Latest Odisha News

BREAKING NEWS

Browsing Category

ସାହିତ୍ୟ

କନକ ମଞ୍ଜରୀ ସାହୁଙ୍କ ଅନୂଦିତ ଉପନ୍ୟାସ ‘ଚାନ୍ଦର ପାହାଡ଼’ ଉନ୍ମୋଚିତ

ଭୁବନେଶ୍ୱର : ପ୍ରସିଦ୍ଧ ବଙ୍ଗଳା ଲେଖକ ବିଭୁତିଭୁଷଣ ବନ୍ଦୋପାଧ୍ୟାୟଙ୍କ ଲିଖିତ ତଥା ଅନୁବାଦିକା କନକ ମଞ୍ଜରୀ ସାହୁଙ୍କ ଦ୍ୱାରା ଅନୂଦିତ ଉପନ୍ୟାସ ' ଚାନ୍ଦର ପାହାଡ଼' ରାଜଭବନ ପରିସରରେ ମହାମହିମ ରାଜ୍ୟପାଳ ଗଣେସୀଲାଲଙ୍କ କରକମଳରେ ଉନ୍ମୋଚିତ ହୋଇଯାଇଛି । ଏହି ଅବସରରେ ଲେଖିକା ଶ୍ରୀମତୀ…

ସାହିତ୍ୟ ଏକ ନିରବ ସାଧନା : ସୁଷମା ଦାଶ

ଓଡ଼ିଆ ଭାଷା ସାହିତ୍ୟ ଜଗତରେ କଥା ଓ କବିତାରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି ସୁଷମା ଦାଶ । ତାଙ୍କର ପ୍ରତ୍ୟେକଟି ଲେଖାରେ ସ୍ପଷ୍ଟ ବାରିହୁଏଜୀବନ ଯନ୍ତ୍ରଣାର ନିଛକ ପ୍ରତିବିମ୍ବ, ସଂସାର ସଂଘର୍ଷ ଓ ଜୀବନାଦର୍ଶ ପୁଣି ସମାଧାନର ବାଟ । ଅତିସାଧାରଣ ଘଟଣା ଗୁଡ଼ିକୁ ଭାବ ଓ ଭାଷାର…

ଧାରାବାହିକ ଉପନ୍ୟାସ : ଦେବୀ (୧୮)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୧୮ ସମସ୍ତ ଆଶଙ୍କାକୁ ସତ ପ୍ରମାଣିତ କରି ପଶ୍ଚିମ ଦିଗରୁ ଭାସି ଆସୁଥିଲା ବିଶାଳ ଏକ ଘନ କୃଷ୍ଣ ବାଦଲ। କିଛି ସମୟ ପରେ ତାହା ସ୍ଵତଃ କଳେବର ବୃଦ୍ଧିକରି ସାରା ଆକାଶକୁ ବ୍ୟାପିଗଲା। ଏକ ଅସହ୍ୟ ନିରବତା ସଞ୍ଚରିଗଲା ଚାରିଆଡ଼େ।…

ଅନୁବାଦ ଗଳ୍ପ : ଜନସେବକ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୧୭ ମୂଳ ବଙ୍ଗଳା: ସତୀନାଥ ଭାଦୁଡ଼ି  ପୂର୍ଣ୍ଣିଆର ଗୋପାଳପୁର ପୁଲିସ ଜିଲ୍ଲା ଓ ଦୀନାଜପୁରର ଶ୍ରୀପୁର ମଧ୍ୟ ଦେଇ ନାଗର ନଈଟି ପ୍ରବାହିତ । ପାହାଡ଼ୀ ଝରଣାଟି ଏ ଅଞ୍ଚଳରେ ବେଶୀ ବେଗରେ କି ଅଙ୍କାବଙ୍କା ହୋଇ ବହୁ ନ ଥିଲା । ସେଇଥିଲାଗି…

କବିତା : ଅନାମିକା

ବିଶ୍ବରଞ୍ଜନ ଦାଶ ଚିହ୍ନା ଚିହ୍ନା କେହିଜଣେ ଅଚିହ୍ନା ଋତୁରେ ଆସି ବୋଳିଦିଏ ମୋ କପାଳେ ଅଫୁଟା ଫୁଲର ମୁହଁ ଅନ୍ଧାରପଣର ମାୟା ପାପୁଲିରେ ଆଙ୍କିଦେଇ ଅଲୋଡା ପଥର ଦେହେ ଖୋଜିବୁଲେ ଛାୟା ଦିଅଁ ।। ଲିଭି ଲିଭି ଆସୁଥିବି ଜାଳିବାର ବାହାନାରେ କେହିଜଣେ ଶୋଷିନିଏ ବଳକା ମୋ ଆୟୁଷକୁ ସମୟର…

କବିତା : ହେ କଳା ସାଆନ୍ତ 

ସୁଷମା ପରିଜା  କାହିଁକି ଯିବି ମୁଁ ଗୋପ, ବୃନ୍ଦାବନ ଦ୍ୱାରକା ,ମଥୁରା ଅବା ଶ୍ରୀ କାଶୀ କାହିଁକି ବା’ ଯିବି ଗଙ୍ଗା ଗୋଦାବରୀ , ପ୍ରୟାଗ ରାଜ କି ଶ୍ରୀ ବାରାଣସୀ ହେ କଳା ସାଆନ୍ତ, ମୁଁ ମୋ’ ଖୁସିରେ ହୋଇଛି ଶ୍ରୀ କ୍ଷେତ୍ରବାସୀ ।। ଜାଣେ ନାହିଁ ବେଦ ଅବା ପୁରାଣ ଉପନିଷଦରେ…

ଧାରାବାହିକ ଉପନ୍ୟାସ : ଦେବୀ (୧୭)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୧୭ ଯେବେଠୁ ହେତୁ ପାଇଛି ସେବେଠୁ ଦେବ ଭାଇକୁ ଦେଖି ଆସୁଛି।ପତଳା ଦେହ, ହସନ୍ତ ମୁଁହ। କଥା କଥାକେ ଅନ୍ୟକୁ ହସେଇବାରେ ପାରଙ୍ଗମ । ବିନୟ ଭାଇଙ୍କ ପିଲାଦିନର ସାଙ୍ଗ।ସବୁବେଳେ ଘରକୁ ଯିବା ଆସିବା, ଖିଆପିଆ। ଏବେ ଦେବୀ ବଡ଼ ହେଲାଣି…

ଭାରତୀୟ ସଂସ୍କୃତି ମହାଭାରତର ମୂଲ୍ୟବୋଧ ଉପରେ ଆଧାରିତ

ଭୁବନେଶ୍ୱର : ଲେଖକ ବ୍ରଜବନ୍ଧୁ ପଣ୍ଡାଙ୍କ ରଚିତ ପୁସ୍ତକ 'ପାଣ୍ଡବ କୁଳଚନ୍ଦ୍ରମା' ଓ 'ଅମ୍ଳାନ ଦୀପ୍ତି' , ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ଉନ୍ମୋଚିତ ହୋଇଯାଇଛି। ଲେଖକ ମହାଭାରତର ପରୀକ୍ଷିତ ଚରିତ୍ରକୁ ନେଇ 'ପାଣ୍ଡବ କୁଳଚନ୍ଦ୍ରମା' ଓ ଓଡ଼ିଶାର କବିମାନଙ୍କୁ ନେଇ ତା 'ଅମ୍ଳାନଦୀପ୍ତି'…

କବିତା : ସୃଷ୍ଟିର ବୈଚିତ୍ର୍ୟ

ମାନସ ରଞ୍ଜନ ନାୟକ  ଘୂର୍ଣ୍ଣାୟମାନ ପୃଥିବୀ କେଉଁ ଏକ ଅଦୃଶ୍ଯ ଅକ୍ଷ ଚାରିକଡେ ପୁଳାଏ ଆତ୍ମଗର୍ବେ ବିଚରା ମେରୁଦଣ୍ଡୀ ମାନବ ନଇଁପଡେ ଭୂମି ସ୍ପର୍ଶ ମାତ୍ରେ ଆସ୍ଥାବାଦୀ ଶିଶୁ ଚିରାଡି କୁଆଁ ଡାକ ଦିଏ ବାର୍ଦ୍ଧକ୍ୟରେ ସ୍ବାଭିମାନୀ ପିତାଟିଏ ବାଧ୍ଯରେ ସ୍ବାବଲମ୍ବୀ ହୁଏ। ଜୀବନ ଆଗେ…

ବିଲେଇ ଖାଇଗଲେ ମୁରୁଜ

ଅନସୂୟା ପଣ୍ଡାଙ୍କ ସ୍ମୃତିର ଫରୁଆରୁ ……  ସମୟ ଅପରାହ୍ନ ସାଢେ ତିନିଟା ହେବ l ଅନ୍ୟ ଦିନ ପରି ମୁଁ କେଉଁ ଇଂରାଜୀ ମୋଟି ଭେଶନାଲ ବହି ପଢି କି ହିନ୍ଦୀ ଚଳଚ୍ଚିତ୍ର ଦେଖିବାରେ ବ୍ୟସ୍ତ ନରହି, ଶୀତ ଦିନର ଝାପସା ଖରାକୁ ସରିଯିବା ଆଗରୁ ବାଲକୋନୀରେ ଠିଆ ହୋଇ ନିଜ ଭିତରେ ସାଉଁଟୁ ସାଉଁଟୁ…