Latest Odisha News

BREAKING NEWS

Browsing Category

ସାହିତ୍ୟ

ଭାଗବତ ଜନ୍ମ

ଲୋପାମୁଦ୍ରା ପରିଡ଼ାଙ୍କ ସ୍ମୃତିରୁ ଖିଏ ସାତଶହ ବର୍ଷ ତଳ କଥା । ଶାସନୀ ବ୍ରାହ୍ମଣ ଗାଁ । ଷୋଳ ଶାସନରୁ ଶାସନେ କପିଳେଶ୍ବରପୁର । ମାଆଟିଏ ବୁଝିପାରୁନି ତା ଆଗ୍ରହର ବିଷୟବସ୍ତୁ । ପୋଥି ପୁରାଣ ଲେଖା ସଂସ୍କୃତରେ । ନାରୀ ଶିକ୍ଷାର ଆରମ୍ଭ ଯୁଗରୁ ବହୁପଛର ସମୟ । ସବୁ ଦିନେ ସ୍ବାମୀ…

ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ନନା !  ଏଇ ଚିଠି ସେତେବେଳେ ଲେଖୁଛି ଯେତେବେଳେ ତୁମେ ଜଣେଇ ସାରିଛ ଜୀବନକୁ ଜୀଇଁଯିବା ଲାଗି ତୁମେ ସ୍ପୃହାମାନଙ୍କୁ ଭୁଲି ଯାଇଛ । ଶେଷଥର ତୁମକୁ କେବେ ଚିଠି ଲେଖିଥିଲି ମୋର ମନେ ନାହିଁ ନନା ଯଦିଓ ପ୍ରତ୍ୟହ ଗଦା ଗଦା ଚିଠି ଲେଖା ଚାଲିଥାଏ ମୋ ଡାଏରୀ ଫର୍ଦ୍ଦରେ ଭିନ୍ନ ଭିନ୍ନ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା ( ୪୨ )

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୪୨ ପିଲାବେଳୁ ମାଆ ଓ ବାପା ଗୁରୁଙ୍କ ପାଖରୁ ଦୀକ୍ଷିତ ହୋଇଥିଲେ। ସେଇଥି ପାଇଁ ରଞ୍ଜୁ ଧ୍ୟାନ ଶିଖିଥିଲା ଏକଦମ୍ କମ୍ ବୟସରୁ। ନାଭି ପାଖରେ ଦୁଇ ହାତ ପାପୁଲିକୁ ଗୋଟିକ ଉପରେ ଗୋଟିଏ ରଖି  ମେରୁଦଣ୍ଡ ସିଧାକରି ଜିଭ ବା ଓଠ…

କବିତା : ଜୟ ଜୟ ଜଗନ୍ନାଥ କରୁଣା ସାଗର

ଶୈଲେନ ରାଉତରାୟ  ଜୟ ଜୟ ଜଗନ୍ନାଥ କରୁଣା ସାଗର । ଜୟ ନୀଳଗିରିନାଥ କମଳାର ବର । ୦। ପତିତପାବନ ବାନା ଅଧିକାରୀ ସେହି । ଯେହୁ ନେତ ଦରଶନେ ପାପ ଯାଏ ଦହି । ୧। ଆଦିଗନ୍ତ ଚରାଚର ମାନଚିତ୍ର ଯା'ର । ସେହି ପ୍ରଭୁ ପୟରରେ ଅଟେ ମୁଁ କିଙ୍କର । ।୨ ନ ଯିବି ଶିରିଡ଼ି, ନ ଗମିବି…

‘ବିବାକ ବସୁଧା’ ଓ ‘ନିଖିଳ ଜୀବନବୋଧ ଓ ମାନବାତ୍ମାର କବି ଭରତ ବେହେରା’ ଉନ୍ମୋଚିତ

ଭୁବନେଶ୍ୱର : ଅଗ୍ରଣୀ ପ୍ରକାଶନୀ ସଂସ୍ଥା 'ଏଥେନା ବୁକ୍ସ' ଆନୁକୂଲ୍ୟରେ, ସ୍ଥାନୀୟ କେଦାରନାଥ ଗବେଷଣା ପ୍ରତିଷ୍ଠାନ ସଭାଗୃହରେ କବି ଭରତ ବେହେରାଙ୍କ କବିତା ସଙ୍କଳନ "ବିବାକ ବସୁଧା" ଓ ବିରଞ୍ଚି କୁମାର ପାଣିଙ୍କ ସମ୍ପାଦିତ "ନିଖିଳ ଜୀବନବୋଧ ଓ ମାନବାତ୍ମାର କବି ଭରତ ବେହେରା " ଉନ୍ମୋଚିତ…

ସମୀକ୍ଷକ ନହେଲେ ଜଣେ ସଫଳ ସ୍ରଷ୍ଟା ହେବା ସମ୍ଭବ ନୁହେଁ : ନବଜ୍ୟୋତି ରାୟ

ଓଡ଼ିଆ ସାହିତ୍ୟର ଏକ ସଶ୍ରଦ୍ଧ ଉଚ୍ଚାରଣ ନବଜ୍ୟୋତି ରାୟ। ଚିରାଚରିତ ଶୈଳୀର ଢେର ଉର୍ଦ୍ଧ୍ବରେ ତାଙ୍କର ସୃଷ୍ଟି। କାହାର ପ୍ରଶଂସା ବା ନିନ୍ଦା ପ୍ରତି ଖିଆଲ ନଥାଏ ତାଙ୍କର। ତାଙ୍କ ରଚିତ କବିତାର ଶବ୍ଦବିନ୍ୟାସ ଏବଂ ନିଖୁଣ ଉପସ୍ଥାପନା ତାଙ୍କ ସମାଲୋଚକଙ୍କୁ ମଧ୍ୟ ବାଧ୍ୟ କରିଦିଏ ତାଙ୍କ ପ୍ରଶଂସା…

କବିତା : ଭୟ ଓ ଭୋକ

ଦୀନବନ୍ଧୁ ବେଜ ଭୟ ଓ ଭୋକ ପାଇଁ ମୃତ୍ୟୁ ଜୀବନ ପୋକ ମାଛିଠୁ ତୁଚ୍ଛ ସ୍ଥୁଳରୁ ସୂକ୍ଷ୍ମ ଏବେ ଜୀବନ କାଳ ପଦ୍ମପତ୍ରରେ କାକର ଢଳଢ଼ଳ ଢେମ୍ଫରେ ବାସୀଫୁଲ ପରି ଉଙ୍କି ମାରୁଥିବା ସ୍ୱପ୍ନ ସତ ବୋଲି ଶୁଣିବାକୁ ମଣିଷଙ୍କର ଅଭାବ । ଭୟର ପାହାଡ଼ ଲଦି ହୋଇବି ସୌଭାଗ୍ୟରେ ପ୍ରଶ୍ଵାସ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୪୧)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୪୧ ଡକ୍ଟର ମିସେସ୍ ସୁଲକ୍ଷଣା ବସା ଆରମ୍ଭ କଲେ କଥା। ସବୁଦିନ ଆମ ଓଡିଶା ଟିଭି ଚ୍ୟାନେଲରେ ସକାଳ ସାତଟାରେ  ପ୍ରସାରିତ ହୁଏ ତାଙ୍କ ଦାର୍ଶନିକ ବାର୍ତ୍ତା। ଅସଂଖ୍ୟ ଦର୍ଶକ ଉପଭୋଗ କରନ୍ତି ତା'କୁ। ମିଠାସ୍ବର, ଅପୂର୍ବ…

ଅନୁବାଦ ଗଳ୍ପ : ଦଙ୍ଗା

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୪ ମୂଳ ଇଂରାଜୀ : ଖୁସୱନ୍ତ ସିଂ  ମୁୁହଁ ଅନ୍ଧାର । ସାରା ସହରଟା ନିସ୍ତେଜ । ଚାରିଆଡ଼େ ଦୋକାନ ବଜାର ପଡ଼ି ଯାଇଛି । ରାସ୍ତାକଡ଼ ବତୀଖୁଣ୍ଟରୁ ଆଲୁଅ ସବୁ ଜଳି ଉଠିଲାଣି । ରାସ୍ତା ଶୂନଶାନ୍ । କେବଳ ଯାହା କାଁ ଭାଁ କେଇଜଣ ପହରାଦାର ପୁଲିସ…

ବରିଷ୍ଠ ସେବକ ଭଗବାନ ସୁଆରଙ୍କ ଅନୁଭୂତିର କଥା

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସେବାରେ ଶତାଧିକ ବର୍ଗର ସେବକ ସେମାନଙ୍କର ପାଳି ମୁତାବକ ଅଦମ୍ୟ ନିଷ୍ଠା ଓ ପ୍ରଭୁଙ୍କ ନିକଟରେ ସମର୍ପଣ ଭାବ ସହିତ କର୍ତ୍ତବ୍ୟ ସମ୍ପାଦନ କରିଥାଆନ୍ତି । ସେବା କରିବା ଅବସରରେ ଶ୍ରୀମନ୍ଦିରରେ ସେମାନଙ୍କର ଜୀବନର ବହୁ ସମୟ କାଟିବା ପରିପ୍ରେକ୍ଷୀରେ ବହୁ ରୋଚକ ଅନୁଭବ…