁଂବକ…

ଲକ୍ଷ୍ମଣ ସାହୁ ‘ନୀଳଚକ୍ର ସମ୍ମାନ’ରେ ସମ୍ମାନିତ

କଟକ : ନୟା ସବେରା ନିମାପଡା ୟୁଥ ଟ୍ରଷ୍ଟ ପକ୍ଷରୁ ନିମାପଡ଼ା ଟାଉନ୍ ହଲ ପରିସରରେ କଟକ ମହାନଦୀ ବିହାର ମହିଳା ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷ ଲକ୍ଷ୍ମଣ ସାହୁଙ୍କୁ 'ନୀଳଚକ୍ର ସମ୍ମାନ-୨୦୨୩ ' ପ୍ରଦାନ କରାଯାଇଛି ।ଏହି ଅବସରରେ ସାହିତ୍ୟ ଆଲୋଚନାରେ ବିଶ୍ୱ ଦରବାରରେ ରଥ ଯାତ୍ରା ଶୀର୍ଷକ ଉପରେ…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୩୮)

ମୂଳ ଇଂରାଜୀ : ଅନନ୍ତିନୀ  ‘ଝୁମ୍ପା’  ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ “ମୁଁ ଭାବୁଛି, ଏ ପ୍ରଶ୍ନର ଉଚାର କେବେ ବି ମିଳିବନି ।” ବିମର୍ଷ ସ୍ୱରରେ ମ୍ୟାଥ୍ୟୁ କହିଲେ । “ତା’ହେଲେ କ'ଣ ଏବେ ଯାଇ ଲାସ୍‌କୁ ଲୁଚେଇଦେବା?” ହତାଶାରେ ଦି’ହାତକୁ ଛନ୍ଦି ଲୁକାସ୍ ପଚାରିଲେ । ସମସ୍ତେ…

କବିତା : ଅଣସର ଘରେ ପ୍ରଭୁ

ରମାକାନ୍ତ ନାୟକ କାହିଁକି?? କାହିଁକି ହେ ! ଅଣସର ଘରେ ପ୍ରଭୁ ଜଗନ୍ନାଥ କାହାପାଇଁ ତମେ ନିରୋଧୀତ ଗୃହେ ଅନବସରରେ ଗୋପନୀୟ ଭାବରେ ଅଣସର ପିଣ୍ଡ ଗୃହରେ ମାନବୀୟ ଗୁଣରେ ଦାରୁବିୟ ଗୁପ୍ତ ନୀତିରେ ସ୍ୱତନ୍ତ୍ର ବିଧିରେ ସେବା ପାଉଥାଅ ବିଶ୍ୱାବସୁର ଭାବ ପ୍ରୀତି ଅଶ୍ରୁ ଆଉ…

ଭାଷା ଭାଗବତ : ରେଫ ତଳେ ଯୁଗ୍ମାକ୍ଷର

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଯୁଗ୍ମାକ୍ଷରରେ ରେଫ ଚିହ୍ନ ଦେବାକୁ ନାହିଁ ତ ବାରଣ ବଳୁଛି ଯାହାଂକର ମନ କରଂତୁ ଏପରି ଲିଖନ: ଦୁର୍ଗ୍ଗନ୍ଧ, ନିର୍ଜ୍ଜନ, ନିର୍ଦ୍ଧନ ଦୁର୍ନ୍ନାମ, ନିର୍ବ୍ବନ୍ଧ, ଦର୍ପ୍ପଣ ନିର୍ଲ୍ଲଜ ଅଥବ ନିର୍ମ୍ମଳ ନିଜେ ବୁଝଂତୁ ଫଳାଫଳ…

ସ୍ଵଳ୍ପ ଗଳ୍ପ : ସମୟର ଚିତ୍ରନାଟ୍ୟ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୭୧ (କୋରସ୍) ଠିକଣା ତଉଲ ବେଉସା କହି ହାତରେ ନିକିତି ଧରିଛି ଭାଇ। ସଂସାର ବୋଲନ୍ତେ ଯେତେ ଗହକି ବେଗେ ନିଜ ମୂଲ ନିଅ ପରଖି। ପାଦରେ ଡେଣା ତା ପିଠିରେ ଡେଣା ଡେଣାକୁ ବୁଝିବା ପାଠରେ ଗଣା। ୨ (ନାଟ୍ୟାରମ୍ଭ)…