Latest Odisha News

BREAKING NEWS

Browsing Category

ସାହିତ୍ୟ

ଧାରାବାହିକ ଉପନ୍ୟାସ : ମନହଟ୍ଟନରୁ ମୁନ୍ନାର (୧୪)

ମୂଳ ଇଂରାଜୀ : ଅନନ୍ତିନୀ  ‘ଝୁମ୍ପା’  ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ “ଧନ୍ୟବାଦ ସିଡ଼୍‌” । ବୀରା କହିଲା । ନିଜ ବ୍ୟାଗ୍‌ପତ୍ରର ସିକ୍ୟୁରିଟି ଚେକିଂ କରେଇ ସାରି ମିଃ. ଓ ମିସେସ୍ ମାହେଶ୍ୱରୀ କ୍ରୁଜ୍ ଭିତରକୁ ଆସିସାରିଥିଲେ । “ପିଲାଏ ଆସୁଛ ନା ନାହିଁ?” “ହଁ, ଆସୁଛୁ”, କହି ବୀରା…

ଭାଷା ଭାଗବତ : ଜୟ, ପରାଜୟ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ପ୍ରୟାସ ରଖିଲେ ବି ଜାରି ଯଦିବା ଯାଏ କେହି ହାରି ହାରିଲେ ପୁଣି ଚେଷ୍ଟା କରି ହୁଏ ବିଜୟ ଅଧିକାରୀ ପରାଜୟରୁ ନେଇ ଶିକ୍ଷା ଉଦ୍ୟମ କଲେ ଏକା ଏକା ବିଜୟ ହୁଏ ସୁନିଶ୍ଚିତ ଏ ସତ୍ୟ ବହୁ ପ୍ରମାଣିତ ଅନେକ ଥର ପରାଜୟ ପରେ ବି…

କବିତା : କାହିଁକି ?

ଈଶ୍ୱର ଗୁରୁ ଏ ଶୂନ୍ୟତା ଭିତରେ ସେ କୋଳାହଳ ଶବ୍ଦ କାହିଁକି ? ଏ ମୃତ୍ୟୁ ବିଭୀଷିକାରେ ସେ ବଞ୍ଚିବାର ଇଚ୍ଛା କାହିଁକି ? ଏ ଛଳନା ପ୍ରତାରଣାରେ ସେ ମାନବିକତା କାହିଁକି ? ଏ ମାୟା ପ୍ରହେଳିକାରେ ସେ ସ୍ପଷ୍ଟ ଚେତନା କାହିଁକି ? ଏ ଅନ୍ଧାର ବାଟରେ ସେ ଚନ୍ଦ୍ର ଆଲୋକ କାହିଁକି ?…

ଧାରାବାହିକ ଉପନ୍ୟାସ : ମନହଟ୍ଟନରୁ ମୁନ୍ନାର (୧୩)

ମୂଳ ଇଂରାଜୀ : ଅନନ୍ତିନୀ  ‘ଝୁମ୍ପା’  ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ଗୋଟେ ପାଣିଚିଆ ହସ ହସି ବୀରାର ମୁଣ୍ଡ ବାଳ ସାଉଁଳୁ ସାଉଁଳୁ ସମୀରା କହିଲା, “ଗୋଟେ ଛୋଟପିଲାରୁ ହଠାତ୍ କେତେବେଳେ ଏତେ ବଡ଼ପିଲା ହେଇଗଲୁ  ମ?” ଟିକେ ହସିଦେଇ ବୀରା କହିଲା, “ଦି’, ଏଇଟା ହେଉଛି ସମୟର ଯାଦୁ ।…

ଭାଷା ଭାଗବତ : ପାଠ ସଂପାଦନ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଲିଖିତ ପାଠ ସଂପାଦନ ପୂର୍ବରୁ କରିଲେ ମୁଦ୍ରଣ ତହିଁର ବହୁବିଧ ତ୍ରୁଟି ପୃଷ୍ଠାରେ ଦିଶଇ ଉକୁଟି ତ୍ରୁଟି-ପୂରିତ ଛାପା ପାଠ ପହଂଚେ ପାଠକ ନିକଟ ଏପରି ତ୍ରୁଟିର ପ୍ରସାର ଭାଷା ପାଇଁ ଅହିତକର କରିଲେ ଆତ୍ମସଂଶୋଧନ…

କବିତା : ପ୍ରତୀକ୍ଷାର ଦୀପ

ଭାରତୀ ସରିତା ମହାନ୍ତି  ଯାହାକୁ ପାଇଛି ଆଜି ସିଏ ମୋର ସପନ ରାଇଜ ରାଜ କୁମାର ବିଜନ ରଜନୀ ଗାଇଲା କାହାଣୀ ଦୁଃଖର ସାଗର ହେଲି ମୁଁ ପାର। ଚାନ୍ଦିନୀ ରାତିରେ ରୂପା ଜହ୍ନ ପରି ତୋଫା ଦିଶେ ତୁମ ଦେହ ଓ ମନ ପ୍ରତି ରାତି ଲାଗେ ପୂର୍ଣ୍ଣିମାର ରାତି ଦିବସେ ରଜନୀ ଦେଖେ ସପନ। ମଉଳା…

ଧାରାବାହିକ ଉପନ୍ୟାସ : ମନହଟ୍ଟନରୁ ମୁନ୍ନାର (୧୨)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ବୀରା ଖୁସି ହୋଇଗଲା, “ନି୧⁄୨ୟ, ଆମେ ନି୧⁄୨ୟ ଯିବା ନା!” ସମୀରା ଉଠି ପଡ଼ି କହିଲା, “ଚାଲ, ତା'ହେଲେ ଆମ ପାର୍ଟି ଡ୍ରେସ୍ ସବୁ କାଢ଼ିବା ।” “ବୀରା, ଏ ବୀରା, ରେଡ଼ି ହେଲୁଣି?” ପାର୍ଟିକୁ ଯିବାପାଇଁ ଖୁବ୍…

ଭାଷା ଭାଗବତ : ଜ୍ଞାନ ନୁହେ ସ୍ଥିର

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ କୌଣସି ଜ୍ଞାନ ନୁହେ ସ୍ଥିର ବଦଳୁଥାଏ ନିରଂତର ଏ ସତ୍ୟ ନ କଲେ ସ୍ବୀକାର ହୋଇବା ଅଜ୍ଞାନ ପ୍ରବର ବଦଳିଯିବା ପାଇଁ ଡର ମନରେ କରେ ଯଦି ଘର ମଣିଷ ହୁଏନି ତତ୍ପର କରେନି କିଛି ଆବିଷ୍କାର କୌଣସି ପ୍ରଶ୍ନ ନ ପଚାରି ଆଗ କି ପଛ…

ଜୀବନ ରଥ

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’ ପ୍ରତ୍ୟେକ ବ୍ୟକ୍ତିର ସମସ୍ୟା , ସେ କାହାଠାରୁ ନିଜର ନିନ୍ଦା ଶୁଣି ପାରେ ନାହିଁ । ଯଦି କେହି ତାର ବିଷୟରେ ଖରାପ କହୁଛନ୍ତି, ତେବେ ସେ ସହ୍ୟ କରି ପାରିବ ନାହିଁ । ବାସ୍ତବରେ ଏହି କାରଣରୁ ନିଜକୁ ଆଘାତ କରିବା ଠିକ୍ କ ନୁହେଁ ।…

ଧାରାବାହିକ ଉପନ୍ୟାସ : ମନହଟ୍ଟନରୁ ମୁନ୍ନାର (୧୧)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ “ୱାଃ! ଚମତ୍କାର” କହି କହି ପଛକୁ ଆସୁଥିଲାବେଳେ ବୀରା ଜଣକ ସହ ଧକ୍କା ହୋଇଗଲା । ପିଲାଟି ତାକୁ ଧରିପକାଉ ପକାଉ କହିଉଠିଲା, “ଓହୋ ହୋ... ଟିକେ ହୁସିଆର ଚାଲ ।” ବୀରା ବୁଲିପଡ଼ି ତା\' ମୁହଁକୁ ଚାହିଁଲା ।…