Latest Odisha News

BREAKING NEWS

Browsing Category

ସାହିତ୍ୟ

ସତ୍ୟମ୍ ଶିବମ୍ ସୁନ୍ଦରମ୍‌

ରାହୁଲ ଗାନ୍ଧୀ କଳ୍ପନା କରନ୍ତୁ କି, ଜୀବନ ହେଉଛି ପ୍ରେମ, ଉଲ୍ଲାସ, ଭୋକ ଓ ଭୟର ଏକ ମହାସାଗର; ଆଉ ଆମେ ସମେସ୍ତ ସେଥିରେ ଭାସୁଛନ୍ତି । ଏହାର ସୁନ୍ଦର ଓ ଭୟଙ୍କର, ଶକ୍ତିଶାଳୀ ଓ ସର୍ବଦା ବଦଳୁଥିବା ତରଙ୍ଗ ମଧ୍ୟରେ ଆମେ ବଞ୍ଚିବାକୁ ପ୍ରୟାସ ଚଳାଇଛନ୍ତି । ଏହି ମହା ସମୁଦ୍ରରେ ଯେଉଁଠି…

ଅନୁବାଦ କବିତା : କୌଣସି ଏକ ଝିଅକୁ

ମୂଳ ବଙ୍ଗଳା : ବୁଦ୍ଧଦେବ ବସୁ  ହେବକି ଟିକିଏ ସମୟ ? ତୁମ ପାଖରେ ଯାଇ ବସନ୍ତି ( ଆମ ଘରେ ଲୋକଙ୍କ ଭାରି ଭିଡ଼ ଅନେକ ଜଞ୍ଜାଳ, ମା'ର ମେଜାଜ ସବୁବେଳେ ଚଢା, ପିଲା ଗୁଡାକର ଅଶାନ୍ତି, ଚିତ୍କାର ଓ ଗୋଲମାଳ ) ତୁମ ଘର ସିଡିରେ ଥିବା କୁଣ୍ଡରେ ନାନା ଜାତି ଫୁଲର ଚାରା ମୃଦୁ ପବନରେ…

ଭାଷା ଭାଗବତ : ସତ୍ୟାନୁଭବୀ ଲୋକ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ସତ୍ୟାନୁଭବ କଲେ ଲୋକ କହିବା ନୁହେ ଆବଶ୍ଯକ ସତ୍ୟକୁ କଲେ ଶବ୍ଦବଦ୍ଧ ତା ମାର୍ଗ ହୁଏ ଅବରୁଦ୍ଧ ସତ୍ୟ କହିଲେ ସମାଧାନ ହେବାର ମିଳୁନି ପ୍ରମାଣ ଓଲଟି ହୁଏ ଗୋଳମାଳ ମିଳେନି କେବେ ଶେଷଫଳ ସତ୍‌କଥା ଆଉ ସତ୍‌କର୍ମ ମଧ୍ୟରୁ…

କବିତା : ହୃଦୟକୁ ଥାପି ହୃଦୟରେ

ସାଧନା ପଣ୍ଡା ହୃଦୟକୁ ଥାପି ହୃଦୟରେ ସ୍ୱପ୍ନର ହିଡ ବାଟେ ଚାଲୁ ଚାଲୁ ବାଟ ହୁଡିଯାଏ , ଅନ୍ଧାରକୁ ପାନ କରେ ଆକୁଳ ଭଙ୍ଗୀରେ ଓଠରେ ନୈଶ- ବର୍ଣ୍ଣମାଳା ଲାଗିଥାଏ ନିବିଡ଼ ଭାବରେ..... , କୁହୁଡି ଢାଙ୍କିଦିଏ ବିରହର ମୁହଁ ମୃତ୍ୟୁ ଓ ଜୀବନର ମଧ୍ୟବର୍ତ୍ତୀ ଇଲାକା ଶିଉଳି ପରି…

ଭାଷା ଭାଗବତ : ସତ୍ୟାନୁଭବୀ ଲୋକ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ସତ୍ୟାନୁଭବ କଲେ ଲୋକ କହିବା ନୁହେ ଆବଶ୍ଯକ ସତ୍ୟକୁ କଲେ ଶବ୍ଦବଦ୍ଧ ତା ମାର୍ଗ ହୁଏ ଅବରୁଦ୍ଧ ସତ୍ୟ କହିଲେ ସମାଧାନ ହେବାର ମିଳୁନି ପ୍ରମାଣ ଓଲଟି ହୁଏ ଗୋଳମାଳ ମିଳେନି କେବେ ଶେଷଫଳ ସତ୍‌କଥା ଆଉ ସତ୍‌କର୍ମ ମଧ୍ୟରୁ…

ସ୍ୱଳ୍ପ ଗଳ୍ପ : ଆନାଙ୍କ ହାତ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୮୧ ଡାହାଣ ହାତର ଫଟୋ । ଆନାଙ୍କର ।ଫଟୋରେ ଦେଖାଯାଉଛି ଗୋଟିଏ ଆଙ୍ଗୁଳିରେ ରହିଛି ଗୋଟିଏ ମୁଦି । ସେଇ ମୁଦିଟି ତାଙ୍କର ଏନଗେଜମେଣ୍ଟ ସମୟ ର ମୁଦି । ଆନା ଙ୍କର ପୂରାନାଆଁ ଆନା ବର୍ଥା ରୋଣ୍ଟଜେନ୍। ବିଖ୍ୟାତ ପଦାର୍ଥବିଜ୍ଞାନୀ…

ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ପ୍ରାଚୀନ ତାଳପତ୍ର ପୋଥି ସଂରକ୍ଷଣ କର୍ମଶାଳା ଉଦ୍‌ଯାପିତ

ଭୁବନେଶ୍ୱର : ପ୍ରାଚୀନ ତାଳପତ୍ର ପୋଥି ସଂରକ୍ଷଣ ନିମନ୍ତେ ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ପକ୍ଷରୁ ଆରମ୍ଭ ହୋଇଥିବା ୧୫ ଦିନିଆ କର୍ମଶାଳା ଉଦ୍‌ଯାପିତ ହୋଇଯାଇଛି । ଏହି ଅବସରରେ ଏହି କର୍ମଶାଳାରେ ଯୋଗଦେଇଥିବା ପ୍ରାୟ ୧୦୦ ଜଣ ସ୍ନାତକୋତ୍ତର, ଏମ୍‌.ଫିଲ୍‌ ଏବଂ ପି.ଏଚ୍‌ଡି ଛାତ୍ରଛାତ୍ରୀମାନଙ୍କୁ…

ସନେଟ : ତୁମେ କି ଆସୁଛ

ରଞ୍ଜିତା ହୋତା ତୁମେ କି ଆସୁଛ ଶୁଭ୍ର ଶରତେ କାଶ ଫୁଲ ହାସ ନେଇ? କାସାରେ କାସାରେ ଫୁଟେ କୁମୁଦିନୀ, ତବ ଆଗମନ ପାଇଁ ଗଙ୍ଗଶିଉଳି ବୁକୁରେ ବୁକୁରେ, ମୁଗ୍ଧ ମହକ ଭରା, ଆଦ୍ୟ ଶିଶିର ସ୍ୱଚ୍ଛ, ଶୀତଳ,ମଧୁର ପୀୟୂଷ ବୋଳା। ଦୁଆରେ ଦୁଆରେ ଦ୍ଵେଷର କାଳିମା, ଅହମିକା କଳା ଛାଇ,…

ଭାଷା ଭାଗବତ : କ୍ଷ : ଖ୍ୟ ଭେଦ ରକ୍ଷା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ କ୍ଷ ଓ ଖ୍ୟ ଭେଦାଭେଦ ରକ୍ଷା ନିମଂତେ ପ୍ରାଥମିକ ଶିକ୍ଷା ଏଠାରେ ମିଳୁନାହିଁ ଯେଣୁ ଲୋକେ ଲେଖଂତି ଏଣୁତେଣୁ କ୍ଷାଂତି : ଖ୍ୟାତି ଓ କ୍ଷତ : ଖତ ରକ୍ଷିତ : ଦୁଃଖିତ ସହିତ କରିଲେ ଥରଟେ ତୁଳନା ଭିନ୍ନତା ସ୍ପଷ୍ଟ ପଡ଼େ ଜଣା…

ଦେବଦତ୍ତ ପଟ୍ଟନାୟକଙ୍କ ‘ଟେଲ୍‌ସ ଫ୍ରମ୍‌ ଦି ଲାଣ୍ଡ୍‌ ଅଫ୍‌ ଜଗନ୍ନାଥ’ ଉନ୍ମୋଚିତ

ଭୁବନେଶ୍ବର : ପ୍ରତିଷ୍ଠିତ ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକ୍ସ ତଥା ଓଡ଼ିଆ ମିଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ଆନୁକୂଲ୍ୟରେ ବାଣୀବିହାରର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ପ୍ରେକ୍ଷାଳୟରେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଲେଖକ ତଥା ପୁରାଣବିତ ଦେବଦତ୍ତ ପଟ୍ଟନାୟକଙ୍କ 'ଟେଲ୍‌ସ ଫ୍ରମ୍‌ ଦି…