Latest Odisha News

BREAKING NEWS

Browsing Category

ସାହିତ୍ୟ

କଥାକାର କିଶୋରୀଚରଣ ଦାସଙ୍କ ଜୟନ୍ତୀ ପାଳିତ

କଟକ : କିଶୋରୀଚରଣ ସ୍ମୃତି ସଂସଦ ଆନୁକୂଲ୍ୟରେ କଥାକାର କିଶୋରୀଚରଣ ଦାସଙ୍କ ୯୭ତମ ଜୟନ୍ତୀ ଉତ୍ସବ କଟକ ଶ୍ରୀରାମଚନ୍ଦ୍ର ଭବନରେ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଓଡ଼ିଆ ବିଶ୍ୱବିଦ୍ୟାଳୟର ବିଶେଷ କର୍ତ୍ତବ୍ୟରତ ଅଧିକାରୀ ବିଜୟ କୁମାର ନାୟକ ଯୋଗଦେଇ  କିଶୋରୀଚରଣଙ୍କୁ ଜୀବନ…

ଗଳ୍ପ : ଅହମିକାର ଆରପାଖ

ହିମାଂଶୁ ଆଚାରୀ  ନିଜ ଜୀବନଠୁ ଆଉ ବଡ ଶିକ୍ଷକ କିଏ ? ପ୍ରତି ମୁହୂର୍ତ୍ତରେ ସେ ଆମକୁ ଶିଖାଏ ବଞ୍ଚିବାର ରହସ୍ୟ । ହଠାତ୍ ଏ କଥା ପଦକ ଅଚାନକ ଉଲକା ପରି ଖସିପଡିଲା ଦୀପାଙ୍କ ଓଠରୁ । ଚମକିଗଲେ ଶ୍ରୀକାନ୍ତ ବାବୁ ! ଗତ କାଲି ଜିଲ୍ଲା ପ୍ରଶାସନ ତରଫରୁ ପାଳିତ ହେଇଥିବା ଗୁରୁଦିବସ ଅବସରରେ…

ଗଳ୍ପ : ଅନ୍ଧକାରର ଅନୁଭୂତି

ଶ୍ରୀୟା    ମଧୁ- ଉଆଁସୀ ରାତିଟାରେ ଏକଲା ଛାତ ଉପରେ କାହିଁକି ବସିଛ ଯେ? ବିକ୍ରମ- କଣ କାମ ଥିଲା କି ମୋ' ଠି? କହୁନ... ମଧୁ- ନା, ନା.... ସେମିତି ନୁହେଁ ଯେ, ହେଲେ ବିକ୍ରମ, ଅନ୍ଧାରଟା କଣ ଏତେ ଭଲ ଲାଗେ, ତୁମକୁ? ବିକ୍ରମ- ଅନ୍ଧାର ଗୋଟେ ଅନୁଭୂତି.....! ନିସ୍ତବ୍ଧ ଅମା ରଜନୀର…

ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ପୁସ୍ତକ ଚର୍ଚ୍ଚା କାର୍ଯ୍ୟକ୍ରମ

ଭୁବନେଶ୍ୱର : ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ରାଜ୍ୟ ସଂଗ୍ରହାଳୟସ୍ଥିତ ମୁକ୍ତାକାଶ ଉଦ୍ୟାନରେ ପୁସ୍ତକ ଚର୍ଚ୍ଚା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ହି ଅବସରରେ ବିଶିଷ୍ଟ ସାହିତ୍ୟିକ ପ୍ରଫେସର ସନ୍ତୋଷ କୁମାର ରଥ ସନ୍ଥକବି ଭୀମ ଭୋଇଙ୍କ "ସ୍ତୁତି ଚିନ୍ତାମଣି " ବିଷୟରେ ଆଲୋଚନା…

କୃଷ୍ଣ ବଳଙ୍କ ପ୍ରବନ୍ଧ ସଙ୍କଳନ ‘ରକ୍ତରାଗର ଚହଟା’ ଲୋକାର୍ପିତ

ଭୁବନେଶ୍ୱର : ବିଶିଷ୍ଟ ପ୍ରାବନ୍ଧିକ  କୃଷ୍ଣ ବଳଙ୍କ ପ୍ରବନ୍ଧ ' ରକ୍ତରାଗର ଚହଟା ' ଲୋକାର୍ପିତ ହୋଇଯାଇଛି। ଏହି ଉତ୍ସବରେ ଔପନ୍ୟାସିକା ଇନ୍ଦିରା ଦାସ ଅଧ୍ୟକ୍ଷତା କରି ପ୍ରାବନ୍ଧିକ ଶ୍ରୀ ବଳଙ୍କ ଲେଖକ ଜୀବନ ଉପରେ ଆଲୋକପାତ କରିଥିଲେ। ଏହି ଉତ୍ସବରେ ନିବାସ ଦାସ ସ୍ୱାଗତ ଭାଷଣ ଦେଇଥିବା…

କବିତା : କର୍ଣ୍ଣ ବିକର୍ଣ୍ଣ କୁମ୍ଭକର୍ଣ୍ଣ

ଶିବ ସୁନ୍ଦର କର୍ଣ୍ଣ ମୋ ହାତରେ ଥିଲା ବିଜୟ କିନ୍ତୁ ପ୍ରାରମ୍ଭରୁ ପରାଜୟ ଲେଖି ସାରିଥିଲା ଭାଗ୍ୟ ଗୁରୁଙ୍କ ସୂଚୀରେ ଅଜାତି ତ ଆଜନ୍ମ ଅଯୋଗ୍ୟ ସାଧିବାକୁ ଲକ୍ଷ.. ଧରିନେଲି ଅଧର୍ମର ମାର୍ଗ ସେଇଠି ହିଁ ବରିଥିଲି ଶ୍ରାପ ଆଉ ବିଦ୍ୟା ଭୁଲିବାର ଯୋଗ ଚାହିଁଥିଲେ କଣ ପାଇନଥାନ୍ତି…

ସୃଷ୍ଟିର ପ୍ରକୃତ ମୂଲ୍ୟାୟନ ହୁଏ ସର୍ବକାଳୀନ ପାଠକମାନଙ୍କ ଗ୍ରହଣଶୀଳତାରେ : ରାମକୃଷ୍ଣ

ସମକାଳୀନ ଓଡ଼ିଆ ସାହିତ୍ୟରେ ସୁପରିଚିତ ନାଁ କବି ରାମକୃଷ୍ଣ l ତାଙ୍କ ସୃଷ୍ଟିର ବଳୟ ମାପିବା ଖୁବ କଷ୍ଟକର l ତାଙ୍କ ରଚନାର ପ୍ରତିଟି ଅକ୍ଷରରେ ବାରି ହୋଇ ପଡ଼େ ତାଙ୍କ ସୃଜନଶୀଳତାର ନିଆରାପଣ l ପାଠକଙ୍କୁ ବାନ୍ଧିରଖେ ତାଙ୍କ ଶବ୍ଦ ଚାତୁରୀର ଚମତ୍କାରିତା l ଅନୁଭବ, ଅନୁଭୂତି ଓ କଳ୍ପନାର…

କବିତା : ନିଦାଘର ଯନ୍ତ୍ରଣା

ଅଶ୍ବିନୀ ତ୍ରିପାଠୀ ସରିଆସେ ଶୀତ ଆସିଲେ ବସନ୍ତ ଗୁଞ୍ଜରି ଉଠଇ ଧରା ମୃଦୁ ମଳୟରେ ଆସ ତୁମେ ବାରେ ପହିଲି ଫଗୁଣ ଖରା ।। ପ୍ରକ୍ରୁତିର ରାଣୀ ସୁନ୍ଦର ଧରଣୀ ଅସରନ୍ତି ଆଶା ନେଇ ଅପେକ୍ଷାର ଅନ୍ତ ହେ ଚିର ବସନ୍ତ କେତେ କଥା ଯାଅ କହି ।। ଫଗୁଣ ସକାଳ କେତେ ଯେ ସ୍ବପ୍ନିଳ ଅନୁଭବ…

ମାର୍ଚ୍ଚ ୨୭ରୁ ଆରମ୍ଭ ହେବ ଭୁବନେଶ୍ୱର ପୁସ୍ତକ ମେଳା

ଭୁବନେଶ୍ୱର : ଆସନ୍ତା ମାର୍ଚ୍ଚ ୨୭ରୁ ଆରମ୍ଭ ହେବ ଭୁବନେଶ୍ୱର ପୁସ୍ତକ ମେଳା "ଅକ୍ଷର"। ମାର୍ଚ୍ଚ ୨୭ରୁ ଏପ୍ରିଲ ୪ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର ପ୍ରଦର୍ଶନୀ ପଡ଼ିଆରେ ଏହା ଅନୁଷ୍ଠିତ ହେବ। ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ ,ରାଜଧାନୀ ପୁସ୍ତକ ମେଳା କମିଟି ,ଏକାମ୍ର ପୁସ୍ତକ…

କବିତା : ପୁନେଇଁ ନିଆଁ

ଜ୍ଞାନ ରଞ୍ଜନ କର ତୁମେ ହେଇଥାଅ ବାର ମାସେ ବାର ପୁନେଇଁ ରାତିର ପୂର୍ଣ୍ଣ ଜହ୍ନ, ହେଲେ ମୋତେ ତୁମେ ଜାଣିନ, ମୁଁ ଅଗିରା ପୁନେଇଁର ଜ୍ୱଳନ୍ତ ନିଆଁ । ମୁଁ ଅଗିରା ପୁନେଇଁର ଜ୍ୱଳନ୍ତ ନିଆଁ... ତୁମକୁ ଆକାଶରେ ଆଜି କେହି ଦେଖିବେନି, କାରଣ ମୁଁ ମାଟିରେ ଜଳିଲେ ତୁମ ଆକାଶ ଝାଉଁଳି ପଡେ,…