Latest Odisha News

BREAKING NEWS

Browsing Category

ସାହିତ୍ୟ

ଧାରାବାହିକ ଉପନ୍ୟାସ : ଚୋରାବାଲି (୧୭)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୧୭ ବୈଭବ ତିନିଦିନ କହି, ସାତ ଦିନ ହେଲା ଫେରି ନାହାଁନ୍ତି । ଏକାଏକା ଲଗୁଛି ତାକୁ । ନିଜ ଆଡୁ ଫୋନ୍ କି, ମେସେଜ୍‌ କରିବାକୁ ସାହସ ହେଉନି । ଫୋନ୍‌ରିଙ୍ଗ୍ ହେଲେ, କି’ ଏସ୍ ଏମ୍ ଏସ୍‌ ବିପ୍ କଲେ, ଧାଇଁ ଆସି ଚେକ୍…

ସ୍ୱଳ୍ପ ଗଳ୍ପ : ଏକ ଆଶୀର୍ବଚନର ଇତିହାସ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୯  ସାଧାରଣତଃ ଜଣେ ଛିଙ୍କିଲାବେଳେ ଏମିତି ହୋଇଥାଏ । କେହି ଜଣେ ଯଦି ଆମର ଶୁଣିପାରିବା ଭଳି ସ୍ଥାନରେ ରହି ଛିଙ୍କିଥାଏ ,ତାହାହେଲେ ଆମେ ଆମର ପ୍ରତିକ୍ରୀୟା ଦେବା ଭଳି ଯଥାଶିଘ୍ର କହିଥାଉ, ଈଶ୍ୱର ତମର ମଙ୍ଗଳ କରନ୍ତୁ ।…

ସନେଟ : ଶୁଭ୍ର ବିଳାସିନୀ

ଅନୀତା ପାଣି  ନୂଆ ଆଶା ନେଇ ମୁକୁଳିତ ମନେ ପାଖୁଡା ଦେଇଛି ମେଲି, ନବୀନ ସୁଷମା ଭରି ଅଙ୍ଗେ ଅଙ୍ଗେ ପବନରେ ଖେଳ ଦୋଳି। ଅଳସେ ବିଳସେ ଚହଟାଏ ଦିଗ ସରସ ସୁରଭି ବାସେ, ନରମ ନୟନେ ପଥିକ ମାନସ କିଣି ପାର ମଧୁ ହାସେ । ଶୁଭ୍ର ପିଆଲାରେ ମାଦକତା ଭରା ନିଖିଳ ନିରେଖି ଝୁମେ ? ବନ ବିଥିକାର…

ଭାଷା ଭାଗବତ : ସ-ଆଦ୍ୟ ଯୁକ୍ତାକ୍ଷର

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୩୪ ସ-ଆଦ୍ୟ କେତେ ଯୁକ୍ତାକ୍ଷର ଶବ୍ବର ପ୍ରଥମ ଅକ୍ଷର ହୁଅଂତି ଭାଷାରେ ଆମର ବିକଳ୍ପ ନାହିଁ ଏ ସବୁର ସ୍କଂଧ ସ୍ଖଳିତ ସ୍ତବ ସ୍ଥିର ସ୍ନାନ ସ୍ଫଟିକ ସ୍ମିତ ସ୍ବର ଦେଖୁଁ ଶବ୍ବର ଆଦ୍ୟାକ୍ଷର ନ ମିଳେ ବିକଳ୍ପ…

ଅଭିଜ୍ଞ ବ୍ୟକ୍ତିମାନଙ୍କର ଜୀବନ ଗାଥା ପର ପୀଢ଼ି ପାଇଁ ପ୍ରେରଣାଦାୟୀ ହେବ

ଭୁବନେଶ୍ବର : ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍ ଇନ୍ ବୁକ୍ସ ପକ୍ଷରୁ ସ୍ଥାନୀୟ ଏକ ହୋଟେଲରେ ଉଦ୍ୟୋଗ ବିକାଶ ମଞ୍ଚର ଅଧ୍ୟକ୍ଷ ତଥା ପୂର୍ବତନ ଏମ୍ଏସ୍ଏମ୍ଇ ସଚିବ ପଞ୍ଚାନନ ଦାଶଙ୍କ ଜୀବନସ୍ମୃତି ପୁସ୍ତକ "ଜୀବନ ଯେମିତି" ଉନ୍ମୋଚିତ ହୋଇଯାଇଛି। ଶୁଭ୍ରାଂଶୁ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

କବିତା : ଲମ୍ଫ

ଦେବାଶିଷ ଦାଶ କାଦୁଆ ନଈକୂଳ, ଖସଡା ବାଟ, ଯେତେ ସଳଖି ଚାଲିବାକୁ ଚେଷ୍ଟା କଲେ ବି ଖସି ଯାଉଛି ପାଦ । ଥରେ ପଡିଗଲେ ଏଇଠି ଅକାତକାତ ଜଳ, ତା'ପରେ କେତେ ଛାଟୁଥିବି ଗୋଡ଼ହାତ କେତେ କରୁଥିବି ଦୁର୍ବାର ପ୍ରୟାସ ପୁଣି ଛୁଇଁବାକୁ ମାଟି । କେତେ ଦିନ ଆଉ ଚାଲିଥିବ ଏଇ ଛାଇ ଆଲୁଅର…

ଧାରାବାହିକ ଉପନ୍ୟାସ : ଚୋରାବାଲି (୧୬)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ :  ୧୬ ଲଗେଜ୍ ବ୍ୟାଗ୍ ଧରି ଦୁମ୍‌ଦୁମ୍ ହେଇ ବାହାରିଗଲେ । ଧକ୍କା ଖାଇ ବସି ପଡିଲା ଆରାଧ୍ୟା । ମିଛଟେ ହେଲେ କହିଦେଇ ଥାଆନ୍ତେ । ଏ ପ୍ରାଣଘାତୀ ସତ୍ୟର ସାମ୍ନା କରିବା ଆଗରୁ ଜୀବନ ଚାଲିଗଲାନି କାହିଁକି ? ଏତେ…

ଭାଷା ଭାଗବତ : ସରଳତର ଲିପି ଲେଖୁଁ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୩୩ କର୍ତ୍ତୃତ୍ବ, ଆର୍ଦ୍ଦ୍ର, ଊର୍ଦ୍ଧ୍ୱ ଲେଖା ଯେଉଁ ଦିନରୁ ଦେଲା ଦେଖା ଆମର ବର୍ଣାବଳି ଶିକ୍ଷା କେହି ବି କଲେନି ସମୀକ୍ଷା ଶିକ୍ଷାର ବିଫଳତା ବୁଝି ବଡ଼ମାନେ ନ ହେଲେ ରାଜି କିଛି ବି ଯାଏନି ବଦଳି ପ୍ରଥା ଓ…

ପ୍ରେରଣା ହିଁ ପ୍ରତିଭାର ମୂଳଉତ୍ସ : ମୁକୁଲ୍ ମିଶ୍ର

ସମକାଳୀନ ଓଡ଼ିଆ ସାହିତ୍ୟରେ ମୁକୁଲ ମିଶ୍ର ଏକ ସଶ୍ରଦ୍ଧ ଉଚ୍ଚାରଣ । ତାଙ୍କ ଲେଖନୀ ନିଃସୃତ ପ୍ରତିଟି କବିତାରେ ବିଭୋର ହୁଅନ୍ତି ପାଠକ। ଭାବ ଓ ଭାଷାର ଚମତ୍କାରିତାକୁ ତାଙ୍କର ପ୍ରତିଟି ରଚନାରେ ଅନୁଭବ କରିହୁଏ ।ଜୀବନ୍ତ ଲାଗେ ପ୍ରତିଟି ଶବ୍ଦ ,ବିଭୋର ହୋଇଯାଏ ମନ ଓ ପ୍ରାଣ । ହୃଦବନ୍ଦୀ,…

ଭାଷା ଭାଗବତ : ଭାଷାର ଗୌରବ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୩୨  ଯାହାଂକୁ ଯେତେ ଭାଷା ଜଣା ସ୍ବଭାଷା ରୂପେ ହେଲେ ଗଣା ରହିବନାହିଁ କଟକଣା ଫୁଟିବ ମନର ଭାବନା ଭାବନା ଯାତ୍ରୀ, ଭାଷା ଯାନ ଅନନ୍ୟ ମନୁଷ୍ୟ ଜୀବନ କରିବା ଯାତ୍ରାର ବର୍ଣନ ଯାନର ରକ୍ଷଣାବେକ୍ଷଣ ଭାଷା ଓ…