Latest Odisha News

BREAKING NEWS

Browsing Category

ସାହିତ୍ୟ

ତିନୋଟି ଅନୁବାଦ ପୁସ୍ତକ ଲୋକାର୍ପିତ

ଭୁବନେଶ୍ୱର : ରାଜ୍ୟସ୍ତରୀୟ ସାରସ୍ୱତ ସଂଗଠନ ଓଡ଼ିଆ ସାହିତ୍ୟ ଅନୁବାଦ ପରିଷଦ ତରଫରୁ ବିଭିନ୍ନ ଭାଷାରେ ଅନୁଦିତ ୩ଟି ପୁସ୍ତକ ଲୋକାର୍ପିତ ହୋଇଯାଇଛି। ଭୁବନେଶ୍ୱର ,ଓରିଏଣ୍ଟାଲ ଏକାଡେମୀ ଅଫ ଆର୍ଟସ ଆଣ୍ଡ ଲେଟର୍ସ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କଥାଶିଳ୍ପୀ ଶାନ୍ତନୁ କୁମାର…

  କବିତା : ମହାଚକ୍ର

ଜ୍ଞାନେନ୍ଦ୍ର କୁମାର ପଣ୍ଡା ଉଦୟ ସୂର୍ଯ୍ୟରେ ମୋର କୁଆଁକୁଆଁ ରଡ଼ି ଅସ୍ତସୂର୍ଯ୍ୟରେ ନିଏ ମୁଁ ଶେଷ ନିଶ୍ବାସ..। ବାକି ସମୟର ଜୀବନରେ ମୋର ଚଞ୍ଚଳ ଚିତ୍ତ ଓ ପାପୀ ଉଦର ସଂଘଟିତ ଭୀଷଣ କୁମନ୍ତ୍ରଣା ପର୍ବ..! ଚାଖଣ୍ଡେ ମାତ୍ର ପେଟକୁ ଆଢୁଆଳ କରି... ମିଛିମିଛିକା ସାଜିଛି ମୁଁ…

ଭକ୍ତ କବି ମଧୁସୂଦନ ରାଓଙ୍କ ଜୟନ୍ତୀ ପାଳିତ

ଭୁବନେଶ୍ୱର: ଭକ୍ତକବି ମଧୁସୂଦନ ରାଓଙ୍କ ଜୟନ୍ତୀ ଭୁବନେଶ୍ୱର ରମାଦେବୀ ମହିଳା ବିଶ୍ୱ ବିଦ୍ୟାଳୟ ପାଖରେ ତାଙ୍କ ପ୍ରତିମୂର୍ତ୍ତି ନିକଟରେ ପାଳିତ ହୋଇ ଯାଇଛି। ଉତ୍କଳ ଯାଦବ ମହାସଭା ସାଂସ୍କୃତିକ ସେଲ ସଂଯୋଜକ ଲକ୍ଷ୍ମୀଧର ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରବୀର…

 କଥାକାର ଅଖିଳ ମୋହନଙ୍କ ଚର୍ଚ୍ଚିତ କ୍ଷୁଦ୍ରଗଳ୍ପ ‘ମତ୍ସ୍ୟଗନ୍ଧା’ର କଥନ ଓ ଦୃଶ୍ୟାୟନ ଜାନୁଆରି ୩୧ରେ

ଭୁବନେଶ୍ୱର: ଅଖିଳ ମୋହନ ଫାଉଣ୍ଡେସନ୍‌ ପକ୍ଷରୁ ‘ଅଖିଳାୟନ’ କାର୍ଯକ୍ରମ ଜରିଆରେ ଆଧୁନିକ ଓଡିଆ ସାହିତ୍ୟର ଅନ୍ୟତମ ସଫଳ ବିନ୍ଧାଣୀ ଅଖିଳ ମୋହନ ପଟ୍ଟନାୟକଙ୍କ ଅନନ୍ୟ କ୍ଷୁଦ୍ରଗଳ୍ପଗୁଡ଼ିକୁ କଥନ ଓ ଦୃଶ୍ୟାୟନ ମାଧ୍ୟମରେ ପ୍ରସାରିତ କରିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି। ଏହି…

କବିତା : ମୁଁ ଜାଣେ

ବିଦ୍ୟୁତପ୍ରଭା ଗନ୍ତାୟତ ମୁଁ ଜାଣେ ଆଢୁଆଳେ ରହି କିଏ ଦୁଇ ନିରୀହ ପ୍ରେମୀଙ୍କୁ ଦୁଇ ସମ୍ପ୍ରଦାୟରେ ବାଣ୍ଟୁଛି ଦୁଇ ଗୋଷ୍ଠୀ ରେ ନାମିତ କରୁଛି ପୂଜା ଚାଙ୍ଗୁଡିରେ ସଜଡା ଫୁଲକୁ ଧର୍ମ ପଚାରୁଛି । ମୁଁ ଜାଣେ କେଉଁ ଦୁର୍ବୃତ୍ତ ମାନେ କଅଁଳ ବୟସର ଅଫୁଟା ଫୁଲକୁ ଦଳି ମକଚି…

ତ୍ରୟୋମାସିକ ପତ୍ରିକା ବୋଉର ବନ୍ଧୁ ମିଳନ

ଭୁବନେଶ୍ୱର : ଭୁବନେଶ୍ବର ୟୁନିଟ ୯ ସ୍ଥିତ ଜନକଲ୍ୟାଣ ଭବନରେ ତ୍ରୟୋମାସିକ ପତ୍ରିକା "ବୋଉ"ର ବନ୍ଧୁମିଳନ ଓ "ରାଷ୍ଟ୍ରର ପ୍ରଗତିରେ ମାତୃଶକ୍ତିର ଭୂମିକା" ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବନମାଳୀ ସାମନ୍ତରାୟ, ସଂଜୟ କୁମାର ଚୌଧୁରୀ, ସମିତା ମହାରଣା,…

ଗାନ୍ଧୀ ଗଳ୍ପ ସଂକଳନ ଲୋକାର୍ପିତ

ଭୁବନେଶ୍ୱର : ଭୁବନେଶ୍ୱରର ଏଥେନା ବୁକସ ପରିସରରେ ଗାନ୍ଧୀ ଗଳ୍ପ ସଂକଳନ ଲୋକାର୍ପିତ ହୋଇ ଯାଇଛି। ଏହି ଗଳ୍ପ ସଂକଳନଟିକୁ କଥାକାର ଡ଼ .ସୁରେଶ ଛୋଟରାୟ ସମ୍ପାଦନା କରିଛନ୍ତି। ଏଥିରେ ବୀଣାପାଣି ମହାନ୍ତି,ପଦ୍ମଜ ପାଲ, ଗୌରହରି ଦାସ, କବିତା ବାରିକ, ମମତାମୟୀ ଚୌଧୁରୀ, ରବି ପଣ୍ଡା , ତପନ…

କବିତା : ନିରବ ଭଗ୍ନାଂଶ

ଶ୍ୟାମା ପ୍ରସାଦ ମିଶ୍ର ଦେଖ- ଏଠି କେମିତି ଯେ ସମୁଦ୍ର ଯାକର ଶୋଷରେ ହଜିଯାଏ ତୁମ ଇଚ୍ଛାର ପରିବ୍ୟାପ୍ତ ଆକାଶ ଏବଂ ପ୍ରତିଟି ମୁହୂର୍ତ୍ତ, ତୁମ ଅନୁପସ୍ଥିତିରେ ଏଠି ଖାଲି ଇନ୍ଦ୍ରଧନୁର ଅବଶୋଷ । ଦେଖ- ଏବେବି ମୋ ଆଖିର ନିରବ ପୃଷ୍ଠାରେ ତୁମ ଆତ୍ମୀୟତାର ଛାପ, ମୋ ହୃଦୟ ଯୁଗ ଯୁଗ…

୨୦୨୦ ମସିହା ପାଇଁ କଥାକାର ରାମଚନ୍ଦ୍ର ବେହେରା ପାଇବେ ଅତିବଡ଼ି ଜଗନ୍ନାଥ ଦାସ ପୁରସ୍କାର

ଭୁବନେଶ୍ୱର :  ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ ୨୦୨୦ ମସିହା ପାଇଁ ସର୍ବୋଚ୍ଚ ସାରସ୍ୱତ ସମ୍ମାନ ଅତିବଡ଼ି ଜଗନ୍ନାଥ ଦାସ ପୁରସ୍କାର କଥାକାର ରାମଚନ୍ଦ୍ର ବେହେରାଙ୍କୁ ପ୍ରଦାନ କରାଯିବା ପାଇଁ ନିଷ୍ପତି ନିଆଯାଇଛି। ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଶ୍ରୀ ହରିହର ମିଶ୍ରଙ୍କ ଅଧ୍ୟକ୍ଷତାରେ…

କବିତା:ନିଜ ବାଟ

ଜ୍ଞାନୀ ଦେବାଶିଷ ମିଶ୍ର ମୁଁ ମନ୍ତ୍ର ତନ୍ତ୍ର ଜାଣେନା, ମତେ ମନ୍ତୁରାପାଣିରେ ତିନ୍ତେଇ ତାନ୍ତେଇ ମୋକ୍ଷ ମୁଲକ ଦେଖାନା।। ମୁଁ ଅନ୍ଧାରୀ ରାତିରେ କାଲୁଆ ପବନ ସୁଅ ମୁଁ ଗାନ୍ଧାରୀ ଆଖିରେ ତତଲା ଦି ଟୋପା ଲୁହ। ମୁଁ କେଁ କଟ କଟ ଭଙ୍ଗା କବାଟର ଗାଁ ମୁଁ କଅଁଳା ବାଛୁରୀ ପ୍ରଥମ ପାଦର…