Latest Odisha News

BREAKING NEWS

Browsing Category

ସାହିତ୍ୟ

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୨୨)

ମୂଳ ଇଂରାଜୀ : ଅନନ୍ତିନୀ  ‘ଝୁମ୍ପା’  ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ୟା’ପରେ ବୀରା ଦୋକାନ ସାରା ବୁଲୁଥାଏ, ଆଉ ତା’ପଛେ ପଛେ ଅନ୍ୟମାନେ । ପ୍ରାୟ ଦେଢ଼ଘଚାା ପରେ ଗୁଡ଼ାଏ ଜିନିଷ କିଣି ସେମାନେ ସେଠାରୁ ବାହାରିଲେ । ବାହାରକୁ ଆସି ବୀରା ତା' ଯୋତା ଲେସ୍ ବାନ୍ଧିବାକୁ ନଇଁ ପଡ଼ିଲା…

ଗଳ୍ପ : ବାପା

ସ୍ମୃତି ପଟ୍ଟନାୟକ ସୂର୍ଯ୍ୟଙ୍କ ଚାରିପଟରେ ପୃଥିବୀ ଦିନ ରାତି ଘୁରିଲା ପରି, ବାପାମାନେ ବି ଘୁରି ବୁଲନ୍ତି ଦିନ ଓ ରାତି ନିଜ ସନ୍ତାନର ଚାରିପାଖରେ ଭଲମନ୍ଦରେ ସାମିଲ୍ ହେବା ପାଇଁସ୍ମୃତି ପଟ୍ଟନାୟକ । ମୁଁ ଛୋଟ ଥିଲା ବେଳେ ବାପା ଜଗନ୍ନାଥ ପୁର ଗାଁରେ ଚକବନ୍ଦୀ ଅଫିସର୍ ଥିଲେ,…

ଭାଷା ଭାଗବତ : ଉଭୟ ପ୍ରକାର ଲିଖନ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଙଞଣନମ ପାଂଚ ବର୍ଣ ହୁଏ ନାସିକ୍ୟ ଉଚ୍ଚାରଣ ° ହେଲେ ତହିଁର ସୂଚକ ସହଜ ହେବ ଲେଖାତକ ଙ୍‌କ ହୁଏ ଯେବେ °କ ଅନାବଶ୍ୟକ ହୁଏ ଙ୍କ କରିଲେ °କ ଓ ଙ୍କ ତୁଳନା ସ୍ପଷ୍ଟତା ପଡ଼ିଯାଏ ଜଣା ସଂକ୍ରାମକ କି ସଙ୍କ୍ରାମକ ଉଭୟ ଥରଟେ…

ଅଭୁଲା ଗୀତ : ତୁମେ ଲେଉଟିଲ ନାହିଁ

ସଙ୍ଗୀତ : ବାଳକୃଷ୍ଣ ଦାଶ ଗୀତ : ସୁରେନ୍ଦ୍ର କୁମାର ଦାସ ଗାୟନ : କଲ୍ୟାଣୀ ଦାସ ଚଳଚ୍ଚିତ୍ର : ଶ୍ରୀଜଗନ୍ନାଥ, ୧୯୫୦ ତୁମେ ଲେଉଟିଲ ନାହିଁ ତୁମେ ଲେଉଟିଲ ନାହିଁ କେତେ ତାତି ଛାତି ଭିତରେ ବିତିଲା କେତେ ତାତି ଛାତି ଭିତରେ ବିତିଲା ତୁମ ରାହା ଚାହିଁ ଚାହିଁ…

ସାହିତ୍ୟ, ସ୍ୱତଃସ୍ଫୂର୍ତ୍ତ ଆବେଗର ଧାରା : ଘନଶ୍ୟାମ ପଲେଇ

ଓଡ଼ିଆ ସାହିତ୍ୟର ଜଣେ ସମ୍ବେଦନଶୀଳ ଓ ପ୍ରାଣବନ୍ତ ପ୍ରତିଭା ଘନଶ୍ୟାମ ପଲେଇ। ସାହିତ୍ୟ ସର୍ଜନାରେ ସେ ସାଉଣ୍ଟିଛନ୍ତି ବିପୁଳ ପାଠକୀୟତା । ତାଙ୍କ ସର୍ଜନା କ୍ଷେତ୍ରର ପରିସୀମା ମପାଯାଇ ପାରେନା । ଭାବ ଓ ଭାଷାର ସମ୍ମିଶ୍ରଣରେ ସେ ରୁଦ୍ଧିମନ୍ତ କରିଚାଲିଛନ୍ତି ଓଡ଼ିଆ ବାଣୀ ଭଣ୍ଡାରକୁ ।…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୨୧)

ମୂଳ ଇଂରାଜୀ : ଅନନ୍ତିନୀ  ‘ଝୁମ୍ପା’  ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ସୁନ୍ଦର କାଠର ସାଇଡ଼୍ ବୋର୍ଡ଼, ଗୋଟେ କାଉଚ୍ ଏବଂ ଚମତ୍କାର ଚିତ୍ରଥିବା କିଛି ତକିଆରେ ଲାଉଞ୍ଜଟି ଖୁବ୍ ବିଳାସମୟ ଦିଶୁଥିଲା । କିଛି ଲୋକ ବସି ଖବରକାଗଜ ଓ ମାଗାଜିନ୍ ପଢ଼ୁଥିଲେ । ସିଗାରେଟ୍ ପିଇବା ପାଇଁ ଗୋଟିଏ…

କବିତା : ନୀଳ ଜହ୍ନ

ରାଜ କିଶୋର ନାୟକ ତୁମେ ଆକାଶର ନୀଳ ଜହ୍ନ ସତ ମୁଁ ଧରଣୀ ଶ୍ବେତ କଇଁ ତୁମରି ଜୋଛନା ପରସ ପାଇ ମୁଁ ନିଶିଥେ ଉଠଇ ଚେଇଁ । ନୀଳାକାଶେ ତୁମେ ଧୂସର ବାଦଲ ମୁଁ ବୈଶାଖୀ ଶୁଷ୍କ ନଈ ଆଷାଢ ପ୍ରଥମ ଵରଷା ଛୁଆଁରେ ଧୀରେ ଧୀରେ ଯାଏ ବହି ତୁମେ ଆକାଶର....। ଫଗୁଣରେ ତୁମେ ମଳୟ ପବନ…

ଭାଷା ଭାଗବତ : ସତ୍ୟ-ସଂପୃକ୍ତ ବାଣୀ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଯା ନୁହେଁ ନିଜ ଅନୁଭୂତି ତାହା ହିଁ ଲେଖୁଥିଲେ ନିତି ହୁଏନି ଭାଷାର ଉନ୍ନତି ଜାଗେନି ମନେ ଭାଷା-ପ୍ରୀତି ପଠିତ କଥା ଲେଖି ପୁଣି ପୃଷ୍ଠାରେ ଦେଲେ ସୁଦ୍ଧା ବୁଣି ଭାଷାର ବିକାଶ, ବର୍ଧନ ସ୍ଥଗିତ ରହେ ବହୁ ଦିନ ଯାଂତ୍ରିକ…

ରାଧାକାନ୍ତ ମିଶ୍ରଙ୍କ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ

ଭୁବନେଶ୍ବର : ପ୍ରଫେସର ରାଧାକାନ୍ତ ମିଶ୍ର ସ୍ମୃତି ସଂସଦ ଆନୁକୂଲ୍ୟରେ ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରର ସଭା ଗୃହରେ ବିଶିଷ୍ଟ ହିନ୍ଦୀ ସାହିତ୍ୟିକ ପ୍ରଫେସର ରାଧାକାନ୍ତ ମିଶ୍ରଙ୍କ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଯାଇଛି । ଏହି ଅବସରରେ ସ୍ମୃତି ସଂସଦ ପକ୍ଷରୁ ୨୦୨୩ ମସିହା ପାଇଁ ରଘୁନାଥ…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୨୦)

ମୂଳ ଇଂରାଜୀ : ଅନନ୍ତିନୀ  ‘ଝୁମ୍ପା’  ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ କିନ୍ତୁ ସିଡ଼୍ ଆଗତୁରା କହି ପକେଇଲା, “ଆଚ୍ଛା, ଆଚ୍ଛା, ଏଇ କଥା । ଆଜି ସକାଳେ କ୍ରୁଜ୍ ଯେଉଁ ଝଟ୍‌କା ଦେଲା, ମନେ ଅଛି? ଠିକ୍ ସେତିକି ବେଳେ ଇସ୍ତ୍ରୀ ହୋଇ ଆସିଥିବା ଡ୍ରେସ୍‌ତକ ରୋହାନ୍ ଧରି ଛିଡ଼ା ହୋଇଥିଲା ।…