Latest Odisha News

BREAKING NEWS

Browsing Category

ସାହିତ୍ୟ

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୯୦)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୯୦ ଟୁକୁଡାଏ କାଗଜ ପାଇଁ ବଦଳାଇବାକୁ ପଡିଲା ଜୀବନର ଧାରା....। ଓଃ ସେଇଥିପାଇଁ କ'ଣ ଗପେ ମଣିଷ ଅନେକ କଥା..ଅନେକ ଭାଷାରେ ଦକ୍ଷତାରଖେ..।ଚଳଚଞ୍ଚଳ, କର୍ମଠ ରହେ... କାହାଣୀ ଶୁଣାଏ...ବହୁରୂପି ହୋଇପାରେ...।ବୁଝିବା କାଠିକର…

ଅନୁବାଦ ଗଳ୍ପ : କୁଲସୁମ୍‍

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୧୧   ମୂଳ ପଞ୍ଜାବୀ: କର୍ତ୍ତାର ସିଂହ ଡୁଗ୍‍ଗଲ  ତା’ଲାଗି ବୁଢ଼ା କ’ଣ ସବୁ ଆଣିଥିଲା? ବିଚଳିତ ଭାବରେ ପଦଚାରଣ କରୁଥିବା ଯୁବ ସ୍କୁଲ ମାଷ୍ଟରଙ୍କ ପାଦ ଶବ୍ଦ କୁଡ଼ିଆ ଭିତରେ ମିଳେଇଗଲା । କୁଡ଼ିଆ ଭିତରେ ଗୋଟିଏ କଡ଼କୁ ଚାହିଁ ଦେଖିଲି…

ଉନ୍ମୋଚିତ ହେବ ରଶ୍ମି ମିଶ୍ରଙ୍କ “ଅହ୍ୟରାଣୀ “

ଭୁବନେଶ୍ୱର : ପ୍ରକାଶନୀ ସଂସ୍ଥା 'ପେନ୍ ଇନ୍ ବୁକ୍ସ' ଆନୁକୂଲ୍ୟରେ ଗାଳ୍ପିକା ରଶ୍ମି ମିଶ୍ରଙ୍କର ପ୍ରଥମ ସଙ୍କଳନ "ଅହ୍ୟରାଣୀ" ସ୍ଥାନୀୟ ଏକ ଘରୋଇ ହୋଟେଲରେ ନଭେମ୍ୱର ୭ରେ ଉନ୍ମୋଚିତ ହେବାର କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମରେ ସାହିତ୍ୟିକ ତଥା ସମ୍ପାଦକ ଗୌରହରି ଦାସ ,…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୮୯)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୮୯ ଟୁକୁରାଏ କାଗଜ...। ଦସ୍ତାବିଜ କି  ସେଇଟା...। ଜୀବନାନନ୍ଦ  ପଟ୍ଟନାୟକ 'ର' ପାଇଁ  କାମ କରୁଥିଲେ...। ଅବିଶ୍ବସନୀୟ ...।ବାରମ୍ବାର ଘରଛାଡି ପଳଉଥିଲେ ...ମାଆ କି ବୈଲୋଚନ ଜେଜେବାପା ଜାଣିଥିଲେ, ଜାଣିଥିବେ ବୋଧହୁଏ…

କୁଳାଙ୍ଗାର ଉବାଚ : କ୍ରିକେଟ କୀଳା

ଜିତିଲା ଦିନ ଖେଳାଳୀ ହିରୋ ହାରିଲେ ଭିଲିଆନ; ଜିତିଲା ଦିନ ଜୟ ଜୟକାର ହାରିଲା ଦିନ ଶୁଣି ନପାରେ କାନ! ଯେଉଁ ଖେଳାଳୀ ବୁଦ୍ଧିରେ ପଡି ପିଉଛେ ଆମେ ଥଣ୍ଡା ; ଯେଉଁ ଖେଳାଳି ଷ୍ଟାଇଲ୍ ଦେଖି ହୋଇ ଯାଉଛେ ଲଣ୍ଡା! ସେଇ ଖେଳାଳି ହାରିବା ଦେଖି ଦେଉଛେ ବୁଦ୍ଧି ହାରି; ଶତ୍ରୁତା ଭୁଲି…

ପରପାରିରେ ବ୍ୟଙ୍ଗ ସାହିତ୍ୟିକ ମୋହନଦାସ ରତିକାନ୍ତ ରାଓ

ପୁରୀ : ଓଡ଼ିଶାର ସ୍ବନାମଧନ୍ଯ ବ୍ୟଙ୍ଗ ସାହିତ୍ୟିକ ତଥା ବର୍ଣ୍ଣବୋଧର ରଚୟିତା ମଧୁସୂଦନ ରାଓଙ୍କର ବଂଶଧର ମୋହନଦାସ ରତିକାନ୍ତ ରାଓ (ଏମ୍ ଆର୍ କେ ଆର୍ )ଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ହୋଇଥିଲା। ଜେଲ୍ ବିଭାଗର ମୁକ୍ତବନ୍ଦୀ ଶିବିରର ଅଧିକାରୀ ଭାବରେ କାର୍ଯ୍ଯକରି…

ହରିକୃପା କେବଳମ୍

ବିଷ୍ଣୁପ୍ରିୟା ହୋତାଙ୍କ ସ୍ମୃତିର ଫରୁଆରୁ  " ଫେତ ଇଜ ଦି ସୋଲସ ଉଇଟନେସ ଟୁ ସମଥିଁଗ ନଟ ୟେଟ ମେନିଫେଷ୍ଟେଡ଼ ଆଚିଭଡ ଅର ରିଳିଜଡ଼ ବଟ ହୁଇଚ ୟେଟ ଦି ନୋଅର ଉଇଥ ଅସ, ଇଭେନ ଇନ ଆବସେନସ ଅଫ ଅଲ ଇଣ୍ଡିକେସନସ ଫିଲସ ଟୁ ବି ଟ୍ରୁ ଅର ସୁପ୍ରିମଲି ଓ଼ର୍ଥ ଫଲୋଇଙ୍ଗ ଅର ଆଚିଭିଙ୍ଗ । " ଶ୍ରୀ…

କବିତା : ଖଞ୍ଜଣି 

ଗଦାଧର ସାହୁ  କାଠ ଚମଡା ଗିନି ଏକାଠି ମିଶିଲେ ଖଞ୍ଜଣି । ସୃଷ୍ଟି କରେ ଶବ୍ଦ ବ୍ରହ୍ମ ଜୀବନ ସଙ୍ଗୀତ ଜନ୍ମ ମୃତ୍ୟୁ ବଞ୍ଚିବା ରହସ୍ୟ । ସ୍ଵର, ଲୟ, ତାଳ ବାନ୍ଧି ସୃଷ୍ଟି ତତ୍ତ୍ଵ ବାଜୁଅଛି ଆସ ଥରେ ଶୁଣିନିଅ ଶାନ୍ତ ମନ, ସ୍ଥିର ଚିତ୍ତେ କେମିତି ଶୁଭୁଛି ସୃଷ୍ଟି, ସ୍ଥିତି,…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୮୮)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ (୮୮) ସଞ୍ଜୁ ଅପାଙ୍କୁ ସମସ୍ତେ ଏବେ ଗୋଟିଏ କଥା କହୁଛନ୍ତି,କଲୋନୀର ନାମ ବଦଳାଇବାକୁ ପଡିବ । ସର୍ବସମ୍ମତିକ୍ରମେ ଗଙ୍ଗା ଯମୁନାରୁ 'ଶଙ୍ଖ-କୋଏଲ' ହେଲା। ନିଜେ ନିଜେ ସେଇନାମରେ କହିବାକୁ ଲାଗିଲେ। ମାତ୍ର, ସରକାରୀ…

କବିତା : ଦୀପାବଳି ୨୦୨୧

ଅଜିତ ମହାନ୍ତି  ଦୀପାବଳି ଏକ ଉଦାସ ସମୟର, ସମୟ, ଅନ୍ଧାରକୁ ଉଜେଇଁବାର, ବିଷାଦଚିରି ଜଙ୍ଗଲରେ ଆଶାଟିଏ ଥାପିବାର ସମୟ ଅନ୍ତରକୁ ଚାହିଁବାର, ସମ୍ବେଦନାର, ସମୟ ଘେରା ବୁକୁଥରା ଯନ୍ତ୍ରଣାର। ସମୟ ସଂଯମର, ସମୟ ପ୍ରାୟଶ୍ଚିତ୍ତର, ସମୟ ସବୁଜ ଅଦେଖା ବିସ୍ଫୋଟକର, ବିବେକକୁ ଘାରୁଥିବା…