Latest Odisha News

BREAKING NEWS

Browsing Category

ସାହିତ୍ୟ

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୯୭)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୯୭ କ'ଣ ହେଲା ? ପଡିଗଲେ ? ନିଜକୁ ନିଜେ କହୁଥିଲି ...କେମିତି .... ଦାୟିତ୍ୱହୀନ ... ଚା କପରେ ମୋ'ର ଓଠ ଛୁଉଁଥିଲା...।ଧାଇଁଲି ବସିବା ଜାଗାରୁ ଉଠି...ଗୋଟାଏ ସମସ୍ୟାର ସମାଧାନ ନସରୁଣୁ ଆଉ ଏକ ...ଉଃ ... ପ୍ରଭୁ ତୁମେ…

ଅନୁବାଦ କବିତା : ଅବନୀ ଘରେ ଅଛ?

ମୂଳ ବଙ୍ଗଳା: ଶକ୍ତି ଚଟ୍ଟୋପାଧ୍ୟାୟ  ଅବନୀ ଘରେ ଅଛ? ଅବନୀ ଘରେ ଅଛ? କବାଟ କିଳି ଶୋଇପଡ଼ିଛି ସାରା ପଡ଼ା କେବଳ ଶୁଣେ ରାତିରେ କଡ଼ା ଖଡ଼ଖଡ଼ ‘ଅବନୀ ଘରେ ଅଛ?’ ବର୍ଷା ହୁଏ ଏଠି ବାରମାସ ଏଠି ମେଘ ଗାଈପରି ଚରେ ପରାଙ୍ମୁଖ ସବୁଜ ନାଲିଘାସ ଦୁଆର ଚାପି ଧରେ- ‘ଅବନୀ ଘରେ ଅଛ?’ ଭଗ୍ନ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୯୬)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୯୬ ମିସେସ ଧରମହାପାତ୍ର ଭଲ ଆଡକୁ ଯାଉଥିଲେ। ଏମିତି ସମୟରେ ଜବାକୁ ସେଠାରୁ ନଆଣିଥିଲେ ବହୁତ ଭଲ ହୋଇଥାନ୍ତା ... ହାତରେ ଥାଏ କଣ ସବୁ...ଭାବନା ସତ ହବ। ମୁଁ କଣ କରିପାରିବି ଆଉ।ଜବାର ମାଆ ଡାକ, ସେବା ଶୁଶ୍ରୂଷା ..ବୋହୂ…

ଗବେଷକ ଅରବିନ୍ଦ ପଟ୍ଟନାୟକ ପାଇଲେ ଚତୁର୍ଥ ନଗେନ୍ଦ୍ରନାଥ ସ୍ମୃତି ସମ୍ମାନ

ଭୁବନେଶ୍ୱର : ବିଶିଷ୍ଟ ସାହିତ୍ୟିକ ତଥା ଗବେଷକ ସ୍ୱର୍ଗତଃ ନଗେନ୍ଦ୍ରନାଥ ପ୍ରାଧାନଙ୍କ ୮୬ ତମ ଜୟନ୍ତୀ , ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ଓଡ଼ିଶା ଦ୍ୱାରା ଅନଲାଇନ ମାଧ୍ୟମରେ ପାଳିତ ହୋଇଯାଇଛି। ଏହି ଅବସରରେ ସାହିତ୍ୟିକ ତଥା ଗବେଷକ ଅରବିନ୍ଦ ପଟ୍ଟନାୟକଙ୍କୁ ଚତୁର୍ଥ ନଗେନ୍ଦ୍ରନାଥ ସ୍ମୃତି…

ସେ କିଏ ?

ବିଷ୍ଣୁପ୍ରିୟା ହୋତାଙ୍କ ସ୍ମୃତିର ଫରୁଆରୁ ……  ଜୀବନରେ ବେଳେବେଳେ ଏମିତି କିଛି ଚମତ୍କାର ଘଟିଥାଏ ଯାହାକୁ କୌଣସି ବିଜ୍ଞାନ ସମ୍ମତ ଯୁକ୍ତିଦ୍ୱାରା ବ୍ୟାଖ୍ୟା କରିବା ସମ୍ଭବ ହୁଏନାହିଁ। ସେହି ଅଲୌକିକ, ଦିବ୍ୟ ଅନୁଭୂତିକୁ ଇନ୍ଦ୍ରିୟଲବ୍ଧ ଜ୍ଞାନ ତଥା ସୀମିତ ମନବୁଦ୍ଧି ଅହଂକାର ଦ୍ୱାରା ନା…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୯୫)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୯୪ ଜନସଚେତନତା ପାଇଁ ଡକ୍ଟର ଦେବିକାଙ୍କ ତତ୍ପରତା ବେଶ୍ ଆକର୍ଷଣୀୟ ହେଉଥିଲା। ତିଥି ଯୋଗଦେବାସହିତ ସଞ୍ଜୁଅପା ଓ ଅନ୍ୟ ଅନେକଙ୍କୁ ନେଇ ଦଳ ଗଠନ ହେଲା। ହେଲା ପୁଣି କାମର ଆବଣ୍ଟନ। ଡକ୍ଟର ନିଜେ ଇଚ୍ଛାକରି ମୁଗୁନି ଓ ସନିଆକୁ…

ଅନୁବାଦ କବିତା : ମୋ ସଙ୍ଗୀତ

ମୂଳ ରଚନା : ଗ୍ରାବ୍ରିଏଲା ମିସ୍ରାଲ ବ୍ୟଥିତ ଶିଶୁଙ୍କ ପାଇଁ ମୁଁ ଯେଉଁ ଗୀତ ଗାଇଛି ଆଜିଥରେ ଦୟାକରି ମୋ ପାଇଁ ସେଇ ଗୀତ ଗାଅ । ଗୁଣୁ ଗୁଣୁ ହୋଇ ତୁମ ଲାଗି ଯେ ଗୀତ ଗାଇଛି ହେ ବେଦନାକ୍ତ ଶିଶୁଗଣ ମୋ ପାଇଁ ଆଜି ସେଇ ଗୀତ ଗାଅ । ମୁଁ ବି ଆଜି ଆହତ । ଏ ନିଷ୍ଠୁର ଆଲୋକ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୯୪)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୯୪ ଲତା ଗୁଡେଇଗଲାକି ଗଛ ଦେହରେ.. । ଆଉଜି ପଡିଲେ କେତେ ସୁନ୍ଦର ଆଣ୍ଟି। ଭରସି ପଚାରି ପାରିବିନି କିଛି, ଖାଲି ଅନୁଭବକଲି ସେ ଯେମିତି ଆପଣେଇବାକୁ ଚେଷ୍ଟିତ ...। ମାଆ ଗାଉଥିବା ମଧୁରାଷ୍ଟକମ୍ ଆପେ ଆପେ ଝରିଗଲା...।…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୯୩)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୯୩ ନୂଆ ବୋହୂର ଖୋଳପାରେ ପଶିଗଲି। କିଛି ଆଶା ଓ ଆଶଙ୍କା ସହିତ ନିଜକୁ ଏକାକାର କରୁଥିଲି। କହିବା ଅନୁସାରେ ସଜାଡିନେଲି ନିଜକୁ। ନୂଆ ଜୀବନ ...ଅନଭିଜ୍ଞ ଜୀବନ । ଡକ୍ଟର ଆଣ୍ଟି ଓ ମୁଁ ବାହାରିଲୁ। ଏଇଆ କଣ ଚାହିଁଥିଲା ଜବା ?…

କବିତା : ପ୍ରେମୀ ପକ୍ଷୀ

ତେଜସ୍ୱିନୀ ପଣ୍ଡା  ଚାଲ୍ ଉଡ଼ିଯିବା ଏକ ସୁଦୂର ପ୍ରସାରୀ ପ୍ରେମୀ ସହରକୁ, ଯେଉଁଠି ନଥିବ ଯାତନା, ପ୍ରତାରଣା ଓ ନିଷ୍ଠୁର ଘାତକତା । ଆକାଶଉଚ୍ଚା ଗଛ ଦେଖି ବସା ବାନ୍ଧି ଆରମ୍ଭ କରିବା ଆମ ଜୀବନ, ସେଇଠି କେବଳ ତୁ ଥିବୁ ଆଉ ମୁଁ କରୁଥିବି ତୋ ପ୍ରତି ଅଭିମାନ । ମୁଁ ନିଶ୍ଚୟ…