Latest Odisha News
Browsing Category

ସାହିତ୍ୟ

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା ( ୧୭ )

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୧୭ କୁଟୁମ୍ବ  କହିଲେ କେହି ନାହିଁ।  ବାପା, ଜେଜେବାପାଙ୍କର ଏକମାତ୍ର ପୁଅ। ଆଉ କେହି  ନଥିଲେ ଆଗକୁ , ପଛକୁ।  ଅମୃତା ବି ଏକା ସେମିତି।  ଏଇଠୁ ସେଇଠୁ ଶୁଣେ ବାପା କୁଆଡେ  ଆଶ୍ରମକୁ ପଳାନ୍ତି। ଗାଁ ଲୋକଙ୍କ କଥା ବିଶ୍ୱାସ…

ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ଅନଲାଇନ ଆଲୋଚନା ଚକ୍ର

ଭୁବନେଶ୍ୱର : ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ, ବ୍ୟାସକବି ଫକୀରମୋହନ ଭବନ, ନୟାପଲ୍ଲୀ, ଭୁବନେଶ୍ୱର, ଆନୁକୂଲ୍ୟରେ ଗୁଗୁଲ ମିଟ ମାଧ୍ୟମରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍କନ୍ଦ ପୁରାଣ , ପାଞ୍ଚ ରାତ୍ରର ପ୍ରଚାର ପ୍ରସାର ନିମନ୍ତେ…

ଆଜାଦୀ କା ଅମୃତ ମହୋତ୍ସବ ସହ ୫୪ତମ ସଂସ୍କୃତି ଚର୍ଚ୍ଚା ସମ୍ପାନ ଅନୁଷ୍ଠିତ

ଭୁବନେଶ୍ୱର : ରାଜ୍ୟ ଅଭିଲେଖାଗାର ପରିସରରେ, ଆଜାଦୀକା ଅମୃତ ମହୋତ୍ସବ ପାଳନ ଅବସରରେ "ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ସମ୍ବାଦପତ୍ରମାନଙ୍କ ଭୂମିକା" ଶୀର୍ଷକରେ, ' ୫୪ତମ ସଂସ୍କୃତି ଚର୍ଚ୍ଚା ସମ୍ପାନ' ଅନୁଷ୍ଠିତ ହୋଇଯାଇଛି। ନିର୍ଦ୍ଦେଶକ ରଞ୍ଜନ କୁମାର ଦାସଙ୍କ ସଭାପତିତ୍ୱରେ, ଏହି…

ବ୍ୟଙ୍ଗ : ଷଣ୍ଢଙ୍କ ରାକ୍ଷୀ ଚିନ୍ତା

ଆଜି ଆମ ଏରିଆର ଷଣ୍ଢ ମାନଙ୍କ ଏକ ମିଟିଂ ବସିଥିଲା । ବୁଲା ଫାଙ୍କାରେ ବୁଲୁଥିବା ଷଣ୍ଢ ମାନଙ୍କ ଚିନ୍ତାର କାରଣ ହେଲା ଆସନ୍ତା ରାକ୍ଷୀ ପୁନେଇଁ । ଷଣ୍ଢଙ୍କ ସର୍ଦ୍ଦାର କହିଲା ଆମେ ହେଲୁ ଜାତିରେ ଷଣ୍ଢ । ନା ଆମର ଅଛି ପରିବାର ଚିନ୍ତା ନା ସଂସାର ଚିନ୍ତା । ସାରା ପୃଥିବୀଟା ଆମ ପାଇଁ ଗାଈମୟ ।…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା ( ୧୬ )

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୧୬ କାମ ସରିସରି ଆସୁଥିଲା। ପାହିପାହି ଯାଉଥିଲା ରାତି। ଲିଭିଲିଭି ଯାଉଥିଲା ସ୍ବପ୍ନ। ଗତକାଲି ଥାକଥାକ ହୋଇ ସାଇତା ଯାଉଥିଲା  ମନରେ ହୃଦରେ। ପ୍ରତିଦିନ ସେଇ ଏକାପରି କାମର ଲହରୀ। ଅମୃତା ଭାବେ ଗୋଟିକ ପରେ ଗୋଟିଏ କାମ ,…

ପୁସ୍ତକ ପରିଚୟ : ରେଡରୋଜ

ରେଡରୋଜ ଗାଳ୍ପିକା : ସ୍ବର୍ଣ୍ଣଲତା ମହାପାତ୍ର ପ୍ରକାଶକ : ପଶ୍ଚିମା ପବ୍ଲିକେଶନ୍ ନୟାପଲ୍ଲୀ, ଭୁବନେଶ୍ୱର-୧୨ ପୃଷ୍ଠା : ୧୬୦ ମୂଲ୍ୟ : ୧୩୦ ଚବିଶଟି ଗଳ୍ପକୁ ନେଇ ଗାଳ୍ପିକା ସ୍ଵର୍ଣ୍ଣଲତା ମହାପାତ୍ରଙ୍କର ଗଳ୍ପ ସଙ୍କଳନ ରେଡରୋଜ ଏକ ସ୍ୱତନ୍ତ୍ର ସୃଷ୍ଟି । ଅତି ସରଳ, ସାଧାରଣ…

କବିତା : ଅନାମିକା ପ୍ରେମିକା

ଶୁଭ୍ରାଂଶୁ ଶେଖର ମାହୁନ୍ତ ଏକୁଟିଆପଣକୁ ଆବୋରି ଅବଶିଷ୍ଟ ଆୟୁଷ ନେଇ ଜିଉଁଥିବା ବେଳେ ଦଲକାଏ ପବନ ପରି ହଠାତ୍ ମୋ ଜୀବନ ପରିଧିକୁ ଧଶେଇ ପଶିଆସିଲ ହେ ମୋର ଅନାମିକା ପ୍ରେମିକା, ତୁମ ପିରତିର ମଧୁର ସ୍ପର୍ଶରେ ଶିହରିତ କଲ ମୋ ତନୁମନକୁ ଅନାବିଳ ଦେହାତୀତ ପ୍ରଣୟର ଦ୍ବାହି ଦେଇ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା ( ୧୫ )

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୧୫ ଆଜିକୁ ଛାଡି  ଗତକାଲିକୁ  ମନ ଯାଉଥିଲା ବାରମ୍ବାର । ବର୍ତ୍ତମାନ ସର୍ବସ୍ଵ ହେଲାପରେ ପୁଣି ପଛକୁ  ଫେରିଯାଉଥିଲା ଥରକୁଥର। ଭବିଷ୍ୟତର ମୀନାର ଉପରେ ପାଦ ଥୋଇବାକୁ ଗଲାବେଳକୁ  ଅତୀତ,  ତଳକୁ ଟାଣି ଧରୁଥିଲା। ମିଠାମିଠା …

ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ଅରୁଣିମାର ସ୍ବପ୍ନ  ପୂର୍ବ ଚିଠିରେ ସୂଚେଇ ଥିଲି ତାରା ଖଚିତ ଆକାଶର ଉଜ୍ଜ୍ଵଳତା କୋମଳ ଜ୍ୟୋତ୍ସ୍ନାର ସ୍ନିଗ୍ଧ ଶୀତଳ ସ୍ପର୍ଶ ତନ୍ମଧ୍ୟରେ ତୁମ ଦୁଇ କଥାକୁହା ଆଖିର ଅପୂର୍ବ ମାଦକତା । ତୁମ ସହ ସମ୍ପର୍କୀକୃତ ହେଲା ପରେ ଉପଲବ୍ଧିରେ ନେଇ ସାରିଛି କେତେବେଶି ଅଲୌକିକ ଲାଗେ କ୍ଷୀଣ ଆଲୋକର…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା ( ୧୪ )

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୧୪ ସି. ସି .ଟିଭି କ୍ୟାମେରାର  ଫୁଟେଜ ଦେଖି ଜାଣିଲା  ରଞ୍ଜୁ ଅନେକ  କିଛି।  ନିୟମିତ  ଯିବା ଆସିବା  ସହ କାମ ଠିକ୍ ହେଉଛି । ଡକ୍ଟର ସବୁବେଳେ ଅସ୍ତିସୂଚକ କଥା କହୁଛନ୍ତି। ମନଟା ଯାହା ମାନୁନି। କେବେ ଯେ  ଠିକ୍  ହବ…