Latest Odisha News

BREAKING NEWS

Browsing Category

ସାହିତ୍ୟ

ଗୁରୁଙ୍କ ପ୍ରତି ବିଶ୍ବାସ

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’ ଥରେ ଗୁରୁ ଏବଂ ଶିଷ୍ୟ ଏକ ଗାଁ ଦେଇ ଯାଉଥିଲେ । ଅଳ୍ପ ଦୂର ଚାଲିବା ପରେ ଗୁରୁ ଶିଷ୍ୟଙ୍କୁ କନାଖଣ୍ଡେ ମାଗିଲେ । ଆଜ୍ଞାକାରୀ ଶିଷ୍ୟ କିଛି ବିଚାର ନ କରି ନିଜ ଧୋତିରୁ ଖଣ୍ଡେ ଚିରି ସଙ୍ଗେ ସଙ୍ଗେ ଦେଲେ । ଗୁରୁ ସେହି କନାଖଣ୍ଡକୁ ନିଜ…

ଅନୁବାଦ କବିତା : ସହର

ମୂଳ ରଚନା : ଫେଡେରିକା ଗାର୍ସିଆ ଲୋରକା ୧. ସହର ଏଇ ନଗ୍ନ ପାହାଡ଼ର ଶୀର୍ଷରେ ଏକ କାଲଭାରି ସ୍ୱଚ୍ଛ ଜଳଧାରା ଏବଂ ଶହ ଶହ ବର୍ଷର ପୁରୁଣା ଅଲିଭ ଗଛମାନ ଅଣଓସାରିଆ ରାସ୍ତାରେ ମଫଲରରେ ମୁହଁ ଢାଙ୍କିଥିବା ଲୋକ ଏବଂ ମିନାର ଉପରେ ଥିବା ପବନର ଦିଗ ପ୍ରଦର୍ଶକ ନିଶାଣରେ ଘୁରି…

ଭାଷା ଭାଗବତ : କଥା ଦୁଇ ଧାଡ଼ି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଏବେ ବି ଖଂଡା, ଗଦା ଧରି କେହି ପାରେନି ଯୁଦ୍ଧ କରି କେବଳ ମଂଚ ଅଭିନେତା ମାନଂତି ପୂର୍ବ ରୀତି, ପ୍ରଥା ଏବେ ଆମ ଲେଖକ, କବି ବିଶ୍ବକୁ ରଂଗମଂଚ ଭାବି କରଂତି ଯେଣୁ ଅଭିନୟ ହେଉନି ନୂଆ ଜ୍ଞାନୋଦୟ ବାସ୍ତବ ଭାଷାର…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୬୭)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ଏହା ଭିତରେ ଆଠ ଦଶ ବର୍ଷ ବିତିଯାଇଛି । ବର୍ତ୍ତମାନ ସୁରେଖାର ବର୍ତ୍ତମାନ ଆଉ ଭବିଷ୍ୟତ ଉଭୟ ସୁରକ୍ଷିତ । ସେ ନିଜ ଗୋଡ଼ରେ ନିଜେ ଠିଆ ହୋଇ ଦୁନିଆକୁ ଦେଖେଇ ଦେଇ ପାରିଚି ଯେ , ଆଜି ସମାଜରେ ତୃତୀୟ ଲିଙ୍ଗୀ ମଣିଷମାନେ ଆଉ କାହାର…

ଭାଷା ଭାଗବତ : ଲିପି ସଂଯୋଜନ ସୂତ୍ର

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ° = ଙ୍‌ଞ୍‌ଣ୍‌ନ୍‌ମ୍‌ ° କଚଟତପ = ଙ୍କଞ୍ଚଣ୍ଟନ୍ତମ୍ପ ° ଖଛଠଥଫ = ଙ୍ଖଞ୍ଛଣ୍ଠନ୍ଥମ୍ଫ ° ଗଜଡଦବ = ଙ୍ଗଞ୍ଜଣ୍ଡନ୍ଦମ୍ବ ° ଘଝଢଧଭ = ଙ୍ଘଞ୍ଝଣ୍ଢନ୍ଧମ୍ଭ ଏ ଲିପି ସଂଯୋଜନ ସୂତ୍ର ଦେଖୁ ସ୍ବଭାଷୀଂକର ନେତ୍ର କରଂତୁ…

ପୁସ୍ତକ ପରିଚୟ : କବିତା ପାଇଁ ଗଳ୍ପଟିଏ

ଶୁଭ ନାରାୟଣ ସ୍ୱାଇଁଙ୍କ ସମୀକ୍ଷା  ଉପନ୍ୟାସ : କବିତା ପାଇଁ ଗଳ୍ପଟିଏ ଔପନ୍ୟାସିକ : ରୋହିତ କୁମାର ଦାଶ ପ୍ରକାଶକ : ପଶ୍ଚିମା ପ୍ରକାଶନୀ ପୃଷ୍ଠା ସଂଖ୍ୟା : ୧୦୪ ମୂଲ୍ୟ : ୧୧୯ ଟଙ୍କା 'କବିତା ପାଇଁ ଗଳ୍ପଟିଏ ' ଉପନ୍ୟାସିକାର ପ୍ରଛଦ ଚିତ୍ରରୁ ହିଁ ବାରି ହୋଇପଡେ ତାର କାୟା…

ସ୍ୱଳ୍ପ ଗଳ୍ପ : ସେଲଫି

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୪୩ ଆତ୍ମପ୍ରେମର ପ୍ରତିଫଳନ କଥା "ସେଲଫି" ର ଗୋଟିଏ ସରଳ ସଂଜ୍ଞାରୁ କଥାଟି ଆରମ୍ଭ ହେଉ । ନିଜର ଯେଉଁ ଛବି ଆମେ ନିଜେ ହିଁ ଉତ୍ତୋଳନ କରିଥାଉ ତାହାକୁ "ସେଲଫି" ବୋଲି କୁହାଯାଏ । ସେ ଦୃଷ୍ଟିରୁ ଦେଖିଲେ ସାଧାରଣତଃ ସେଲଫି…

କବିତା : ସବୁଠି ଛଳନା

ସସ୍ମିତା ନାୟକ ଦୀପ ସିନା କୋଳେ ଧରେ ସଳିତା ତେଲକୁ ଅଗ୍ନି ସଂଯୋଗରେ ଜାଳେ ଆପଣା ଜିହାକୁ ।। ସଳିତା ଜାଣିଛି ଆପଣା ଛନ୍ଦରେ ଜଳିବାର କେତେ ସୁଖ ସଳିତା ଜାଣିଛି ଅଧେ ଜଳି ପୁଣି ଅଧାରୁ ଲିଭିବା କେତେ ଯେ ଦୁଃଖ ।। ଦୀପ ବିନା ଏଠି ତେଲ ଯେ ଅଧୁରା ତେଲ ବିନା ନାହିଁ ଦୀପର…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୬୬)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ଠିକ ଏତିକି ବେଳକୁ ସମ୍ଭବ ଘର ଭିତରକୁ ପଶି ଆସି ,ଏଇ ଖୁସିରେ ଆସିଗଲା ଗରମା ଗରମ ଦୋଷା ସମ୍ବର୍ ଚଟଣୀ ଆଉ ଆମ ସମସ୍ତଙ୍କର ପ୍ରିୟ ଛେନାପୋଡ଼ !! ଆଉ ଜାଣ ଏସବୁ କାହା ପାଇଁ ? ସମସ୍ତେ ସମସ୍ତଙ୍କ ମୁହଁକୁ ଚାହିଁ…

ଭାଷା ଭାଗବତ : ଗଛ ପରି ଲେଖକ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଗଛରୁ ପତ୍ର ଆପେ ଝଡ଼ି କେଉଁଆଡ଼େ ଯେ ଯାଏ ଉଡ଼ି ଗଛକୁ ଜଣାପଡ଼େନାହିଁ ଲେଖକ ପାରେ ଗଛ ହୋଇ ଦେଇ ଦେଇ ଯେ ଥକେନାହିଁ କିଛି ବି ନ ପାରିଲେ ପାଇ ଆହୁରି ବେଶି ଦେଉଥାଏ ସ୍ବଜାତ ତୃପ୍ତି ସହ ରହେ ନ ଥାଏ ଶାରୀରିକ କ୍ଳାଂତି…