Latest Odisha News

BREAKING NEWS

Browsing Category

ସାହିତ୍ୟ

ପୂଣ୍ୟ ମାର୍ଗ

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’  ପାପ- ପୂଣ୍ୟ ହେଉଛି, ଜୀବନ ରୂପକ ତରାଜୁର ଗୋଟେ ଗୋଟେ ପଲା । ଗୋଟେ ପଟେ ପାପ ହେଲେ ଅନ୍ୟ ପଟେ ପୂଣ୍ୟ । କେବେ ପାପର ପଲା ଭାରି ତ କେବେ ପୂଣ୍ୟର । କିନ୍ତୁ କୃତକର୍ମର ନିରପେକ୍ଷ ମୂଲ୍ୟାଙ୍କନ ଉପରେ ନିର୍ଦ୍ଧାରିତ ହୁଏ, ଜୀବନ । ଥରେ…

ଅନୁବାଦ କବିତା : ମୋର ଛାଇ

ମୂଳ ବଙ୍ଗଳା : ସୁଭାଷ ମୁଖୋପାଧ୍ୟାୟ  ମୁହଁରେ ନିଆଁ ଲଗାଇ ନଡ଼ିଆ କତାର ରସିଟିଏ ଦୋକାନ ବାଡ଼ରେ ଝୁଲୁଥିଲା, ସିଗାରେଟ୍ ଲଗାଇବାକୁ ଯାଇ କାନ୍ଥ ଉପରେ ନଜର ପଡିଲା ମୋର ଠିକ୍ ମୋ ପାଖରେ ଛିଡା ହୋଇ ମୋତେ ଅବିକଳ ନକଲ କରୁଛି ମୋର ଛାଇ। ମୁଣ୍ଡରେ ମୋ ଭଳି ଚଢ଼େଇବସା ପରି ବାଳ…

ଭାଷା ଭାଗବତ : ଈଶ୍ବରାନୁଭୂତି

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ବୁଝିଲେ 'ଈଶ୍ବର'ର ଅର୍ଥ ଜ୍ଞାନ ହୋଇପାରେନି ବ୍ୟର୍ଥ ଈଶ୍ବରମୟ ଏହି ବିଶ୍ବ ନୁହେ, ନ ଥିଲା କେବେ ନିଃସ୍ବ ଲୋକଂକୁ ଈଶ୍ବରାନୁଭୂତି ଦେଲେ ହେଁ ସମଗ୍ର ପ୍ରକୃତି ତାଂକୁ ମଣିଲେ ବସ୍ତୁ, ବ୍ଯକ୍ତି ଘଟଇ ସୁଜ୍ଞାନର କ୍ଷତି…

‘ଦୋଛକିରେ ଆଦିବାସୀ ଭାଷା’ ଶୀର୍ଷକରେ ଆୟୋଜିତ ହେଲା କର୍ମଶାଳା

ଭୁବନେଶ୍ବର : ଉତ୍କଳ ବିଶ୍ୱବିଦ୍ୟାଳୟର ନୃତତ୍ତ୍ୱ ବିଜ୍ଞାନ ବିଭାଗ ଏବଂ ସ୍କୁଲ ଅଫ୍ ଆଦିବାସୀ ଅଧ୍ୟୟନ ଏବଂ ସ୍ୱଦେଶୀ ଅନୁସନ୍ଧାନର ମିଳିତ ଆନୁକୂଲ୍ୟରେ ଆଦିବାସୀ ଭାଷାର ସଂରକ୍ଷଣକୁ ପ୍ରୋତ୍ସାହିତ କରିବା ପ୍ରଚେଷ୍ଟାରେ 'ଦୋଛକିରେ ଆଦିବାସୀ ଭାଷା: ଭବିଷ୍ୟତ ପାଇଁ ବିକଳ୍ପ' ଶୀର୍ଷକରେ ଏକ…

ବିପରୀତାର୍ଥବୋଧକ ଶବ୍ଦ

ଦେବାଶିଷ ମହାପାତ୍ରଙ୍କ ବ୍ୟାକରଣ ବିଭାଗ ଅଗ - ମୂଳ ଅନ୍ଧାର - ଆଲୁଅ ଅସୀମ - ସମୀମ ଅପଚୟ - ଉପଚୟ ଅନୁକୂଳ - ପ୍ରତିକୂଳ ଅମୃତ - ବିଷ ଅଳ୍ପ - ଅଧିକ ଅର୍ଥ - ଅନର୍ଥ ଅସଲ - ନକଲ ଆକାଶ - ପାତାଳ ଆଗମନ - ପ୍ରତ୍ୟାଗମନ ଆରମ୍ଭ - ଶେଷ ଆସ୍ଥା - ଅନାସ୍ଥା ଆବାହନ - ବିସର୍ଜନ ଆବିଳ…

କବିତା : ନୀଳବର୍ଣ୍ଣ ‘ ମୁଁ ‘

ପ୍ରିୟରଞ୍ଜନ ସାହୁ  ମୁଁରେ ଅର୍ଥ ମୁଁରେ ଅନର୍ଥ ଅର୍ଥ ରେ ଭରେ କଦର୍ଥ ଉତ୍ତର ଉର୍ବରେ କରେ ପ୍ରଶ୍ନବାଚୀ ଗର୍ତ୍ତ !! କର୍ମ ଘେନି ଫଳ ଜାଣିବା ସତ୍ତ୍ଵେ କୃତ କର୍ମସବୁ ନିଜ ମର୍ଜି ମତେ ପରିତ୍ରାଣେ ଈଶ ଆସି କି ଲାଭ? ସର୍ବେ ରଖି ଷଡ଼ରିପୁରେ ଲୋଭ ।। ରୂପ ଲାବଣ୍ୟ ତ ନିମିତ୍ତ…

ଭାଷା ଭାଗବତ : ସମୁଦ୍ର ଓ ପାଣି

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ସମୁଦ୍ର ରଖିନି ହିସାବ କେତେ ଜାହାଜ, କେତେ ନାବ ରହଂତି ସଦା ବୁଡ଼ି, ଭାସି କେବେ ବି ଯାଆଂତିନି ମିଶି ସିଂଧୁକୁ ସର୍ବଦା ଅଜଣା କେତେଟା ନଦୀ ଓ ଝରଣା ତାହା ଭିତରେ ହେଲେ ଲୀନ ବାସ୍ତବ ଅର୍ଥରେ ନିଶ୍ଚିହ୍ନ ତଥ୍ୟର ଆଦାନ…

ସ୍ୱଳ୍ପ ଗଳ୍ପ : ଗଧର ପିଠିରେ ରକ୍ତଦାଗ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୬୫ ଗଧର ପିଠିରେ ରକ୍ତଦାଗ ସେ ଇଜିପ୍ଟର ଖଲିଫା। ନାଆଁ ଅଲ-ହକିମ୍ ବି-ଅମର । ତାଙ୍କର ମୁଣ୍ଡଦୋଷ ଥିଲା। ଆଉ ସେଇଥିପାଇଁ ଲୋକେ ତାଙ୍କୁ ପରୋକ୍ଷରେ କହୁଥିଲେ ହକିମ୍ ପାଗଳା। ହକିମ କହିଲେ ବୈଦ୍ୟଙ୍କୁ ବୁଝାଏ । ମାତ୍ର…

ପୁସ୍ତକ ପରିଚୟ : ବିମ୍ଵ ପୁରୁଷ

ଶୁଭ ନାରାୟଣ ସ୍ୱାଇଁଙ୍କ ସମୀକ୍ଷା ଗଳ୍ପ ସଙ୍କଳନ : ବିମ୍ଵ ପୁରୁଷ ଗାଳ୍ପିକ : ମଳୟ ମିଶ୍ର ପ୍ରକାଶକ : ଦୃଷ୍ଟିପାତ ପ୍ରଥମ ପ୍ରକାଶ : ୨୦୧୧ ପୃଷ୍ଠା ସଂଖ୍ୟା : ୧୨୯ ମୂଲ୍ୟ : ୧୫୦ ଟଙ୍କା ଗାଳ୍ପିକ ମଳୟ ମିଶ୍ରଙ୍କ ଗଳ୍ପ ସଙ୍କଳନ 'ବିମ୍ବ ପୁରୁଷ' ଏକ ନିଆରା ସୃଷ୍ଟି । ହେଲେ ବିମ୍ବ…

କବିତା : ଈଶ୍ୱର, ଦୟାର ସାଗର

ଶୁଭସ୍ମିତା ମହାନ୍ତି ଯାହାର ଇଙ୍ଗିତେ ଚାଲିଛି ସଂସାର ଅଟନ୍ତି ପରମେଶ୍ବର, କୀଟଠାରୁ ପ୍ରାଣୀ ସବୁ ତାଙ୍କ ସୃଷ୍ଟି ସିଏ ଦୟାର ସାଗର। ଯାହାର ଆଜ୍ଞାରେ ଆତଯାତ ହୋନ୍ତି ସୂର୍ଯ୍ୟ, ଚନ୍ଦ୍ର, ତାରା ଗଣ, ତାଙ୍କ ଆଶିଷ ରେ ଏ ଘଟ ଭିତରେ ଚାଲୁଥାଏ ପରା ପ୍ରାଣ। ସୃଷ୍ଟିକୁ ଈଶ୍ୱର…