Latest Odisha News
Browsing Category

ସାହିତ୍ୟ

ସ୍ୱଳ୍ପ ଗଳ୍ପ : ଆଦ୍ୟ ନଭେମ୍ବର

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୪୧ ସନ ଆଉ ତାରିଖ,ଏଇ ଦୁଇଟି ଇତିହାସର ମୌଳିକ ଅଙ୍ଗ। ସନ ଆଉ ତାରିଖ ଆମକୁ ଗୋଟିଏ ଘଟଣାର କଥା କହିଥାଏ, ଯେଉଁ ଘଟଣା ଗୋଟିଏ ବ୍ୟାପକ ଭୌଗଳିକ ଅଞ୍ଚଳକୁ ବହୁଳ ଭାବରେ ପ୍ରଭାବିତ କରିପାରିଥିବା ଭଳି ସାମର୍ଥ୍ୟ ରଖିଥାଏ ଏବଂ ତାହାର…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୫୨)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ଡୋର୍ ଖୋଲି ଦେଖେତ ଆସ୍ଥା , ସମ୍ଭବ ଦୁଆର ମୁହଁରେ । ଦଶ ବାର ଦିନର ଲମ୍ବା ପ୍ରତୀକ୍ଷାର ଅନ୍ତ ଘଟିଛି । ଖୁସିରେ ତା ପାଦ ତଳେ ଲାଗୁନି । ହେଲେ ସମ୍ଭବଏମିତି ଧୂଳି ମଳି ଠାଏ ଠାଏ କାଦୁଅ ଛିଟା !! କଣ କଥା କିଛି ବୁଝି ପାରୁନି…

ସନେଟ : ମରୁର ତଟିନୀ ମୁହିଁ

ରଞ୍ଜିତା ରାଣୀ ହୋତା  ହଜେଇ ଦେଇଛି ସାଗର ଠିକଣା ମରୁର ତଟିନୀ ମୁହିଁ ଶୀର୍ଣ୍ଣ ମୋହର ତନୁକୁ ଯାଇଛି କେତେ ବାଲିଝଡ଼ ଛୁଇଁ। ପ୍ରଖର ତାପର ପରଶରେ କ୍ଷୀଣ, ମୋ ପ୍ରାଣ ପୀୟୂଷଧାର ପ୍ରୀତିପଖଳା ମୋ ହୃଦୟପଦ୍ମେ ତଥାପି ପିପାସା ଘୋର। ସେ ମଧୁ ତୃଷ୍ଣା ଯୁଗଯୁଗ ଧରି ଯୋଜିତ ତୁମରି ସାଥେ…

ଭାଷା ଭାଗବତ : ଗ୍ରାମବାସୀଂକ ଖାଦ୍ୟ, ଭାଷା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ପଖାଳ, ଲୁଣ, ଲଂକା, ଶାଗ ଖାଆଂତି ଲୋକ ବେଶି ଭାଗ ତହିଁର ତିଆରି କୌଶଳ ଯୋଗାଏ ତାଂକୁ ଶ୍ରମ ବଳ ଦେହରୁ ନିଗାଡ଼ଂତି ଝାଳ ସୁସ୍ଥ ରହଂତି ଦୀର୍ଘ କାଳ ଜୀବନ ରକ୍ଷା ପାଇଁ ଖାଇ ସଂସାରେ ରହିଥାଂତି ଜିଇଁ ସେମାନଂକର…

‘ଇନ୍ଦ୍ରଧନୁର ଅଷ୍ଟମ ରଙ୍ଗ’ ଉନ୍ମୋଚିତ

ଭୁବନେଶ୍ବର : ଅଗ୍ରଣୀ ପ୍ରକାଶନୀ ସଂସ୍ଥା ଏଥେନା ବୁକ୍ସ ଆନୁକୁଲ୍ୟରେ ସ୍ଥାନୀୟ କେଦାରନାଥ ଗବେଷଣା ପ୍ରତିଷ୍ଠାନରେ କବି ହରିହର ମହାପାତ୍ରଙ୍କ ପ୍ରଥମ କବିତା ସଙ୍କଳନ 'ଇନ୍ଦ୍ରଧନୁର ଅଷ୍ଟମ ରଙ୍ଗ' ଉନ୍ମୋଚିତ ହୋଇଯାଇଛି । କବି ସୁରେଶ କୁମାର ନାୟକଙ୍କ ସଭାପତିତ୍ବରେ ଆୟୋଜିତ ଏହି ସାରସ୍ଵତ…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୫୧)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ତୋର ଆଜି ମୁଁ ଯେତେ ପ୍ରସଂଶା କଲେ ବି କମ ହେବ ଆସ୍ଥା,ତେଣୁ ଆଶୀର୍ବାଦ କରୁଚି ସବୁବେଳେ ସୁଖୀ ରହ । ତୁ ଜାଣିନୁ କେତେ ବଡ଼ ମହାନ କାମ କରିଚୁ ! ଏମ୍ତି ପିଲାମାନେ ଆଜିକାଲି ପରିବାର ,ସମାଜ ଠାରୁ ଅବହେଳିତ ହୋଇ କେତେ କେତେ…

ଅନୁବାଦ ଗଳ୍ପ : ଜଣେ ବାରାଙ୍ଗନାର ପତ୍ର

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୫୬ ମୂଳ ଉର୍ଦ୍ଦୁ: କୃଷ୍ଣ ଚନ୍ଦର  ପଣ୍ଡିତ ଜବାହରଲାଲ ଓ କ୍ୱଏଦ -ଏ- ଆଜମ୍ ଜିନ୍ନାଙ୍କ ନାମରେ ମୋର ବିଶ୍ୱାସ ଯେ ଏଥି ପୂର୍ବରୁ ଆପଣ କୌଣସି ବାରାଙ୍ଗନା ଠାରୁ କେବେ ପତ୍ର ପାଇ ନ ଥିବେ । ଆଶା କରୁଛି ଇତି ପୂର୍ବରୁ ଆପଣ ମୋର କି…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୫୦)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ଅଭିମାନିଆ ଗଳାରେ ଆସ୍ଥାର କଣ୍ଠ ଓଦା ହୋଇ ଯାଉଥାଏ ।bଅପା ଉପନ୍ୟାସକୁ ତିନି ଥରରୁ ଚାରି ଥର ହେବ ସାରି ସାରିଲିଣି । ଲେଖା ବି ଚାଲିଛି । ବାସ୍ ମୁଁ ତୋ ଉପରେ ବହୁତ ବହୁତ ଖୁସି ,ଏୟା ହିଁ ତୋ ପାଖରୁ ଆଶା ରଖି ଥିଲି, ଖୁସି…

କବିତା : କଥାଟିଏ

ଶ୍ୟାମା କିଙ୍କର ମହାନ୍ତି ଗଲାକାଲି ରାତିର ହିଁ କଥା ଦିନସାରା ଏତେ ସବୁ ଭିତରେ କେହି ଜାଣିପାରିଲେନି କହିଲିନି ବି କାହାକୁ ଶେଷରେ କହିଲି ତାଙ୍କୁ ମୋ ଇହକାଳ ପରକାଳର ଦେବତାଙ୍କୁ କିନ୍ତୁ କେମିତି ସେ ହୋଇପାରିଲେ ଏତେ ନିର୍ବିକାର ନ ଥିଲା ତାଙ୍କ ଭିତରେ ତିଳେ ଭାବାନ୍ତର…

ଭାଷା ଭାଗବତ : ଭୂଇଁର ଭାଷା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଭୂଇଁରେ ଚଳୁଥିବା ଭାଷା ଉପରେ ନ ରଖି ଭରସା ଲେଖିଚାଲିଲେ ବହି ଭାଷା ହୁଏନି କେବେ ବି ସରସା ଲୋକଂକୁ କରିଲେ ଉପେକ୍ଷା ଭାଷାକୁ ମିଳେନି ସୁରକ୍ଷା ଏହା ତ ଜଣାଶୁଣା କଥା ବୁଝିପାରେନି ଜ୍ଞାନୀ ମଥା ଅଯଥା ଜ୍ଞାନ…