Latest Odisha News

BREAKING NEWS

Browsing Category

ସାହିତ୍ୟ

ମହାପାତ୍ର ସବିତା ହୋତାଙ୍କ ୨ଟି ପୁସ୍ତକ ରାଜ୍ୟପାଳଙ୍କ ଦ୍ବାରା ଉନ୍ମୋଚିତ

ଭୁବନେଶ୍ବର : କବୀ ମହାପାତ୍ର ସବିତା ହୋତାଙ୍କ ଦୁଇଟି କବିତା ପୁସ୍ତକ, ପଦରବିନ୍ଦରେ ଏବଂ ଆଦ୍ୟା, ରାଜ ଭବନ ପରିସରରେ ମହାମହିମ ରାଜ୍ୟପାଳ ଗଣେଶୀ ଲାଲଙ୍କ ଦ୍ବାରା ଉନ୍ମୋଚିତ । ଏହି ଅବସରରେ କବୀ ଶ୍ରୀମତୀ ହୋତାଙ୍କ ସହିତ, ଜେଏସପିର ପ୍ରେସିଡେଣ୍ଟ ତଥା ଗ୍ରୁପ ସିଏସଆର ମୁଖ୍ୟ ପ୍ରଶାନ୍ତ କୁମାର…

କବିତା : ଡାଏରୀ

ଶୈଳେନ୍ଦ୍ର ନାରାୟଣ ବେହେରା  ସେ ତ ମୋରି ସୃଷ୍ଟି ମୋ ଚେତନାର କମଳିନୀ , ମୋ ଅନୁଭୂତିର ସ୍ପର୍ଶକାତର ବିପ୍ଲବିନି ମୋ କଳ୍ପନାର ସମାନ୍ତରାଳ ଚୌହଦୀ ମୋ ଆବେଗର ରଞ୍ଜିତ ବର୍ଣ୍ଣାବଳୀ ମୋ ଡାଏରୀ ! ଉଦ୍ଭ୍ରାନ୍ତ ପଥିକ ତ ନୁହଁ ମୁଁ ! ଦିଗହଜା ନାବିକର ମଜବୁରି ତ ନାହିଁ ମୋଠି !…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୨୮)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ବ୍ରହ୍ମପୁର ହଷ୍ଟେଲରୁ ଫେରି ପଦ୍ମିନୀ ନିଜ ପଢ଼ାରୁମ୍ ଉଦ୍ଦେଶ୍ୟରେ ଯିବାକୁ ବାହାରିବା ବେଳେ ହଠାତ୍ ସାନଭାଇ ପଛରୁ ଡାକିଲା- ଅପା.. ଆଗକୁ ବଢ଼ୁଥିବା ପାଦ ତା’ର ଅଟକିଗଲା - କ’ଣ କିରେ... ? - ଆଜି କିଏ ସବୁ ଆସୁଛନ୍ତି…

ଭାଷା ଭାଗବତ : ଲିପିର ସରଳୀକରଣ

ପ୍ରଫୁଲ୍ଲ କୁମାର ତ୍ରିପାଠୀ ଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଲିପିର ସରଳୀକରଣ ପାଇଁ ଦେଲେ ଟିକିଏ ଧ୍ୟାନ ନୂଆ ଶିଖାଳି ଶିଶୁଗଣ କରଂତେ ଆନଂଦେ ଲିଖନ ଜଟିଳ ଯୁକ୍ତାକ୍ଷର ଯୋଗୁଁ ଯେପରି ଅସୁବିଧା ଭୋଗୁଁ ତହିଁର ସଂଖ୍ୟା କଲେ ହ୍ରାସ ପିଲା ମୁହେଁ ଫୁଟିବ ହସ ହାତରେ କରି…

ପ୍ରଭାତ ମହାପାତ୍ରଙ୍କ ‘ପ୍ରଭାତ ସମ୍ଭାର’ ଉନ୍ମୋଚିତ

ଭୁବନେଶ୍ବର :  ଏଥେନା ବୁକ୍ସ ଆନୁକୁଲ୍ୟରେ ବିଶିଷ୍ଟ ଗାଳ୍ପିକ ପ୍ରଭାତ ମହାପାତ୍ରଙ୍କ ଦ୍ଵାରା ରଚିତ ସମସ୍ତ ଗଳ୍ପକୁ ନେଇ ଗୋଟିଏ ଗଳ୍ପ ସଙ୍କଳନ 'ପ୍ରଭାତ ସମ୍ଭାର' ଏଥେନା ବୁକ୍ସର ସଭା ଗୃହରେ ଉନ୍ମୋଚିତ ହୋଇଯାଇଛି । ବିଶିଷ୍ଟ ଜୀବନୀକାର ସତ୍ୟ ନାରାୟଣ ମହାପାତ୍ରଙ୍କ ସଭାପତିତ୍ବରେ ଆୟୋଜିତ…

ଅମିୟ ବେଜ ପାଇବେ ୧୫ତମ ଟାଇମପାସ୍‍ ବୁକର ପୁରସ୍କାର

ଭୁବନେଶ୍ୱର : ପ୍ରକାଶନ ସଂସ୍ଥା ‘ଟାଇମପାସ୍‍’ ପକ୍ଷରୁ ୪୫ ବର୍ଷ ବୟସସୀମାର କଥାକାରଙ୍କୁ ପ୍ରତିବର୍ଷ ପ୍ରଦାନ କରାଯାଉଥିବା ‘ଟାଇମପାସ୍‍ ବୁକର ପୁରସ୍କାର’ ପାଇଁ ଚଳିତବର୍ଷ ଗାଳ୍ପିକ ଅମିୟ ବେଜ୍‍ ମନୋନୀତ ହୋଇଛନ୍ତି । ଶ୍ରୀ ବେଜ ଗଳ୍ପ ପାଣ୍ଡୁଲିପି ‘ମୋହ’ ପାଇଁ ଏହି ପୁରସ୍କାର ପାଇବେ । ଏହି…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୨୭)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ଆଜିକାଲି ତ ହୋଟେଲ, ରେଷ୍ଟୁରାଣ୍ଟ ସବୁ କୁଞ୍ଜ ରୂପଧାରଣ କରିଛି । ସହର ସଭ୍ୟତାରେ ବଢ଼ିଥିବା ଶକୁନ୍ତଳା ଆଜି କ୍ଲବକୁ ଆସିଥିବା ଦୁଷ୍ମନ୍ତର ଅଙ୍ଗୁଳୀରେ ପ୍ରୀତି ନିଦର୍ଶନୀ ମୁଦ୍ରିକା ପିନ୍ଧାଇ ଦେଉଛି । ତମେ ପଢ଼ିନ ଉଷା,…

ଅନୁବାଦ କବିତା : ଯିବା ମୁହୂର୍ତ୍ତରେ

ମୂଳ ବଙ୍ଗଳା : ଶ୍ୟାମସୁର ରାହମାନ ମଣିଷଟେ ଯେତେ ବି ଖିଆଲି ନିର୍ବିକାର ବା ଉଦାସୀ ହୋଇଥାଉ ଯେତେବେଳେ ସେ ନିଜ ନିବାସ ଛାଡ଼ି ଦୁରକୁ ବହୁ ଦୁରକୁ ଚାଲିଯାଏ ଅବା ତାକୁ ଅନ୍ୟ କେଉଁ ଦେଶକୁ ଯିବାକୁ ପଡ଼େ, ତେବେ ସେ ମ୍ଳାନହସ ସହ କ'ଣ ଚିନ୍ତା କରେ କହିବା ମୁସ୍କିଲ୍ ସତରେ। ସେ କଣ…

ଭାଷା ଭାଗବତ : ନିରବ ଜଣାଣ

ପ୍ରଫୁଲ୍ଲ କୁମାର ତ୍ରିପାଠୀ ଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ପ୍ରଭୁ ତ ନିରବ ଭାବନା ବୁଝଂତି, ଯେଣୁ ମୋତେ ଜଣା କରିବିନାହିଁ ମୁଁ ଚିତ୍କାର ପ୍ରାର୍ଥନା ଗାଇ ବାରଂବାର କରିଛିଁ ସମୂହ ପ୍ରାର୍ଥନା ପ୍ରଭୁଂକୁ ସବୁ କିଛି ଜଣା ତେଣୁ କରିଲେ ଆଡ଼ଶୁଣା ଏବେ ପଡ଼ୁଛି ମୋତେ ଜଣା…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୨୬)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ଇସ୍ପାତ ନଗରୀର ନିର୍ଜନ ରାଜପଥ, ରେଷ୍ଟୁରାଣ୍ଟ , ପାର୍କର ମନୋଜ୍ଞ ପରିବେଶରେ ଦୁଇଟି ହୃଦୟ ବେଶ୍ କିଛିଦିନ ଗଢ଼ିଚାଲିଲେ ପ୍ରେମର ମୀନାର । ସେଦିନ ନୂଆବର୍ଷର ପ୍ରଥମ ଦିନରେ, ହୋଟେଲର ନିଭୃତ କୋଠରି ଭିତରେ ବସି ଅତି…