Latest Odisha News

BREAKING NEWS

Browsing Category

ସାହିତ୍ୟ

ଧାରାବାହିକ ଉପନ୍ୟାସ : ଦେବୀ ( ୩୦)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୩୦  ଦେବ ତାକୁ ପାଣି ମାଗୁଛନ୍ତି ଏହା ଦେବୀ ପାଇଁ ଥିଲା ଏକ ଅବିଶ୍ଵାସନୀୟ ସତ୍ୟ। ସେ ପ୍ରଥମେ ବୁଝିପାରିଲା ନାହିଁ ପାଣି କଣ! ତାକୁ ନେଇ ଜଣେ କରିବ କଣ! ସେ କାହିଁକି ପାଣି ଦେବ!! ଅତିଶଯ୍ୟ ଆନନ୍ଦ ତାକୁ ଅନ୍ଧ କରିଦେବ ବୋଧେ।ତାକୁ…

ଅନୁବାଦ କବିତା : କ୍ଷମତା

ମୂଳହିନ୍ଦୀ : ଅଟଳ ବିହାରୀ ବାଜପେୟୀ ସରଳ ନିଷ୍ପାପ ଶିଶୁ ବୃଦ୍ଧାନାରୀ , ଯୁବପୀଢ଼ି ପୁରୁଷଙ୍କ ଶବପରେ ଚଢ଼ି କ୍ଷମତାର ସିଂହାସନ ପାଖରେ ପହଞ୍ଚିବାକୁ ଚାହୁଁଥିବା ଲୋକଙ୍କୁ ମୋର ଖାଲି ଗୋଟିଏ ପ୍ରଶ୍ନ : ମୃତ ଲୋକଙ୍କ ସହିତ ତାଙ୍କର କଣ କିଛି ବି ସମ୍ପର୍କ ନଥିଲା ? . ନହେଉ ପଛେ…

ଧାରାବାହିକ ଉପନ୍ୟାସ : ଦେବୀ (୨୯)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ୨୯  କେତେ ସୁନ୍ଦର ଥିଲା ସେ ସବୁ ଦିନ। କେତେ ମନୋରମ ତାର ସମୁଦ୍ର କୂଳିଆ ଗାଆଁ। ଆଦ୍ୟ ଯୌବନର ସେ ସବୁ ମଧୁକ୍ଷରା ମୁହୂର୍ତ୍ତ କୁଆଡେ ହଜିଗଲା। ସମୟ ଆଣି କେଉଁଠି ଥୋଇଲା ତାକୁ ! ପୂର୍ଣ୍ଣ ସକାଳ ହେବାକୁ ଆଉ କିଛି ସମୟ ବାକିଥିଲା।…

ବ୍ୟଙ୍ଗ : ଯଃ ଜାନାତି ସଃ ଜାନାତି

ଥରେ ସ୍ୱପ୍ନରେ ମେଟାଫର ଆସି ମୋ ସାମ୍ନାରେ ଉଭା ହେଲେ । ବଡ଼ ମନ ଦୁଃଖରେ କହିଲେ, ଧନ ଏ ସବୁ କଣ ଚାଲିଛି ମୁଁ କିଛି ବୁଝିପାରୁନି । ଡରରେ ମୁଁ ସାଙ୍କୁଡ଼ି ଗଲି । ପଚାରିଲି "ମହାନୁଭବ ଏପରି କ'ଣ ହେଲା ଯାହା ଆପଣଙ୍କ ମନରେ କଷ୍ଟ ଆଣିଲା ?" ମେଟାଫର କହିଲେ "ସେକ୍ସପିଅରଙ୍କ ଠାରୁ ନିତ୍…

କବିତା : ଠିକଣା

ଅର୍ଚ୍ଚିତା ରାଉତ  କେଜାଣି କୋଉ ଖୁସିରେ ମୁଁ ସବୁ କଷ୍ଟ ଭୁଲି ଆନନ୍ଦିତ ହୋଇଯାଏ? ପୁଣି ଭାବେ ଯୋଉଥିପାଇଁ ଖୁସି ଅଛି ତାହା ସତରେ ଠିକ ତ! ନା ମୋ ଭୁଲ ବୁଝାମଣା। ଥରେ ପାଟି ଖୋଲି କୁହ ତ ପ୍ରକୃତରେ ମୋ ପାଇଁ ତୁମ ମନରେ କଣ ଅଛି? ପ୍ରତିଦିନ ଭୋକର ଜ୍ୱାଳାରେ ଡହଳବିକଳ…

ଧାରାବାହିକ ଉପନ୍ୟାସ : ଦେବୀ (୨୮)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୨୮ ଅନେକ ଚେଷ୍ଟା କରି ବି ଦେବ ସେ ମୁହୂର୍ତ୍ତ ସବୁକୁ ସ୍ମୃତିରୁ ଅଲଗା କରିପାରେନା ଦେବୀ। ସେ ଚାହେଁ ସବୁ କିଛି ଭୁଲି ଯାଆନ୍ତା ।ପୃଥିବୀରେ ସେ ଏକମାତ୍ର ମଣିଷ ହୁଅନ୍ତା ଯାହାର ଅତୀତ ନାହିଁ। ହେଲେ ଏମିତି କିଛି ହୁଏନା, ବରଂ…

ପୁସ୍ତକ ପରିଚୟ : ଅବୋଲକରା

ଅବୋଲକରା ଗାଳ୍ପିକ : ରାଜ କିଶୋର ଦାସ ପ୍ରକାଶକ : ଏଥେନା ବୁକସ ଭୁବନେଶ୍ୱର -୨ ପୃଷ୍ଠା : ୧୩୬ ମୂଲ୍ୟ : ୧୦୦ ଗପଟେ ଲେଖିଲା ବେଳେ ଗାଳ୍ପିକ ଏକ ଚରିତ୍ରକୁ ଆଧାର କରି ଘଟଣା ପ୍ରବାହ ସହ କାହାଣୀକୁ ଗତିଶୀଳ କରନ୍ତି । କିନ୍ତୁ ପୁରା ଗଳ୍ପ ସଙ୍କଳନ ଯେତେବେଳେ କେବଳ ଗୋଟିଏ ଚରିତ୍ର ସହ…

‘ଲଲାଟେନ୍ଦୁ ରଥଙ୍କ ତିନୋଟି ନାଟକ’ ଉନ୍ମୋଚିତ

ଭୁବନେଶ୍ୱର : ନାଟ୍ୟକାର ଲଲାଟେନ୍ଦୁ ରଥଙ୍କ ଦ୍ୱାରା ରଚିତ ତଥାଅଗ୍ରଦୂତ ପ୍ରକାଶନୀ ଦ୍ୱାରା ପ୍ରକାଶିତ ନାଟ୍ୟ ପୁସ୍ତକ ‘ଲଲାଟେନ୍ଦୁ ରଥଙ୍କ ତିନୋଟି ନାଟକ’ ପୁସ୍ତକ ସ୍ଥାନୀୟ ବୁଦ୍ଧମନ୍ଦିର ପରିସରରେ ଉନ୍ମୋଚିତ ହୋଇଯାଇଛି । ପ୍ରକାଶିକା ମଧୁମିତା ମହାନ୍ତିଙ୍କ ପରିଚାଳନାରେ ଆୟୋଜିତ ଏହି…

ସ୍ୱଳ୍ପ ଗଳ୍ପ : ଏକ ସତର୍କତାର କଳାତ୍ମକ କଥା

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ସ୍ୱଳ୍ପ ଗଳ୍ପ ଭାଗ : ୧ ଯେଉଁମାନେ ଅଭିଜ୍ଞ ସେମାନେ ଜାଣନ୍ତି ଯେ ଏହି ବିଶେଷ କାମଟି ପାଇଁ ସେମାନଙ୍କୁ କେତେ ପରିମାଣରେ ସତର୍କତା ଅବଲମ୍ବନ କରିବାକୁ ପଡିଥାଏ । ଆମ ପୃଥିବୀ ସବୁକାଳ ଅଭିଜ୍ଞମାନଙ୍କୁ ଯଥୋଚିତ ସମ୍ମାନ ଦେଇ ଆସିଛି । ଅଭିଜ୍ଞତାର ତ…

ସନେଟ : ଶୀତ

ରବି ପଣ୍ଡା ଶୀତ ସହ ମିତ ଏବେ ଗୀତଗାଏ ଜାଡର ପଉଷ ଉତ୍ତରା ପବନ ହୁଏ ଆଉ ଟିକେ ଉଗ୍ର, ଆକ୍ରାମକ ଭୂମି ଭୂମା ଏକାକାର, ଧୂଆଁଳିଆ କୁହୁଡ଼ି ବିଶେଷ ମାୟାଚ୍ଛନ୍ନ ଲାଗେ ସବୁ ପ୍ରକୃତିର ପ୍ରକାଶ କୁହୁକ। ଫୁଲର ଫୁଲେଇ ଶେଯ ଢାଙ୍କିଦିଏ ଚିତ୍ରିତ ଚାଦର ରଙ୍ଗେ ରଙ୍ଗେ ରଙ୍ଗିଣୀର କୋମଳ ଓ…