Latest Odisha News

BREAKING NEWS

Browsing Category

ସାହିତ୍ୟ

ଉର୍ଦ୍ଦୁ କବି ଜନାବ ସିନ କାଫ ନିଜାମଙ୍କୁ ୨୦୧୯ ଜାତୀୟ ଗଙ୍ଗାଧର ସମ୍ମାନ

ସମ୍ବଲପୁର: ସମ୍ବଲପୁର ବିଶ୍ୱବିଦ୍ୟାଳୟର ୫୪ ତମ ପ୍ରତିଷ୍ଠା ଦିବସ ଅନଲାଇନ ମାଧ୍ୟମରେ ପାଳିତ ହୋଇଯାଇଛି । କୁଳପତି ପ୍ରଫେସର ଦୀପକ ବେହେରାଙ୍କ ଦିଗଦର୍ଶନରେ ଅନୁଷ୍ଠିତ ଅନଲାଇନ ସଭାରେ ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ଅର୍କକେଶରୀ ଦାସ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି…

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୫୫ତମ ପ୍ରତିଷ୍ଠା ଦିବସ ପାଳିତ

ବ୍ରହ୍ମପୁର : ଭାଷାକୁ ନେଇ ସଙ୍ଗୀତ ସୃଷ୍ଟି । ବହୁ ସଂଘର୍ଷ ପରେ ଓଡ଼ିଆ ଏକ ପ୍ରାଚୀନ ଏବଂ ଶାସ୍ତ୍ରୀୟ ଭଷାର ମାନ୍ୟତା ପାଇପାରିଛି । ଭାଷାକୁ ନେଇ ସୃଷ୍ଟି ହୋଇଥିବା ଓଡ଼ିଶୀ ସଙ୍ଗୀତ ମଧ୍ୟ ଶାସ୍ତ୍ରୀୟ ମାନ୍ୟତା ପାଇବା ଉଚିତ।ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୫୫ତମ ପ୍ରତିଷ୍ଠା ଉତ୍ସବରେ…

କବିତା- ଭାଗ୍ୟଫଳ

ରାଜଲଷ୍ମୀ ତ୍ରିପାଠୀ ଫଳକ ଟି ଝୁଲୁଛି ଝଲସୁଛନ୍ତି ଦିବ୍ୟଚିତ୍ରମାନ କାଠ ଉପରେ କଟା ସରୁ ଲମ୍ବା ରାସ୍ତା କିଏ ଜାଣେ ମିଶିଛି ସେ କେଉଁଠି ଏକ ବୃତ୍ତାକାର ମଣ୍ଡଳ ରେ। ବାସନାରେ ରୁନ୍ଧିହୋଇ ଅନାଇଁ ରହିଛି ସେ ମୁକ ଏକ କକ୍ଷପଥକୁ ବଂଚି ରହିଛି ଝୁମ୍ପୁଡି ର ଭାଗ୍ୟ ପରି ଏକ ଦୁଃଖାନ୍ତ…

ନବକାକଳିର ମକର ସଂଖ୍ୟାର ଲୋକାର୍ପଣ

ଭୁବନେଶ୍ୱର:-ସତ୍ୟବିହାର ସ୍ଥିତ ଶ୍ରୀ ତ୍ରୟମ୍ବକେଶ୍ୱର ମହାଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ନବକାକଳି ସାହିତ୍ୟ ପତ୍ରିକାର ମକର ସଂଖ୍ୟାର ଲୋକାର୍ପଣ କରୋନା ସତର୍କତା ସହିତ ପାଳିତ ହୋଇ ଯାଇଅଛି ୲ ଏଥିରେ ମୁଖ୍ୟ ଅତିଥି ଭାବେ ପ୍ର. ବୈଷ୍ଣବ ଚରଣ ମହାନ୍ତି, ମୁଖ୍ୟ ବକ୍ତା ଭାବେ ଡଃ ଅଭୟ…

କବିତା:ଶୁଣୁଛି ବୋଲିତ ତୁମକୁ

ବିନୟ ଭୂଷଣ ପାଣିଗ୍ରାହୀ(ମିଟୁ) ଶୁଣୁଛି ବୋଲିତ ତୁମକୁ ଫେରୁଛି ମୁଁ ପୃଥିବୀକୁ ବାରମ୍ବାର ଆଡେଇ ମୋକ୍ଷକୁ ଯୋଗାଡି ନେଉଛି ଦେହଟେ ନପଚାରି ଜାତି,ଧର୍ମ,ବର୍ଣ୍ଣ, ନବିଚାରି ପ୍ରାନ୍ତ ଓ ପ୍ରଦେଶ। ଶୁଣୁଛି ବୋଲିତ ତୁମକୁ ନିବିଷ୍ଟ ମଧୁମକ୍ଷୀଟିଏ ପରି ପଳପଳ ପିଉଛି ଜୀବନର ବିଷାକ୍ତ…

ପୁରସ୍କାର ନୁହେଁ ,ସାଧନାରେ ହିଁ ବିଶ୍ୱାସ : ଡକ୍ଟର ପ୍ରଦୀପ କୁମାର ପଣ୍ଡା

ସମକାଳୀନ ଓଡ଼ିଆ କବିତାର ଅନ୍ୟତମ ସଶ୍ରଦ୍ଧ ଓ ସିଦ୍ଧ ଉଚ୍ଚାରଣ ଡକ୍ଟର ପ୍ରଦୀପ କୁମାର ପଣ୍ଡା। ଆଙ୍ଗିକ ଓ ଆତ୍ମିକ ପରୀକ୍ଷା ସେ ଜାରି କରିଛନ୍ତି କବିତାରେ। ଜୀବନ ଯାହା ନୁହେଁ ଓ ଯାହା ହୋଇ ପାରନ୍ତା , ତାକୁ କବିତାରେ ଅଭିମନ୍ତ୍ରିତ କରିବାର ଆୟୋଜନ ତାଙ୍କୁ ଜଣେ ଦାର୍ଶନିକ କବିର ମାନ୍ୟତା ଦିଏ।…

କବିତା:କବି

ହିମାଂଶୁ ଆଚାରୀ କବି ସାରାକାଳ ଲୁହ ଆଉ ଲହୁରେ ବତୁରିଥିବା ହୃଦୟଖଣ୍ଡକ ଧରି ବ୍ରହ୍ମାଣ୍ଡକୁ ମୋର କୁହେ ମୁଠାଏ ଶବ୍ଦକୁ କରାୟତ କରି ନିଜକୁ ନିଜେ ଇ ବାଣ୍ଟୁଥାଏ କେବେ ପୁଣି ଶବ୍ଦହରା ହେଇ ନିଶାର୍ଦ୍ଧରେ ଆଉଟୁପାଉଟୁ ହୁଏ ! କବି ଭାଙ୍ଗୁଥାଏ/ ଯୋଡୁଥାଏ କେବେ…

ଭୁବନେଶ୍ୱର; ବାଲିପାଟଣାରେ ଅବସ୍ଥିତ ଶିଶୁମଠ ସାହି  ସ୍ଥିତ ପଞ୍ଚସଖା ଶିଶୁ ଅନନ୍ତଙ୍କ ପୀଠରେ ଶିଶୁ ଅନନ୍ତ ଦାସଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇ ଯାଇଛି। କାର୍ଯ୍ୟକ୍ରମକୁ ଜୟଦେବ ବିଧାୟକ ଡ. ଅରବିନ୍ଦ ଢାଲି ଉଦଘାଟନ କରିଥିବା ବେଳେ , ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ…

୩ୟ କୋରାପୁଟ ସାହିତ୍ୟ ଉତ୍ସବ ଉଦ୍‌ଘାଟିତ

ଭୁବନେଶ୍ବର: ଓଡ଼ିଆ ମିଡିଆ ଆୟୋଜିତ ତୃତୀୟ କୋରାପୁଟ ସାହିତ୍ୟ ଉତ୍ସବର ଉଦ୍‌ଘାଟନୀ ସଭା ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଏହି ଉତ୍ସବକୁ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଉଦ୍‌ଘାଟନ କରିଥିଲେ । ପ୍ରସିଦ୍ଧ ଔପନ୍ୟାସିକ ବିଭୂତି ପଟ୍ଟନାୟକ…

କବିତା:ଅସତ୍ୟ ସହର

ଅନୀତା ଦାସ ଅସତ୍ୟ ସହର ,ଏ ଅସତ୍ୟ ସହର, ସତ୍ୟର ବଦଳେ ହୁଏ ଏଠି ମିଥ୍ୟା ର ପ୍ରଚାର। ମୃତ୍ୟୁ ଆସେ ଅକସ୍ମାତ ପ୍ରତି ଘରେ ଘରେ, ଜନ୍ମ ପୂର୍ବରୁ ଶ୍ୱାସ ରୁଦ୍ଧ ହୁଏ କେତେ ପ୍ରାଣର। ଅସତ୍ୟ ସହର ଏ ଅସତ୍ୟ ସହର, ମାନବିକତାର ହତ୍ୟା ହୁଏ ଏଠି ପ୍ରତି ମୂହୁର୍ତ୍ତ ରେ। ଧର୍ମ…