Latest Odisha News

BREAKING NEWS

Browsing Category

ସାହିତ୍ୟ

ଅଭୁଲା ଗୀତ : ବୋଉଲୋ କି କହିବି ନୂଆ ଭାଉଜଙ୍କ କଥା

ସଙ୍ଗୀତ : ବାଳକୃଷ୍ଣ ଦାଶ ଗୀତ : ଗୌରାଙ୍ଗ ସାମନ୍ତରାୟ ଗାୟନ : ତୃପ୍ତି ଦାସ ଚଳଚ୍ଚିତ୍ର : ଅଦିନ ମେଘ (୧୯୭୦) ବୋଉଲୋ କି କହିବି ନୂଆ ଭାଉଜଙ୍କ କଥା ବୋଉଲୋ କି କହିବି ନୂଆ ଭାଉଜଙ୍କ କଥା ତୋ ଆଗେ କହିଦେବି କହିଲି ବୋଲି ଆଜି କହିଲେ ଯା' ଯା'ରେ ଯା'ରେ ଦିଅର ଟୋକା ସକାଳୁ…

ଧାରାବାହିକ ଉପନ୍ୟାସ : ମନହଟ୍ଟନରୁ ମୁନ୍ନାର (୭)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ଦୁଇଭଉଣୀ ପରସ୍ପରକୁ ଚାହିଁ ହସାହସି ହେଲେ । ମାତ୍ର ତାଙ୍କର ଏ ଖୁସି ବେଶୀ ସମୟ ତିଷ୍ଠି ରହିଲାନି । ରାତିରେ ଡିନର ଖାଇବା ବେଳେ, ମିଃ. ମାହେଶ୍ୱରୀ ଶୁଣାଇଦେଲେ ଯେ ତାଙ୍କ ଅଫିସ୍‌ରୁ ଜଣାଇ ଦିଆଯାଇଛି ଯେ,…

କବିତା : କିଏ ସେ ହତ୍ୟାକାରୀ

ଲାବଣ୍ୟ ନାୟକ ସେ ଭାରି ମିଠ‍ା କଥ‍ା କହେ, ପାଣିରେ ସର ପକାଏ ପୁଳା ପୁଳା ହସ ମହଲୁ ଖୁସି ଗପରୁ ଝୁଡିଏ ଆଣି ଅଜାଡି ଦିଏ ମୁଣ୍ତ ଉପରେ, କହେ ହାତୀ ସୁନା କଳସୀ ଢାଳିବାର ଯୋଗ୍ୟ ତୁ, ଚନ୍ଦନବୋଳା କଥା ପରି ଖୁବ୍ ଶୀତଳତା ଓ ମଖମଲି ସ୍ପର୍ଶ ଦିଏ ତା' ବ୍ୟବହାର, ଭିତରେ ଭିତରେ…

ଭାଷା ଭାଗବତ : ଏହି ଦୁରବସ୍ଥା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ନଦୀ ପିଏନି ନିଜ ଜଳ ଗଛ ଖାଏନି ନିଜ ଫଳ ଫୁଲ ଶୁଂଘେନି ନିଜ ବାସ ସୂର୍ଯକୁ ଅଲୋଡ଼ା ପ୍ରକାଶ ପାରସ୍ପରିକ ନିର୍ଭରତା ଯୋଗୁଁ ସଂଭବ ବିଶ୍ବ ସତ୍ତା ସଭିଏଁ କରୁଥାଂତି ଦାନ ତେଣୁ ତ ରହିଛି ଜୀବନ ସ୍ବୟଂଚାଳିତ ଯେଣୁ ବାୟୁ…

ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋର ଏବଂ ଗ୍ରନ୍ଥାଗାର ସୂଚନା ବିଜ୍ଞାନୀ ଦେଶରାଜ କାଳିଆଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର : ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କ ୧୬୨ତମ ଜୟନ୍ତୀ ଏବଂ ରାଜ୍ୟ ଗ୍ରନ୍ଥାଗାରର ପ୍ରଥମ ନିର୍ଦ୍ଦେଶକ ତଥା ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଗ୍ରନ୍ଥାଗାର ସୂଚନା ବିଜ୍ଞାନୀ ଡ଼ଃ ଦେଶରାଜ କାଳିଆଙ୍କ ୧୯ତମ ଶ୍ରାଦ୍ଧ ବାର୍ଷିକୀ ପାଳନ ସହ ଗ୍ରନ୍ଥାଗାର ପରିସରରେ ଏକ ପୁସ୍ତକ ପ୍ରଦର୍ଶନୀ ଓ…

ଧାରାବାହିକ ଉପନ୍ୟାସ : ମନହଟ୍ଟନରୁ ମୁନ୍ନାର (୬)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ “ଗୋଟେ କଥା କହିବି - ମୋ' ଜାଣିବାରେ ତୁ ସବୁଠାରୁ ଅବିଶ୍ୱାସୀ ପିଲା । ଆଉ ମୋ' ଦୁର୍ଭାଗ୍ୟ ମୁଁ ତୋ' ସହିତ ସମ୍ପର୍କିତ ଯିଏ ନିଜ ଭଉଣୀକୁ ସୁରକ୍ଷା ଦେବାକୁ ସାହସ ବି କରିପାରେନି ।” ବୀରା କହିଲା । “ଆରେ,…

କବିତା : ବୁଝି ହେଉନି

ରାମକୃଷ୍ଣ  ବୁଝି ହେଉନି ମୁଁ ଖେଳୁଛି ଶବ୍ଦକୁ ନା ଶବ୍ଦ ଖେଳୁଛି ମତେ କିଏ କାହାର ଅକ୍ତିଆରରେ ଏଡ଼େ ସୁରକ୍ଷିତ ଶବ୍ଦର ବିଶାଳ ଦୁର୍ଗ ସମୁଦ୍ର କୂଳର ବାଲିଘର ପରି ଧୋଇନିଏ ନୀରବତାର ଢେଉ ମୁଁ ନିର୍ବାକ ଛିଡ଼ା ହୋଇ ରହେ ମୋର ନଥିବା ପଣରେ। କଳ୍ପନାର ଦୁର୍ଭେଦ୍ୟ ପିରାମିଡ…

ଭାଷା ଭାଗବତ : ବ୍ୟାକରଣ ଓ ବାକ୍ୟରଣ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ 'ବ୍ୟାକରଣ'କୁ କରି ଆଳ 'ବାକ୍ୟରଣ'ରେ ହେଲେ ଭୋଳ ଚଳଇ କଥା କଟାକଟି ସ୍ବଭାଷା ହୁଏ ଛାଟିପିଟି ଭାଷୀଏ ହୋଇଲେ ସ୍ବାଧୀନ ଭାଷାର ଉନ୍ନତି ବିଧାନ ସମୃଦ୍ଧି, ବିକାଶ, ବର୍ଧନ ହୁଅଇ ଆପେ ସୁସଂପନ୍ନ ଯାହା ଅଧିକ ପ୍ରଚଳିତ ତାହା…

ଉଦାର କୂଟନୀତି : ଅଭିନବ କୌଶଳ

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ ନିକଟରେ ଘଟିଥିବା ତୁର୍କୀର ପ୍ରତ୍ୟେକ ଭିଡିଓ ଉତ୍ତୋଳନ ଅନେକଙ୍କ ଧ୍ୟାନ ଆକର୍ଷଣ କରିଛି । ଏଥିରେ ଦର୍ଶାଇଛି ଯେ ତୁର୍କୀରେ ଭୂକମ୍ପ ପରେ ଭାରତର ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ ର ସଦସ୍ୟମାନେ ଉଦ୍ଧାର କାର୍ଯ୍ୟ ଶେଷ କରି ଗତ ମାର୍ଚ୍ଚ ମାସରେ…

କବିତା : ନିର୍ବାଣ

ସୁପ୍ରିୟା ପଣ୍ଡା ଗୁଡ଼ାଏ ମାୟାଜାଲ ଭିତରେ ଯେତେବେଳେ ଛନ୍ଦିହୁଏ ତୁମେ ଖୁବ୍ ମନେପଡ଼ ସିଦ୍ଧାର୍ଥ ଦୁଃଖ, ଯନ୍ତ୍ରଣା, କାମନା, ବାସନା ସମସ୍ତେ ମିଶି ତୁମକୁ ଗୌତମ ଡାକିବା ପାଇଁ ଯେମିତି ବାଧ୍ୟ କରିଦିଅନ୍ତି । ଥରେ ଗୌତମ ଉଚ୍ଚାରି ଦେଲେ ଶାନ୍ତ ହୋଇଯାଏ ସବୁତକ ଉଦବେଳନ ହୃଦୟରୁ…