Latest Odisha News

BREAKING NEWS

Browsing Category

ସାହିତ୍ୟ

ଅନୁବାଦ ଗଳ୍ପ : ଟାଙ୍ଗାବାଲା ମହମ୍ମଦ

ମୂଳ ସିନ୍ଧି: ରାମ ପଞ୍ଜୱାନୀ  ଦେଶ ଭାଗ ଭାଗ ହେବାକୁ ତଥାପି କିଛି ଦିନ ବାକି ଥିଲା ।ହେଲେ ବିଭାଜନର ସବୁ ଯୋଜନା ପ୍ରସ୍ତୁତ ହୋଇ ସାରିଥିଲା । ଏ ଖବର ସିନ୍ଧୁ ପ୍ରଦେଶର ହିନ୍ଦୁମାନଙ୍କୁ ଗୋଟାପଣେ ବ୍ୟସ୍ତବିବ୍ରତ କରିପକାଇଥିଲା । କିନ୍ତୁ ଏ ସମ୍ବାଦ ଶୁଣି ମୁସଲମାନ ଲୋକମାନେ ଖୁବ୍…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୮୩)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୮୩ ସବୁ ବେଳେ ସେଇ ଗୋଟିଏ କାମ ଓ ଗୋଟିଏ କଥା। ତଥାପି ଚାଲିଥାଏ ମୁଁ ନୀରବରେ ଅଥଚ ଯଥା ସମୟରେ।  ପ୍ରିୟ ମଣିଷ ଭଲ ହେବେକି ନାହିଁ , କେଜାଣି ? ଡାକ୍ତର ଆଣ୍ଟି ତ ସବୁ ବେଳେ ଭଲ ହେବେ ବୋଲି କହି ଆସୁଛନ୍ତି। ବୟସ ତ…

କୁଳାଙ୍ଗାର ଉବାଚ : ଦିବାଲି ଗୁଲି

୧    ତା ଘରେ ପହଞ୍ଚି ଦେଖିଲି ମୋ ସାଙ୍ଗ ବ୍ରଜ ଅଖାରୁ ପୁରୁଣା ବାଣ କାଢି ସେଥିରେ ଶାଗୁଆ ରଙ୍ଗ ଦେଉଛି; କାରଣ ପଚାରିଲାରୁ କହିଲା - ଏ ବର୍ଷ ପରା କେବଳ ସବୁଜ ବାଣ ଫୁଟେଇ ହେବ ବୋଲି ଟିଭି ବାରମ୍ବାର କହୁଚି ! ୨ ବ୍ରଜ ପଚାରିଲା- ଆଉ ତୁ ଏଥର କୋଉ ବାଣ ଫୁଟେଇବୁ? ନା…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୮୨)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୮୨  ଜବା ଆସୁନି କାହିଁକି ଯେ ? କଣ ହେଲା ମ ତା'ର ? ଦେହ ଖରାପ  ହେଲାକି...କେଜାଣି। ଚନ୍ଦ୍ରା ନିଜକୁ ନିଜେ କହି ହେଉଥିଲା ମନେମନେ। ଆଣ୍ଟି କୋଉ ଶୁଣିବେ ନା କହିବେ,ପଚାରି କୋଉ ଲାଭ ତାଙ୍କୁ । ଟିକିଏ ଅଧିକା ସମୟ ତାଙ୍କ…

କୋଣାର୍କ ପାଇଁ ଲେଖା ଆବଶ୍ୟକ

ଭୁବନେଶ୍ୱର : ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ୬୪ ବର୍ଷ ଧରି ପ୍ରକାଶ ପାଇଆସୁଥିବା ତ୍ରୈମାସିକ ସାହିତ୍ୟ ମୁଖପତ୍ର କୋଣାର୍କର ଆଗାମୀ ସଂଖାଗୁଡ଼ିକ ପାଇଁ ପ୍ରାବନ୍ଧିକ, ଆଲୋଚକ ଏବଂ ଗବେଷକମାନଙ୍କ ନିକଟରୁ ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଷୟ ଉପରେ ଆଧାରିତ ଉଚ୍ଚକୋଟିର ଗବେଷଣାତ୍ମକ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୮୧)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୮୧ ବହୁତ ଜଲଦି ବହିଯାଉଥିଲା ବୋଧହୁଏ ଜୀବନ ନଈ। ଚିତ୍ର କରିବାର ମୋହ ଆଜିକାଲି ବେଶ୍ ଘାରୁଥିଲା। ବୋଧହୁଏ  ସେଇଥିପାଇଁ ରଘୁରାଜ ପୁରରୁ ଆସିଲେ ବିଶିଷ୍ଟ ଚିତ୍ର ଶିଳ୍ପୀ ପ୍ରଭାକର । ପ୍ରାକୃତିକ ରଙ୍ଗଠାରୁ ଆରମ୍ଭ କରି ପଟ୍ଟି…

ସେ ବି ଏକ ଦଶହରା ଥିଲା

ବିଷ୍ଣୁପ୍ରିୟା ହୋତାଙ୍କ ସ୍ମୃତିର ଫରୁଆରୁ …… ନିୟମିତ ପ୍ରାତଃ ଭ୍ରମଣ ମୋର ବହୁଦିନର ଅଭ୍ୟାସ। ବଡିଭୋରରୁ ଉଠି ବଜାର ଆଡ଼େ ଘେରାଏ ବୁଲି ଆସିଲେ ବୁଲା ବୁଲି ସାଙ୍ଗରେ ପରିବା କିଣା ବି ହେଇଯାଏ। ହେଲେ କୋଭିଡ଼ ଲାଗି ଏବେ ଆଉ ବଜାର ରାସ୍ତାରେ ଚାଲିବାଟା ସୁବିଧା ଲାଗୁନାହିଁ । ଏଣୁ ଗଲା କିଛି…

କବିତା : ଫୁଲ ଓ ଭଅଁର

ମିଥୁନ୍ ନାଏକ  ଫୁଲକୁ ଦେଖିକି ଭଅଁର କହଇ ଶୁଣ ଶୁଣ ପ୍ରିୟତମା, ତୁମେତ ନଥିଲେ ମୋହର କି କାର୍ଯ୍ୟ ନାହିଁ ମୋର ବି ଗଣନା । ତୁମେ ମୋ ଜୀବନ ତୁମେ ମୋ ସପନ ତୁମେ ମୋ ଜୀବର ଧନ, ତୁମ ବିନା କିବା ବଞ୍ଚି ମୁଁ ପାରିବି କୁହ ଆହେ ପ୍ରାଣଧନ । ଶୟନ ସପନେ ଅବା ଜାଗରଣେ ତୁମ କଥା…

ଅନୁବାଦ କବିତା : ଗିଟର

ମୂଳ ରଚନା : ଫ୍ରେଡେରିକା ଗାର୍ସିଆ ଲୋରକା ଗିଟର କାନ୍ଦିବାକୁ ଆରମ୍ଭ କଲା । ସଦ୍ୟ ସକାଳରେ ପିଉଥିବା କପଗୁଡ଼ିକ ଭାଙ୍ଗି ଚୁର୍ଣ୍ଣ ବିଚୂର୍ଣ୍ଣ ହୋଇଗଲେ। ଗିଟର କାନ୍ଦିବାକୁ ଆରମ୍ଭ କଲା ତୁମେ ତାକୁ ବନ୍ଦ କରି ପାରିବ ନାହିଁ । ତାକୁ ଚୁପ କରିବା ଅସମ୍ଭବ ପାଣି ବା ବରଫ ଉପର ଦେଇ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା ( ୮୦ )

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୭୯ ପାଦ ଘୋଷାରି ଚାଲୁଥିଲି କି, ଘୋଷାରି ହୋଇ ବାହାରି ଯାଉଥିଲି କେଜାଣି।ମୁକ୍ତିକାମୀ  ଖୋଜେ ମୁକ୍ତି  ତା'ର ପ୍ରତି ବାତାୟନ ଦ୍ବାରେ...କହୁଥିଲି ମନକୁ ମନ ।ପଛକୁ ଟାଣେ ତାହାହେଲେ କିଏ ...କିଏ ମ ପିଠିରେ  ହାତମାରି …