Latest Odisha News

BREAKING NEWS

Browsing Category

ସାହିତ୍ୟ

ଭାଷା ଭାଗବତ : ମତ ସମନ୍ବୟ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ କାହାର ମତର ଗୁରୁତ୍ବ ନ ହେଲେ ମୋର ଅନୁଭୂତ ମୁଁ ହୁଏଁନାହିଁ ସହମତ ଅଥବା ମିଛେ ବିଚଳିତ ମତ ନ କଲେ ବିଶ୍ଳେଷଣ ମିଳେନି ତଥ୍ୟଭରା ଜ୍ଞାନ ତାହା ବିରୋଧ, ସମର୍ଥନ କରିବା ହୁଏ ଅକାରଣ ଅନ୍ୟର ମତର ପ୍ରଭାବ ମୁଁ କଲେ ସ୍ପଷ୍ଟ…

ଅଭୁଲା ଗୀତ : ନୀଳ ସିନ୍ଧୁ ତୀରେ

ସଙ୍ଗୀତ : ରଣଜିତ ରାୟ ଓ ବାଳକୃଷ୍ଣ ଦାଶ ଗୀତ : ନିକୁଞ୍ଜ କିଶୋର ଦାସ ଗାୟନ : ବାଣୀକଣ୍ଠ ନିମାଇଁ ଚରଣ ଚଳଚ୍ଚିତ୍ର :  ଶ୍ରୀଜଗନ୍ନାଥ, ୧୯୫୦ ନୀଳ ସିନ୍ଧୁ ତୀରେ ନୀଳ ସିନ୍ଧୁ ତୀରେ ନୀଳ ଅଚଳ ନୀଳ ବନ ରାଜି ଘେରା ଦେଉଳ ନୀଳ ଚକ୍ରେ ରଙ୍ଗ ନେତ ଚଞ୍ଚଳ…

ଓଡ଼ିଆ ଭାଷାର ପ୍ରଚଳନକୁ ସୁଦୃଢ଼ କରିବା ଆବଶ୍ୟକ : ସତ୍ୟନାରାୟଣ ଗନ୍ତାୟତ

ଓଡ଼ିଆ ସାହିତ୍ୟ ଜଗତରେ ସତ୍ୟନାରାୟଣ ଗନ୍ତାୟତ ଏକ ସଶ୍ରଦ୍ଧ ଉଚ୍ଚାରଣ। ସେ ଏକାଧାରରେ ସେ ଜଣେ କବି, ଗାଳ୍ପିକ, ସମ୍ଭକାର ତଥା ବ୍ୟଙ୍ଗକାର। ଅନୁଭବ ଓ ଅନୁଭୁତିରେ ସିକ୍ତ ତାଙ୍କ ସର୍ଜନା ସମୂହ ସାଉଁଟି ପାରିଛି ବିପୁଳ ପାଠକୀୟତା । ତାଙ୍କ ସର୍ଜନା କ୍ଷେତ୍ରର ପରିସୀମା ମପାଯାଇ ପାରେନା । ଭାବ ଓ…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୩୫)

ମୂଳ ଇଂରାଜୀ : ଅନନ୍ତିନୀ  ‘ଝୁମ୍ପା’  ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ “ହଁ ଦି’, ଖୁବ୍ ଭୟଙ୍କର ସ୍ୱପ୍ନଟେ ଥିଲା - ତମେ ମତେ ଛାଡ଼ି ପଳେଇ ଯାଉଛ... ଏଇଟା ମୋ' ଭାଗ୍ୟ କହି...” ଥରିଯାଉଥିବା କଣ୍ଠସ୍ୱରକୁ ସ୍ଥିର ରଖିବାକୁ ଚେଷ୍ଟା କରି ବୀରା କହୁଥିଲା । “ଓହୋ! ଇଏ ତ ଗୋଟେ ସ୍ୱପ୍ନ…

କବିତା : ସ୍ନାନବେଦୀରେ ମହାପ୍ରଭୁ

ସୁଜାତା ପତି ସ୍ନାନ ପୂର୍ଣ୍ଣିମାରେ ମାନବୀୟ ଲୀଳା ପ୍ରତି ବରଷ ତୁ ପାଳନ କରୁ ଡୋରୀ ଲଗାଇଲେ ମିଳେ ତୋ ଦର୍ଶନ ସେ କଥା କି ଆମେ ଭୂଲିପାରୁ । ବରଷକେ ଥରେ ସ୍ନାନ କରୁ ତୁହି ଭାଇ ଭଉଣୀକୁ ସାଥେ ଧରି ତୋର ସେ ସ୍ନାନ ଜଗତେ ଦେଖନ୍ତି ସ୍ନାନ ପୂର୍ଣ୍ଣିମାର ପଡେ ହୁରି। ଶହେ ଆଠ ଗରା…

ଭାଷା ଭାଗବତ : ଭାଷାସଖା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଅନନୁମେୟ ଏ ପ୍ରକୃତି ଦେଖୁଥିଲେ ହେଁ ଲୋକେ ନିତି କରଂତି ଭବିଷ୍ୟ ଗଣନା ଲାଗୁ ହୋଇନି କଟକଣା ' ଏହା କଲେ, ତାହା ହିଁ ହେବ ' ମନରେ ରଖି ଏହି ଭାବ ପ୍ରତ୍ୟହ ହେଉଁ ପରାଜିତ ତେବେ ବି ବଦଳୁନି ମତ ପ୍ରାପ୍ତିର ଆଶା ରଖି କାମ…

କବିତା : ଭାରି କଷ୍ଟ ଲାଗେ

ଭାରତୀ ସରିତା ମହାନ୍ତି  ଭାରି କଷ୍ଟ ଲାଗେ ରକ୍ତ ପର ହେଲେ ଏ କି ଅବା ଭାଗ୍ୟ ଦୋଷ? ଦୋଷ ନ କରିବି ଦୋଷୀ ସାଜେ ମୁଁ ଯେ ଏହା ମୋ’ର ଅବାଶୋଷ। ଭାରି କଷ୍ଟ ଲାଗେ ଆଖି ଦୁଇ ଯେବେ ଖୋଜି ବୁଲେ ଅତୀତକୁ ଅତୀତ ଇଶାରା ଦିଏ ବର୍ତ୍ତମାନ ସଦା କଷ୍ଟ ସହିବାକୁ। ଭାରି କଷ୍ଟ ଲାଗେ ମମତାର…

ଭାଷା ଭାଗବତ : ଧନୀ ଲୋକର କୁଂଠା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଧନୀ ଓ ଜ୍ଞାନୀଂକର କୁଂଠା ସହ ରହେନି ଭାଷାନିଷ୍ଠା ବୃଥା ହୁଏ ସମସ୍ତ ଚେଷ୍ଟା କେହି ନୁହଂତି ଦୂରଦ୍ରଷ୍ଟା ବାସ୍ତବତାରୁ ହୋଇ ଚ୍ୟୁତ ସେମାନେ ଅତି ଉଲ୍ଲସିତ ହୋଇ ରହଂତି ଆତ୍ମଲୀନ ଦେଖଂତି ଅଳୀକ ସପନ ଅନୁକରଣକାରୀ ହେଲେ…

ସନେଟ : ବଧୂ

ରବି ପଣ୍ଡା  ଓଢଣୀର ଉହାଡ଼ରେ ଲୁଚିଥିବା ପାନପତ୍ରି ଲାଜଲାଜ ମୁହଁ ସିନ୍ଥି ଆଉ କପାଳରେ ଝଳୁଥିବା ଦାଉଦାଉ ସିନ୍ଦୁରର ବିନ୍ଦୁ ସରମରେ ନଉଁଥିବା ଆଖି, ବେପଥୁରେ ଥରୁଥିବା ଦେହ ଅଧରେ ମଧୁ ସାଇତି ବସିଛି ସେ ନିରୂପମା ନବାଗତା ବଧୂ। ଏରୁଣ୍ଡି ଡେଇଁଲେ ପଡେ ଅଳତାଙ୍କିତା ଦୁଇ ଲକ୍ଷ୍ମୀ ପାଦ…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୩୩)

ମୂଳ ଇଂରାଜୀ : ଅନନ୍ତିନୀ  ‘ଝୁମ୍ପା’  ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ନିଜ ହସ ଲୁଚେଇବାକୁ ବହୁ ଚେଷ୍ଟା ସଚୋ୍ୱ, ବୀରା ଖୁବ୍ ଜୋରରେ ହସି ପକାଇଲା । ଏମାନଙ୍କ ଏ ହର୍‌କତ୍ ଦେଖି, ରୋହାନ୍‌ର ରାଗ ଆହୁରି ବଢ଼ିଯାଉଥାଏ । ଠିକ୍ ଏତିକିବେଳେ ସମୀରାର ଫୋନ୍‌କୁ ଗୋଟେ ମେସେଜ୍‌ ଆସିଲା ।…