Latest Odisha News

BREAKING NEWS

Browsing Category

ସାହିତ୍ୟ

ସପ୍ତମ ଚନ୍ଦ୍ରଭାଗା କବିତା ଉତ୍ସବ ଉଦଘାଟିତ, ଅନଲାଇନରେ ଯୋଗ ଦେଉଛନ୍ତି ପୃଥିବୀର ସତୁରୀ ଜଣ ବିଶିଷ୍ଟ କବି

ଗତ ଛଅ ବର୍ଷ ହେଲା ଜାନୁଆରୀ ଦ୍ଵିତୀୟ ସପ୍ତାହରେ କୋଣାର୍କରେ ଆୟୋଜିତ ହୋଇଆସୁଛି ଏକ ନିଆରା କବିତା ଉତ୍ସବ। ଭାରତୀୟ ଇଂରାଜୀ କବିତାର ମହାନାୟକ ଜୟନ୍ତ ମହାପାତ୍ରଙ୍କ ନେତୃତ୍ଵ, ବିଶିଷ୍ଟ ଚିନ୍ତାନାୟକ ପ୍ରଫେସର ମନୋରଞ୍ଜନ ମହାନ୍ତିଙ୍କ ଆବାହକତ୍ଵ, କବି ଆଶୁତୋଷ ପରିଡା ଓ କବି ବିଜୟ…

କବିତା:ପ୍ରେମିକ

ଦିପୁନ୍ ପୁହାଣ ଶେଷକୁ ମୁଁ ତା'ର ନାଁ ଦେଲି 'ନଦୀ', ସେ ଖାଲି ଅଳପ ହସିଲା ଓ ବୋଧ ଦିଆ କୁନି ଶିଶୁଟି ପରି ବହିଗଲା ମୋ ଅନୁର୍ବର ଭୂମିଖଣ୍ଡ ଉପରେ.. ଆରମ୍ଭରୁ ମୁଁ ତାକୁ 'ଜହ୍ନ' ବୋଲି ଡାକିଥିଲି, ଅତୁଟ ସ୍ନେହରେ.. ସେତେବେଳେ ସେ ସତେଜ ଦିଶୁଥିଲା, ତା' ଦେହଯାକ ଭରିଥିଲା…

କହେଲେ କହେବ ଓ କରବୁ ଯାହା ପାଏବୁ ତାହା ପୁସ୍ତକ ଉନ୍ମୋଚିତ

ସମ୍ବଲପୁର: କୋଭିଡ କଟକଣା ଭିତରେ ସମ୍ବଲପୁରର ସମଲେଶ୍ବରୀ ମନ୍ଦିର ପରିସରରେ ଡ. ଶ୍ୟାମସୁନ୍ଦର ଧରଙ୍କ ରଚିତ ସମ୍ବଲପୁରୀ ପୁସ୍ତକ "କହେଲେ କହେବ" ଓ ଡ. ବିଜୟ ପ୍ରଧାନଙ୍କ ରଚିତ ସମ୍ବଲପୁରୀ ଗଳ୍ପ ସଂକଳନ "କରବୁ ଯାହା ପାଏବୁ ତାହା" ଉନ୍ମୋଚିତ ହୋଇଯାଇଛି। ବରିଷ୍ଠ ନାଗରିକ ହେମନ୍ତ ଦଫେଦାର ଓ…

ମୋନା ଦାଶ ମର୍ଯ୍ୟାଦାଜନକ ଅନ୍ତର୍ଜାତୀୟ ଆଇଲ୍ୟାଣ୍ଡସବୁକ ଆୱାର୍ଡ ପାଇବାକୁ ମନୋନୀତ

ଭୁବନେଶ୍ୱର : ଇଂଲଣ୍ଡ ରେ ରହୁଥିବା ସାହିତ୍ୟିକା ମୋନା ଦାଶ ମର୍ଯ୍ୟାଦାଜନକ ଅନ୍ତର୍ଜାତୀୟ ଆଇଲ୍ୟାଣ୍ଡସ ବୁକ ଆୱାର୍ଡ ପାଇବାକୁ ମନୋନୀତ ହୋଇଛନ୍ତି। ସେ ତାଙ୍କର ସ୍ମୃତି କଥା "ଏ ରୋଲ ଅଫ ଦ ଡାଇସ" ପାଇଁ ଏହି ପୁରସ୍କାର ପାଇବେ । ପ୍ରଥମ ଭାରତୀୟ ଭାବରେ ମୋନା ଦାଶ ଏହି ମର୍ୟାଦାଜନକ ପୁରସ୍କାର…

ପଣ୍ଡିତ ବିରେନ୍ଦ୍ର ପଣ୍ଡାଙ୍କୁ ଚଳିତ ବର୍ଷ ପାଇଁ ଦିବ୍ୟଲୋକ ସନ୍ଧାନେ ସମ୍ମାନ

କଟକ: ପଣ୍ଡିତ ବିରେନ୍ଦ୍ର ପଣ୍ଡାଙ୍କୁ ଚଳିତ ବର୍ଷ ପାଇଁ ଦିବ୍ୟଲୋକ ସନ୍ଧାନେ ସମ୍ମାନ ୨୦୨୧ ପ୍ରଦାନ କରାଯିବ ବୋଲି ଆଧ୍ୟାତ୍ମିକ ପତ୍ରିକା ଦିବ୍ୟାଲୋକ ସନ୍ଧାନେର ମୁଖ୍ୟ ସମ୍ପାଦକ ଡ. ଶରତ ରଥ ଏକ ପ୍ରେସ ବିବୃତ୍ତିରେ ଜଣାଇଛନ୍ତି। ଆସନ୍ତା ୧୦ ତାରିଖ ରବିବାର ଦିନ ଉରାଳୀ ଗ୍ରାମ ପଞ୍ଚାୟତ…

ଗଳ୍ପ:ବୋଉ ଅସୁସ୍ଥ

ସ୍ମୃତି ରଞ୍ଜନ ତ୍ରିପାଠୀ ଧୁ ଧୁ ଖରାବେଳ, ରାସ୍ତା ଘାଟରେ କେହି କୁଆ କୋଇଲି ନାହାନ୍ତି। ରମାକାନ୍ତ ବାବୁ ବେଧଡକ ଚାଲି ଥାଆନ୍ତି ରାଜରାସ୍ତାରେ। ଆଉ କିଛି ବାଟ ପରେ ଗାଁ କୁ ପକ୍କା ସଡକ ଆସିବ। ବସରୁ ଓଲହେଇ ପୁଣି ଦୁଇ ମାଇଲ ଡାହାଣ କୁ ଗଲେ ଯାଇ ତାଙ୍କ ଗାଁ ଦିଶିବ। ଗ୍ରାମ୍ୟ ସଡକ ଯୋଜନାରେ…

କୋଭିଡ୍‌ କଟକଣା ଭିତରେ କାଦମ୍ବିନୀର ନୂଆ ବର୍ଷର ବନ୍ଧୁ ମିଳନ କାଯ୍ୟର୍କ୍ରମ

ଭୁବନେଶ୍ୱର : ଓଡିଶାର ସର୍ବପ୍ରଥମ ମାସିକ ପାରିବାରିକ ପତ୍ରିକା କାଦମ୍ବିନୀ ପକ୍ଷରୁ ଆଜି ଆୟୋଜିତ ହୋଇଥିଲା ନୂଆ ବର୍ଷର ବନ୍ଧୁ ମିଳନ କାଯ୍ୟର୍କ୍ରମ । ଏଥିରେ କବି, ଲେଖକ, କଳାକାର ଏବଂ ବୁଦ୍ଧିଜୀବୀ ଯୋଗ ଦେଇଥିଲେ । କୋଭିଡ୍‌ କଟକଣା ଭିତରେ କାଦମ୍ବିନୀ ନୂଆ ବର୍ଷ ସ୍ୱତନ୍ତ୍ର ସଂସ୍କରଣ ଓ କୁନି…

ସାରା ଓଡ଼ିଶାରେ ଗାନ୍ଧି ବିଚାରଧାରାର ଜଣେ ମୁଖ୍ୟ ପୁରୋଧା ଥିଲେ ରାଜ କିଶୋର ନାୟକ

ଭୁବନେଶ୍ୱର : ଗାନ୍ଧୀ ଓ ଆଦର୍ଶ  ବିଚାର ସମଗ୍ର ବିଶ୍ୱରେ ଦିନକୁ ଦିନ ଅଧିକ ପ୍ରାସଙ୍ଗିକ ମନେ ହେଉଥିବାବେଳେ ଦୃଢ଼ ରାଜନୈତିକ ଇଚ୍ଛଶକ୍ତିର ଅଭାବ ଯୋଗୁଁ ଭାରତରେ ଏହା ଏପର୍ଯ୍ୟନ୍ତ ଆଶାନୁରୂପ ଭାବେ ବିକଶିତ ହୋଇପାରି ନାହିଁ। ଗାନ୍ଧୀଙ୍କ ସ୍ୱପ୍ନର ଭାରତ କ୍ରମଶଃ ହଜିଯାଇଛି। ଏପରିକି ଦେଶ…

ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର ୨୨ତମ ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ୱର : ଓଡିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ସ୍ୱୀକୃତି ପ୍ରଦାନ କ୍ଷେତ୍ରରେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରାଯିବ। ସଙ୍ଗୀତକୁ ଗୁରୁତ୍ୱ ଦିଆଯାଇ ଓଡ଼ିଶୀ ବିଶେଷଜ୍ଞଙ୍କୁ ନେଇ ଆଲୋଚନାଚକ୍ର କରାଯିବ। ବିଶେଷକରି ଓଡ଼ିଶୀ ସଙ୍ଗୀତ କ୍ଷେତ୍ରରେ ଅଧିକ ଗବେଷଣା ଉପରେ…

କବିତା:ସବୁ ତୁମ ପାଇଁ

ଅମ୍ବିକେଶ ରାଉତ ତୁମେ ହସ କେବେ ଲୁହ କେବେ ସମୁଦ୍ରଏ କୋହ ତ ପୁଣି କେବେ ମୋ ବଞ୍ଚିବାର ମୋହ । ମୁଁ ଭାଙ୍ଗେ ତୁମକୁ ତୁମେ କିନ୍ତୁ ଗଢିଛ ଗଢି ଚାଲିଛ ଅହରହ । ମୁଁ ଡରେ, ଡରାଏ ତୁମେ କିନ୍ତୁ ବୁଝ, ବୁଝାଅ କେବେ ମୁଁ ନିଆଁ ହେଲେ, ତୁମେ ଜଳ ମୁଁ ତ ଅବୁଝା , ତୁମେ ବି ହେଲ ।…