Latest Odisha News

BREAKING NEWS

Browsing Category

ସାହିତ୍ୟ

ଜୀବନ ଏକ ଶୃଙ୍ଖଳା

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’ ଜୀବନର ନିର୍ଦ୍ଧିଷ୍ଟ ଲକ୍ଷ୍ୟ ହିଁ ବ୍ୟକ୍ତିକୁ ତାର ଭବିଷ୍ୟତ ଗଠନ କରିବାରେ ସହାୟକ ହୁଏ । ଲକ୍ଷ୍ୟହୀନ ଜୀବନ ଜୀବନ ନୁହେଁ । ଲକ୍ଷ୍ୟହୀନ ଜୀବନ ସମାଜର ମଙ୍ଗଳ କରିପାରେନା । ଯେଉଁ ସମାଜ ଆମକୁ ମଣିଷ କରିଛି । ଯେଉଁ ମାଟିରୁ ପାଣି ପବନ…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୧୮)

ମୂଳ ଇଂରାଜୀ : ଅନନ୍ତିନୀ  ‘ଝୁମ୍ପା’  ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ସମୀରା ଏବଂ ରୋହାନ୍ ଫେରିଲା ବେଳକୁ ବୀରା ଦେଖିଲା ଯେ ରୋହାନ୍ ବି ସିଡ଼୍‌ ଭଳି ବହୁତ ଖାଦ୍ୟ ତା' ପ୍ଲେଟ୍‌ରେ ଆଣିଛି । ଆଉ ତାକୁ ଦେଖି ସମୀରା ମଧ୍ୟ ଚୁପିଚୁପି ହସି ବୀରାକୁ ଏକଥା ଇଶାରାରେ ଦେଖାଇଦେଉଥାଏ ।…

ଅନୁବାଦ କବିତା : ତୁମର ଦୁଇହାତ

ମୂଳ ବାଂଲା: ମହାଦେବ ସାହା ତୁମର ଦୁଇହାତ ଖୋଲି କେବେ ହେଲେ ଦେଖିନାହିଁ ସେଇଠି ଯେ ଫୁଟିଅଛି ପୃଥିବୀର ସବୁଠାରୁ ସୁନ୍ଦର ଗୋଲାପ ତୁମ ଦୁଇହାତ ଖୋଲି କେବେ ଦେଖିନାହିଁ ସେଠାରେ ରହିଛି ଲେଖା ହୃଦୟର ଅନ୍ତରଙ୍ଗ କବିତାର ଅଂଶ। ଫୁଲକୁ ମୁଁ ଭଲପାଏ ବୋଲି ବୃଥାସିନା କରେ ଅହଙ୍କାର।…

ଭାଷା ଭାଗବତ : ମତ ନୁହେ ଦୀର୍ଘଜୀବୀ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ମନରୁ ତଡ଼ି ସବୁ ଡର ନିଜର କାମ ନିଜେ କର ଅନ୍ୟ ଲୋକଂକ ମତାମତ ନ କରୁ ଆଉ ବିଚଳିତ ' ମତ ନୁହଇ ଦୀର୍ଘଜୀବୀ ' ଏହି ସତ୍ୟକୁ ମନେ ଭାବି ସଂସାରେ ଛାଡ଼ିଗଲେ କୃତି ଘଟିବ ଭାଷାର ଉନ୍ନତି ପ୍ରତିଭା ସହ ଯୋଡ଼ି ନିଷ୍ଠା କରିଲେ…

କବିତା : କବିଟିଏ ମୁଁ କବିଟିଏ

ବାସନ୍ତୀ ଲତା ଜେନା କବିଟିଏ ମୁଁ କବିଟିଏ କଳ୍ପନା ରାଇଜେ ବାସ୍ତବତା ଖୋଜେ କବିତାରେ କିଛି ଲେଖିଦିଏ କବିଟିଏ ମୁଁ……. । ନୀରବରେ ଯେବେ ବସି ଥାଏ ମନ କୁଞ୍ଜବନେ ଶବ୍ଦମାଳି ସବୁ ଆଖି ଆଗେ ମୋର ନାଚିଯାଏ କବଟିଏ ମୁଁ….. । କାଗଜ କଲମ ପାଖେ ଥାଏ ଶବ୍ଦ ବଗିଚାରୁ ଶବ୍ଦ ଖୋଜି ଆଣି…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୧୭)

ମୂଳ ଇଂରାଜୀ : ଅନନ୍ତିନୀ  ‘ଝୁମ୍ପା’  ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ବୀରା, କିଛି କହିବାକୁ ଯାଉଥିଲା, ଏତିକିବେଳେ ତାଙ୍କ ଟେବୁଲ୍ ପାଖରେ ଜଣେ ୱେଟର୍ ଆସି ପହଞ୍ଚିଗଲା, “କିଛି ଅର୍ଡ଼ର ଦେବେ କି?” ସେ ଚାରିଜଣଯାକ ପରସ୍ପରକୁ ଚାହାଁଚାହିଁ ହୋଇ ମୁଣ୍ଡ ହଲେଇ ମନା କଲେ ।…

ଭାଷା ଭାଗବତ : ପୁନର୍ଲିଖନ କରି କରି

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ପୁନର୍ଲିଖନ କରି କରି ସବୁ ସମୟ ଦେଲେ ସାରି ମନରେ ନୂତନ ଭାବନା ପଶିବା ପାଇଁ କରେ ମନା ପୁନର୍ଲିଖିତ ବାକ୍ୟାବଳି ଲେଖି ଯେ ସୁଖେ ଯାଏଚଳି ଆବିଷ୍କାର କି ଉଦ୍‌ଭାବନ ତା ପାଇଁ ହୁଏ ଦିବାସ୍ୱପ୍ନ ହାତକୁ ମିଳେନି ବିଶ୍ରାମ…

ସ୍ୱଳ୍ପ ଗଳ୍ପ : କ୍ଷୁଦ୍ରକାୟ ପୃଥିବୀ ଏବଂ ଦୀର୍ଘକାୟ ସମ୍ରାଟ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୬୮ କ୍ଷୁଦ୍ରକାୟ ପୃଥିବୀ ଏବଂ ଦୀର୍ଘକାୟ ସମ୍ରାଟ କ୍ଷମତାର ଶକ୍ତ ରାଜଦଣ୍ଡଟି ଧାରଣ କରିଥିବା କାରଣରୁ ସମ୍ରାଟ ଆମର ଚେତନାରେ ଚିରକାଳ ଦୀର୍ଘକାୟ। ଏଇ କଥାକୁ କହିବାରର ଅର୍ଥ ନିଶ୍ଚୟ ଅତିକଥନ । ଦୀର୍ଘକାୟ ସମ୍ରାଟ…

ପୁସ୍ତକ ପରିଚୟ : ସରିଯାଇଥିବା ଋତୁ

ରାଜ କିଶୋର ମହାପାତ୍ରଙ୍କ ସମୀକ୍ଷା ଉପନ୍ୟାସ : ସରିଯାଇଥିବା ଋତୁ ଔପନ୍ୟାସିକ : ବିଜୟ ପ୍ରଧାନ, ପ୍ରକାଶକ ‐ ସାହିତ୍ୟ ଶ୍ବେତପଦ୍ମା, ଭୁବନେଶ୍ବର ପୃଷ୍ଠା ‐ ୨୦୮, ମୂଲ୍ୟ ‐ ଟ୨୩୦/- ସାହିତ୍ୟରେ ଉପନ୍ୟାସର ସ୍ଥାନ ସର୍ବଦା ସ୍ବତନ୍ତ୍ର । ଚରିତ୍ର ଓ ଘଟଣା ଗଢିବାକୁ ଏଠି ପର୍ଯ୍ୟାପ୍ତ…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୧୬)

ମୂଳ ଇଂରାଜୀ : ଅନନ୍ତିନୀ  ‘ଝୁମ୍ପା’  ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ “ଏଇଟି ଗୋଟେ ଲମ୍ବା କାହାଣୀ”, ବୀରା ଆରମ୍ଭ କଲା, “ଆମେ ଜନ୍ମ ହେବାଠାରୁ ମାନହଟ୍ଟନ୍‌ରେ ବଢ଼ି ଆସିଚୁ । ବାବାଙ୍କ ବଦଳିଯୋଗୁଁ ଭାରତ ଆସିବାକୁ ପଡ଼ିବ, ଜାଣିବା ଯାଏଁ, ଏଇ ସହର ହିଁ ଆମର ସବୁ କିଛି ଥିଲା ।”…