Latest Odisha News

BREAKING NEWS

Browsing Category

ସାହିତ୍ୟ

କବିତା:ଆଜିର ଗଣତନ୍ତ୍ର

ସ୍ବାଧୀନତାର ଏତେ ବର୍ଷ ପରେ ଟିକେ ଦେଖି ନେବାକି ହିସାବ କିତାବ କରିବା କେତେ ମାତ୍ରାରେ ସଫଳ ଆମ ଗଣତନ୍ତ୍ର? ଜରି ପାଲର ଘର ଭିତରେ ହନ୍ତ ସନ୍ତ ହୁଏ ଗଣତନ୍ତ୍ର ଝୁମ୍ପୁଡି ହୋଟେଲରେ ଦଶ ବର୍ଷ ପିଲା ହାତରେ ଧୋଇ ହେଉଥାଏ ଗଣତନ୍ତ୍ର ହଜାର ହଜାର ଝିଅଙ୍କ ଚିତ୍କାରରେ ବଳି…

କବି କାଳୁ ଚରଣ ପ୍ରଧାନ ପାଇବେ ସାହିତ୍ଯ ଚର୍ଚ୍ଚା ପୁରସ୍କାର

ଯାଜପୁର: ଓଡ଼ିଶାର ଗାଁ ଗହଳିର ଲୁକ୍କାୟିତ ସାହିତ୍ୟ ପ୍ରତିଭାକୁ ଉତ୍ସାହିତ କରି ସେମାନଙ୍କୁ ଲୋକଲୋଚନକୁ ଆଣିବାପାଇଁ ଉଦ୍ଦିଷ୍ଟ 'ସାହିତ୍ୟ ଚର୍ଚ୍ଚା ସମ୍ମାନ' ଏ ବର୍ଷ ଗଂଜାମ ଜିଲ୍ଲା ଗୁଣ୍ଠପଡା ଗ୍ରାମର ଅନାଲୋଚିତ କବି  କାଳୁ ଚଳଣ ପ୍ରଧାନଙ୍କୁ ପ୍ରଦାନ କରାଯିବ । ସାହିତ୍ୟ ଚର୍ଚ୍ଚା…

କବିତା:ଏକାଦଶ ସ୍କନ୍ଧ

ଆଲୋକ ରଞ୍ଜନ ଷଡଙ୍ଗୀ ନଇକୂଳ ମନ୍ଦିରରେ ଦେବତାଙ୍କୁ ପୂଜିବାକୁ ଯଉ ଆତୁରତା ଟିକକ ଶିଖିଥିଲେ ସେତକ ଭୁଲି ଗଲା ପରେ ମନ୍ଦିର ଭିତରୁ ଶୁଭେ କାହାର ୟେ କାନ୍ଦକାନ୍ଦ ସ୍ବର, ବାପାଙ୍କର ନା ଇଶ୍ବରଙ୍କର..? କେହି ଜାଣନ୍ତିନି ,କେହି ବି ଜାଣନ୍ତିନି । ଆଜିକାଲି, ଅକ୍ଷର ଚିହ୍ନି ପାରୁ…

ଚରିତ୍ର ଓ କାହାଣୀ ସହ ଏକାକାର ନହେଲେ ଭଲ ଗପଟିଏ ଲେଖି ହୁଏ ନାହିଁ : ଗାୟତ୍ରୀ ସରାଫ

ଗାୟତ୍ରୀ ସରାଫ ଜଣେ ଏମିତି ସ୍ରଷ୍ଟା ଯେ ନିଜକୁ କେଉଁଠି ବି ଜାହିର କରନ୍ତି ନାହିଁ । ତାଙ୍କ ଗଳ୍ପ କିନ୍ତୁ ଜାହିର କରେ ତାଙ୍କର ସ୍ୱତନ୍ତ୍ରତା । ଗଳ୍ପରୁ ତାଙ୍କୁ କଳ୍ପନା କଲେ ବାସ୍ତବରେ ସେ ଅକଳନୀୟ ମନେ ହୁଅନ୍ତି। ସମଗ୍ର ପୃଥିବୀ ତାଙ୍କର ଗଳ୍ପଭୂମି ଏବଂ ସମଗ୍ର ମାନବ ଜାତି ତାଙ୍କ ଗଳ୍ପର…

ଟ୍ରାନ୍ସଲେଟିଙ୍ଗ ଓଡିଶା, କେବଳ ଓଡିଆ ସାହିତ୍ୟ ନୁହେଁ, ଓଡିଶା ଓ ଓଡିଆ ହୃଦୟର ଅନୁବାଦ

ବହି- ଟ୍ରାନ୍ସଲେଟିଙ୍ଗ ଓଡିଶା ଲେଖକ- ପଲ ସେଣ୍ଟ ପିଅର ପ୍ରକାଶକ – ଧଉଳି ବୁକ୍ସ, ଭୁବନେଶ୍ବର ମୂଲ୍ୟ- ୯୯୫ ଟଙ୍କା, ପ୍ରୁଷ୍ଠା-୩୪୦ , ୨୦୧୯ ------------------------------------------------------------------------------------ ଗତ ୨୮ ବର୍ଷ ଧରି…

କବିତା:ତା ଝାଳରେ ଗଢ଼ା ହେଇଛି ଭାରତବର୍ଷ

ସତ୍ୟବାଦୀ ରାଉତ ସମୟ ଫିକା କରିଦିଏ ଫୁଲର ରଙ୍ଗ ଋତୁର ମହକ ହସକୁ ଥଇଥାନ କରିବାକୁ ଓଠ ଟିଏ ଭିଆଇଲ ଯେ ପ୍ରଭୁ! ଓଠର ଠିକଣା ହଜେଇ ଦେଇଛି ହସ ଲୁହ ଭୁଲି ଗଲାଣି ଲେଉଟାଣି ବାଟ।। ଏରୁଣ୍ଡିର ବାରଣ ନମାନି ପଶି ଆସେ ଦୁଃଖ ପୃଥିବୀର ଏକ ନଗ୍ନ ବାସ୍ତବତାହିଁ ଦାରିଦ୍ର‌୍ୟ ଅସହାୟତାର…

କବିତା:ସୂତାଖିଏରେ ସମ୍ପର୍କ

ସୁଜାତା ମହାପାତ୍ର ଜଙ୍ଗଲୀ ଝରଣାରେ ବୁହାଇଦେଲି କିଛି ନିଷ୍ଠୁର ଖରା, ନିଜ ପାଇଁ ସାଇତିଥିବା କିଛି ସୁନିଶ୍ଚିତ ଛାଇ! ଖାଲି ହାତରେ ପାର କରିବାକୁ ହେବ ଏବେ ଏକ ସୁଦୀର୍ଘ ମରୁରାସ୍ତା ତଥାପି ଚାଲିଛି, ଚାଲିବି ଦର ଓଦା ଆଖି ଓ ଶୁଖିଲା ଓଠରେ । ନା ତୃଷ୍ଣା ନା ତୃପ୍ତି ସବୁକିଛି…

ସତେ ଯେପରି କବିକୁ କଲବଲ କରିବା ଛଡ଼ା କବିତାର ଆଉ କିଛି କାମ ନାହିଁ: ଦୁର୍ଗାପ୍ରସାଦ ପଣ୍ଡା

ସମକାଳର ଅନ୍ୟତମ ପ୍ରବୀଣ କବି ଦୁର୍ଗାପ୍ରସାଦ ପଣ୍ଡାଙ୍କର ଆଜି ଜନ୍ମଦିନ । ‘ନିଆଁ ଭିତରେ ହାତ’, ‘ପୋଷ୍ଟକାର୍ଡ କବିତା’, ‘ରାତି ଆଉଟିକେ ଗାଢ଼ ହେଲେ’ ଭଳି କବିତା ସଂକଳନର ସ୍ରଷ୍ଟା ଭାବେ ସୁପରିଚିତ ଦୁର୍ଗାପ୍ରସାଦ ଅନୁବାଦ ଓ ଇଂରାଜୀ ରଚନା ପାଇଁ ମଧ୍ୟ ଚର୍ଚ୍ଚିତ । ଏହି ଅବସରରେ ତାଙ୍କ ସହ…

କବିତା:ଟିକେ ଡେରିହବ

ବାଦଲ ମହାନ୍ତି ଟିକେ ଡେରିହବ କିନ୍ତୁ ପାଇଯିବ । କ’ଣ? କିଛି ଶୂନ୍ୟତା, ମୁଁ ଥିବା ଯାଏ ଯାହାକୁ ଆଦୌ ପାଇନଥିଲ! ଟିକେ ଡ଼େରିହବ କିନ୍ତୁ ବୁଝିଯିବ । କ’ଣ? ପରସ୍ପରର କିଛି ନିରବତା, ଯାହାକୁ ତମର ସଂଚିବାର ଥିଲା! ଟିକେ ଡ଼େରିହବ ଖୋଜ, କାଳେ ମିଳିଯିବ । କ’ଣ? ଛାଇ!…

ପ୍ରେମପତ୍ର

ଆଜି ଆମ ସମସ୍ତଙ୍କର ପ୍ରିୟ କଥାକାର ଡ. ପ୍ରତିଭା ରାୟଙ୍କ ଜନ୍ମଦିନ! ଏଇ ଅବସରରେ ଆସନ୍ତୁ ପଢିବା ତାଙ୍କର ଏକ ଚମତ୍କାର ଗଳ୍ପ... ପ୍ରତିଭା ରାୟ (୧୯୪୪) ସମକାଳୀନ ଓଡ଼ିଆ କଥାସାହିତ୍ୟର ସର୍ବାଧିକ ଜନାଦୃତ ଲେଖିକା; ଯିଏ ଭାରତୀୟ ମୂଲ୍ୟବୋଧକୁ ଉପଜୀବ୍ୟ କରି ସାଧାରଣ ମଣିଷର ବ୍ୟଥା-ବେଦନାକୁ…