Latest Odisha News

BREAKING NEWS

Browsing Category

ସାହିତ୍ୟ

ପାରିପାର୍ଶ୍ବିକ ପରିସ୍ଥିତି ମୋ ହାତରେ କଲମ ଧରେଇଦେଲା : ମଞ୍ଜୁ ରାଣୀ ବେହେରା

ଓଡ଼ିଆ ସାହିତ୍ୟର ଗଳ୍ପ ଓ କବିତା ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ସାହିତ୍ୟ ସର୍ଜନା ଦିଗରେ ସେ ବାଲ୍ୟକାଳରୁ ସମର୍ପିତ । ଓଡ଼ିଆ ସାହିତ୍ୟ ଜଗତର ‘ନବ ପ୍ରତିଭା’ ମଞ୍ଜୁ ରାଣୀ ବେହେରାଙ୍କ ସହ ‘ସ୍ୱଳ୍ପ ଆଳାପ’…

ଗପ : ସେଇ ଚଉଦ ଘଣ୍ଟା

ସୁମିତା ବେହେରା କାରରୁ ଓହ୍ଲେଇ ବିଜୁଳି ପରି କିଛି ସେକେଣ୍ଡ ମଧ୍ୟରେ କୋକେଇ ନିକଟରେ ପହଞ୍ଚିଗଲେ ଅନୁ। ସମସ୍ତ ହିତୈଷୀ ବନ୍ଧୁ ପରିଜନ, ପାଖ ପଡ଼ୋଶୀଙ୍କର ଗହଳିରେ ଦାଣ୍ଡ ଲୋକାରଣ୍ୟ। ଧଳା ଚାଦରରେ ଢାଙ୍କି ହୋଇ ରହିଛି ତାଙ୍କ ଇହକାଳର ସାଥୀଙ୍କର ମୃତଦେହ। ଦୀର୍ଘ ବତିଶ ବର୍ଷର ହସ ଲୁହର…

କବିତା : ନଈର ଡାକ

ପଞ୍ଚାନନ ମିଶ୍ର  ନିର୍ଜନତା ଘୁଞ୍ଚେନାହିଁ ତା’ସ୍ଥାନରୁ ନିଶ୍ଚଳ ମୁହୂର୍ତ୍ତ ଅସ୍ତାଚଳେ ସୂର୍ଯ୍ୟ ନିରୋଳା ନଈପଠା ଫେରନ୍ତା ପକ୍ଷୀଙ୍କ ଶୋଭାଯାତ୍ରାରେ ସାମିଲ ପବନର ଅଦୃଶ୍ୟ ସମର୍ଥନ ଓ ସ୍ୱୀକୃତି ଯାହା ଭାସିଆସେ ପାହାଡ଼ର ସେପାରିରୁ। ମନ୍ଦ ମନ୍ଦ ପୁଲକଭରା ଢେଉ ତା’ର ଛୁଉଁଥାଏ…

ଭାଷା ଭାଗବତ : ସାହିତ୍ୟ ସର୍ଜନା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଚିଂତାର ଚକ୍ର ଅବିରତ କରଇ ସାହିତ୍ୟ ରଚିତ ଅପୂର୍ବ ଗଦ୍ୟପଦ୍ୟ ମିଶା ସଂଚାର କରୁଛି ଭରସା ଯଶଲାଳସୀ ବ୍ୟକ୍ତିଗଣ ହୁଅଂତି ଗ୍ଳାନିର କାରଣ ଯଂତ୍ରର ସ୍ବୈଚ୍ଛିକ ପ୍ରୟୋଗ ଯୋଗୁଁ ହିଁ ଆସଇ ଦୁର୍ଯୋଗ ପରସ୍ପରକୁ ସଂଶୋଧନ କଲେ…

ରାଜ୍ୟ ଗ୍ରନ୍ଥାଗାରକୁ ଗୁରୁଜୀ ଚନ୍ଦ୍ରଭାନୁ ଶତପଥୀଙ୍କ ଦ୍ୱାରା ଏକ ହଜାର ବିରଳ ପୁସ୍ତକ ପ୍ରଦାନ

ଭୁବନେଶ୍ୱର : ଅବସରପ୍ରାପ୍ତ ଆଇପିଏସ୍‌ ଅଧିକାରୀ ତଥା ଜନସେବା କ୍ଷେତ୍ରରେ ସୁଖ୍ୟାତି ଅର୍ଜନ କରିଥିବା ଗୁରୁଜୀ ଚନ୍ଦ୍ରଭାନୁ ଶତପଥୀ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରାୟ ଏକ ହଜାର ବିରଳ ଓ ଦୁର୍ଲଭ ପ୍ରାଚୀନ ଓଡ଼ିଆ ପୁସ୍ତକ ଓ ପତ୍ର…

ପାକଶାଳା ଉଦ୍ୟାନ

ମହମ୍ମଦ ଇମ୍ରାନ୍ ଅଲୀଙ୍କ ଆଲେଖ୍ୟ ଚାଷ ଏକ ବହୁ ପୁରାତନ ପାରମ୍ପରିକ କାର୍ଯ୍ୟ। କଥାରେ ଅଛି ଚାଷ କାମ ଯାହାର, କି ଆନନ୍ଦ ତାର। ଅର୍ଥାତ୍ ଚାଷ କାମ ଗୋଟେ ଆନନ୍ଦରେ ଭରା କର୍ମ, ବ୍ୟବସାୟ ତଥା ବୃତ୍ତି ଅଟେ। ମାତ୍ର ସହରାଞ୍ଚଳରେ ଚାଷ କାମ କରିବା ଏକ ସ୍ବପ୍ନ ପରି ଲାଗେ। ଚାଷ ପାଇଁ ଆବଶ୍ୟକୀୟ…

କବିତା : ଶେଷ ପୃଷ୍ଠା

ଜ୍ଞାନେନ୍ଦ୍ର କୁମାର ପଣ୍ଡା ଆଉ କେତେଦିନ କ୍ରମଶଃ ସଢି ଯାଉଥିବା ଏଇ ମୃତଦେହ ଧରି ପାଦ ଘୋଷାରି ବୁଲୁଥିବି ? ନିଥର ଏଇ ଦେହରେ ମିଛ ରଙ୍ଗକୁ ବୋଳି ହୋଇ କେତେଦିନ ଆଉ ଉପଢୌକନ ବଦଳାଉଥିବି…? କୁହ… ମିଛ ମଣିଷ ବେଶରେ ଏମିତି ବଞ୍ଚିବାରେ କି ଲାଭ ?? କେହି ଜାଣିବା ପୂର୍ବରୁ…

ଭାଷା ଭାଗବତ : କଳାର ବିଭକ୍ତୀକରଣ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଶାସ୍ତ୍ରୀୟ, ଲୌକିକ, ଚଳିତ ତିନିଟି ସୋପାନରେ ସ୍ଥିତ ବିଶ୍ବର କଳାକୃତିମାନ ବୁଝିବା ଅଟେ ପ୍ରୟୋଜନ ସାହିତ୍ୟ, ଗୀତ ଓ ସଂଗୀତ ଚିତ୍ରାଂକନ, ଭାସ୍କର୍ଯ, ନୃତ୍ଯ ଭଳି ରହିଛି ଯେତେ କଳା ଏହି ତିନି ଛାଂଚରେ ଢଳା ଶାସ୍ତ୍ରୀୟ…

ଅସିତ୍ ମହାନ୍ତି ପାଇବେ ‘ଷଷ୍ଠ ଗଣେଶ ପରିଜା ସମ୍ମାନ’

ଭୁବନେଶ୍ୱର : ଶାରଳା ସ୍ମାରକ ପକ୍ଷରୁ ବିଶିଷ୍ଟ ଲେଖକ ତଥା ଗବେଷକ ଗଣେଶ ପ୍ରସାଦ ପରିଜାଙ୍କ ୨୪ତମ ସ୍ମୃତି ଦିବସ ଆସନ୍ତା ସେପ୍ଟେମ୍ବର ୨୬ ତାରିଖ ସନ୍ଧ୍ୟାରେ ଗୀତଗୋବିନ୍ଦ ସଦନଠାରେ ଅନୁଷ୍ଠିତ ହେବ ବୋଲି ସୂଚନା ପ୍ରଦାନ କରାଯାଇଛି । ଏହି ଅବସରରେ ସଙ୍ଘମିତ୍ରା ମିଶ୍ର ‘ସଂସ୍କୃତି ଓ…

କବିତା : ସ୍ବପ୍ନ ସବାରୀ

ତଫିଜୁଲ ହୋସେନ ଲକ୍ଷ ଲକ୍ଷ ସ୍ବପ୍ନ ଏମିତି ଏକା ସାଙ୍ଗରେ ପ୍ରତ୍ୟହ ଲକ୍ଷ୍ୟ ସ୍ଥଳ ସନ୍ଧାନରେ ବାହାରନ୍ତି କିଛି ଲୁହ, କିଛି କୋହ, କିଛି ଆଶା ଓ ଆଶଙ୍କାକୁ ନିଜ ହୃଦୟର ସନ୍ଧିରେ ଜାବୁଡ଼ି କିଏ ଜାଣିଛି ସେମାନେ କେଉଁ ଘନ ଅନ୍ଧାର ମଧ୍ୟରେ କେଉଁ ଅଜଣା ରାଇଜରେ କିମ୍ବା…