Latest Odisha News

BREAKING NEWS

Browsing Category

ସାହିତ୍ୟ

କବିତା : ସ୍ବରଲିପି

ଭକ୍ତ ଚରଣ ସୁନାନୀ  ଭାବୁଥିଲି ସାରାଜୀବନ ଏମିତି ଲୁଚେଇ ଦେବି ଛାତି ତଳେ ମୋ ଅକୁହା ବ୍ୟଥାକୁ ଆଖି ପଲକରେ ସବୁ ଲୁହକୁ ମିଛର ଲଫାପାରେ ସବୁ ସତକୁ ଅନ୍ଧାରର ପଣତରେ ସବୁ ଲାଜକୁ ମୋ ଦେହର ଅଲୋଡା କ୍ଷତକୁ ଅସ୍ପୃଶ୍ୟ ଦାଗକୁ। ଜୀଇଁଯିବି ଏମିତି ସମାଜରେ ଉଆଁଶୀ କନ୍ୟାଟେ ପରି…

ସତ୍ୟଭାମା ଦେବୀ ମୂକ ବଧିର ମହାବିଦ୍ୟାଳୟରେ ବର୍ଷା ବାଣ୍ଟିଲେ ପୁସ୍ତକ

ଭୁବନେଶ୍ୱର : ସତ୍ୟଭାମା ଦେବୀ ମୂକ ବଧିର ମହାବିଦ୍ୟାଳୟରେ ପାଠାଗାର ଆନ୍ଦୋଳନର ପୁରୋଧା ସ୍ବର୍ଗତଃ ଦାଶରଥି ପଟ୍ଟନାୟକ (ଦାଶିଆ ଅଜା) ଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ ସହ, ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଉଦ୍ୟମରେ ଆମ ପାଠାଗାରର ଚତୁର୍ଥ ସଂସ୍କରଣ ଅନୁଷ୍ଠିତ ହୋଇଯାଇଛି । ଏହି…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୪୫)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୪୫ ତାଳପିଠା ଆଈ ଓ ଜେଜିର ଅଲଗା କିନ୍ତୁ ସୁଆଦିଆ। ଜଣେ  ରୂପନାରାୟଣର କୂଳରୁ ତ ଜଣେ ବୁଢାବଳଙ୍ଗ ତୀରରୁ। ନଦୀ ତ ଏକାଭଳି ଲାଗେ, ସର୍ପିଳ,  ଝରଝର, ବହିଯିବା ଧର୍ମ ଯା'ର। ପିଲାବେଳୁ ତା'ସହ ସମ୍ପର୍କ କେମିତି ଗୋଟାଏ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୪୪)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୪୪ ରୂପରେଖ  ନାହିଁ ଯା'ର ଶୂନ୍ୟ ମନ୍ଦିରେ ବିହାର । "ସ୍ବର ଲମ୍ବେଇ  ଖଞ୍ଜଣି ସହ ଅଗଣି ଜେନା,କୃପା  ବିନ୍ଧାଣୀ,  ମାଗୁଣି ପାତ୍ର, ତୀର ଘଡେଇ,  ଶଶି ମହାକୁଡ, ହରିଶ ମୁଖୀ  ଇତ୍ୟାଦି ସମସ୍ତେ ପାଳିଆ ଧରି  ଗାଆନ୍ତି।…

କବିତା : ମୁଁ ଭୁଲି ଯାଇଛି

ଡମ୍ବରୁଧର ବେହେରା  ମୁଁ ଭୁଲି ଯାଇଛି ତୁମକୁ କେବେଠାରୁ ବାହାରେ ଆଉ ଭିତରେ... ଯେତେ ଚେଷ୍ଟା କଲେ ଦେଖିବାକୁ, ଦେଖିପାରୁ ନାହିଁ । ଦିଶୁଛି କେବଳ ଖାଲି ଏବଂ ଖାଲି... ଶୂନ୍ୟସ୍ଥାନ ପୂରଣକର ଭଳି କିନ୍ତୁ ତଥାପି ନିଶ୍ୱାସ ନେଉଛି ତୁମ ସ୍ମୃତିକୁ ପାଥେୟ କରି ବଞ୍ଚିବାକୁ ମରି…

ବ୍ୟଙ୍ଗ : ଛୁଟିଦିନ

ଜାନୁଆରୀ ୨୬ ହଉ କି ଅଗଷ୍ଟ ୧୫, ମାନେ ସ୍କୁଲ ଛୁଟି । ଆଉ କିଛି ମନେ ରହୁ କି ନ ରହୁ କିନ୍ତୁ ସ୍କୁଲରେ ପଢିବା ବେଳଠୁ ଏହିଭଳି କିଛି କିଛି ତାରିଖ ନିଶ୍ଚିତ ଭାବେ ମନେ ରଖୁଥିଲୁ । କାରଣ ଏହି ଦିନମାନଙ୍କରେ ଆମକୁ ସରକାରୀ ଭାବେ ଛୁଟି ମିଳୁଥିଲା । ନହେଲେ କେତେଯେ ପ୍ରକାରର ବାହାନା ସବୁ ଉଦ୍ଭାବନ…

କବିତା : ସୁନେଲୀ ସପନ

"ଆନ୍ତର୍ଜାତିକ ଶାନ୍ତି ଦିବସ" ଉପଲକ୍ଷେ  ଡାକ ଏବେ ସମସ୍ତଙ୍କୁ ମୁକ୍ତାକାଶ ତଳେ ଆସି ଏକତ୍ରିତ ହେବା , ସମୟର ପ୍ରମତ୍ତପଣକୁ ବିଧିର ଭସ୍ମଭାବି ଦେହରେ ବୋଳିବା , ବେଜାଏ ଦୁଃଖ ଧରି ବସିଥିବା ମାନଙ୍କୁ ମନେଇବା, ଅସନା ଆବର୍ଜନା ଯେତେ ସବୁ ବାଛି ଶୂନ୍ୟରେ ତା' କବର ତୋଳିବା।…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୪୩)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୪୩ ଡକ୍ଟର ସୁଲକ୍ଷଣା ବସା ଭାରି  ସୁନ୍ଦର ଢଙ୍ଗରେ ଉପସ୍ଥାପନା କରନ୍ତି ତାଙ୍କର ବକ୍ତବ୍ଯ।ବହୁତ ଭଲ ଲାଗେ ତାଙ୍କ କଥା। ସବୁବେଳେ ମନରେ ଆଶା ,ଭରସା ଜଗାଇ ଉଚ୍ଚତର ସୋପାନ ଆଡକୁ ଘେନି ଯିବାର ପ୍ରୟାସ ଜାରି ରଖନ୍ତି ସଦା। ମୁଁ…

ପ୍ରବାସୀ ଓଡ଼ିଆଙ୍କ ତରଫରୁ ମନୋରମା ମହାପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର : ବରିଷ୍ଠ ସାହିତ୍ୟିକା ମନୋରମା ମହାପାତ୍ରଙ୍କ ବିୟୋଗରେ ବିଶ୍ୱ ଓଡ଼ିଶା ସମାଜ ତରଫରୁ ଏକ ଆଭାସି ଶୋକସଭା ଆୟୋଜିତ ହୋଇଯାଇଛି । ଉକ୍ତ ଆଭାସୀ କାର୍ଯ୍ୟକ୍ରମରେ ଶତାଧୀକ ପ୍ରବାସୀ ଓଡ଼ିଆ ନେତୃବର୍ଗ, ବିଭିନ୍ନ ରାଷ୍ଟ୍ରର ଓଡ଼ିଆ ସମାଜର କର୍ମକର୍ତ୍ତାମାନେ ଯୋଗଦେଇ ସ୍ବର୍ଗତଃ ମହାପାତ୍ରଙ୍କ…

ପୁସ୍ତକ ପରିଚୟ : ଆଲକେମିଷ୍ଟ

ଆଲକେମିଷ୍ଟ ମୂଳ ପର୍ତ୍ତୁଗୀଜ: ପାଉଲୋ କୋଏଲୋ ଓଡ଼ିଆ: ସୋମେଶ ମହାପାତ୍ର, ମନୀଷା ମିଶ୍ର ପ୍ରକାଶକ: ମଂଜୁଳ ପବ୍ଲିଶିଂ ହାଉସ୍‍, ଉଷାପ୍ରୀତ କମ୍ପେ୍ଲକ୍ସ,୪୨ ମାଲବ୍ୟ ନଗର, ଭୋପାଳ ପୃଷ୍ଠା: ୧୭୬ ମୂଲ୍ୟ: ୨୫୦ ଟଙ୍କା ବିଶ୍ୱର ସମସାମୟିକ ବହୁଚର୍ଚ୍ଚିତ ଉପନ୍ୟାସମାନଙ୍କ ମଧ୍ୟରୁ ‘ଦି…