Latest Odisha News

BREAKING NEWS

Browsing Category

ସାହିତ୍ୟ

ଧାରାବାହିକ ଉପନ୍ୟାସ : ଚୋରାବାଲି (୧୯)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୧୯  ଆରେ ତମେ! ଫେରିଲ ମାନେ କିଛି ଭୂଲିଗଲ ବୋଧେହୁଏ । କୁହ । ‘ମ୍ୟାଡ଼ମ୍‌.. ଦହିବରା ।’ ହାତକୁ ପ୍ୟାକେଟ୍‌ଟା ବଢେଇଦେଲା କୁମାର । ଦହିବରା! ମୁଁ ତ ଅଡ଼ର କରିନାହିଁ । ଏଟା ବି ତୁମ ସାର୍ କହିଥିଲେ କି?…

ଭାଷା ଭାଗବତ : ଭାଷା ଗୁଣାବଳି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୩୬ ବହୁ ଭାଷାର ଶବ୍ଦ ଆସି ଏହି ଭାଷାରେ ଯାଇ ମିଶି ଏବେ ତ ହେଲେଣି ଆମର ଉତ୍ସ ନ ପଚାରୁଁ କାହାର ଶବ୍ଦ ଉପରେ ଅଧିକାର ସମାନ ଯେଣୁ ସଭିଂକର କରଂତି ଲୋକେ ବ୍ୟବହାର ସତେ କି ଏକାଂତ ନିଜର ଶବ୍ଦଟେ ହୋଇଲେ…

କବିତା : ଡକ୍ଟର ଦାସ ଚାଲିଗଲେ

ରତ୍ନାକର ରାଉତ ସକାଳେ ଖବର କାଗଜ ଖୋଲିଲାବେଳକୁ ଜଣାପଡ଼ିଲା ଡକ୍ଟର ଦାସ ଆଉ ନାହାଁନ୍ତି । ଗତ କିଛିଦିନ ଧରି ପୀଡ଼ିତ ଥିଲେ, ହୃଦଘାତରୁ କାଲି ତାଙ୍କର ନିଧନ ହେଲା । ନନ୍ଦଦାସର ମନେ ପଡ଼ିଲା ଦୁଇବର୍ଷ ତଳର ଏକ ଅଙ୍ଗେନିଭା ଦୁଃଖଦ ଘଟଣା । ଅସୁସ୍ଥ ମାଆଙ୍କୁ ନେଇ ଯାଇଥିଲା ତାଙ୍କ ଘରକୁ,…

ଭାଷା ଭାଗବତ : ଉପଯୋଗୀ ବନାନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୩୫ କୁଜ୍‌ଝଟିକା କି କୁଜ୍ଝଟିକା ହେବ ଆମ ଲିପିରେ ଲେଖା ଏବେ ହିଁ ନିର୍ଣୟ କରିବା ନ ହେଲେ ଧଂଦି ହେଉଥିବା ଉଦ୍‌ଗିରଣ କି ଉଦ୍ଗିରଣ ଉଡ୍‌ଡୟନ କି ଉଡ୍ଡୟନ ଅକ୍‌ଟୋବର୍‌ କି ଅକ୍ଟୋବର ଏବେ କରିବା ମନ ସ୍ଥିର…

ଧାରାବାହିକ ଉପନ୍ୟାସ : ଚୋରାବାଲି (୧୮)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୧୮ ବୈଭବ ସେମିତି ଅଟଳ, ଜଡ଼, କଠୋର ହେଇ ରୁହନ୍ତି । ଓଃ.. ସେ ଦଣ୍ଡ ଭାରି ଯନ୍ତ୍ରଣା ଦାୟକ । ସେଥିପାଇଁ ବୋଧହୁଏ ତାକୁ ନ’ ଜଣେଇ, କୁମାରକୁ ମେସେଜ୍ କଲେ । ଏଥର ବି ତାଙ୍କ ନିଷ୍ଠୁର ନୀରବତା ଅସହ୍ୟ ହେବ । ତା’…

ପଞ୍ଚାନନ ମିଶ୍ର : ଶ୍ରଦ୍ଧା ଓ ସର୍ଜନାର ଉଦାର ବ୍ୟକ୍ତିତ୍ୱ

ସୌଭାଗ୍ୟବନ୍ତ ମହାରଣାଙ୍କର ସ୍ୱତନ୍ତ୍ର ଆଲେଖ୍ୟ  ଇଂରାଜୀ ଭାଷା ଓ ସାହିତ୍ୟର ଜଣେ ପ୍ରଖ୍ୟାତ ପ୍ରଫେସର ଥିଲେ ପଞ୍ଚାନନ ମିଶ୍ର ; ଯିଏକି ଓଡ଼ିଆ ସାହିତ୍ୟର କବିତା, ପ୍ରବନ୍ଧ, ସମାଲୋଚନା , ଅନୁବାଦ ତଥା ସମ୍ପାଦନାରେ ବିପୁଳ ମାତ୍ରାରେ ସ୍ଵୀୟ ମୌଳିକତା ଓ ପାରଦର୍ଶିତା ପ୍ରଦର୍ଶନ କରିଥିଲେ।…

ବ୍ୟଙ୍ଗ : ରାମାୟଣ ପୁନର୍ଲିଖନ

ଓଁ ଅଭିଜ୍ଞାନ ସାହୁଙ୍କ ବ୍ୟଙ୍ଗ ସମ୍ଭ…  ତ୍ରେତୟା ଯୁଗର କଥା । ପ୍ରଭୁ ଶ୍ରୀରାମ ଶ୍ରୀଲଙ୍କା ଜୟ ପରେ ମାତା ସୀତାଙ୍କୁ ସାଙ୍ଗରେ ଧରି ଅଯୋଧ୍ୟା ଫେରିଲେ । ଅଯୋଧ୍ୟା ସୀମାରେ ବାଣ ରୋଷଣୀ ଧରି ଭରତ ଅପେକ୍ଷା କରିଥାନ୍ତି । ଭରତ ଦେଖିଲେ ପ୍ରଭୁ ତ ଆସିଛନ୍ତି କିନ୍ତୁ ସାଙ୍ଗରେ ଆସିଛନ୍ତି…

ପୁସ୍ତକ ପରିଚୟ : କେମିତି ବଦଳିଯାଏ ମଣିଷ

କେମିତି ବଦଳିଯାଏ ମଣିଷ ଗାଳ୍ପିକ : ରବି ପଣ୍ଡା ପ୍ରକାଶକ : ବ୍ଲାକ ଇଗଲ ବୁକସ ପୃଷ୍ଠା : ୨୨୮ ମୂଲ୍ୟ : ୨୪୫ ଗପଟିଏ ଲେଖାହୁଏ କିଛି ଚରିତ୍ରଙ୍କୁ ନେଇ। ସେଇ ଗପ ଭିତରେ ଗାଳ୍ପିକ ନିଜର ଅନେକ ଅନୁଭବ ଓ ଅନୁଭୂତିକୁ ଭାବ ଭାଷା ସହ କାଳ୍ପନିକ ପୁଟଦେଇ ପରଶି ଦିଅନ୍ତି ପାଠକମାନଙ୍କୁ।…

ଧାରାବାହିକ ଉପନ୍ୟାସ : ଚୋରାବାଲି (୧୭)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୧୭ ବୈଭବ ତିନିଦିନ କହି, ସାତ ଦିନ ହେଲା ଫେରି ନାହାଁନ୍ତି । ଏକାଏକା ଲଗୁଛି ତାକୁ । ନିଜ ଆଡୁ ଫୋନ୍ କି, ମେସେଜ୍‌ କରିବାକୁ ସାହସ ହେଉନି । ଫୋନ୍‌ରିଙ୍ଗ୍ ହେଲେ, କି’ ଏସ୍ ଏମ୍ ଏସ୍‌ ବିପ୍ କଲେ, ଧାଇଁ ଆସି ଚେକ୍…

ସ୍ୱଳ୍ପ ଗଳ୍ପ : ଏକ ଆଶୀର୍ବଚନର ଇତିହାସ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୯  ସାଧାରଣତଃ ଜଣେ ଛିଙ୍କିଲାବେଳେ ଏମିତି ହୋଇଥାଏ । କେହି ଜଣେ ଯଦି ଆମର ଶୁଣିପାରିବା ଭଳି ସ୍ଥାନରେ ରହି ଛିଙ୍କିଥାଏ ,ତାହାହେଲେ ଆମେ ଆମର ପ୍ରତିକ୍ରୀୟା ଦେବା ଭଳି ଯଥାଶିଘ୍ର କହିଥାଉ, ଈଶ୍ୱର ତମର ମଙ୍ଗଳ କରନ୍ତୁ ।…