Latest Odisha News
Browsing Category

ସାହିତ୍ୟ

କବିତା : ସାଦା ପୃଷ୍ଠା

ରାମକୃଷ୍ଣ ସାଦା କାଗଜ ଖଣ୍ଡେ ସତେବା ଉଡିଆସେ ଶୂନ୍ୟରୁ ପବନରେ ଜମାରୁ ଉତୁରେ ନାହିଁ ହୃଦୟ ଯେତେ ଚେଷ୍ଟା କଲେ ସେ କାଗଜରେ କେବଳ ତେଢା ବଙ୍କା ଗୋଟେ ଚିତ୍ର ଆବୁରୁ ଜାବୁରୁ କିଛି ଶବ୍ଦ ମନ ତ ସମୟ ପରି ପିଚ୍ଛିଳ ଗଳିଯାଏ ଶବ୍ଦର ଆଙ୍ଗୁଠି ଫାଙ୍କରେ କେତୋଟି ଅଙ୍କ ବିଶିଷ୍ଟ…

ଭାଷା ଭାଗବତ : ନୂତନ ରଂଗ, ଢଂଗ ଚଳିତ ରଙ୍ଗ, ଢଙ୍ଗ

ପ୍ରଫୁଲ୍ଲ କୁମାର ତ୍ରିପାଠୀ ଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ବିଶ୍ବର ଇତିହାସ ସାକ୍ଷୀ ନୂତନ ନ ରହେ ଅଟକି ଅଳପ ସମୟ ବିତିଲେ ନୂଆ ରଂଗ ଓ ଢଂଗ ଚଳେ ଆଦ୍ୟକର୍ମୀଂକ ଧୈର୍ଯ ବଳ ଅବଶ୍ଯ ଦିଏ ଭଲ ଫଳ ସଂସାର କରଇ ଗ୍ରହଣ ବହୁ ନୂତନ ଉଦ୍‌ଭାବନ ------------------------------…

ପିଲାମାନଙ୍କ ମନରେ ମାତୃଭାଷା ପ୍ରୀତି ଜାଗ୍ରତ ହେଉ : ସ୍ଵପ୍ନା ମିଶ୍ର

ଓଡ଼ିଆ ସାହିତ୍ୟ ଆକାଶରେ ଏକ ଉଜ୍ୱଳ ନକ୍ଷତ୍ର ସ୍ୱପ୍ନା ମିଶ୍ର । ଭାବ ଭାଷା ଓ ଚରିତ୍ରର ସମ୍ମିଶ୍ରଣରେ ତାଙ୍କ ସୃଷ୍ଟିର କଳେବର ସବୁବେଳେ ଜୀବନ୍ତ। ଚରିତ୍ରମାନଙ୍କ ଅନ୍ତର୍ଚେତନାରୁ କୌଶଳ କ୍ରମେ ଗଭୀର ଅନୁଭବକୁ ନିଜ ଭିତରକୁ ସଞ୍ଚାରି ଆଣି ତାକୁ ନେଇ ସେ ସୃଷ୍ଟି କରନ୍ତି କବିତା, ଗଳ୍ପ ଓ…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୨୯)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ଟେବୁଲ ଓ ଚେୟାରକୁ ଓଦା କନାରେ ପୋଛୁପୋଛୁ, ମୁଗ୍‌ଧ ଆଖିରେ ତାଙ୍କୁ ଚାହିଁ ଛିଡ଼ା ହୋଇଥିବା ପଦ୍ମିନୀ ଉଦ୍ଦେଶ୍ୟରେ ସାମାନ୍ୟ ରାଗିଲା ସ୍ୱର ନେଇ କହିଲେ- ତମର ରୁଚିଜ୍ଞାନ ଆଦୌ ନାହିଁ । ଦେଖିଲ, ଏଇ ଏଡ଼େଟିକେ ବଖରାରୁ…

କବିତା : ମୋ ଭାଗର ରଙ୍ଗ

ମଞ୍ଜୁ ରାଣୀ ବେହେରା ମୋ ଭିତରେ ଅନେକ ଭାଗରେ ବଣ୍ଟା ଏ ପୃଥିବୀ ପ୍ରତିଟି ଭାଗରେ ବିଭକ୍ତ ମୁଁ ନିଜ ସନ୍ଧାନରେ। ବିକଳ ହୋଇ ଖାଲି ଦୌଡୁଥାଏ ମୋ ଭିତରେ ସରି ସରି ଆସୁଥିବା ମୁଁକୁ କେବଳ ଡରୁଥାଏ। ସେମାନେ ଛାଡ଼ି ଯିବେ ମୋ ଠୁ ଦୂରେଇ ଯିବେ ଏଇ ଭୟରେ ଖୁବ୍ କମ୍ ସଂପର୍କ ଗଢିଲି।…

ଦୁଇଟି ଅନୁବାଦ ଗଳ୍ପ : ଆମ ଦେଶ , ପାକିସ୍ତାନ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୬୩  ମୂଳ ରଚନା : ଇବ୍‌ନୋ ଇନ୍‌ସା ୧. ଆମ ଦେଶ ‘ଇରାନରେ କେଉଁମାନେ ବସବାସ କରନ୍ତି?’ ‘ଇରାନୀ ଲୋକମାନେ ଇରାନରେ ରହନ୍ତି ।’ ‘ଇଂଲଣ୍ଡରେ କେଉଁମାନେ ବସବାସ କରନ୍ତି?’ ‘ଇଂଲିଶ୍ ଲୋକମାନେ ଇଂଲଣ୍ଡରେ ରହନ୍ତି ।’ ‘ଫ୍ରାନ୍ସରେ…

ଭାଷା ଭାଗବତ : ବାର୍ଷିକ ବ୍ରତ ଭାଷା

ପ୍ରଫୁଲ୍ଲ କୁମାର ତ୍ରିପାଠୀ ଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ବିବ୍ରତ ନ ହୋଇଲେ, ବ୍ରତ ସୁଫଳ ଦିଅଇ ବହୁତ ଅଂତତଃ ବ୍ୟବସାୟୀ କୁଳ ଠୁଳ କରଂତି ଧନବଳ ସାବିତ୍ରୀ, ରଜ ଦୁଇ ହାଟ ବସିଲେ ଶୁଭଇ କୁହାଟ : 'ଯେତେ ସଂଭବ କିଣି ନିଅ ଦିନକ ପାଇଁ ଦାନୀ ହୁଅ ଫଳର ମୂଲ୍ୟ ନ ପଚାରି…

ପରଲୋକରେ ସାହିତ୍ୟିକ ହୁସେନ ରବି ଗାନ୍ଧୀ

କଟକ : ବିଶିଷ୍ଟ କବି,ସାହିତ୍ୟିକ, ସଙ୍ଗଠକ , ବାଗ୍ମୀ ତଥା ଓଡି଼ଶା ସାହିତ୍ୟ ଏକାଡେମୀର ପୂର୍ବତନ ସଭାପତି ହୁସେନ ରବି ଗାନ୍ଧୀଙ୍କର ପରଲୋକ ଘଟିଛି। ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଗତ କିଛିଦିନ ଧରି ସେ କଟକ ବଡ଼ ମେଡ଼ିକାଲରେ ଚିକିତ୍ସିତ ହେଉଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ…

ମହାପାତ୍ର ସବିତା ହୋତାଙ୍କ ୨ଟି ପୁସ୍ତକ ରାଜ୍ୟପାଳଙ୍କ ଦ୍ବାରା ଉନ୍ମୋଚିତ

ଭୁବନେଶ୍ବର : କବୀ ମହାପାତ୍ର ସବିତା ହୋତାଙ୍କ ଦୁଇଟି କବିତା ପୁସ୍ତକ, ପଦରବିନ୍ଦରେ ଏବଂ ଆଦ୍ୟା, ରାଜ ଭବନ ପରିସରରେ ମହାମହିମ ରାଜ୍ୟପାଳ ଗଣେଶୀ ଲାଲଙ୍କ ଦ୍ବାରା ଉନ୍ମୋଚିତ । ଏହି ଅବସରରେ କବୀ ଶ୍ରୀମତୀ ହୋତାଙ୍କ ସହିତ, ଜେଏସପିର ପ୍ରେସିଡେଣ୍ଟ ତଥା ଗ୍ରୁପ ସିଏସଆର ମୁଖ୍ୟ ପ୍ରଶାନ୍ତ କୁମାର…

କବିତା : ଡାଏରୀ

ଶୈଳେନ୍ଦ୍ର ନାରାୟଣ ବେହେରା  ସେ ତ ମୋରି ସୃଷ୍ଟି ମୋ ଚେତନାର କମଳିନୀ , ମୋ ଅନୁଭୂତିର ସ୍ପର୍ଶକାତର ବିପ୍ଲବିନି ମୋ କଳ୍ପନାର ସମାନ୍ତରାଳ ଚୌହଦୀ ମୋ ଆବେଗର ରଞ୍ଜିତ ବର୍ଣ୍ଣାବଳୀ ମୋ ଡାଏରୀ ! ଉଦ୍ଭ୍ରାନ୍ତ ପଥିକ ତ ନୁହଁ ମୁଁ ! ଦିଗହଜା ନାବିକର ମଜବୁରି ତ ନାହିଁ ମୋଠି !…