Latest Odisha News
Browsing Category

ସାହିତ୍ୟ

ଭାଷା ଭାଗବତ : ପାଠ ସଂପାଦନ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଲିଖିତ ପାଠ ସଂପାଦନ ପୂର୍ବରୁ କରିଲେ ମୁଦ୍ରଣ ତହିଁର ବହୁବିଧ ତ୍ରୁଟି ପୃଷ୍ଠାରେ ଦିଶଇ ଉକୁଟି ତ୍ରୁଟି-ପୂରିତ ଛାପା ପାଠ ପହଂଚେ ପାଠକ ନିକଟ ଏପରି ତ୍ରୁଟିର ପ୍ରସାର ଭାଷା ପାଇଁ ଅହିତକର କରିଲେ ଆତ୍ମସଂଶୋଧନ…

କବିତା : ପ୍ରତୀକ୍ଷାର ଦୀପ

ଭାରତୀ ସରିତା ମହାନ୍ତି  ଯାହାକୁ ପାଇଛି ଆଜି ସିଏ ମୋର ସପନ ରାଇଜ ରାଜ କୁମାର ବିଜନ ରଜନୀ ଗାଇଲା କାହାଣୀ ଦୁଃଖର ସାଗର ହେଲି ମୁଁ ପାର। ଚାନ୍ଦିନୀ ରାତିରେ ରୂପା ଜହ୍ନ ପରି ତୋଫା ଦିଶେ ତୁମ ଦେହ ଓ ମନ ପ୍ରତି ରାତି ଲାଗେ ପୂର୍ଣ୍ଣିମାର ରାତି ଦିବସେ ରଜନୀ ଦେଖେ ସପନ। ମଉଳା…

ଧାରାବାହିକ ଉପନ୍ୟାସ : ମନହଟ୍ଟନରୁ ମୁନ୍ନାର (୧୨)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ବୀରା ଖୁସି ହୋଇଗଲା, “ନି୧⁄୨ୟ, ଆମେ ନି୧⁄୨ୟ ଯିବା ନା!” ସମୀରା ଉଠି ପଡ଼ି କହିଲା, “ଚାଲ, ତା'ହେଲେ ଆମ ପାର୍ଟି ଡ୍ରେସ୍ ସବୁ କାଢ଼ିବା ।” “ବୀରା, ଏ ବୀରା, ରେଡ଼ି ହେଲୁଣି?” ପାର୍ଟିକୁ ଯିବାପାଇଁ ଖୁବ୍…

ଭାଷା ଭାଗବତ : ଜ୍ଞାନ ନୁହେ ସ୍ଥିର

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ କୌଣସି ଜ୍ଞାନ ନୁହେ ସ୍ଥିର ବଦଳୁଥାଏ ନିରଂତର ଏ ସତ୍ୟ ନ କଲେ ସ୍ବୀକାର ହୋଇବା ଅଜ୍ଞାନ ପ୍ରବର ବଦଳିଯିବା ପାଇଁ ଡର ମନରେ କରେ ଯଦି ଘର ମଣିଷ ହୁଏନି ତତ୍ପର କରେନି କିଛି ଆବିଷ୍କାର କୌଣସି ପ୍ରଶ୍ନ ନ ପଚାରି ଆଗ କି ପଛ…

ଜୀବନ ରଥ

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’ ପ୍ରତ୍ୟେକ ବ୍ୟକ୍ତିର ସମସ୍ୟା , ସେ କାହାଠାରୁ ନିଜର ନିନ୍ଦା ଶୁଣି ପାରେ ନାହିଁ । ଯଦି କେହି ତାର ବିଷୟରେ ଖରାପ କହୁଛନ୍ତି, ତେବେ ସେ ସହ୍ୟ କରି ପାରିବ ନାହିଁ । ବାସ୍ତବରେ ଏହି କାରଣରୁ ନିଜକୁ ଆଘାତ କରିବା ଠିକ୍ କ ନୁହେଁ ।…

ଧାରାବାହିକ ଉପନ୍ୟାସ : ମନହଟ୍ଟନରୁ ମୁନ୍ନାର (୧୧)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ “ୱାଃ! ଚମତ୍କାର” କହି କହି ପଛକୁ ଆସୁଥିଲାବେଳେ ବୀରା ଜଣକ ସହ ଧକ୍କା ହୋଇଗଲା । ପିଲାଟି ତାକୁ ଧରିପକାଉ ପକାଉ କହିଉଠିଲା, “ଓହୋ ହୋ... ଟିକେ ହୁସିଆର ଚାଲ ।” ବୀରା ବୁଲିପଡ଼ି ତା\' ମୁହଁକୁ ଚାହିଁଲା ।…

ଅନୁବାଦ କବିତା : ଶ୍ୟାମସୁ୍ର ରାହମାନ

ମୂଳ ବଙ୍ଗଳା: ଶ୍ୟାମସୁ୍ର ରାହମାନ ଆଚ୍ଛା, ଆପଣମାନଙ୍କ ଭିତରୁ କେହି କହି ପାରିବେ କି ଏଇ ମୁହୂର୍ତ୍ତରେ କେଉଁଠିକି ଗଲେ ମୁଁ ଟିକେ ଶାନ୍ତି ପାଇବି? କିଛି ସମୟ ପରେ ଶୋଇ ପଡିବି? ନିଦ ହୋଇଗଲେ ଶାନ୍ତିର ସ୍ବପ୍ନରେ କଟିଯିବ ସାରାରାତି ଏମିତି କ'ଣ ଆଶା କରିବା ବୃଥା? କାହିଁକି ମୋତେ…

ଭାଷା ଭାଗବତ : ଜ୍ଞାନର ବିସ୍ତାର

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ସଫା କରିବା ଭଳି କର୍ମ ହେଲେ ହେଁ ସର୍ବୋତ୍ତମ ଧର୍ମ ନ ବୁଝିପାରି ତା'ର ମର୍ମ ଆମେ ହିଁ ହେଉଁ ନରାଧମ ଯେତେ କହିଲେ ସୁଦ୍ଧା କଥା ବଦଳୁନାହିଁ ବାସ୍ତବତା ଆମର ଏପରି ଅବସ୍ଥା ବଢ଼ାଇ ପାରୁନାହିଁ ଆସ୍ଥା ମଣିଷ ହୁଏ ଯଦି…

ବିପରୀତାର୍ଥବୋଧକ ଯୁଗ୍ମଶବ୍ଦ

ଦେବାଶିଷ ମହାପାତ୍ରଙ୍କ ବ୍ୟାକରଣ ବିଭାଗ ଅସଲ ନକଲ ଖାଲ ଢିପ ଭଲ ଭେଲ ଅରୁଆ ଉଷୁନା ଗୁରୁ ଚେଲା ଭିତର ବାହାର ଅଗ ମୂଳ ଜାତି ଅଜାତି ଖଟା ମିଠା ଆକାଶ ପାତାଳ ଥଣ୍ଡା ଗରମ ସତ ମିଛ ଆଦି ଅନ୍ତ ସୁଖ ଦୁଃଖ ନ୍ୟାୟ ଅନ୍ୟାୟ ଆଗ ପଛ ଦିଆ ନିଆ କଞ୍ଚା ପାଚିଲା ଉପର ତଳ ପାପ ପୁଣ୍ୟ…

ଧାରାବାହିକ ଉପନ୍ୟାସ : ମନହଟ୍ଟନରୁ ମୁନ୍ନାର (୧୦)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ସୋଫା ବାଡ଼ ଉପରେ ବୀରା ଚାରିପଟେ ବୁଲିବୁଲି ସମୀରା କହୁଥାଏ, “କହିଲୁ ବୀରା, ସତରେ କ\'ଣ ମୁଁ ଅବାସ୍ତବବାଦୀ ଆଉ ଡରକୁଳୀ?” “ହଁ ”, କହୁକହୁ ସମୀରା ଗମ୍ଭୀର ମୁହଁ ଉପରେ ନଜର ପଡ଼ିଗଲା ତ ବୀରା ଚଟାପଟ କହିଲା, “ଆରେ…