Latest Odisha News

BREAKING NEWS

Browsing Category

ସାହିତ୍ୟ

ଭାଷା ଭାଗବତ : ଭାଷାର ମାନ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ନିଜକୁ କରିଲେ ବିଶ୍ବାସ ନିଶ୍ଚୟ ହୁଅଇ ବିକାଶ ସରଳ କରି ଲେଖୁଁ ଭାଷା ବଢ଼ାଉଁ ଲୋକଂକ ଭରସା ସରଳ କଲେ ଲେଖା ଲିପି ଭାଷା ପାରିବ ଶୀଘ୍ର ବ୍ୟାପି ଜଟିଳତାରୁ ଜାତ ବାଧା ପୂରାଏ ନାନା ଅସୁବିଧା ଭାଷା ନ କଲେ ବ୍ୟବହାର ବଢ଼େନି…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୨୭)

ମୂଳ ଇଂରାଜୀ : ଅନନ୍ତିନୀ  ‘ଝୁମ୍ପା’  ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ସମୀରା ବି ସମାନ ଭାବରେ ରାଗି ଚିତ୍କାର କଲା । ଏଥର ନିଜକୁ ଶାନ୍ତ ରଖିବାକୁ ଚେଷ୍ଟା କରି ବୀରା ତଳକୁ ମୁହଁ ପୋତି ବସି ରହିଲା । ଆଉ ତାପରେ ସିଧା ସମୀରା ମୁହଁକୁ ଚାହିଁ ହସିଲା ଯଦିଓ ସେ ଜାଣିଥିଲା ଯେ ୟା…

କବିତା : ଶୂନ୍ୟତା

ଭାରତୀ ସରିତା ମହାନ୍ତି  କଣ୍ଟକିତ ଏହି ଚଲା ପଥେ ଆଜି ପାଦେ ପାଦେ କଣ୍ଟା ଦିଏ ଆଘାତ ଅଭିଶପ୍ତ ଲାଗେ ସାରା ଜୀବନଟା ସ୍ମୃତିରେ ସ୍ମୃତିରେ ହୁଏ ଆହତ। ଆଶାର ସାଗରେ ହାତାଶାର ଢେଉ ସ୍ବପ୍ନ ବାଲି ଘର ନିଏ ଭସାଇ ରଙ୍ଗହୀନ ଏହି ଅଳିକ ଜୀବନ ମୃତ୍ୟୁକୁ ଅପେକ୍ଷା କରି ବସଇ। ପରାସ୍ତ…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୨୬)

ମୂଳ ଇଂରାଜୀ : ଅନନ୍ତିନୀ  ‘ଝୁମ୍ପା’  ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ସେ ତାକୁ ‘ସିଡ଼୍‌’ ନକହି ‘ସିଦ୍ଧାର୍ଥ’ କହୁଚି ଭାବି ସେ ନିଜେ ମଧ୍ୟ ଆ୧⁄୨ର୍ଯ୍ୟ ହୋଇଯାଉଥିଲା । ଖେଳବେଳେ ଟିକେ ରାଗରୁଷା, ମୁହଁ ଫୁଲାଫୁଲି ହୋଇଯାଇଥିବାରୁ ବୀରା ଆଶା କରୁଥିଲା ଯେ ସିଦ୍ଧାର୍ଥ…

ଭାଷା ଭାଗବତ : କଥା ଅର୍ଥହୀନ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଗଚ୍ଛିତ ଜ୍ଞାନର ସାରାଂଶ କରିଲେ ସ୍ବଚ୍ଛଂଦେ ପ୍ରକାଶ ଗୁରୁଗଂଭୀର କଂଠସ୍ବର ପ୍ରଭାବୀ ହୁଏ ବାରଂବାର ଭୂଇଁରେ ରହିଲେ ସୁବକ୍ତା ଭାଷାକୁ ମିଳେ ନିରାପତ୍ତା ଶବ୍ଦର ସ୍ପଷ୍ଟ ଉଚ୍ଚାରଣ ମୋହିତ କରେ କାନ, ମନ ଏବେ ତ ଶବ୍ଦ…

ସମୟ ଓ ଭାଗ୍ୟ

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’ ସତରେ କଣ ଭାଗ୍ୟ ବୋଲି କିଛି ଥାଏ? ନା ଭାଗ୍ୟକୁ ଦାୟୀ କରି ମଣିଷ ନିଜ ଦାୟିତ୍ୱ ଓ କର୍ତ୍ତବ୍ୟରୁ ଓହରି ଆସି ଥାଏ । ନା ଭାଗ୍ୟ ନାଁ ରେ ଏକ ବାହାନା ଖୋଜିଥାନ୍ତି । ସମୟେ ସମୟେ ମଣିଷ କୁହେ- କ\'ଣ କରିବା ମୋର ଭାଗ୍ୟ ରେ ନାହିଁ!…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୨୫)

ମୂଳ ଇଂରାଜୀ : ଅନନ୍ତିନୀ  ‘ଝୁମ୍ପା’  ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ “କାଇଁ, ମୁଁ କ'ଣ କହିନଥିଲି କି ଆମେ ଆମ ଆଈଙ୍କ ପାଖରେ ରହୁଥିଲୁ ବୋଲି?” ସିଡ଼୍‌ ପାଲଟା ପ୍ରଶ୍ନ କଲା । “ହଁ କହିଥିଲ । ହେଲେ ଏ କଥା କହିନ ଯେ ଏତେ ସୁନ୍ଦର କ୍ୟାବିନଟେ ବୁକ୍ କରିଚ ।” ବୀରା ସାଙ୍ଗେ ମିଶିଯାଇ…

ଅନୁବାଦ କବିତା : କଥା

ମୂଳ ବଙ୍ଗଳା: ପ୍ରେମେନ୍ଦ୍ର ମିତ୍ର ତା'ପରେ ବି ବାକିଥାଏ କିଛି କଥା, ବର୍ଷା ହେଇ ଗଲାପରେ ଭିଜାଥଣ୍ଡା ପବନରେ ଓଦା ମାଟିର ଗନ୍ଧ ପରି ଝାପସା ଝାପସା ମେଘେ ଭିଜା କଥା। କିଏ ଜାଣିଛି ସେଇଟା କଥା ଅବା କମ୍ପି ଉଠୁଥିବା ରଙ୍ଗୀନ ସ୍ତବ୍ଧତା! ସେ କଥା ତାକୁ କହି ହୁଏ ନାହିଁ କେବଳ…

ଭାଷା ଭାଗବତ : ହରାଇଛୁଁ ଆସ୍ଥା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଭାଷାର ବିଶାଳ ସଂସାର ଉପରେ କାହା ଅଧିକାର କେବେ ନ ଥିଲା, ଏବେ ନାହିଁ ଅଯଥା ଚିଂତିତ କି ପାଇଁ? ଯେ ଯାହା ପସଂଦ ସୁମରି ହୋଇଲେ ଭାଷା ବ୍ୟବହାରୀ କରଂତି ଭାଷାଂଶ ଲିଖନ ସାହିତ୍ଯ ହୁଏ ଶାଂତିପୂର୍ଣ ଅଥବା ହୁଏ…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୨୪)

ମୂଳ ଇଂରାଜୀ : ଅନନ୍ତିନୀ  ‘ଝୁମ୍ପା’  ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ “ହଁ ଦି’, ସେମାନେ ଖୁବ୍ ମଜାଳିଆ ।” “ହଉ, ଏବେ ଚାଲ୍ ଟିକେଟିକେ ଶୋଇପଡ଼ିବା”, ହାଇ ମାରୁ ମାରୁ ସମୀରା କହିଲା । ଆଉ ବୀରା ବାଥ୍‌ରୁମ୍‌ରୁ ଧୁଆଧୋଇ ହୋଇ ଆସିବା ଭିତରେ ସେ ଶୋଇପଡ଼ି ଘୁଙ୍ଗୁଡ଼ି ମାରୁଥିଲା ।…