Latest Odisha News

BREAKING NEWS

Browsing Category

ସାହିତ୍ୟ

ଜ୍ଞାନ ଓ ଶ୍ରଦ୍ଧା

ଗଣେଶ ଚନ୍ଦ୍ର କୁଣ୍ଡ  ଭାରତ ଏକ ଧର୍ମ ପରମ୍ପରାର ଦେଶ ।ଏଠାରେ ପ୍ରତ୍ୟକ ବ୍ୟକ୍ତି ପ୍ରତ୍ୟକ୍ଷ ଭାବରେ କେଉଁ ନା କେଉଁ ଧର୍ମକୁ ଆପଣେଇଥାନ୍ତି । କାରଣ ମନୁଷ୍ୟ ଏକ ସାମାଜିକ ପ୍ରାଣୀ । ସେ ସର୍ବଦା ଅନ୍ୟ ଉପରେ ନିର୍ଭରଶୀଳତାକୁ ଗୁରୁତ୍ୱ ଦେଇଥାଏ । ଯେପରିକି ଆଶ୍ରା, ଆଶ୍ରିତ ଓ ଆଶ୍ରୟକୁ ନେଇ…

କବିତା : ସମ୍ପର୍କ

ଶୁଭେନ୍ଦୁ କୁମାର ମହାପାତ୍ର ସମ୍ପର୍କଟି କେବେ ସୂତାଖିଅକର ଲୁହାର ଶିକୁଳି କେବେ ସମ୍ପର୍କର ମୂଲ୍ୟ ତା ପାଇଁ ଅମୂଲ୍ୟ ସୁମଣିଷ ଯିଏ ଭବେ । ସ୍ୱାର୍ଥର ସାଧନେ ଗଢ଼ା ସମ୍ପର୍କଟି ଫୁଲରେ ଭ୍ରମର ପରି ସ୍ୱାର୍ଥ ସରିଗଲେ ଉଡିଯାଇଥାଏ ଆନଫୁଲେ ଆଶ୍ରାକରି । ସ୍ୱାର୍ଥାନ୍ଧ ମଣିଷ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୪୯)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୪୯ ଛୋଟରାୟ ବାବୁ  କୁନୁମାଉସୀକୁ ଯତ୍ନ ସହକାରେ ହୋଟେଲରେ ରଖି ନିଜଘରକୁ ଗଲେ। ଘରଟିଏ ଖୋଜୁଥିବା ଝିଅର ସ୍ବପ୍ନ ପାଇଁ ଦୁହେଁ ଫେରି ଆସିଥିଲେ ପୁରୁଣା ଜାଗାକୁ । ତାଙ୍କ ଘରେ ବହୁତ ଖୁସି ସମସ୍ତେ। ବାପାଙ୍କୁ ପାଇଲେ ପିଲାଏ…

ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ଆପେକ୍ଷିକ  "ଜୀବନ ଦୁଇ ପଦର ଗୀତ - ପଦେ ସୁଖର ତ ପଦେ ଦୁଃଖର " ଏହି ପଦକ କଥା ବହି ଯାଉଥିବା ନଈ ଉଦ୍ଦେଶ୍ୟରେ କହିଥିଲ ସେଦିନ ଯେତେବେଳେକି ନଈ ସୁଅରେ ଭାସିଯାଉଥିବା ଅଳିଆସମୂହ ଚିତ୍ରବିଚିତ୍ର ହୋଇ ଆପଣା ଛନ୍ଦରେ ଚିତ୍ରାୟିତ ହେଉଥିଲେ ନଈର ଛାତିରେ । ମୁଁ ଭାବପ୍ରବଣ ହେଉଥିଲି କ୍ରମଶଃ ଠୁଳ…

ଲେଖକ ପାଇଁ ପାଠକ ହିଁ ଶ୍ରେଷ୍ଠ ବିଚାରକ : କିଶୋର ଆକାଶ

ଜଣେ କବି , ଗାଳ୍ପିକ, ନାଟ୍ୟକାର ଓ ଗୀତିକାର ଭାବରେ କିଶୋର ଆକାଶ ଖୁବ୍ ପରିଚିତ। ନିଜର ସ୍ଵକୀୟ ଭାଷା ଶୈଳୀ, ଉନ୍ନତ ପାତ୍ରୋଚିତ ସଂଳାପ ଓ ଚଳଚଞ୍ଚଳ ପ୍ରବାହମାନ ଦୃଶ୍ୟ ସଂଯୋଜନା ଦ୍ୱାରା ସେ ବିମୋହିତ କରି ପାରନ୍ତି ପାଠକ ଓ ଦର୍ଶକମାନଙ୍କୁ। ଅନୁବାଦ ସାହିତ୍ୟରେ ମଧ୍ୟ ସେ ଖୁବ୍ ସିଦ୍ଧହସ୍ତ ।…

କବିତା : ଏମିତି ଏକ ଦେଶ

ଲକ୍ଷ୍ମୀପ୍ରିୟା ଓଝା  ଏମିତି ଏକ ଦେଶ ଯେଉଁଠି ନବେ ଭାଗ ଜମି ବଞ୍ଜର, ଦଶ ଭାଗରେ ହସୁଥାଏ ସଫେଦ ଜହର । ପ୍ରକୃତି ଘୋଡେଇ ହେଇଥାଏ ପାହାଡ଼ ଓ ବାଲିର ଚାଦର, ଯେଉଁଠି ଭୋକ ଆଉ ଭୋକ, ଜ୍ଞାନ, କୌଶଳର ଅଭାବରେ ମୂଲ୍ୟହୀନ କୋଳର ଖଣିଜ ଖଦାନ । ଏମିତି ଏକ ଦେଶ ଡାକ୍ତର ହେବାକୁ ସ୍ବପ୍ନ…

ଅନୁବାଦ ଗଳ୍ପ : ଭୁଷିକଟା କଳ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୫  ମୂଳ ହିନ୍ଦୀ: ଉପେନ୍ଦ୍ରନାଥ ଅସ୍କ                                                                             ଇସଲାମାବାଦ ସହରର ଯେଉଁ ମୁସଲମାନ ସମ୍ପ୍ରଦାୟର ଲୋକ ରେଳଲାଇନ ଆରପଟେ ବସବାସ କରି ରହୁଥିଲେ, ସେମାନେ ନିଜ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୪୮)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୪୮ ସତକୁ ସତ ଆମ ପ୍ରିୟ କୁନୁ ମାଉସୀ ବଦଳିଯାଉଥିଲା ଧିରେ ଧିରେ। ମନ କାହାକୁ ଦେବନି ବୋଲି ଯୋଉ ପ୍ରତିଜ୍ଞା ଥିଲା ସେସବୁ ଉଭେଇ ଯାଉଥିଲା ଛାଆଁକୁ ଛାଆଁ। ମନ ପୁଣି  କ'ଣ ଯେ ....ଶୂନ୍ୟରୁ ମହାଶୂନ୍ୟକୁ  ଉଡାଣ। ପବନକୁ…

ସାହିତ୍ୟ ପତ୍ରିକା ‘ଶିଳାଶ୍ରୀ’ର ପୂଜା ସଂଖ୍ୟା ଓ ‘ତଥାସ୍ତୁ’ ଉନ୍ମୋଚିତ

ଭୁବନେଶ୍ୱର : ତ୍ରୈମାସିକ ସାହିତ୍ୟ ପତ୍ରିକା ଶିଳାଶ୍ରୀର ପୂଜା ବିଶେଷାଙ୍କ ଏବଂ ଶିଳାଶ୍ରୀ ପ୍ରକାଶନୀ ପକ୍ଷରୁ ପ୍ରକାଶିତ ମଞ୍ଜୁଳା ତ୍ରିପାଠୀଙ୍କ କବିତା ସଙ୍କଳନ "ତଥାସ୍ତୁ " ସ୍ଥାନୀୟ ବୁଦ୍ଧ ମନ୍ଦିର ସଭାଗୃହରେ ଉନ୍ମୋଚିତ ହୋଇ ଯାଇଛି। ଏହି ଅବସରରେ ଲତିକା ମହାପାତ୍ର ( ସଙ୍ଗୀତ),…

କୁଳାଙ୍ଗାର ଉବାଚ : ଇଶ୍ବର ଏକ ରାସ୍ତା କଡ଼କୁ ଦେଖ

ଏହା ଅତ୍ୟନ୍ତ ଗର୍ବର କଥା କି ଆମ ରାଷ୍ଟ୍ରରେ ଧର୍ମଗତ ଭେଦଭାବ ନାଇଁ; ସବୁ ଧର୍ମର ଲୋକ ତେଣୁ ସତତ ଚେଷ୍ଟିତ ରାଷ୍ଟ୍ର ସମ୍ପତ୍ତିକୁ ନିଜର କରିବା ପାଇଁ! ସବୁ ଧର୍ମକୁ ସବୁ ଇଶ୍ବରାନୁଗାମୀଙ୍କୁ ସମାନ ଦେଖିବା ରାଷ୍ଟ୍ରବାଦ ; ସମସ୍ତଙ୍କ ପାଇଁ ତୈଳଦର ଏକ୍ ଏକା ଲାଞ୍ଚ ଦେଇ ସଭିଏଁ…